ଏନକାଉଣ୍ଟରରେ ନକ୍ସଲ ନିହତ
ମାଲକାନଗିରି,୧୮।୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ପୋଲିସକୁ ମିଳିଛି ପୁଣି ସଫଳତା। ପୋଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ସୁକମା ଏସପି କିରଣ ଚୌହାନଙ୍କ ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ଜିଲା ପୋଲିସ ଓ ଡିଆରଜି…
ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ
ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ ମରକମ ଓରଫ ମଙ୍ଗଡି, ଆଇତା ମରକମ, ବିଜାରାମ ନୁପୋ, ଜଗା ତାତି ଓ ଦେବା…
ଅନଲାଇନ୍ ଗେମ୍ ନେଲା ଯୁବକଙ୍କ ଜୀବନ
କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍ ଗେମ୍ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮ ଗ୍ରାମରେ। ସେ ହେଉଛନ୍ତି ଦେବାଶିଷ ସରକାର(୩୨) । ଅନଲାଇନ୍ ଗେମ୍ ଖେଳି ଅର୍ଥ ଧାର…
ଦୁର୍ଘଟଣାରେ ଚାଲିଗଲା ଦୁଇ ପ୍ରିଜାଇଡିଂ ଅଫିସରଙ୍କ ଜୀବନ
ନୂଆପଡ଼ା/କୋରୁକୋଣ୍ଡା(ମକାରୁ ବେମାଲ/ଅଭିନାଶ ବେହେରା):୧୪।୫: ନିର୍ବାଚନ କାର୍ଯ୍ୟ ଶେଷ କରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଦୁଇ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଡିଆଳ ନିର୍ବାଚନମଣ୍ଡଳି ରାନିମୁଣ୍ଡାରେ ପ୍ରିଜାଇଡିଂ ଅଫିସର ଭାବେ ନିଯୁକ୍ତ ଥିବା ପ୍ରସନ୍ନ କୁମାର…
ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଚାଲିଗଲା ୨ ନାବାଳକଙ୍କ ଜୀବନ
ମାଲକାନଗିରି,୧୩ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ବିଜାପୁର ଜିଲାରେ କ୍ଷେତରେ ଖଞ୍ଜା ଯାଇଥିବା ୟୁଜିବି ଲ୍ୟାଣ୍ଡମାଇନ୍ ସଂସ୍ପର୍ଶରେ ଆସି ସୋମବାର ୨ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବୋଡଗା ଗ୍ରାମର ଲକ୍ଷ୍ମଣ ଓୟାମ (୧୩) ଓ ବେଟି ଓୟାମ (୧୧)। ମିଳିଥିବା ସୂଚନା…
ପ୍ରଥମଥର ମାଓବାଦୀ ପ୍ରବଣ ଅଞ୍ଚଳରେ ମତଦାନ ପାଇଁ ପ୍ରବଳ ଭିଡ଼
ମାଲକାନଗିରି,୧୩ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ପୂର୍ବରୁ ଥିବା ବିଚ୍ଛିନ୍ନାଞ୍ଚଳ ଯନ୍ତ୍ରୀ, ଜୋଡ଼ାମ୍ବ ପଞ୍ଚାୟତ ଅଞ୍ଚଳରେ ଭୋଟରମାନେ ପୂର୍ବରୁ ମାଓବାଦୀଙ୍କ ଭୟରେ ଭୋଟ୍ ଦାନ କେନ୍ଦ୍ରକୁ ଆସୁ ନ ଥିଲେ ବିଚ୍ଛିନାଞ୍ଚଳରୁ ସ୍ବାଭିମାନ ଅଞ୍ଚଳ ହେବା ପରେ ଏହି ଦୁଇଟି…
ପ୍ରଥମ ଥର ମତଦାନକୁ ନେଇ ଉତ୍ସାହିତ ଛାତ୍ରୀ
ମାଲକାନଗିରି,୧୩।୫(ଦୁର୍ଯ୍ୟୋଧନ ପାତ୍ର): ଚଳିତ ନିର୍ବାଚନରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ଯୁବତୀଯୁବକ ପ୍ରଥମ ଥର ପାଇଁ ନିଜର ମତଦାନ କରିବା ପାଇଁ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ମାଲକାନଗିରି ସହର ବୁଥ ନମ୍ବର ୬୫ରେ ଜଣେ କଲେଜ ଛାତ୍ରୀ ଦିବ୍ୟଶ୍ରୀ ପାତ୍ର…
ପରିଚୟ ପତ୍ର ଥାଇ ବି ଭୋଟ ଦେଇପାରିଲେନି ଭୋଟର
ମାଲକାନଗିରି,୧୩।୫(ଦୁର୍ଯ୍ୟୋଧନ ପାତ୍ର): ପ୍ରତି ୫ ବର୍ଷକୁ ଥରେ ସାଧାରଣ ନିର୍ବାଚନ ହୋଇଥାଏ। ଏହି ମହାନ ପର୍ବରେ ସାମିଲ ହୋଇ ନିଜର ଗଣତନ୍ତ୍ର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ପ୍ରତ୍ୟକ ଭୋଟର ଆଗ୍ରହ ପ୍ରକାଶ କରିଥାନ୍ତି। କିନ୍ତୁ ମାଲକାନଗିରି ଜିଲା ପୌରପରିଷଦ ଅଞ୍ଚଳ…
ଧାଡିରେ ଠିଆହୋଇ ମତଦାନ କଲେ ଜିଲାପାଳ: ଚାରିଆଡୁ ପ୍ରଶଂସା
ମାଲକାନଗିରି,୧୩।୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ପୌରପରିଷଦ କୁମୁଟିଗୁଡା ଭୋଟ କେନ୍ଦ୍ରରେ ମାଲକାନଗିରି ଜିଲାପାଳ ସଚିନ ପାୱାର ଆଜି ଦୀର୍ଘ ସମୟ ଧାଡିରେ ଠିଆହୋଇ ମତଦାନ କରିଥିବା ଦେଖିବାକୁ ମିଳିଛି। ଏହି ବୁଥରେ ସକାଳ ୭ଟାରେ ମତଦାନ ପାଇଁ ସମୟ ନିର୍ଘଣ୍ଟ କରାଯାଇଥିବାବେଳେ ଇଭିଏସ୍…
ଅସୁସ୍ଥ ବାପାଙ୍କୁ କୋଳରେ ଧରି ଭୋଟ କେନ୍ଦ୍ରକୁ ଆଣିଲେ ଝିଅ
ମାଲକାନଗିରି,୧୩।୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ପୌରପରିଷଦ ଅଞ୍ଚଳ ଜୟପୁରୀୟାଗୁଡା ଭୋଟ କେନ୍ଦ୍ରରେ ଜଣେ ଦିବ୍ୟାଙ୍ଗ ଅସୁସ୍ଥ ବୁଦ୍ଧଙ୍କୁ ତାଙ୍କ ଝିଅ କୋଳରେ ଧରି ଭୋଟ କେନ୍ଦ୍ରକୁ ପ୍ରବେଶ କରିଛନ୍ତି। ପ୍ରକାଶ ଥାଉକି, ମୁଖ୍ୟ ନିର୍ବାଚନ ଆୟୋଗ ଚଳିତ ନିର୍ବାଚନରେ କିପରି ସତ ପ୍ରତିଶତ…
ଇଭିଏମ୍ରେ ତ୍ରୁଟି, ବିଳମ୍ବରେ ମତଦାନ ଆରମ୍ଭ
ମାଲକାନଗିରି,୧୩ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ପୌର ପରିଷଦ ଅଞ୍ଚଳ କୁମୁଟିଗୁଡ଼ା ପୋଲିଂ କେନ୍ଦ୍ରରେ ଭୋଟ୍ ଦେବା ପାଇଁ ସକାଳ ୭ଟାରେ ମହିଳା ପୁରୁଷ ଭୋଟରଙ୍କ ପ୍ରବଳ ଭିଡ଼ ହୋଇଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଇଭିଏମ୍ରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ଭୋଟ୍୍ଦାନ କେନ୍ଦ୍ରରେ ଥିବା…
ବୁଥ୍ ଅଭିମୁଖେ ପୋଲିଂ ପାର୍ଟିଂ
ଚିତ୍ରକୋଣ୍ଡା,୧୨ା୫(କ୍ଷୀରୋଦ ବେହେରା): ଆସନ୍ତା ୧୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଗତକାଲି ପ୍ରାର୍ଥୀମାନଙ୍କର ପ୍ରଚାର ଶେଷ ହୋଇଥିବା ବେଳେ ଆଜି ସକାଳେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଦୂରଦୂରାନ୍ତର ଅତି ଦୁର୍ଗମ ଅଞ୍ଚଳ ଯନ୍ତ୍ରୀ ପଞ୍ଚାୟତ ବୁଥ୍…
Archives


