ଖୋର୍ଦ୍ଧା

କପିଳେଶ୍ୱରଦେବଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ନିରାକାରପୁର,୧୬।୩(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଡିଆ ପଞ୍ଚାୟତ ବିଜେଡିଆରେ ଅବସ୍ଥିତ ଶ୍ରୀ କପିଳେଶ୍ୱରଦେବଙ୍କ ଅଶୋକାଷ୍ଟମୀ ପବିତ୍ର ରଥଯାତ୍ରା ଉପଲକ୍ଷେ ପାରମ୍ପରିକ ରୀତିନୀତିରେ ଶନିବାର ରଥକାଠ ଅନୁକୂଳ କାର୍ଯ୍ୟ କରାଯାଇଛି। ଆସନ୍ତା ଏପ୍ରିଲ ୫ ତାରିଖ ଶନିବାର ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ…

ଖୁଣ୍ଟରେ ପିଟିହେଲା କାର୍‌: ଚାଲିଗଲା ଦମ୍ପତିଙ୍କ ଜୀବନ

ବାଣପୁର,୧୪।୩ (ଦିଲୀପ କୁମାର ସ୍ବାଇଁ): ଦୋଳ ପୂର୍ଣ୍ଣିମା ଅବସରରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଥିବା ବେଳେ ଖୋର୍ଦ୍ଧା ଜିଲା ନୂଆଗଡ଼ରୁ ଆସିଛି ଏକ ଦୁଃଖଦ ଘଟଣା। ୧୬ ନମ୍ବର ଜାତୀୟ ନୂଆଗଡ଼ ଓଭରବ୍ରିଜ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ…

ବାଲୁଗାଁରେ ଗୋଷ୍ଠୀ ସଂଘର୍ଷ: ପୋଡ଼ିଦେଲେ ବାଇକ୍‌, ୫ରୁ ଊର୍ଦ୍ଧ୍ୱ ଆହତ

ଖୋର୍ଦ୍ଧା/ବାଲୁଗାଁ,୮ା୩(ପ୍ରଭାତ ପାଣିଗ୍ରାହୀ/ସଂଗ୍ରାମ ପାଇକରାୟ): ଶୁକ୍ରବାର ବିଳମ୍ବିତ ରାତ୍ରିରେ ବାଲୁଗାଁ ବଜାରସ୍ଥିତ ଦୁଇଟି ସାହି ବାସିନ୍ଦାଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ଏଥିରେ ୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଥିବା ବେଳେ ଘଟଣାସ୍ଥଳରୁ ୨ଟି ଜଳିଯାଇଥିବା ବାଇକ୍‌କୁ ପୋଲିସ ଜବତ କରିଛି। ଖବର…

ଘରେ ଘରେ ଦୀପ ଜାଳିଲେ ସୁଭଦ୍ରା ଯୋଜନାରେ ସଫଳ ହୋଇଥିବା ମହିଳା

ନିରାକାରପୁର,୭।୨(ମାନସ ଚନ୍ଦ୍ର ପଟ୍ଟନାୟକ): ସୁଭଦ୍ରା ଯୋଜନାର ସଫଳତା ଲାଗି ମହିଳାମାନେ ଘରର ମୁଖ୍ୟ ଦ୍ୱାରରେ ଦୀପ ଜାଳିଲେ ମହିଳା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅନୁରୋଧ କ୍ରମେ ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳରେ ମହିଳାମାନେ ବିଭିନ୍ନ ପ୍ରକାରର ମୁରୁଜ…

ମନ୍ତ୍ରୀଙ୍କ ଗାଡ଼ି ଅଟକାଇ ନାରା ଦେଲେ ବିଜେଡି କର୍ମୀ

ଖୋର୍ଦ୍ଧା,୬ା୩ (ପ୍ରଭାତ ପାଣିଗ୍ରାହୀ): ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ପାଳନ ନ କରିବା ଏବଂ ଛୁଟି ବାତିଲ କରିବା ପ୍ରତିବାଦରେ ସାରା ରାଜ୍ୟରେ ବିଜେଡି ତରଫରୁ ଆନ୍ଦୋଳନ ଚାଲିଛି। ଖୋର୍ଦ୍ଧା ବେଗୁନିଆରେ ବିଧାୟକ ପ୍ରଦୀପ କୁମାର…

ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ଉଡ଼ିଗଲା ଘର ଆଜବେଷ୍ଟସ୍‌

ଖୋର୍ଦ୍ଧା,୪।୩(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଦେଉଳି ବଡସାହିରେ ମଙ୍ଗଳବାର ଏକ ଭୟଙ୍କର ବାଣ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଦମ୍ପତ୍ତି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ପ୍ରଥମେ ବେଗୁନିଆ ପରେ ଖୋର୍ଦ୍ଧା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।…

ନିଆଁଲାଗି ଜଳିପୋଡ଼ି ସବୁଛାରଖାର, ଚାହୁଁଚାହୁଁ ହୁହୁ ହୋଇଜଳିଲା

ନିରାକାରପୁର,୨।୩(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଟାଙ୍ଗୀଥାନା ଅନ୍ତର୍ଗତ ବିନ୍ଧାଣିଆ ଗ୍ରାମରେ ନିଆଁ ଲାଗି ୭ ବଖରା ଘର ଜଳିଯାଇଛି। ଗ୍ରାମର ଚକର ବେହେରା, ପରୀକ୍ଷିତ ବେହେରା, ନାଲୁ ବେହେରା, ଖଲେଶ୍ୱର ବେହେରାଙ୍କର ପ୍ରାୟ ପ୍ରାୟ ୭ ବଖରା ଜଳିପୋଡି…

