କୋରାପୁଟ

ଷ୍ଟ୍ରେଚରରେ ରୋଗୀଙ୍କୁ ବୋହିଲେ ୩ କି.ମି.

ନାରାୟଣପାଟଣା,୪।୧୦(ଡି.ଏନ୍‌.ଏ.): ଗାଁକୁ ଯିବାକୁ ହେଲେ ପାରି ହେବାକୁ ପଡେ ନଦୀ। ନଦୀରେ ପୋଲ ନ ଥିବାରୁ ୨ଜଣ ରୋଗୀଙ୍କୁ ଗ୍ରାମବାସୀ ଷ୍ଟେଚରରେ ବୋହି ଡାକ୍ତରଖାନା ନେଇଛନ୍ତି। ଏପରି ଦୃଶ୍ୟ କୋରାପୁଟ ଜିଲା ମାଓବାଦୀ ଅଧ୍ୟୁଷିତ ନାରାୟଣପାଟଣା ବ୍ଲକ ସଦର ମହକୁମା ଖାରିକୋନ…

ଷ୍ଟେଜ୍‌ରେ ଗୀତ ଗାଉ ଗାଉ ଚାଲିଗଲା କଣ୍ଠଶିଳ୍ପୀଙ୍କ ଜୀବନ

ଜୟପୁର,୩ା୧୦(ନି.ପ୍ର.): ଷ୍ଟେଜ୍‌ରେ ଗୀତ ଗାଉ ଗାଉ ଜଣେ କଣ୍ଠଶିଳ୍ପୀଙ୍କ ଜୀବନ ଚାଲିଯାଇଛି। ସେ ହେଲେ କୋରାପୁଟ ଜିଲା ଜୟପୁରର ଜଣାଶୁଣା କଣ୍ଠଶିଳ୍ପୀ ମୁରଲୀ ମହାପାତ୍ର। ସୂଚନାନୁଯାୟୀ, ଜୟପୁର ଦଶହରା ପୂଜା କମିଟି ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ରଜାନଗର ସମ୍ମୁଖରେ ‘ସ୍ବର…

ରାଜାରାଜୁଡ଼ା ଅମଳରୁ ପୂଜା ପାଉଛନ୍ତି ରଜାନଗର ଦୁର୍ଗା

ଜୟପୁର,୧ା୧୦(ନି.ପ୍ର.): କୋରାପୁଟ ଜିଲା ଜୟପୁରରେ ହେଉଥିବା ଦୁର୍ଗାପୂଜା ମଧ୍ୟରୁ ରଜାନଗର ନିକଟରେ ହେଉଥିବା ଦୁର୍ଗାପୂଜା ଅନ୍ୟତମ। ରାଜାରାଜୁଡ଼ା ଅମଳରୁ ରଜାନଗର ମଧ୍ୟରେ ଥିବା କନକଦୁର୍ଗା ମନ୍ଦିରରେ ରାଜାଙ୍କ ପରିବାରବର୍ଗ ଦ୍ୱାରା ଦଶହରା ପାଳନ କରାଯାଉଥିଲା । ୧୯୫୦ ମସିହାରେ ଜୟପୁର ସହରର…

କୋଟପାଡ଼ରେ ରାଜ ରାଜୁଡ଼ା ସମୟର ଦୁର୍ଗାପୂଜା

କୋଟପାଡ଼,୩୦ା୯(ଡି.ଏନ.ଏ.): କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳ ଦଶହରାକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ରାଜା ରାଜୁଡା ସମୟରୁ ପାଳିତ ହେଇ ଆସୁଥିବା ଏହି ଦଶହରାରେ ନିକଟସ୍ଥ ଛତିଶଗଡର ଜଗଦଲପୁର, ବସ୍ତର ଜିଲାରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଦୋନ୍ତେୱାଡ଼ାର ଦାନ୍ତେଶ୍ୱରୀ ଠାକୁରାଣୀଙ୍କ ପୂଜା ପାଠ…

ନାରାୟଣପାଟଣା ବିଡିଓ ନିଲମ୍ବିତ

କୋରାପୁଟ,୨୯ା୯(ସ୍ବ.ପ୍ର.): ନାରାୟଣପାଟଣା ବ୍ଲକ ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ନିଲମ୍ବନ କରିଛନ୍ତି ସରକାର। ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକରେ କାର୍ଯ୍ୟରତ ସମୟରେ ଦୁର୍ନୀତି ହୋଇଥିବା ନେଇ ସରକାରଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ସରକାର ବିଡିଓଙ୍କୁ ନିଲମ୍ବନ କରିଛନ୍ତି।

ଭୁଶୁଡ଼ିଲା ମେଡିକାଲ ପାଚେରି: ଜଣେ ମୃତ, ଭାଙ୍ଗିଲା ଗାଡ଼ି

କୋରାପୁଟ,୨୯।୯(ସ୍ବ.ପ୍ର.): କୋରାପୁଟ ସହରରେ ବୁଧବାର ରାତିରେ ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ଏଥିରେ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ପାଚେରି ଭୁଶୁଡି ପଡ଼ିଛି। ପାଚେରି ଭୁଶୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଏକ…

ନନ୍ଦପୁର ଅଞ୍ଚଳରୁ ୨ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଚନ୍ଦନ କାଠ ଜବତ

କୋରାପୁଟ,୨୮ା୯(ସ୍ବ.ପ୍ର.): କୋରାପୁଟ ଜିଲା ସେମିଳିଗୁଡା ଅଞ୍ଚଳରୁ ସୋମବାର ଚନ୍ଦନକାଠ ଚୋରାଚାଲାଣ ହେବା ବେଳେ ଜବତ ହେବାର ୨୪ ଘଣ୍ଟା ନ ପୂରୁଣୁ ମଙ୍ଗଳବାର ଜିଲାର ନନ୍ଦପୁର ଅଞ୍ଚଳରୁ ୨ କୁଇଣ୍ଟାଲ ୧୪ କେଜି ୭ଶହ ଗ୍ରାମ ଚନ୍ଦନକାଠ ପାଡୁଆ ପୋଲିସ ଜବତ…

୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ବୈପାରିଗୁଡ଼ା/ପଟ୍ଟାଙ୍ଗୀ, ୨୮ା୯(ଡି.ଏନ୍‌.ଏ.): କୋରାପୁଟ ଜିଲା ବୈପାରିଗୁଡ଼ା ତହସିଲ କାର୍ଯ୍ୟାଳୟରେ ମଙ୍ଗଳବାର ଲାଞ୍ଚ ନେଉଥିବା ବେଳେ ଜଣେ ବରିଷ୍ଠ କିରାଣି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ହେଲେ ସତ୍ୟ ନାରାୟଣ ଦଳେଇ। ଜମିବାଡ଼ି କିସମ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ସେ ୫…

ବିପଦସଙ୍କୁଳ ଚବେରି ନଦୀ ପୋଲ, ଭୁଶୁଡ଼ିବା ଆଶଙ୍କା

ଦଶମନ୍ତପୁର, ୨୭।୯(ଡି.ଏନ୍‌.ଏ.):କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅଧୀନ ଏ.ମାଲକାନଗିରି ପଞ୍ଚାୟତ ସଦର ମହକୁମାରୁ ମାତ୍ର ଅଧ କିମି ଦୂରରେ ଥିବା ଚବେରି ନଦୀ ପୋଲ ଏବେ ବିପଦସଙ୍କୁଳ ଅବସ୍ଥାରେ। କେତେବେଳେ ଯେ ପୋଲଟି ଭୁଶୁଡ଼ି ପଡ଼ିବ ତାହା କହିବା ମୁସ୍କିଲ। ଏବେ…

ବଦଳିବ ବିକ୍ରମଦେବ ବର୍ମାଙ୍କ ପ୍ରତିମୂର୍ତ୍ତି: ବିଧାୟକ

ଜୟପୁର,୨୬ା୯(ନି.ପ୍ର.): ବିକ୍ରମଦେବ ମହାବିଦ୍ୟାଳୟ ସମ୍ମୁଖରେ ସ୍ଥାପନ କରାଯାଇଥିବା ପ୍ରତିମୂର୍ତ୍ତି ବଦଳାଯିବ ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହୀନିପତି କହିଛନ୍ତି। ଗତ ୧୭ ତାରିଖରେ ସ୍ଥାପନ ହୋଇଥିବା ପ୍ରତିମୂର୍ତ୍ତି ଏହା ବିକ୍ରମଦେବ ବର୍ମାଙ୍କ ନୁହେଁ ବୋଲି ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଏବଂ ବୁଦ୍ଧିଜୀବୀମାନେ…

ବାଘକୁ ନେଇ ଭୟଭୀତ ନ ହେବାକୁ ପରାମର୍ଶ

କୋରାପୁଟ,୨୬ା୯(ସ୍ବ.ପ୍ର.): କୋରାପୁଟ ଜିଲା କୋଟିଆ ସୀମାନ୍ତ ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଥିବା ନେଇ ଡିଏଫଓ ଅମିତାରାଣୀ ରାୟ କହିଛନ୍ତି। ବାଘ ଉପରେ ବନ ବିଭାଗ ପକ୍ଷରୁ ନଜର ରଖାଯାଇଛି। ଏନେଇ ଅଞ୍ଚଳବାସୀ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି।…

ଲକ୍ଷ୍ମୀପୁର: ତୋୟାପୁଟ ଜଙ୍ଗଲରେ ହେଟା ବାଘ

କୋରାପୁଟ,୨୬ା୯(ସ୍ବ.ପ୍ର.): କୋରାପୁଟ ଜିଲାର ଲକ୍ଷ୍ମୀପୁର ରେଞ୍ଜ ଅଧୀନରେ ଥିବା ତୋୟାପୁଟ ଓ ଚମ୍ପି ଜଙ୍ଗଲରେ ବାଘ ବୁଲୁଛି। ବାଘକୁ ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟକ୍ତି ଦେଖିଥିବା ପ୍ରକାଶ କରିଛନ୍ତି। ଏନେଇ ତୋୟାପୁଟ ଓ ଆଖପାଖ ଅଞ୍ଚଳର ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ଏସମ୍ପର୍କରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri