କୋରାପୁଟ

ଛାଡୁନି ମୋହ: ଗ୍ରାମବାସୀଙ୍କୁ ଉସୁକାଇ ରାଜୁଗୁଡ଼ା ହାଇସ୍କୁଲରେ ତାଲା ପକାଇଲେ ନିଲମ୍ବିତ ଶିକ୍ଷକ

ପଟାଙ୍ଗି,୨ା୮(ଶରତ ଧଳ): ନିଲମ୍ବିତ ହେବା ପରେ ମଧ୍ୟ ସ୍କୁଲରୁ ମୋହ ଛାଡୁ ନ ଥିବା ସହ ଗ୍ରାମବାସୀଙ୍କୁ ମତାଇ ସ୍କୁଲରେ ତାଲା ପକାଇ ପୁଣି ଆରମ୍ଭ କରିଛନ୍ତି ଆଉ ଏକ ନୂଆ ବିବାଦ। ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ମା’-ପୁଅଙ୍କ ଜୀବନ

ଜୟପୁର,୨ା୮: ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବିଦ୍ୟୁତ୍‌ ଆଘାତରେ ମା’-ପୁଅଙ୍କ ଜୀବନ ଚାଲିଯାଇଛି। ପୁଅକୁ ବଞ୍ଚାଇବାକୁ ଯାଇ ମାଆ ପୁଅଙ୍କର ମୃତ୍ୟୁ ଘଟିଛି। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି…

ସମସ୍ତ ୫୦ ମାମଲାରେ ନାଚିକା ଲିଙ୍ଗା ନିର୍ଦ୍ଦୋଷ ପ୍ରମାଣିତ

କୋରାପୁଟ,୧।୮ ( ଅମିତାଭ ବେହେରା): କୋରାପୁଟ ଜିଲାର ଚାଷୀ ମୂଲିଆ ଆଦିବାସୀ ସଂଘ ସଭାପତି ନାଚିକା ଲିଙ୍ଗା ବୁଧବାର ନାରାୟଣପାଟଣା ଥାନା ଆକ୍ରମଣ ମାମଲାରେ ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି। ତାଙ୍କ ନାମରେ ମୋଟ ୫୦ଟି ମାମଲା ରହିଥିଲା। ପୂର୍ବରୁ ସେ ଗୋଟିଏ…

ପାଣି ଢ଼ାଳି ଫେରିଲା ବେଳେ ଚାଲିଗଲା କାଉଡିଆଙ୍କ ଜୀବନ, ମେଡିକାଲରୁ ଉଭାନ ହେଲା ଯୁବକଙ୍କ ମୃତଦେହ

କୋରାପୁଟ,୩୦।୭(ଅମିତାଭ ବେହେରା ): ଶ୍ରାବଣ ମାସର ଦିତୀୟ ସୋମବାରରେ ଏକ ବଡ ଅଘଟଣ ଘଟିଛି। ପାଣି ଢ଼ାଳି ଫେରିଲା ବେଳେ ଜଣେ କାଉଡ଼ିଆଙ୍କ ହୃଦଘାତରେ ମୁତ୍ୟୁ ଘଟିଛି। ମୃତକ ଜଣକ ବରଗଡ଼ ଜ଼ିଲାର ବରପାଲି ଅଞ୍ଚଳର ୨୧ ବର୍ଷିୟ ସୁକେଶ ଦିପ।…

ତେଲ ବୋଝେଇ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ

ଦାମନଯୋଡ଼ି,୨୯।୭(ମାନସ ରଞ୍ଜନ କର): ନାଲକୋ ଦାମନଯୋଡ଼ି ପ୍ୟାଣ୍ଟର ଟିଆରଏସ୍‌ ଗେଟ ନିକଟରେ ତେଲ ବୋଝେଇ ହୋଇ ଆସୁଥିବା ଏକ ମାଲବାହୀ ଟ୍ରେନ ସୋମବାର ଲାଇନଚ୍ୟୁତ୍‌ ହୋଇଛି। ଫଳରେ ଟ୍ରେନର ଦୁଇଟି ବଗି ଟ୍ରାକରୁ ବାହାର ମାଟିରେ ପଶି ଯାଇଥିବା ଦେଖିବାକୁ ମିଳିଛି।…

ହସ୍ପିଟାଲରୁ କାଉଡିଆଙ୍କ ମୃତଦେହ ଉଭାନ

କୋରାପୁଟ,୨୯।୭(ଅମିତାଭ ବେହେରା): ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ମହାଦେବଙ୍କ ନିକଟରେ ପାଣି ଲାଗି କରିବାକୁ ଆସିଥିବା ଜଣେ କାଉଡିଆଙ୍କ ହୃଦ୍‌ଘାତରେ ସୋମବାର ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ମୃତ କାଉଡିଆଙ୍କ ମୃତଦେହ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ ଏବଂ ହସ୍ପିଟାଲରୁ ଉଭାନ…

