କୋରାପୁଟ

ଆନ୍ଧ୍ର ପାଣି, ଓଡ଼ିଶାର ବିଦ୍ୟୁତ୍‌ରେ ସୀମିତ ଉନ୍ନତି

ନନ୍ଦପୁର, ୧୫ା୭ (ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସୀମାନ୍ତ ଗ୍ରାମାଞ୍ଚଳକୁ ପ୍ରଶାସନ ଅଣଦେଖା କରି ଆସୁଥିବା ଅଭିଯୋଗ ହେଉଛି। ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ପ୍ରଶାସନ ବିଫଳ ହୋଇଛି। ଏହାର ଉଦାହରଣ ପାନ୍ଥଲୁଙ୍ଗ ପଞ୍ଚାୟତର ୯ନଂ. ୱାର୍ଡ।...

ରାତି ଭୋଜନ ଖାଇ ଛାତ୍ରୀଛାତ୍ର ଅସୁସ୍ତ 

କୋରାପୁଟ,୧୫। : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ୮ରୁ ଅଧିକ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି।  ହଷ୍ଟେଲରେ ରାତି ଭୋଜନ ଖାଇବା ପରେ ପିଲାମାନେ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି।  ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା...

ଚନ୍ଦ୍ରୟାନ-୩ର ସଫଳତା ପାଇଁ ପୂଜାର୍ଚ୍ଚନା

ଜୟପୁର, ୧୪।୭(ପବନ ପାଣିଗ୍ରାହୀ): ଜୟପୁର ଅରବିନ୍ଦନଗରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଚନ୍ଦ୍ରୟାନ-୩ର ସଫଳତା ପାଇଁ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ କରାଯାଇଛି। ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ଅନୀଲ କୁମାର ଶତପଥୀ ଚନ୍ଦ୍ରୟାନ-୩ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ...

ଚନ୍ଦ୍ରୟାନ-୩ ର ସଫଳତା ପାଇଁ ପୂଜା

ଜୟପୁର, ୧୪।୭(ପବନ ପାଣିଗ୍ରାହୀ): ଜୟପୁର ଅରବିନ୍ଦନଗରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଚନ୍ଦ୍ରୟାନ-୩ର ସଫଳତା ପାଇଁ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ କରାଯାଇଛି। ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ଅନୀଲ କୁମାର ଶତପଥୀ ଚନ୍ଦ୍ରୟାନ-୩ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ...

ବର୍ଷାରେ ବୁଡ଼ିଲା ବଙ୍ଗଳାଗୁଡ଼ା ପୋଲ, ଉଭୟ ପାର୍ଶ୍ୱରେ ଅଟକି ରହିଛି ଶହ ଶହ ଗାଡ଼ିମୋଟର

କୋରାପୁଟ,୧୨ା୭(ଅମିତାଭ ବେହେରା): ବୁଧବାର କୋରାପୁଟରେ ହୋଇଥିବା ପ୍ରବଳ ବର୍ଷାରେ କୋରାପୁଟ-ରାୟଗଡ଼ା ମଧ୍ୟରେ ଥିବା ବଙ୍ଗଳାଗୁଡ଼ା ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ରାସ୍ତାର ଦୁଇ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛିଛନ୍ତି। ସୂଚନା ଥାଉକି, କୋରାପୁଟରୁ ରାୟଗଡ଼ା ଯାଇଥିବା ମୁଖ୍ୟ...

ପଥର ହଟିଲା, ମରାମତି ପରେ ସ୍ବାଭାବିକ ହେଲା ରେଳ ଚଳାଚଳ

ନନ୍ଦପୁର, ୧୨।୭(ଶଙ୍କର ପୂଜାରୀ): କୋଟଭାଲସା ଓ ବରା ଷ୍ଟେଶନ ମଧ୍ୟଭାଗରେ ପାହାଡ ଉପରୁ ସୋମବାର ଏକ ବଡ଼ ପଥର ଖସି ରେଳ ଧାରଣାରେ ପଡ଼ିଥିଲା। ଫଳରେ ସୋମବାର ସନ୍ଧ୍ୟାରୁ ବିଶାଖାପାଟଣା-କିରାଣ୍ଡୁଲ ରେଳ ଧାରଣାରେ ରେଳ ଚଳାଚଳ ବନ୍ଦ ରହିଥିଲା। ଏହି...

ବିଶାଖାପାଟଣା-କିରାଣ୍ଡୁଲ ରେଳ ଲାଇନକୁ ଖସିଲା ପଥର

ନନ୍ଦପୁର/କୋରାପୁଟ, ୧୧ା୭ (ଶଙ୍କର ପୂଜାରି/ଅମିତାଭ ବେହେରା): ବିଶାଖାପାଟଣା କିରାଣ୍ଡୁଲ ରେଳ ଧାରଣାର କୋତାବାଲସା ଓ ବରା ଷ୍ଟେଶନ ମଝିରେ ସୋମବାର ଅପରାହ୍ନରେ ପାହାଡ ଉପରୁ ଏକ ବିରାଟ ପଥର ରେଳ ଧାରଣାକୁ ଖସିଛି। ଫଳରେ ଏହି ରୁଟ୍‌ରେ ସମସ୍ତ ରେଳ...

ଓଡ଼ିଶା ସୀମା ଦେଖାଇବାରେ ଦ୍ୱନ୍ଦ୍ୱରେ ପଡିଲେ ତହସିଲଦାର

ନନ୍ଦପୁର, ୧୧ା୭ (ଶଙ୍କର ପୂଜାରି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସୀମାନ୍ତରେ ଆନ୍ଧ୍ର ଅନୁପ୍ରବେଶ କରି ଲୋକଙ୍କୁ ପ୍ରଲୋଭିତ କରୁଥିବା ଏବଂ ଶୋଭାପୁଟସ୍ଥିତ ବିଜୁ ସେତୁ ଦୁଇ ପାର୍ଶ୍ୱରେ ଆନ୍ଧ୍ରର ନିର୍ମାଣ ଖବର ପ୍ରକାଶନ ପରେ ବ୍ଲକ ପ୍ରଶାସନ ତତ୍ପରତା...

ମେଟାପାଡୁକୁ ଚଲାବାଟ ବିପଦ

ପଟ୍ଟାଙ୍ଗି,୭ା୭(ଶରତ ଧଳ): ରାଜ୍ୟର ସୀମାନ୍ତ ଗ୍ରାମଗୁଡିକରେ ବସବାସ କରୁଥିବା ଗ୍ରାମବାସୀ ସରକାରଙ୍କ ଯୋଜନାରୁ କିପରି ଉପକୃତ ହୋଇପାରିବେ ସେନେଇ ବ୍ଲକ ପ୍ରଶାସନକୁ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏ ଦିଗରେ ବ୍ଲକ ପ୍ରଶାସନ ସେତେଟୋ ଆଗ୍ରହ ପ୍ରକାଶ...

ବ୍ରିଜ୍‌ ଉପରେ ସ୍କୁଟି ରଖି ଡାକ କର୍ମଚାରୀଙ୍କ ମିଳୁନି ପତ୍ତା

କୋରାପୁଟ/ସୁନାବେଡ଼ା ୫ା୭ (ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ା ଥାନା ଅନ୍ତର୍ଗତ ଘାଟଗୁଡ଼ା ବ୍ରିଜ୍‌ ଉପରେ ଗାଡ଼ି ରଖି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ସେ ହେଉଛନ୍ତି କୋରାପୁଟ ଗାନ୍ଧୀନଗରଠାରେ ରହୁଥିବା ପି.ସତ୍ୟନାରାୟଣଙ୍କ ପୁଅ ପି. ସନ୍ତୋଷ କୁମାର।...

ଚବ୍ରି ନଦୀରେ ପଶି ବିଦ୍ୟାଳୟ ଯାଉଛନ୍ତି ଛାତ୍ରୀଛାତ୍ର

ଦଶମନ୍ତପୁର,୫ା୭(ଅରବିନ୍ଦ ନାୟକ): କୋରାପୁଟ ଜିଲାରେ ଏପରି କେତେକ ଗ୍ରାମ ରହିଛି ଯେଉଁଠିକୁ ଏଯାଏ ପ୍ରଶାସନ ପହଞ୍ଚତ୍ପାରିନାହିଁ। ନଦୀନାଳ, ବଣଜଙ୍ଗଲ ଓ ପାହାଡ଼ ଘେରା ପରିବେଶରେ ଥିବା ଗ୍ରାମଗୁଡ଼ିକୁ ଏଯାଏ ଗ୍ରାମବାସୀଙ୍କ ପାଇଁ ପ୍ରଶାସନ ରାସ୍ତାଟିଏ କରିପାରିନାହିଁ। ଖରା ଓ ଶୀତିଦିନେ...

ଆନ୍ଧ୍ର ସିଆର୍‌ପିଏଫ୍‌ ଯବାନଙ୍କ ଓଡ଼ିଶାରେ ଡକାୟତି

ନନ୍ଦପୁର, ୪ା୭ (ଶଙ୍କର ପୂଜାରୀ): ନନ୍ଦପୁର ଅଞ୍ଚଳକୁ ବୁଲି ଆସିଥିବା ପର୍ଯ୍ୟଟକଙ୍କୁ ଲୁଟ୍‌ କରି ଖସି ପଳାଉଥିବା ୨ ଜଣିଆ ଡକାୟତି ଗ୍ୟାଙ୍ଗକୁ ଧରିବାରେ କୋରାପୁଟ ଜିଲା ପାଡୁଆ ପୋଲିସ ସଫଳ ହୋଇଛି। ଧରାପଡି ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri