ମାଲକାନଗିରି

ଭାଜପା ହାତ ଧରିଲେ ୪ ବିଜେଡି ନେତା

ମାଲକାନଗିରି,୨୫।୧୧(ଦୁର୍ଯ୍ୟୋଧନ ପାତ୍ର): ମାଲାକନଗିରି ଜିଲାର ୪ଜଣ ବିଜେଡି ନେତା ଦଳ ଛାଡି ଭାଜପାରେ ସାମିଲ ହୋଇଛନ୍ତି। ବିଜେଡି ନେତା ତଥା ପରାମର୍ଶଦାତା କେଶବ ଚନ୍ଦ୍ର ନାୟକ, ବିଜେଡିର ପୂର୍ବତନ ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ହିମାଂଶୁ ସାମଲ, ବିଜେଡି ଜିଲା ସମ୍ପାଦକ ଇ.…

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଯବାନଙ୍କ ପାଦ ଛିଣ୍ଡିଲା

ମାଲକାନଗିରି,୨୪ା୧୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ସୁକମା ଜିଲାରେ ଯବାନମାନେ କୋମ୍ବିଂ ସମୟରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଜଣେ ଯବାନଙ୍କ ପାଦ ଛିଣ୍ଡି ଗୋଡ଼ରୁ ଅଲଗା ହୋଇଯାଇଛି। ସେ ହେଲେ ସୁକମା ଜିଲା ପୋଲିସର ପଡିଅମ ବିନୋଦ । ସୁକମା ଜିଲା ଡିଆର୍‌ଜି ଯବାନମାନେ ରବିବାର…

ଇନ୍‌ଫର୍ମର ସନ୍ଦେହରେ ୨ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୨୨ା୧୧(ଦୁର୍ଯ୍ୟୋଧନ ପାତ୍ର)-ଛତିଶଗଡ ବର୍ଡର ତେଲଙ୍ଗାନା ଭେଜେଡୁ ମଣ୍ଡଳ ପେରୁ ଗ୍ରାମର ଉଇକା ରମେଶ ଏବଂ ଉଇକା ଅର୍ଜୁନଙ୍କୁ ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ହତ୍ୟା କରିଛନ୍ତି। ମାଓବାଦୀଙ୍କ ୱାଜେଡୁ ଭେଙ୍କଟାପୁରମ୍‌ ସଂଗଠନ ସଚିବ ଶାନ୍ତଙ୍କ ଦ୍ୱାରା ଘଟଣାସ୍ଥଳରେ ଏନେଇ ଏକ ହାତଲେଖା…

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ

ମାଲକାନଗିରି,୨୧।୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରିରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁରୁବାର ଗୁଳିବିନିମୟ ହୋଇଛି । ମାଲକାନଗିରି ଜିଲା ଏମ ଭି-୭୯ ଜିନ୍ଦଲଗୁଡ଼ା ନିକଟରେ ଏହି ଗୁଳି ବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ଦୁଇ ମାଓବାଦୀଙ୍କୁ…

ନିଆଁ ଲାଗି ଜଳିଗଲା ହୋଟେଲ

ଏମ୍‌ଭି ୭୯,୧୮ା୧୧(ଭିକି ବାରିକ): ମାଲକାନଗିରି ଜିଲା ଏମ୍‌ଭି ୭୯ ଶିବମନ୍ଦିର ସମ୍ମୁଖରେ ଥିବା ଏକ ହୋଟେଲରେ ସୋମବାର ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗି ଜଳି ଯାଇଛି। ମା’ ପାଚି ସର୍ଦ୍ଦାର ଓ ପୁଅ ମହେଶ ବର୍ତ୍ତି ଯାଇଛନ୍ତି। ହୋଟେଲରେ ରୋଷେଇ କରିବା…

ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ କରି ଖଞ୍ଜୁଥିଲେ ବିସ୍ଫୋରକ ସାମଗ୍ରୀ: ମାଡ଼ି ବସିଲେ ଯବାନ

ମାଲକାନଗିରି, ୧୭।୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକ୍‌ମା ଜିଲାରେ ଯବାନଙ୍କ ତଲାସି ଅଭିଯାନ ସମୟରେ ଜଣେ ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ମାଓବାଦୀ ଜଣକ ହେଲେ କାୱାସୀ ଯୋଗା। ସେ ମାଓବାଦୀ ସଙ୍ଗଠନର କୋଣ୍ଟା ଏରିଆ କମିଟିରେ ଭଣ୍ଡାରପଦର…

ଜଣେ କି ଦୁଇ ଜଣ ନୁହନ୍ତି, ଏକାବେଳକେ ଟଳିପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬।୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମା ଛତିଶଗଡ଼ କାଙ୍କେର ଜିଲାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୫ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛିା। ସୂଚନାନୁଯାୟୀ, ଶନିବାର ସକାଳେ ଛତିଶଗଡ଼ କାଙ୍କେରଜିଲା ସୀମାବର୍ତ୍ତୀ ଓ ନାରାୟଣପୁର ଅଞ୍ଚଳ…