ଚକ୍‌ଖଡ଼ି, କାଗଜରେ ଶିବ ମନ୍ଦିର:ମହାଶିବରାତ୍ରିର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ଏଲ୍‌.ଈଶ୍ୱର ରାଓ

ଖୋର୍ଦ୍ଧା,୨୬ା୨(ପ୍ରଭାତ ପାଣିଗ୍ରାହୀ):ଚକ୍‌ଖଡ଼ିରେ ଶିବଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ମହାଶିବରାତ୍ରିର ଶୁଭେଚ୍ଛା ଜଣାଇଛନ୍ତି ସୂକ୍ଷ୍ମ କାରୁକାର୍ଯ୍ୟ ଶିଳ୍ପୀ ଏଲ୍‌.ଈଶ୍ୱର ରାଓ। ଜଟଣୀ ହାଟବଜାର ଗୋପୀନାଥପୁରର ଈଶ୍ୱର ଚକ୍‌ଖଡ଼ି ଓ କାଗଜକୁ ନେଇ ୭ଇଞ୍ଚର ଶିବ ମନ୍ଦିର ପ୍ରସ୍ତୁତ କରିଛନ୍ତି। ଏହି ମନ୍ଦିର ଉଚ୍ଚତା…

ଦୋକାନୀଙ୍କଠୁ ସୁନାଚେନ୍‌ ଝାମ୍ପିନେଇ ମାରିଥିଲେ ଚମ୍ପଟ, ଆଜି ପଡ଼ିଲେ ଧରା

ନିରାକାରପୁର, ୨୪।୨(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ନିରାକାରପୁର ପୋଲିସ ସୋମବାର ୨ ଚେନ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ମଧ୍ୟ ଚେନକୁ ଜବତ କରିଛି। ଲୁଟେରା ଦ୍ୱୟହେଲେ ଜଙ୍କିଆଥାନା ଅନ୍ତର୍ଗତ ଓଲସିଂହ ପଞ୍ଚାୟତ ଓଳସିଂ ପରିଡାସାହିର ଶୁକଦେବ…

ସ୍କୁଲରେ ପାଠପଢା ପରିବର୍ତ୍ତେ ସଫେଇ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି ଛାତ୍ରୀଛାତ୍ର, ଅଭିଭାବକ ମହଲରେ ଅସନ୍ତୋଷ

ନିରାକାରପୁର, ୨୪।୨(ମାନସ ଚନ୍ଦ୍ର ପଟ୍ଟନାୟକ ): ଶିକ୍ଷାର ବିକାଶ ପାଇଁ କେନ୍ଦ୍ରଠାରୁ ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ଯୋଜନା ପରେ ଯୋଜନା ପ୍ରସ୍ତୁତ କରିଛନ୍ତି। ହେଲେ ତଳସ୍ତରରେ କିଛି ଅସାଧୁ ଅଧିକାରୀ ଓ କର୍ମଚାରୀଙ୍କ ଯୋଗୁ ସରକାର ଅନେକ ସମୟରେ ବଦନାମ…

ଟ୍ରକ୍‌ରୁ ମିଳିଲା ୧୪୪୮ କଇଁଛ: ବିଶାଖାପାଟଣାରୁ ପଶ୍ଚିମବଙ୍ଗ ହେଉଥିଲା ଚାଲାଣ

ଟାଙ୍ଗୀ/ନିରାକାରପୁର,୨୩ା୨(ରଘୁନାଥ ସାହୁ/ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ୧୬ନମ୍ବର ଜାତୀୟ ରାଜପଥର ଗୋଡ଼ିପଡ଼ା ଟୋଲଗେଟ୍‌ ନିକଟରେ ରବିବାର ଡାଇରେକ୍ଟର ଅଫ୍‌ ଇଣ୍ଟେଲିଜେନ୍ସ ବିଭାଗ ଚଢ଼ାଉ କରି କଇଁଛ ବୋଝେଇ ଏକ ମିନିଟ୍ରକ୍‌ ଜବତ କରିଛି। ଏଥିରୁ ୭୧ଟି…

ଲୁଟ୍‌ ପରେ ଘରେ ନିଅଁା ଲଗାଇଦେଲେ

ବାଲୁଗଁା,୨୩।୧(ସଂଗ୍ରାମ ପାଇକରାୟ): ଖୋର୍ଦ୍ଧା ଜିଲା ବାଲୁଗଁା ଥାନା ଅଧୀନ ନାଭାଲ ଫାଣ୍ଡି ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବେଲପଡ଼ା ଗ୍ରାମ ରାସ୍ତାରେ ରହୁଥିବା ମାନସୀ ସେଠୀଙ୍କ ଘରେ ପଶି ଦୁର୍ବୃତ୍ତମାନେ ଟଙ୍କା ଏବଂ ସୁନାଅଳଙ୍କାର ଲୁଟିନେବା ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri