ଦାଦନ ଯାଇ ବଳିପଡିଲା ଦୁଃଖ
ନନ୍ଦପୁର,୧୫ା୯ (ଶଙ୍କର ପୂଜାରୀ): ୧୩ବର୍ଷ ତଳେ ପରିବାରର ଆର୍ଥିକ ଦୁର୍ଗତି ଯୋଗୁ ରୋଜଗାର ଖୋଜିବାକୁ ଆନ୍ଧ୍ର ଅଞ୍ଚଳକୁ ଗ୍ରାମର କିଛି ମହିଳାଙ୍କ ସହ ଦାଦନ ଖଟିବାକୁ ଯାଇଥିଲେ ମେଡିପୁଟ ଗ୍ରାମର ରାଧା ଜାନି। ସେଠାରେ ଆନ୍ଧ୍ର ଅଞ୍ଚଳର କ୍ରିଷ୍ଣା ନାମୀ ସହକର୍ମୀଙ୍କୁ…
କୋରାପୁଟ ବିଧାୟକଙ୍କୁ ହତ୍ୟା ଧମକ
କୋରାପୁଟ,୧୫ା୯(ଅମିତାଭ ବେହେରା): କୋରାପୁଟ ବିଧାୟକ ତଥା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ରଘୁରାମ ପଡ଼ାଲଙ୍କୁ ଫେସ୍ବୁକରେ ଜଣେ ଯୁବକ ହତ୍ୟା ଧମକ ଦେଇଛନ୍ତି। ଏଥିରେ ଭୟଭୀତ ହୋଇ ବିଧାୟକ ପଡ଼ାଲ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରି…
ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକଙ୍କୁ ନିର୍ଯାତନା: ୧୬୦ କିଲୋମିଟର ଚାଲିକି ଆସିଲେ
ପଟ୍ଟାଙ୍ଗି,୧୪।୯(ଶରତ ଧଳ): କାମଧନ୍ଦା ନ ପାଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କ ଦୁଃଖ ଥମିବାର ନାଁ ନେଉନାହିଁ। ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବସଷ୍ଟାଣ୍ଡରେ ପହଞ୍ଚି ଥିବା ଦାଦନ ଶ୍ରମିକଙ୍କ କ୍ଷେତ୍ରରେ।…
ଲଗାଣ ବର୍ଷା: କୋରାପୁଟ ଜିଲାରେ ଭାଙ୍ଗିଛି ୩୦ ଘର
ନନ୍ଦପୁର/କୋରାପୁଟ,୧୪ା୯(ଶଙ୍କର ପୂଜାରୀ/ଅମିତାଭ ବେହେରା)କୋରାପୁଟ ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ୨ଦିନ ଧରି ଲଗାଣ ବର୍ଷାରେ କୋରାପୁଟ ଜିଲାର ବିଭିନ୍ନ ବ୍ଲକରେ ୩୦ ଘର ଭାଙ୍ଗିଛି। ସେଥିରୁ କୋରାପୁଟ ବ୍ଲକରେ ୩ଟି, ନନ୍ଦପୁର ବ୍ଲକରେ ୮ଟି, ପଟ୍ଟାଙ୍ଗି ବ୍ଲକରେ ୨ଟି, ସେମିଳିଗୁଡା…
ପୁନଃ ନିଯୁକ୍ତ ପାଇଁ ଜିଲାପାଳଙ୍କୁ ପତ୍ର
କୋରାପୁଟ,୧୩ା୯(ଅମିତାଭ ବେହେରା): ଓଡ଼ିଶାର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁସାରେ ପୁନଃ ନିଯୁକ୍ତି ପାଇଁ ବୁଧବାର କୋରାପୁଟ ଜିଲାପାଳଙ୍କଠାରେ ଦାବି ରଖିଛନ୍ତି ୬ ଛଟେଇ ଜଳସେଚନ ବିଭାଗ କର୍ମଚାରୀ। ଅପର କୋଲାବ ପ୍ରକଳ୍ପରୁ ଛଟେଇ ହୋଇଥିବା ଏହି କର୍ମଚାରୀ କହିଛନ୍ତି, ମାନ୍ୟବର ହାଇକୋର୍ଟ…
ପୋଲ, ଜମିରେ ଚାଲିଛି ବର୍ଷାପାଣି
ନନ୍ଦପୁର, ୧୩।୯(ଶଙ୍କର ପୂଜାରୀ); ଲଘୁଚାପ ଯୋଗୁ ଲଗାଣବର୍ଷାରେ କୋରାପୁଟ ଜିଲା ନନ୍ଦାହାଣ୍ଡି ବ୍ଲକରେ ରାସ୍ତାଘାଟରେ ପାଣି ଯାତାୟାତକୁ ପ୍ରଭାବିତ କରିଛି। ଘର ଓ ଦାଣ୍ଡରେ ବର୍ଷାପାଣି ପଶି ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି। ଚାଷଜମି ଜଳାର୍ଣ୍ଣବ ହୋଇ ଫସଲ ନଷ୍ଟହେବା…
ନିୟମିତ ଡାକ୍ତର ରହୁ ନ ଥିବାରୁ ଉତ୍ତେଜନା