ମାଓବାଦୀଙ୍କ ବର୍ବରତା: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣଙ୍କୁ କଲେ ହତ୍ୟା

ମାଲକାନଗିରି,୧୩ା୧୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ବିଜାପୁର ଜିଲାରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ବୁଧବାର ମାଓବାଦୀମାନେ ହତ୍ୟା କରିଛନ୍ତି । ସେ ହେଲେ ସୁବଳ ଦୁଲାରୁ । ବିଜାପୁର ଜିଲା ଜଙ୍ଗଲା ଥାନା ଅଧୀନରେ ଥିବା ପୋଟେନାର ଗ୍ରାମରେ ମାଓବାଦୀମାନେ ଏକ…

ଅପରେଶନବେଳେ ଜଙ୍ଗଲରୁ ୩ ମିଲିସିଆଙ୍କୁ ଗିରଫ କଲେ ସୁରକ୍ଷାବାହିନୀ

ମାଲକାନଗିରି,୧୩ା୧୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ର ବିଜାପୁର ନେମେଡ ଅଞ୍ଚଳରୁ ୩ ମିଲିସିଆଙ୍କୁ ପୋଲିସ ବୁଧବାର ଗିରଫ କରିଛି। ସେମାନେ ହେଲେ ସୋନୁ ଓୟମ, ସନୁ ଲେକାମ ଓ ମାଣ୍ଡୋ ଓରଫ ମାଣ୍ଡୁ ହପିଆ। ସୂଚନା ଅନୁଯାୟୀ, ବିଜାପୁର ଜିଲାରେ ମାଓବାଦୀ ବିରୋଧୀ ଅପରେଶନ୍‌…

ମାଓବାଦୀ ଭୟ: ୨୧ବର୍ଷ ପରେ ଗାଁକୁ ଫେରିଲେ ଲୋକେ

ମାଲକାନଗିରି,୧୨ା୧୧(ଦୁର୍ଯ୍ୟୋଧନ ପାତ୍ର)-ମାଓବାଦୀ ଭୟ ଯୋଗୁ ୨୦୦୩ରୁ ନିଜ ଗାଁ ଦେଖି ନ ଥିବା ଲୋକେ ମଙ୍ଗଳବାର ଗାଁକୁ ଫେରିଛନ୍ତି। ଏଭଳି ଦେଖିବାକୁ ମଳିଛି ଛତିଶଗଡ଼ ନାରାୟଣପୁର ଜିଲା ଗରପା ଗ୍ରାମରେ। ଗ୍ରାମର ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ପରିବାରକୁ ମାଓବାଦୀମାନେ ଧମକ ଦେଇ…

୧୦୦ ଏକର ଜଙ୍ଗଲ ଜମି ଜବରଦଖଲ ଘଟଣାରେ ରିପୋର୍ଟ ତଲବ କଲା ଏନ୍‌ଜିଟି

ମାଲକାନଗିରି, ୧୨ା୧୧(ଦୁର୍ଯ୍ୟୋଧନ ପାତ୍ର)- ମାଲକାନଗିରି ଜିଲା ମୋଟୁ ତହସିଲ ଅଧୀନରେ ୧୦୦ ଏକର ଜଙ୍ଗଲ ଜମିକୁ ବେଆଇନ କବ୍‌ଜାକରି ଇସ୍‌ଲାମ୍‌ନଗର ନିର୍ମାଣ ଘଟଣାରେ ଏନ୍‌ଜିଟି ହସ୍ତକ୍ଷେପ ସହ ରିପୋର୍ଟ ତଲବ କରିଛି। ପିସିସିଏଫ୍‌ ଓ ମାଲକାନଗିରି ଜିଲାପାଳଙ୍କୁ ଏନ୍‌ଜିଟି ପକ୍ଷରୁ ସୋମବାର…

ତଳକୁ ଧସୁଛି ମାଲକାନଗିରି ଜିଲା ୭ ମହଲା ବିଶିଷ୍ଟ ମୁଖ୍ୟ ଚିକିତ୍ସାଳୟ

ମାଲକାନଗିରି,୧୧ା୧୧(ଦୁର୍ଯ୍ୟୋଧନ ପାତ୍ର): ତଳକୁ ଧସିବାରେ ଲାଗିଛି ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟ। ୭ ମହଲା ବିଶିଷ୍ଟ ଏହି ଚିକିତ୍ସାଳୟର ଅନେକ ସ୍ଥାନ ମାଟି ଭିତରକୁ ଧସିବା ସହ ଚିକିତ୍ସାଳୟଟି ତଳକୁ ଦବି ଯାଉଥିବା ଦେଖିବାକୁ ମିଳିଛି। ବିରାଟ କାୟ ଚିକିତ୍ସାଳୟରେ ତଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?