୩ କି.ମି. ଭାରରେ ବୁହାହୋଇ ହସ୍ପିଟାଲ ଗଲେ ରୋଗୀ

ଦଶମନ୍ତପୁର,୨୯।୭(ଅରବିନ୍ଦ ନାୟକ): ଗ୍ରାମକୁ ଆସିପାରିଲାନି ଆମ୍ବୁଲାନ୍ସ। ୩ କି.ମି. ଭାରରେ ବୁହାହୋଇ ଡାକ୍ତରଖାନା ଗଲେ ରୋଗୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ୍‌ ଅନ୍ତର୍ଗତ ଲୁଲ୍ଲା ପଞ୍ଚାୟତର କୁଦାଲଅଟାଲ ଗ୍ରାମରେ। ଗ୍ରାମର ପଦଲାମ ମୁଦୁଲିଙ୍କ ଝିଅ…

ଝଞ୍ଜାବତୀ ନଦୀରୁ ମିଳିଲା ନିଖୋଜ ମା’ର ମୃତଦେହ

କୋରାପୁଟ, ୨୮।୭,(ଅମିତାଭ ବେହେରା): ଝଞ୍ଜାବତୀ ନଦୀରୁ ମିଳିଲା ନିଖୋଜ ମା’ର ମୃତଦେହ ଉଦ୍ଧାର। ଡକରିଘାଟି ଗାଁ ନିକଟ ନଦୀରୁ ମୃତଦେହ ଉଦ୍ଧାର କରିଛି ଓଡ୍ରାଫ୍‌ ଟିମ୍। ଏବେ ମଧ୍ୟ ଝିଅ ନିଖୋଜ ରହିଥିଲା ବେଳ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି। ଗତକାଲି…

କୋରାପୁଟରେ ପ୍ରବଳ ବର୍ଷା: ଭାଙ୍ଗିଲା ୧୨୫ ଘର

କୋରାପୁଟ,୨୭/୭(ଅମିତାଭ ବେହେରା ):   କୋରାପୁଟ ଜିଲାରେ ଶନିବାର ୯୪୯.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଜିଲାର ବୈପାରୀଗୁଡା ବ୍ଲକରେ ସର୍ବାଧିକ ୧୬୩ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଜିଲାର ଜୟପୁର ବ୍ଲକରେ ୧୨୯.୬ ମିମି,…

ପୁଣି ଅଜଣା ରୋଗ ନେଲା ଶିଶୁର ଜୀବନ

କୋରାପୁଟ: କୋରାପୁଟ ଜିଲା ନାରାୟଣପାଟଣା ବିଚଳଚୁଆଁ ଗାଁରେ ମଙ୍ଗଳବାର ପୁଣି ଅଜଣା ରୋଗରେ ଜଣେ ୩ ବର୍ଷୀୟା ଝିଅର ମୃତ୍ୟୁ ଘଟିଛି। ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ମିଳିଥିବା ସୂଚନା ମୁତାବକ, କିଛି ଦିନ ହେଲା ୩…

ଉପର ମୁଣ୍ଡରେ ଲଗାଣ ବର୍ଷା: ମାଛକୁଣ୍ଡ ଡି.ଡ୍ୟାମର ଖୋଲିଲା ୨ଗେଟ୍‌

ଲମତାପୁଟ,୨୩ା୭(ଭକ୍ତରମ ବାଙ୍କିଆ): ଉପର ମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଜଳଭଣ୍ଡାରରେ ଜଳସ୍ତର ଏବେ ବଢିବାରେ ଲାଗିଛି । ଜଲାପୁଟ ମୁଖ୍ୟ ଜଳଭଣ୍ଡାରରେ ୬ଫୁଟ ଜଳସ୍ତର ବଢିଥିବା ବେଳେ ମାଛକୁଣ୍ଡ ଡି. ଡ୍ୟାମରେ ଜଳସ୍ତର ବିପଦ ସଙ୍କେତର ଅତି ନିକଟରେ…

କୋରାପୁଟରେ ପ୍ରବଳ ବର୍ଷା: ୩ ଦିନରେ ଭାଙ୍ଗିଲାଣି ୪୦ ଘର

କୋରାପୁଟ,୨୨।୭(ଅମିତାଭ ବେହେରା): କୋରାପୁଟ ଜିଲାରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଥିବା ଯୋଗୁ ବହୁ ଗଛ ଓ ଘର ଭାଙ୍ଗି ଥିବା ଜଣାଯାଇଛି। ଗତ ୩ ଦିନ ମଧ୍ୟରେ ଜିଲାରେ ପାଖାପାଖି ୪୦ଟି ଘର ଭାଙ୍ଗଯାଇଛି। ଜିଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri