କୋରାପୁଟ

ସାର ଅଭାବ, ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

କୋଟପାଡ଼,୧୬।୮(ରାଜଶେଖର):କୋରାପୁଟ ଜ଼ିଲା କୋରପାଡ଼ ଅଞ୍ଚଳରେ ସାରର ଅଭାବକୁ ନେଇ ଶନିବାର ଚାଷୀ ସମବାୟ ବିଭାଗ ଘେରାଉ ସହ କେନ୍ଦୁଗୁଡା ଛକ ଜାତୀୟ ରାଜପଥ ୬୩ ନମ୍ବର ଅବରୋଧ କରିଛନ୍ତି। ଦୀର୍ଘ ଦିନ ହେବ କୋରପାଡ଼ ଅଞ୍ଚଳରେ ସାର କଳା ବଜାର ହେଇ…

ଓଡ଼ିଶାର ୪ ସୀମାନ୍ତ ଗାଁକୁ ଆନ୍ଧ୍ରର ସନ୍ଧି ଚିହ୍ନଟ: ମୁଖିଆଙ୍କୁ ୧୮୯୮ର ତମ୍ବାପଟ୍ଟା

ପଟ୍ଟାଙ୍ଗି, ୧୪ା୮(ଶରତ କୁମାର ଧଳ): ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ଓଡ଼ିଶାର ଗ୍ରାମଗୁଡ଼ିକୁ ନିଜର ଅଞ୍ଚଳ ଦର୍ଶାଇବାକୁ ଆନ୍ଧ୍ର ସରକାର ଦୀର୍ଘବର୍ଷ ଧରି ଅନେକ ଫନ୍ଦିଫିକର କରି ଆସୁଛନ୍ତି। ଏନେଇ ଅନେକ ବିବାଦ ସୃଷ୍ଟି ହୋଇଥିବାବେଳେ ମାମଲା ମଧ୍ୟ ବିଚାରାଧୀନ ରହିଛି। ଆନ୍ଧ୍ରର…

ଏକା ବଂଶରେ ପ୍ରେମ କରିବାରୁ ପ୍ରେମୀ ଯୁଗଳଙ୍କୁ ବଳଦ ଦଣ୍ଡ

ବନ୍ଧୁଗଁା,୧୨।୮ (ବେଣୁଧର ଲାବାଲା): ପରମ୍ପରା ଆଗରେ ପ୍ରଶାସନର ଜନ ସଚେତନତା ପଛରେ ପଡ଼ିଛି। ଏପରି ଅମାନବୀୟ କାର୍ଯ୍ୟକଳାପକୁ ରୋକିବାକୁ ସରକାରୀ ସ୍ତରରେ ଚେଷ୍ଟା ଚାଲିଥିବା ବେଳେ କମୁନି ଅନ୍ଧବିଶ୍ୱାସ। କିଛି ଦିନ ତଳେ ରାୟଗଡ଼ା ଜିଲାର କଞ୍ଜାମଯୋଡ଼ି ଓ କୋରାପୁଟ ଜିଲା…

ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ବିଲ୍ଡିଂର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ ଖୁବ୍‌ଶୀଘ୍ର ଖାଲି ପଡ଼ିଥିବା ଡାକ୍ତର ପଦବୀ…

କୋରାପୁଟ,୧୦ା୮(ଅମିତାଭ ବେହେରା ): ରାଜ୍ୟର ନିରନ୍ତନ ବିକାଶ ଧାରାରେ ଆଜି କୋରାପୁଟ ଜିଲା ମଧ୍ୟ ସାମିଲ ହୋଇଛି ବୋଲି ରବିବାର କୋରାପୁଟସ୍ଥିତ ସରକାରୀ ଡିଏଭି ମହାବିଦ୍ୟାଳୟ ପଡିଆଠାରେ ଆୟୋଜିତ ସାଧାରଣ ସଭାରେ ଶହୀଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ବିଲ୍ଡିଂ ଉଦ୍‌ଘାଟନ…

କୋଟିଆବାସୀଙ୍କୁ ଡବଲ୍‌ ଫାଇଦା: ଦୁଇ ରାଜ୍ୟ ସହ ସମଦୂରତା, ଯେଉଁଠୁ ଅଧିକ ମିଳିଲା ସେପଟକୁ ଢଳୁଛନ୍ତି ଗ୍ରାମବାସୀ

ଭୁବନେଶ୍ୱର,୮।୮: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାସ୍ଥ କୋଟିଆର ୨୧ଟି ଗାଁରେ ଚାଲିଛି ଏକ ଅଜଣା ଦ୍ବୈତ ଶାସନ। ଏହି ଅଞ୍ଚଳର ବାସିନ୍ଦାମାନେ ଦୁଇ ରାଜ୍ୟରୁ ମିଳୁଥିବା ସୁବିଧାରୁ ଡବଲ୍‌ ଫାଇଦା ଉଠାଉଛନ୍ତି। ଯେଉଁ ରାଜ୍ୟରୁ ଅଧିକ ସୁବିଧା ମିଳୁଛି, ସେପଟକୁ ଗ୍ରାମବାସୀଙ୍କ…

ଉଚ୍ଚଶିକ୍ଷା ପାଇଁ ନାମ ଲେଖାଇବାରେ ୩ ଯୁବକ ଠକେଇର ଶିକାର

ପଟାଙ୍ଗି,୬ା୮(ଶରତ କୁମାର ଧଳ): ବର୍ତ୍ତମାନ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ନାମ ଲେଖା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହାର ସୁଯୋଗ ଉଠାଇ ହ୍ୟାକର୍‌ମାନେ ଶିକ୍ଷିତ ଯୁବତୀଯୁବକଙ୍କୁ ଠକି ଚାଲିଛନ୍ତି। ଏହିପରି ଠକେଇର ଶିକାର ହୋଇ କିଛି ଯୁବକଙ୍କ ସହ ପରିବାରବର୍ଗ କଲେଜ ଏବଂ ପୋଲିସ…

ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ ବଡ଼ କଥା କହିଲେ ଏସ୍ପି

ପଟ୍ଟାମୁଣ୍ଡାଇ, ୬।୮: ଘର ଭିତରେ ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ ମୁଁ ନିଜେ ତଦନ୍ତ କରିବି କହିଲେ କେନ୍ଦ୍ରାପଡ଼ାଏସ୍ପି। କେଉଁ ପରିସ୍ଥିତିରେ ଯୁବତୀ ଜଳିଗଲେ ତାହାର ତଦନ୍ତ କରିବି। ଫୋରେନ୍ସିକ ଟିମ ଆସିଲା ପରେ ତଦନ୍ତ ଆଗକୁ ବଢ଼ିବ। ପୋଲିସ ଏତଲା…

ସୀମାନ୍ତରେ ଶିକ୍ଷା ବ୍ୟବସ୍ଥା ଭିତ୍ତିଭୂମି ବିକାଶ ଅଭାବର ଲାଭ ଉଠାଉଛି ପଡୋଶୀ ଆନ୍ଧ୍ର ରାଜ୍ୟ: ଗୋଟିଏ ଗୃହରେ ପାଠପଢୁ ଛନ୍ତି ପ୍ରଥମରୁ ଅଷ୍ଟମ…

ପଟ୍ଟାଙ୍ଗି୫। ୮(ଶରତ କୁମାର ଧଳ)ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ର ଭିତ୍ତିଭୂମି ବିକାଶ ଅଭାବ ଯୋଗୁଁ ପଡୋଶୀ ଆନ୍ଧ୍ର ରାଜ୍ୟ ଲାଭ ଉଠାଇ ଚାଲିଥିବା ବେଳେ ପଛରେ ପଡି ଯାଉଛି ଓଡିଶା । ଏହିପରି ବ୍ୟବସ୍ଥା ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲା…

ଫେରିବା ବାଟକୁ ଅନାଇ ବସିଛି ସ୍ତ୍ରୀ,ବାଟରେ ଗାଡ଼ି ସହ ହୁହୁ ହୋଇଜଳିଗଲେ ବାପ-ପୁଅ

କୋରାପୁଟ,୨।୮(ଅମିତାଭ ବେହେରା) କୋରାପୁଟ ସଦର ଥାନା ଅନ୍ତର୍ଗତ ପୋଡ଼ାଗଡ଼ କନ୍ୟାଶ୍ରମ ସମ୍ମୁଖରେ ଯାଇଥିବା ୩୨୬ ନଂ ଜାତୀୟ ରାଜପଥରେ ଶନିବାର ମଧ୍ୟାହ୍ନରେ ଟ୍ରକ୍‌ ଓ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି। ଏଥିରେ ବାଇକରେ ଯାଉଥିବା ବାପା ଓ ପୁଅଙ୍କ…

ଦେଖିଥିଲେ କାଉ ମିଳନ: ଏବେ ଗାଁକୁ ଗଲା ପ୍ରଶାସନ

ଜୟପୁର,୧ା୮(ପବନ ପାଣିଗ୍ରାହୀ):କାଉ ମିଳନ ଦେଖିବାରୁ ବଞ୍ଚି ଥାଉ ଥାଉ ପରିବାର ଶୁଦ୍ଧି ହେବା ଘଟଣାକୁ ନେଇ ପ୍ରଶାସନ ତତ୍ପର ହୋଇଉଠିଛି। CDPOଙ୍କ ନେତୃତ୍ୱରେ କୋରାପୁଟ ଜିଲା ଜୟପୁର ପାତ୍ରଗୁଡ଼ା ଗାଁ ଯାଇ ଲୋକଙ୍କ ସହ ଏକ ଟିମ୍‌ ଆଲୋଚନା କରିଛି। ଏଭଳି…

ଦାୟିତ୍ୱ ଗ୍ରହଣର ୩ ଦିନ ପରେ କୋଟିଆରେ ପହଞ୍ଚିଲେ ନୂତନ ଜିଲାପାଳ: ତଦାରଖ କଲେ ଉନ୍ନୟନମୂଳକ କାର୍ଯ୍ୟ

ପଟ୍ଟାଙ୍ଗି,୩୧।୭(ଶରତ କୁମାର ଧଳ): କୋରାପୁଟ ଜିଲାକୁ ବଦଳି ହୋଇ ଆସିଥିବା ମନୋଜ ସତ୍ୟବାନ ମହାଜନ ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବାର ୩ଦିନ ପରେ ଗୁରୁବାର ହଟାତ୍‌ ପଟ୍ଟାଙ୍ଗି ବ୍ଲକ ଅଧୀନ ସୀମାନ୍ତ କୋଟିଆ ପଞ୍ଚାୟତ ଗସ୍ତ କରି ଚାଲିଥିବା ବିଭିନ୍ନ…

ଦୁଇ କାଉଙ୍କ ମିଳନ ଦେଖିଦେବାରୁ ଯୁବକଙ୍କୁ ଅଜବ ଦଣ୍ଡ ଦେଲେ ଗ୍ରାମବାସୀ, କୋକେଇ ବାନ୍ଧି…

ଜୟପୁର,୩୧ା୭(ପବନ ପାଣିଗ୍ରାହୀ): ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସ ଭରପୂର ହୋଇ ରହିଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଇଲାକାରେ ଏପରି ଅନ୍ଧବିଶ୍ୱାସ ଦେଖିବାକୁ ମିଳୁଛି। ଏମିତି ଏକ ଅନ୍ଧବିଶ୍ୱାସକୁ ଦେଖିବାକୁ ମିଳିଛି କୋରାପୁଟ ଜିଲା ରାଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ ପାତ୍ରଗୁଡ଼ା ଗାଁରେ। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri