ବଡ଼ଯାତ୍ରା: ମାଉଲି ମା’ ପୀଠରେ ବଡ଼ଠାକୁର
ମାଲକାନଗିରି,୯ା୩(ନୃସିଂହ ଚରଣ ମହାନ୍ତି): ମାଲକାନଗିରି ଜିଲାରେ କାହିଁ କେଉଁକାଳରୁ ପାଳନ ହୋଇଆସୁଛି ‘ବଡ଼ଯାତ୍ରା’। ପ୍ରତି ୨ ବର୍ଷରେ ଥରେ ପାଳନ ହେଉଥିବା ଏହି ଯାତ୍ରା ପ୍ରାୟ ୧ ମାସ ଧରି ବିଭିନ୍ନ ନୀତିକାନ୍ତିରେ ଆରମ୍ଭ ହୋଇଛି। ବଡ଼ଯାତ୍ରା ପାଇଁ ଆନ୍ଧ୍ରସ୍ଥିତ ତାଡ଼କାରେଉ…
ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ
ମାଲକାନଗିରି, ୮।୩ (ନୃସିଂହ ଚରଣ ମହାନ୍ତି): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ପୋଲିସ ନିକଟରେ ଶନିବାର ୨ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ମାଲାଙ୍ଗୀର ମାଓବାଦୀ ଏରିଆ କମିଟିରେ ସକ୍ରିୟ ଥିଲେ। ଉଭୟ ମହିଳା ମାଓବାଦୀ ହେଲେ ପ୍ଲାଟୁନ…
ଗାଁ ପୋଖରୀରେ କୁମ୍ଭୀର
କୋରୁକୋଣ୍ଡା,୮।୩(ଶିବଦତ୍ତ ସାହୁ ): କୋରୁକୋଣ୍ଡା ବ୍ଲକ୍ ଅଧୀନ ମାରିୱାଡା ପଞ୍ଚାୟତ ଅଧୀନ ଏମ୍ଭି-୨୬ ଗ୍ରାମ ପୋଖରୀରେ ଏକ କୁମ୍ଭୀର ରହିଥିବା ଗ୍ରାମବାସୀ ଦେଖିବାକୁ ପାଇଛନ୍ତି। ଗ୍ରାମବାସୀ ଏହି ସମ୍ପର୍କରେ ବନ ବିଭାଗକୁ ସୂଚନା ଦେବା ପରେ କର୍ମଚାରୀମାନେ ପୋଖରୀ ନିକଟରେ ପହଞ୍ଚି…
ଛତିଶଗଡ଼ରେ ମାଓବାଦୀ ଅପରେଶନ: କ୍ୟାମ୍ପରୁ ମିଳିଲା ବିପୁଳ ଅସ୍ତ୍ରଶସ୍ତ୍ର
ମାଲକାନଗିରି,୬ା୩(ଗୌରୀଶଙ୍କର ପଣ୍ଡା): ଛତିଶଗଡ ସୁକ୍ମା ଜିଲାରେ ଯବାନମାନେ ମାଓ କ୍ୟାମ୍ପ ଉପରେ ଚଢାଉ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ସୁକ୍ମା ଜିଲା ଚିନ୍ତାଲନାର ଥାନା ଅନ୍ତର୍ଗତ ନବୀନ କ୍ୟାମ୍ପ ରାୟଗୁଡେମ ଜବ୍ବାଗଟା ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତ ଥିବା ଖବର…
10th Exam Odisha: ଦଶମ ପରୀକ୍ଷା ଦେବାକୁ ଯାଉଥିବାବେଳେ ଭ୍ୟାନ ସହ ଧକ୍କା ହେଲା ବାଇକ, ଚାଲିଗଲା ଛାତ୍ରଙ୍କ ଜୀବନ
ମାଲକାନଗିରି,୬।୩((ଦୁର୍ଯ୍ୟୋଧନ ପାତ୍ର) :ଦଶମ ପରୀକ୍ଷା ଦେବାକୁ ଯିବାବେଳେ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଆଜି ସ୍କୁଲ ଜୀବନର ଶେଷ ପରୀକ୍ଷା ଥିବାବେଳେ ରାସ୍ତାରେ ଜୀବନ ହିଁ ଶେଷ ହୋଇଯାଇଛି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଆଉ ଜଣେ ଛାତ୍ର…
ଆଇଇଡି ବୋମା ନିଷ୍କ୍ରିୟ କଲେ ଯବାନ
ମାଲକାନଗିରି, ୨ା୩(ନୃସିଂହ ଚରଣ ମହାନ୍ତି)- ଛତିଶଗଡ ସୁକ୍ମା ଜିଲାରେ ତଲାସି ବେଳେ ଏକ ଆଇଇଡି ବୋମାକୁ ରବିବାର ଠାବକରି ଯବାନମାନେ ନିଷ୍କ୍ରିୟ କରିଛନ୍ତି। ସୁକୁମା ଜିଲା ରାଇଗୁଟ୍ଟା ପାହାଡ଼ ନିକଟରେ ମାଓବାଦୀ ଦମନ ନିମନ୍ତେ ସିଆରପିଏଫ ଯବାନମାନେ ବାହାରିଥିଲେ। ଏହି ସମୟରେ…
ଖରା ଆରମ୍ଭରୁ ମାଲକାନଗିରିରେ ଜଳ କଷ୍ଟ
କୋରୁକୋଣ୍ଡା,୧ା୩(ଶିବଦତ୍ତ ସାହୁ): ଖରା ଆରମ୍ଭରୁ ମାଲକାନଗିରି ଜିଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଛି ଜଳ ସଙ୍କଟ। ଦୀର୍ଘବର୍ଷ ହେଲା ବିଭିନ୍ନ ସ୍ଥାନରେ ଅଚଳ ହୋଇପଡିଛି ସୌର ପ୍ରକଳ୍ପ। ଗଁରେ ଥିବା ୪ ନଳକୂପ ମଧ୍ୟରୁ ୨ ଅଚଳ ହୋଇପଡିଛି। ଅନ୍ୟ ଦୁଇଟି ନଳକୂପର…
ସୀମାନ୍ତରେ ଗୁଳିବିନିମୟ: ଟଳିପଡ଼ିଲେ ୨ ମାଓବାଦୀ
ମାଲକାନଗିରି,୧।୩(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲା କିସ୍ତାରାମ ଥାନା ଅନ୍ତର୍ଗତ ଜଙ୍ଗଲରେ ପୋଲିସ ଓ ମାଓବାଦୀ ଗୁଳିବିନିମୟ ହୋଇଛି । ସୂଚନା ମୁତାବକ କିସ୍ତାରାମ ଥାନା ନିକଟ ମେଟାଗୁଡା ଜଙ୍ଗଲରେ କିଛି ମାଓବାଦୀ ଥିବା ଜାଣ ଡିଆରଜି ଓ…
ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିଲେ IED ବିସ୍ଫୋରକ: ଆଉ ତା’ପରେ…
ଭୁବନେଶ୍ୱର,୨୭।୨: ଓଡ଼ିଶା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲା ଗୋଲାପଲ୍ଲୀ ମୁଖ୍ୟ ରାସ୍ତାରୁ ଯବାନମାନେ ଗୁରୁବାର ଏକ ୫ କେଜି ଓଜନର IED ବିସ୍ଫୋରକ ଜବତ କରିଛନ୍ତି। ଜବତ ପରେ ବିସ୍ଫୋରକକୁ ଯବାନମାନେ ନିଷ୍କ୍ରିୟ କରି ଦେଇଛନ୍ତି। ନିଷ୍କ୍ରିୟ ବେଳେ ପ୍ରଚଣ୍ଡ ବିସ୍ଫୋଣର…
Odisha 10th Exam: ୧୦ମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣାରେ ଯୁବକ ଗିରଫ
ଚିତ୍ରକୋଣ୍ଡା,୨୭ା୨ (ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଜନଜାତି ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଙ୍କ ପ୍ରସବ ଘଟଣାରେ ସମ୍ପୃକ୍ତ ଥିବା ଜଣେ ଯୁବକଙ୍କୁ ଚିତ୍ରକୋଣ୍ଡା ପୋଲିସ ଗିରଫ ପରେ ବୁଧବାର କୋର୍ଟ ଚାଲାଣ କରିଛି। ସେ ହେଲେ ଚିତ୍ରକୋଣ୍ଡା…
୧୦ମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣା: ଆକ୍ସନରେ ପ୍ରଶାସନ
ମାଲକାନଗିରି,୨୫ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟରେ ଜଣେ ୧୦ ମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣାରେ ମଙ୍ଗଳବାର ମାଟ୍ରନ ସୁଚିତ୍ରା ଚର୍ଚ୍ଚି ବହିଷ୍କୃତ ହୋଇଥିବା ବେଳେ ଏଏନ୍ଏମ୍ କବିତା କୁମାରୀ…
Odisha 10th Exam: ପରୀକ୍ଷା ଦେଇ ଫେରିବା ପରେ ପ୍ରସବ କଲେ ଦଶମ ଶ୍ରେଣୀ ଛାତ୍ରୀ
ମାଲକାନଗିରି,୨୫ା୨(ଦୁର୍ଯ୍ୟୋଧନ ପାତ୍ର): ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟ ପରିସରରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଏକ ଶିଶୁକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ଦଶମ ଶ୍ରେଣୀର ଛାତ୍ରୀ ଜଣକ ସୋମବାର ସକାଳେ ପରୀକ୍ଷା ଦେଇ ସ୍କୁଲ ହଷ୍ଟେଲକୁ ଫେରିଥିଲେ।…
Archives


