ପ୍ରଶାସନ ଚୁପ୍, ଆଗେଇଆସିଲେ ସ୍ବେଚ୍ଛାସେବୀ:ସଚେତନତା ପାଇଁ ଟାଙ୍ଗିଲେ ଫଳକ
ଜୟପୁର,୧୫ା୩(ଡି.ଏନ୍.ଏ.) ରାସ୍ତାଘାଟ ପରି ସାର୍ବଜନୀନ ସ୍ଥାନରେ ଲୋକଙ୍କ ସୁରକ୍ଷା ଓ ସଚେତନତା ପାଇଁ ପ୍ରଶାସନ କିଛି ନାମଫଳକ ଲଗାଇବା କଥା। କିନ୍ତୁ ପ୍ରଶାସନ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ଭୁଲିଯିବା ପରେ କେତେଜଣ ସଚେତନ ସ୍ବେଚ୍ଛାସେବୀ ନିଜ ଖର୍ଚ୍ଚରେ ଲୁହା ପ୍ଲେଟ…
ମା’-ବାପାଙ୍କ ମୃତ୍ୟୁ ପରେ ଭଉଣୀ ଭାଇ ବେସାହାରା
ଦଶମନ୍ତପୁର,୧୪।୩(ଡି.ଏନ୍.ଏ.)ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତ ଅଙ୍ଗାରଗୁଡ଼ାରେ ଦୁଇ ଭଉଣୀ, ଭାଇ ମା’-ବାପାଙ୍କ ମୃତ୍ୟୁ ପରେ ଏବେ ବେସାହାରା ହୋଇପଡ଼ିଛନ୍ତି। ସେମାନେ ହେଲେ ମୃତ ଲିମଦାଶ ଜାନୀ ଓ ସ୍ତ୍ରୀ ରୁକମଣି ଜାନୀଙ୍କ ବଡ଼ ଝିଅ ମୋତି ଓ ପୁଅ ଦୁକୁ (୧୧)।…
ରାଜସ୍ବରେ ଆଗୁଆ, ସେବା ଦେବାରେ ପଛୁଆ
ଜୟପୁର,୧୩।୩(ନି.ପ୍ର.) – କୋରାପୁଟ ଜିଲାର ଜୟପୁର ରେଳ ବିଭାଗ ଟିକେଟ ନେବାରେ ଆଗୁଆ ଥିବାବେଳେ ସେବା ପ୍ରଦାନରେ ପଛୁଆ ରହିଛି। ରେଳ କର୍ତ୍ତୃପକ୍ଷ ଚିଠି ଲେଖିଲେଖି ଥକିଲେଣି, କିନ୍ତୁ ଷ୍ଟେସନର କୌଣସି ଉନ୍ନତି ହେଉନାହିଁ। ବି-ଗ୍ରେଡ୍ପ୍ରାପ୍ତ ଏହି ଷ୍ଟେଶନରେ ଯାତ୍ରୀ ହଇରାଣ…
କରୋନା ଡର: କେରଳଫେରନ୍ତା ଶ୍ରମିକଙ୍କୁ ଦେଖି ଛାନିଆ
ଜୟପୁର,୧୩।୩ (ଡି.ଏନ୍.ଏ.) – କୋରାପୁଟ ଜିଲାର ଅନେକ ଲୋକ କେରଳରେ ଶ୍ରମିକ ଭାବେ କାମ କରୁଛନ୍ତି। ଏହି ଶ୍ରମିକମାନେ ବର୍ତ୍ତମାନ ନିଜ ଗ୍ରାମକୁ ଫେରୁଥିବା ବେଳେ ସେମାନେ କାଳେ କରୋନାରେ ଆକ୍ରାନ୍ତ ଥିବା, ସେଥିପାଇଁ ଆତଙ୍କିତ ହୋଇପଡ଼ିଛନ୍ତି ଗ୍ରାମବାସୀ। କରୋନାର ଶୀକାର…
ଟ୍ରକ୍ -ବାଇକ ମୁହାଁମୁହିଁ ଧକ୍କା: ଜଳିଗଲା ଟ୍ରକ୍,ବାଇକ
ବୋରିଗୁମ୍ମା,୧୧।୩(ଡି.ଏନ୍.ଏ.): କୋରାପୁଟ ଜିଲା ବୋରିଗୁମ୍ମା- କୋଟପାଡ଼ ୬୩ ନଂ. ଜାତୀୟ ରାଜପଥ ଶଶାହାଣ୍ଡି ନିକଟରେ ସୋମବାର ବିଳମ୍ବିତ ରାତିରେ ଟ୍ରକ୍ -ବାଇକ ଧକ୍କା ହୋଇ ଟ୍ରକ୍,ବାଇକ ଜଳିଯାଇଛି। ଏଥିରେ ୨ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ ହରି ପାଇକ,…
୩ ଗାଡି ସହ ବିପୁଳ ପରିମାଣର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
ପଟ୍ଟାଙ୍ଗି, ୧୧।୩(ଡି.ଏନ୍.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥଠାରୁ ସମ୍ବାଇ ପଞ୍ଚାୟତ ଅଭିମୁଖେ ଯାଇଥିବା ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା ଉପରୁ ତିନୋଟି ଗାଡ଼ି ସହ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଏହି କାରବାରରେ ସମ୍ପୃକ୍ତ…
ଡଙ୍ଗାବୁଡ଼ି ଜଣେ ନିଖୋଜ ଘଟଣା: ଡ୍ୟାମ୍ରୁ ମୃତଦେହ ଉଦ୍ଧାର
ଜୟପୁର,୧୦।୩(ଡି.ଏନ୍.ଏ.): କୋରାପୁଟ ଜିଲା ଲମତାପୁଟ ବ୍ଲକ ନିକଟସ୍ଥ ଦୁର୍ଲା ଘାଟରେ ଡଙ୍ଗା ବୁଡ଼ି ଜଣେ ବ୍ୟକ୍ତି ନିଖୋଜ ଥିଲେ। ତେବେ ରବିବାର ମଧ୍ୟାହ୍ନରେ ତାଙ୍କ ମୃତଦେହ ଉକ୍ତ ଡ୍ୟାମ୍ରୁ ଉଦ୍ଧାର କରାଯାଇଛି। ମୃତକ ହେଲେ ବଡ଼ଗୁରୁ ପାଙ୍ଗି(୫୦)। ସୂଚନାନୁଯାୟୀ, ବଡ଼ଗୁରୁ ପାଙ୍ଗ…
ବିସ୍ଫୋରକ ଜବତ ଘଟଣା: ୨ କୋର୍ଟ ଚାଲାଣ
ଜୟପୁର,୯ା୩(ଡ଼ି.ଏନ୍.ଏ)- ଜୟପୁର ଟାଉନ୍ ଥାନା ପକ୍ଷରୁ ଗତ ସପ୍ତାହରେ ୫ଟନ୍ ବିସ୍ଫୋରକ ଜବତ ଘଟଣାରେ ହାଇଦ୍ରାବାଦର ୨ ଜାଲ୍ ବିକ୍ରେତା ରାଜି ରେଡ୍ଡୀ ଏବଂ ମହେଶ୍ୱର ରେଡ୍ଡୀଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ବିକ୍ରେତାମାନେ ପୁର୍ବରୁ ମାଲକାନଗିରି ଜିଲାର ୧୧ଟି କ୍ରଶର୍କୁ…
ନୂତନ କୋର୍ଟ କୋଠା ଉଦ୍ଘାଟିତ
ଚାନ୍ଦିଲି(କୋଟପାଡ଼),୯ା୩(ଡି.ଏନ୍.ଏ.):କୋରାପୁଟ ଜିଲା କୋଟପାଡ଼ ଜେଏମ୍ଏଫ୍ସି କୋର୍ଟର ଏକ ନୂତନ କୋଠା ଉଦ୍ଘାଟିତ ହୋଇଛି। ହାଇକୋର୍ଟ ବିଚାରପତି କୃଷ୍ଣରାମ ମହାପାତ୍ର ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ହାଇକୋର୍ଟ ରେଜିଷ୍ଟ୍ରାର ପ୍ରତାପ କୁମାର ପାତ୍ର, କୋରାପୁଟ ଜିଲାଜଜ୍ ବିମଲ୍ କୁମାର ଚାନ୍ଦ,…
ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ‘ବାହା ପର୍ବ’
ସୁନାବେଡା,୯ା୩(ଡି.ଏନ୍.ଏ.): ଆଦିବାସୀ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ସୁନାବେଡା ସାହରାଞ୍ଚଳରେ ମହା ଆଡମ୍ବରରେ ବାହା ପର୍ବ ପାଳିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ସମସ୍ତ ପରିବାର ସମେତ ଅବିଭକ୍ତ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ସାନ୍ତାଳୀ ସମ୍ପ୍ରଦାୟର ମହିଳା ଓ ପୁରୁଷ…
ପଲିଥିନମୁକ୍ତ ସହର ଗଠନ ଲକ୍ଷ୍ୟରେ ଏସ୍ଏଚ୍ଜି ମହିଳା
ଜୟପୁର,୮।୩ (ନି.ପ୍ର):ନିଜେ ସ୍ବାବଲମ୍ବୀ ହୋଇ ଜୟପୁରକୁ ପଲିଥିନ ମୁକ୍ତ ସହର ଗଠନ କରିବା ପାଇଁ ୧୦ ମହିଳା ଅଣ୍ଟା ଭିଡିଛନ୍ତି ା ୨୦୧୭ରେ ଜୟପୁର ସହରର ପାରାବେଢା ଅଞ୍ଚଳର ଉକ୍ତ ୧୦ ମହିଳା ମିଶିି ମା’ ସମଲେଶ୍ୱରୀ ସ୍ବୟଂ ସହାୟକ ଗୋଷ୍ଠୀ…
ହାରିବା ପରେ ସଫଳତା
ଜୟପୁର, ୮।୩ (ଡି.ଏନ.ଏ ) ଜୀବନ ଯୁଦ୍ଧରେ ହାରି ଯାଇନାହାନ୍ତି ସେ ା ବରଂ ବାରମ୍ବାର ହାରି ବି ସାମ୍ନା କରିବା ଶିଖିଛନ୍ତି ଜୀବନ ଯୁଦ୍ଧକୁ ା ପ୍ରତିକୂଳ ସ୍ଥିତିକୁ ବି ଧୈର୍ଯ୍ୟର ସହ ନେବାକୁ ସେ ଅନେକଙ୍କ ପାଇଁ ରାସ୍ତା…
Archives