ଦଶମନ୍ତପୁର, ୧୩।୯ ( ଅରବିନ୍ଦ ନାୟକ ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ବିରିଗୁଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅନେକ ଅବ୍ୟବସ୍ଥା ଲାଗି ରହିଛି। ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର ମନୋଜ କୁମାର ସ୍ବାଇଁ ନିଯୁକ୍ତି ହୋଇଥିଲେ ମଧ୍ୟ ଅଧିକାଂଶ ସମୟରେ ଛୁଟିରେ ରହୁଥିବାରୁ…
ଶଳାର ବେକ କାଟି ଭିଣେଇ ଫେରାର୍
କୋରାପୁଟ/ନାରାୟଣପାଟଣା,୧୨।୯(ଅମିତାଭ ବେହେରା, ରାଜକିଶୋର ଜେନା) କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଭିଣେଇ ନିଜ ଶଳାର ବେକକାଟି ଫେରାର୍ ହୋଇଯାଇଛନ୍ତି। ମୃତକ ଶଳା ହେଲେ ବନ୍ଧୁଗାଁ ବ୍ଲକର ମାନିଗି ବାଲସା ଗ୍ରାମର ଧର୍ମା ହିମିରିକା(୩୦)। ସୂଚନାଯୋଗ୍ୟ,…
କୋରାପୁଟରେ ୯୩୭.୧ ମିମି ବର୍ଷା
କୋରାପୁଟ,୧୨।୯(ଅମିତାଭ ବେହେରା): କୋରାପୁଟ ଜିଲାରେ ମଙ୍ଗଳବାର ୯୩୭.୧ ମିଲିମିଟର ବର୍ଷା ହୋଇଥିବାବେଳେ ଜିଲାର ସେମିଳିଗୁଡା ବ୍ଲକରେ ସର୍ବାଧିକ ୨୦୮ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ କୁହାଯାଇଛି। ଗତ କିଛି ଦିନ ତଳେ ଜିଲାର ସେମିଳିଗୁଡା ସହର ଓ…
ଅଚଳ ହୋଇ ପଡ଼ିଛି ୨ ସହରର ୩୪ ସିସି କ୍ୟାମେରା
ସୁନାବେଡ଼ା/ ସେମିଳିଗୁଡ଼ା ୧୨ା୯ (କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): ସୁନାବେଡ଼ା ଓ ସେମିଳିଗୁଡ଼ା ହେଉଛି ବ୍ୟବସାୟିକ ସହର। ସୁନାବେଡ଼ାରେ ହାଲ୍ ପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ରହିଛି। ଦିନକୁ ଦିନ ଜନସଂଖ୍ୟା ମଧ୍ୟ ବଢୁଛି। ବିଭିନ୍ନ କାର୍ଯ୍ୟରେ ଦୁଇ ସହରକୁ ବାହାର ଅଞ୍ଚଳରୁ ଲୋକମାନେ…
ଅଲାର ଗଦବା ସମାଜର ବିଶାଳ ଶୋଭାଯାତ୍ରା
କୋରାପୁଟ,୮।୯(ଅମିତାଭ ବେହେରା): ଅଲାର ଗଦବା ସମାଜ ପକ୍ଷରୁ ଶୁକ୍ରବାର କୋରାପୁଟରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲା ଅଲାର ଗଦବା ସମାଜର ଜିଲା ସଭାପତି ଶୁକ୍ରା ଖରା, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡମଙ୍କ ନେତୃତ୍ୱରେ ହୋଇଥିବା ଶୋଭାଯାତ୍ରାରେ ଅଭିଭକ୍ତ…
ବର୍ଷାରେ ଭାଙ୍ଗିଲା ୮ ଘର: ଭାସିଗଲା ସ୍କୁଟି
କୋରାପୁଟ,୭।୯(ଅମିତାଭ ବେହେରା): କୋରାପୁଟ ଜିଲାରେ ଗୁରବାର ୧୦୨୫ ମିଲିମିଟର ବର୍ଷା ହୋଇଥିବା ବେଳେ ଜିଲାର ସେମିଳିଗୁଡ଼ାରେ ସର୍ବାଧିକ ୧୫୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପ୍ରବଳ ବର୍ଷା ଯୋଗୁ ସେମିଳିଗୁଡ଼ା ବ୍ଳକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ବର୍ଷାରେ…
Archives


