କୋରାପୁଟ ଜିଲାରେ କରୋନାର ସମାନ୍ତରାଳ ଗତି : ଆଉ ୯୯ ପଜିଟିଭ୍
କୋରାପୁଟ,୧୮।୯(ସ୍ବ.ପ୍ର.): କୋରାପୁଟ ଜିଲାରେ ଗତ କିଛି ଦିନ ହେଲା କରୋନାର ସମାନ୍ତରାଳ ଗତି ଦେଖିବାକୁ ମିଳିଛି । ଜିଲାରେ ବର୍ତ୍ତମାନ ୯୦ରୁ ୧୦୦ ମଧ୍ୟରେ ଦୈନିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ଜିଲା ପ୍ରଶାସନର ରିପୋର୍ଟରୁ ଜଣାପଡିଛି । ଶୁକ୍ରବାର ଜିଲାରେ…
ବାଇକ୍ ଚୋର ର଼୍ୟାକେଟ ପଡ଼ିଲା ଧରା, ୧୬ ବାଇକ୍ ଜବତ; ୫ ଗିରଫ
ଜୟପୁର,୧୮ା୯(ଡି.ଏନ୍.ଏ.): କୋରାପୁଟ ଜିଲା ଜୟପୁର ଟାଉନ ଥାନା ପକ୍ଷରୁ ଏକ ବଡ଼ ବାଇକ ଚୋରି ର଼୍ୟାକେଟ ପର୍ଦ୍ଦାଫାଶ ହୋଇଛି। ଏହି ମାମଲାରେ ୫ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ୧୬ଟି ବାଇକ୍ ଜବତ କରାଯାଇଛି। ଏହି ବାଇକ୍ଗୁଡ଼ିକ ନବରଙ୍ଗପୁର ଜିଲା…
କୋରାପୁଟ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ପାର
କୋରାପୁଟ,୧୬।୯,(ସ୍ବ.ପ୍ର) କୋରାପୁଟ ଜିଲାରେ ବୁଧବାର କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ପାର ହୋଇଛି। ବୁଧବାର ଜିଲାରେ ଆଉ ୮୨ ଜଣ ନୂଆ କୋରନା ପଜିଟିଭ୍ ଚିହ୍ନଟ ପରେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦୮କୁ ବୃଦ୍ଧିପାଇଛି । ଚିହ୍ନଟ ୮୨…
୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ଜୟପୁର,୧୬ା୯(ଡି.ଏନ୍.ଏ.): ଜୟପୁର ସଦର ଥାନା ପୋଲିସ ପକ୍ଷରୁ ଆମ୍ବଗୁଡ଼ା ଗ୍ରାମରେ ଚଢ଼ାଉ କରାଯାଇ ୭ କୁଇଣ୍ଟାଲ ୨୮ କି.ଗ୍ରା ୬୦୦ ଗ୍ରାମ ଗଞ୍ଜେଇ ଜବତ ଏବଂ ଗୋଟିଏ ଟ୍ରକ, କାର୍, ୪ଟି ବାଇକ ଜବତ କରାଯାଇଛି। ଏହି ମାମଲାରେ ଉତ୍ତରପ୍ରଦେଶର ୨…
ସାପ ଆକୃତିର ପ୍ରଜାପତି
କୋରାପୁଟ,୧୪ା୯(ସ୍ବ.ପ୍ର.): କୋରାପୁଟ ସହରସ୍ଥିତ ଭବାନୀନଗର ଅଞ୍ଚଳରେ ଏକ ବିରଳ ପ୍ରଜାତିର ପ୍ରଜାପତି ଦେଖିବାକୁ ମିଳିଛି। ଏହା ସାପ ଆକୃତିର। ଏହି ଅଞ୍ଚଳରୁ ସୌଦାମିନି ବେହେରାଙ୍କ ଘର କାନ୍ଥରେ ଏହି ପ୍ରଜାପତିଟି ବସିଥିବା ଦେଖିବାକୁ ମିଳିଛି। ରବିବାରଠାରୁ ଏହା କେଉଁ ଆଡୁ ଆସି…
କୋରାପୁଟରେ କରୋନା ସ୍ଥିତି ଅସମ୍ଭାଳ: ୪,୬୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୯୭
କୋରାପୁଟ,୧୨ା୯(ସ୍ବ.ପ୍ର.): କୋରାପୁଟ ଜିଲାରେ ବର୍ତ୍ତମାନ କରୋନା ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଶନିବାର ଜିଲାରୁ ଆଉ ୯୭ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଏହାକୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୬୩୨କୁ ବୃଦ୍ଧିପାଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୭୦ ପୁରୁଷ ଏବଂ ୨୭…
ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଆସୁନି ସୁଧାର: ଜୟପୁର କୋଭିଡ୍ ଚିକିତ୍ସାଳୟରୁ ଭୁବନେଶ୍ୱର ସ୍ଥାନାନ୍ତର
ଜୟପୁର,୧୨।୯(ଡି.ଏନ୍.ଏ): ରାଜ୍ୟ ହସ୍ତତନ୍ତ ଏବଂ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହୋଇବା ଯୋଗୁ ତାଙ୍କୁ ଶନିବାର ପୂର୍ବାହ୍ନରେ ଜୟପୁର କୋଭିଡ୍ ଚିକିତ୍ସାଳୟରୁ ଭୁବନେଶ୍ୱର ସମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।ତାଙ୍କ ସ୍ବାମୀ ପୋଲିସ କର୍ମଚାରୀ ସଦାଶିବ…
କୋରାପୁଟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୧୨୪ ପଜିଟିଭ୍ ଚିହ୍ନଟ
କୋରାପୁଟ,୧୦ା୯(ସ୍ବ.ପ୍ର.): କୋରାପୁଟ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଗୁରୁବାର ଏହି ଜିଲାରୁ ଆଉ ୧୨୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୪୪ରେ ପହଞ୍ଚିଛି। ଚିହ୍ନଟ ଆକ୍ର୍ରାନ୍ତମାନଙ୍କ ମଧ୍ୟରେ ୮୪ ଜଣ…
କୋରାପୁଟ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୨୦ରେ ପହଞ୍ଚିଲା
କୋରାପୁଟ,୯ା୯(ସ୍ବ.ପ୍ର.): କୋରାପୁଟ ଜିଲାରେ ବୁଧବାର ଆଉ ୯୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ସହରାଞ୍ଚଳରୁ ୬୮ ଓ ଗ୍ରାମାଞ୍ଚଳରୁ ୨୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୩୨୦କୁ ବୃଦ୍ଧିପାଇଛି। ବୁଧବାର…
ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ହସ୍ପିଟାଲରେ ହେବ ୭୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ
କୋରାପୁଟ,୫।୯,(ସ୍ବ.ପ୍ର): କୋରାପୁଟ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଶନିବାର ପୁଣି ଜିଲାରେ ୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୬୦କୁ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି କୋରାପୁଟ ସହିଦ ଲକ୍ଷ୍ମଣ…
କୋରାପୁଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬୯୭ରେ ପହଞ୍ଚିଲା
କୋରାପୁଟ,୨ା୯(ସ୍ବ.ପ୍ର.): ଜିଲାରେ ବୁଧବାର ପୁଣି ୮୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ଆକ୍ରାନ୍ତମାନଙ୍କ ମଧ୍ୟରୁ ୬୧ ପୁରୁଷ ଏବଂ ୨୮ ମହିଳା ଅଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୬୯୭କୁ ବୃଦ୍ଧିପାଇଛି। କୋରାପୁଟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ…
ପୋଖରୀରେ ବୁଡ଼ି ୩ ନାବାଳିକାଙ୍କ ଜୀବନ ଗଲା
କୋରାପୁଟ,୧।୯(ସ୍ବ.ପ୍ର): କୋରାପୁଟ ଜିଲା ଲମତାପୁଟ ବ୍ଲକ ଦେବଗଞ୍ଜର ଗ୍ରାମରେ ଏକ ଅଘଟଣ ଘଟିଛି । ପୋଖରୀରେ ବୁଡି ୩ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ତାମିଲ ପରଜା(୧୨) ନିକିତା ଦଳପତି(୧୩) ଓ ସନ୍ତୋଷୀ ପାତ୍ରୀ(୧୪)। ମିଳିଥିବା ସୂଚନାନୁସାରେ, ସୋମବାର ସନ୍ଧ୍ୟାରେ…
Archives


