ବନ୍ଦ ଯୋଗୁ ଜୀବନଜୀବିକା ଠପ୍
କୋରାପୁଟ/ଲମତାପୁଟ/ସୁନାବେଡ଼ା/ ସେମିଳିଗୁଡ଼ା/ଜୟପୁର/ପଟ୍ଟାଙ୍ଗି/ ନନ୍ଦପୁର, ୨୦।୪: (ସ୍ବ.ପ୍ର./ଡି.ଏନ୍.ଏ./ନି.ପ୍ର.) ସମ୍ବଲପୁରରେ ଘଟିଥିବା ହିଂସା ପ୍ରତିବାଦରେ ବୁଧବାର ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ପାଳନ କୋରାପୁଟରେ ଶାନ୍ତିପୂର୍ଣ୍ଣଭାବେ ଶେଷ ହୋଇଛି। ଏହି ସମୟରେ ଗାଡି ଚଳାଚଳ ଠପ ସାଙ୍ଗକୁ ଦୋକାନବଜାର ବନ୍ଦ…
ଶୁଣିଲାନି ପ୍ରଶାସନ, ଶ୍ରମଦାନ କରି କୂଅ ଖୋଳିଲେ ଗ୍ରାମବାସୀ
ଦଶମନ୍ତପୁର,୧୮ା୪( ଡି.ଏନ.ଏ. ): ପାନୀୟ ଜଳ ସମସ୍ୟା ନେଇ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଲାନାହିଁ। ଜନ ପ୍ରତିନିଧିଙ୍କୁ କହି କିଛି ସୁଫଳ ମିଳିଲାନି। ଶେଷରେ ନିଜ ପାଇଁ ନିଜେ ଅଣ୍ଟା ଭିଡିଲେ ଗ୍ରାମବାସୀ। ଗ୍ରାମରେ ଚାନ୍ଦା…
କୋଟିଆରେ ଆନ୍ଧ୍ର ଆଧାର କ୍ୟାମ୍ପ
କୋଟିଆ ସୀମା ବିବାଦ ଅଦାଲତରେ ବିଚାରାଧୀନ ରହିଛି। ହେଲେ ଅନୁପ୍ରବେଶ ବନ୍ଦ ହେଉ ନାହିଁ। ଆନ୍ଧ୍ର ପକ୍ଷରୁ କେତେବେଳେ ଓଡ଼ିଶା ସୀମାନ୍ତ ଗ୍ରାମରେ ପ୍ରବେଶ କରି ନିର୍ବାଚନ ପାଇଁ ଚେଷ୍ଟା କରାଯାଉଛି ତ ଆଉ କେତେବେଳେ ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ…
କୋଲାବ ଜଳଭଣ୍ଡାରରେ ଡଙ୍ଗାବୁଡ଼ି ଘଟଣା: ନିଖୋଜ ୩ ଜଣଙ୍କ ମୃତଦେହ ଜବତ
କୋରାପୁଟ,୧୫।୪(ସ୍ବ.ପ୍ର.): କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକର ରାଜପୁଟ ପଞ୍ଚାୟତର କୋଲାବ ଜଳଭଣ୍ଡାରେ ଗୁରୁବାର ଅପରାହ୍ନରେ ଏକ ଦେଶୀଡଙ୍ଗା ବୁଡ଼ି ଘଟଣାରେ ନିଖୋଜ ଥିବା ୪ ଜଣଙ୍କ ମଧ୍ୟରୁ ରାତିରେ ବବିତା ହନ୍ତାଳଙ୍କ ମୃତଦେହ ମିଳିଥିଲା। ଅନ୍ୟ ନିଖୋଜମାନଙ୍କୁ ଉଦ୍ଧାର କରିବା ଲାଗି…
ଚନ୍ଦନକାଠ ଚୋରା ଚାଲାଣ, ଜଣେ ଅଟକ
ପଟାଙ୍ଗି,୧୩ା୪(ଡି.ଏନ୍.ଏ.): ଛତିଶଗଡ଼ ରାଜ୍ୟରୁ ଓଡ଼ିଶାର ଜୟପୁର, କୋରାପୁଟ, ସୁନାବେଡ଼ା, ଶେମିଳିଗୁଡ଼ା ଓ ପଟ୍ଟାଙ୍ଗି ଦେଇ ଯାଇଥିବା ଜାତୀୟ ରାଜପଥ ପଡ଼ୋଶୀ ଆନ୍ଧ୍ର ରାଜ୍ୟକୁ ସଂଯୋଗ କରିଥାଏ। ଉକ୍ତ ରାସ୍ତା ଦେଇ ଅନେକ କିଛି ଚୋରା ଚାଲାଣ ହେଉଥିବା ବେଳେ ମୁଖ୍ୟତଃ ଉକ୍ତ…
କୋଲାବ ବ୍ରିଜ୍ରୁ ଡେଇଁ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ
ସେମିଳିଗୁଡ଼ା/ସୁନାବେଡ଼ା,୧୩ା୪ (ସ୍ବ.ପ୍ର.): ଏକ ବ୍ରିଜ୍ ଉପରୁ ତଳକୁ ପାଣିକୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରିଥିଲେ ଦମ୍ପତି। ମାତ୍ର ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ସ୍ବାମୀଙ୍କର କୌଣସି ପତ୍ତା ମିଳୁନାହିଁ। ଏପରି ଏକ ଘଟଣା କୋରାପୁଟ ଜିଲା ସେମିଳିଗୁଡ଼ା…
ବଟକରାରେ ଛେଚି ବଡ଼ଭାଇଙ୍କୁ ହତ୍ୟା
ଦଶମନ୍ତପୁର,୧୨।୪(ଡି.ଏନ୍.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଡୁମୱାଗୁଡ଼ା ପଞ୍ଚାୟତ ଅଧୀନ ବଡ଼ବାଗ୍ରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମାଛ ଭାଗବଣ୍ଟାରେ ସାନଭାଇ ରାଜି ନ ହୋଇ ବଟକରାରେ ଛେଚି ସମ୍ପର୍କୀୟ ବଡ଼ଭାଇଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ବିରିଙ୍ଗା ମୁଦୁଲି…
ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ଶିକ୍ଷକ ଗିରଫ
ବୋରିଗୁମ୍ମା, ୧୧।୪ (ଡି.ଏନ୍.ଏ.): ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମଜାଲରେ ଫସାଇ ଅପହରଣ କରିନେବା ଅଭିଯୋଗରେ କୋରାପୁଟ ଜିଲା ବିସିଂହପୁର ପୋଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ସେ ହେଲେ ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ରତ୍ନଗିରି ଗ୍ରାମର ସୁବ୍ରତ ତୁଷାର…
୬ ବର୍ଷ ବିତିଲା, କାର୍ଯ୍ୟକ୍ଷମ ହେଲାନି ଏକ୍ସ-ରେ ମେଶିନ
ନନ୍ଦପୁର,୧୦ା୪(ଡି.ଏନ୍.ଏ.): କୋରାପୁଟ ଜିଲା ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିବା ଏକ୍ସ-ରେ ମେଶିନ ଏଯାଏ କାର୍ଯ୍ୟକ୍ଷମ ହୋଇନାହିଁ। ଏହା ମଧ୍ୟରେ ୬ ବର୍ଷ ବିତିଗଲାଣି। ମେଶିନ ଚଳାଇବା ଲାଗି ନିଯୁକ୍ତି ପାଇଥିବା ରେଡିଓଲୋଜିଷ୍ଟଙ୍କୁ ଜୟପୁର ଜିଲା ଚିକିତ୍ସାଳୟକୁ ଡେପୁଟେଶନରେ ପଠାଯାଇଛି। ଫଳରେ ନନ୍ଦପୁର…
ନାବାଳକଙ୍କ ଉପରେ ରାସାୟନିକ ଦ୍ରବ୍ୟ ପକାଇ ମହିଳା ଗିରଫ
ଜୟପୁର,୧୦ା୪(ନି.ପ୍ର.): କୋରାପୁଟ ଜିଲା ଜୟପୁର ସହରର ଖ୍ରୀଷ୍ଟିଆନପେଟାରେ ପିଲାକଳିରୁ ଜଣେ ନାବାଳକଙ୍କ ଉପରେ ରାସାୟନିକ ଦ୍ରବ୍ୟ ପକାଇ ରବିବାର ଜଣେ ମହିଳା ଗିରଫ ହୋଇଛନ୍ତି। ମହିଳାଙ୍କ ସ୍ବାମୀ ଫେରାର୍ ଥିବା ଜଣାପଡ଼ିଛି। ପ୍ରକାଶ ଯେ,ଗତ ୪ ତାରିଖରେ ୨ ପରିବାରର ୨ଜଣ…
ପାଣିରେ ଭାସୁଥିଲା ଅଜଣା ମୃତଦେହ
ସୁନାବେଡ଼ା,୮ା୪(ସ୍ବ.ପ୍ର.): କୋରାପୁଟ ଜିଲା ସୁନାବେଡ଼ା ପୋଲିସ ଶନିବାର ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ତାଙ୍କ ପରିଚୟ ମିଳିପାରିନାହିଁ। ପୂର୍ବାହ୍ନରେ ଦାମନଯୋଡ଼ି ଇଣ୍ଟେକ ରାସ୍ତାରେ ଥିବା କୋଲାବ ଜଳଭଣ୍ଡାରକୁ ଚଉଗାଁ ଗ୍ରାମର କେତେ ଜଣ ଯୁବକ ଶୌଚ ହେବା ପାଇଁ ଯାଇଥିଲେ।…
ଗୋରୁଙ୍କୁ ବ୍ୟାପୁଛି ଚର୍ମ ବିଣ୍ଡି ରୋଗ
ବୈପାରିଗୁଡା,୮।୪ (ଡି.ଏନ୍.ଏ.): କୋରାପୁଟ ଜିଲା ବୈପାରିଗୁଡା ଅଞ୍ଚଳରେ ଗୋରୁଙ୍କୁ ଚର୍ମବିଣ୍ଡି ରୋଗ ବ୍ୟାପୁଥିବା ଦେଖିବାକୁ ମିଳୁଛି। ତେବେ ଏପରି କ୍ଷେତ୍ରରେ ଭ୍ୟାକ୍ସିନ ନ ଥିବା କହି ପ୍ରାଣୀ ଚିକିତ୍ସା ବିଭାଗ ହାତ ଟେକି ବସିଛି। ଫଳରେ ଗୋରୁଙ୍କ ଚିକିତ୍ସା ଲାଗି ଚାଷୀ…
Archives


