କେନ୍ଦୁଝର

ପ୍ରସ୍ତାବିତ ଷ୍ଟିଲ୍‌ ପ୍ଲାଣ୍ଟକୁ ବିରୋଧ ଦାବିରେ ମେଳି ବାନ୍ଧିଲେ ଚାଷୀ

ପାଟଣା,୨ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ଯମୁନାପଶି ହାଟ ପଡ଼ିଆଠାରେ ‘ଜିନ୍ଦଲ ହଟାଅ ଭିଟାମାଟି ବଞ୍ଚାଅ’ ଏକ ଜିନ୍ଦଲ ବିରୋଧୀ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଯମୁନାପଶି, କୋଡ଼ଖମଣ, ପଦ୍ମକେଶରପୁର, ନୂଆଖମଣ, କିର୍ମିଦାପୋଷି, ଧରୁଆପଡ଼ା, ରାଇକଳା, ନୂଆଗାଁ,…

ମାନିବାକୁ ନାରାଜ

ହାଟଡିହୀ,୨l୩(ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ତରତରାଠାରେ ଶନିବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ ପଦ୍ମ ଧରିଥିବା ଅନ୍ୟ ଦଳର ଶତାଧିକ ନେତା ଓ କର୍ମୀଙ୍କୁ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର…

ମହିଳାଙ୍କୁ ବଳାତ୍କାର କରି ଫେରାର ହୋଇଯାଇଥିଲେ ଅଭିଯୁକ୍ତ, ଆଜି କୋର୍ଟ ଚାଲାଣ

କେନ୍ଦୁଝର,୧।୩ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାସପଙ୍ଗା ବିଟ୍ ପୋଲିସ ବଳାତ୍କାର ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ତୁଳସୀପୁର ଗ୍ରାମର ବନମାଳୀ ମହାନ୍ତ(୫୮)। ପ୍ରକାଶ…

ବାହାଘର ପୂର୍ବରୁ ଚାଲିଗଲା ଯୁବ କଣ୍ଠଶିଳ୍ପୀଙ୍କ ଜୀବନ

ପାଟଣା,୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଶିବ ନାରାୟଣପୁର ଶାସନର ଯୁବ କଣ୍ଠଶିଳ୍ପୀ ଶ୍ରୀତମ ପଣ୍ଡା(୨୫) ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଅକାଳ ବିୟୋଗ ଘଟିଛି। ସେ ପାଟଣା ବଜାରର ଜଣାଶୁଣା ବ୍ୟବସାୟୀ ହେମନ୍ତ କୁମାର…

ବ୍ରିଜ୍‌ ଉପରୁ ୨୦ ଫୁଟ ତଳକୁ ଖସିଲା କାର୍‌: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ପାଟଣା,୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ରାଜନଗର କେନ୍ଦେଇପଶି ରାସ୍ତାର ଡେଣୁଆଁ ଜହ୍ନେଇ ନାଳ ପୋଲରେ ଶନିବାର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବ୍ରିଜ୍‌ ଉପରୁ ୨୦ ଫୁଟ ତଳକୁ ଏକ କାର୍‌ ଖସି ପଡ଼ିଛି। ଦୁର୍ଘଟଣାରେ ଜଣଙ୍କର…

ପୁଣି ଜଣେ ଛାତ୍ରୀ ଗର୍ଭବତୀ ଅଭିଯୋଗ: ଦୁଇ ମେଡିକାଲ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ଦିନକୁ ଦିନ ଲଜ୍ଜାକର ଘଟଣା ସବୁ ଘଟୁଥିବାର ନଜର ଆସୁଛି। ଏହି କିଛିଦିନ ତଳେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପରେ ଯାଜପୁରର ବରୀ ଅଞ୍ଚଳ ଏବଂ ପୁଣି କେନ୍ଦୁଝର ଜିଲାରେ ଜଣେ ଛାତ୍ରୀ ଗର୍ଭବତୀ ହେବା…

କେନ୍ଦୁଝରରେ ଷଷ୍ଠ ଶ୍ରେଣୀର ଛାତ୍ରୀ ଗର୍ଭବତୀ, ରିପୋର୍ଟକୁ ନେଇ…

କେନ୍ଦୁଝର,୧।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ଏସ୍‌ସି/ଏସ୍‌ଟି ବିଭାଗ ଅଧୀନରେ ଚାଲିଥିବା ଜଗନ୍ନାଥପୁର ହାଇସ୍କୁଲର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ବିଦ୍ୟାଳୟକୁ ଗ୍ରସ୍ତ ବେଳେ ଜଣେ ଏଏନଏମ ସନ୍ଦେହ…

ବଜାଉଥିଲେ ଟିଣଡ଼ବା: ମାଡ଼ି ଆସିଲା ଦନ୍ତା

ଯୋଡ଼ା,୨୮ା୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଧୀନ ବାମେବାରି ସେକ୍ସନ ନମ୍ବିରା ମୁଣ୍ଡାସାହିରେ ଏକ ଦନ୍ତାହାତୀ ଜଣେ ଯୁବକଙ୍କୁ ଦଳିଦେଇଛି। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ହରି ମୁଣ୍ଡା(୪୧)। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର…

ମାର୍ଚ୍ଚ ୨ରେ କେନ୍ଦୁଝର ଯିବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାର୍ଚ୍ଚ ୨ରେ ଆସିବେ। ମୟୂରଭଞ୍ଜ ଜିଲାରେ ୨ ଦିନିଆ ଗସ୍ତ କାର୍ଯ୍ୟକ୍ରମ ସାରି ୨ ତାରିଖ ପୂର୍ବାହ୍ନ ୧୦ଟା ୧୦ରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ଧରଣୀଧର…

କମ୍ପାନୀ ଉପସଭାପତିଙ୍କୁ ଅପହରଣ ଘଟଣା: ଅଭିଯୁକ୍ତଙ୍କୁ ଧରାଇ ଦେଲେ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା

ବଡ଼ବିଲ,୨୭ା୨(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଗ୍ରଓ୍ବୋଲ କମ୍ପାନୀ (ଗ୍ରଓ୍ବୋଲ ମିନେରାଲସ୍‌ ଆଣ୍ଡ୍‌ ମେଟାଲସ୍‌ ଏଲ୍‌ଏଲ୍‌ପି)ର ଭାଇସ୍‌ ପ୍ରେସିଡେଣ୍ଟ୍‌ ନିମାନନ୍ଦ ପ୍ରଧାନଙ୍କ ଅପହରଣ ଘଟଣାରେ ପୋଲିସ ଏବେ ଯାଏ କମ୍ପାନୀର ଡ୍ରାଇଭର ଏମ୍‌ଡି ଫିରୋଜଙ୍କ ସମେତ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ…

ଛାତ୍ରଙ୍କ ଉପରେ ମାଡ଼ିଗଲା ଛତୁଆ ବୋଝେଇ ଟ୍ରକ୍‌, ଚାଲିଗଲା ଜୀବନ

ହାଟଡିହୀ,୨୭ା୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ହଦଗଡ଼ ଚେତନା କେନ୍ଦ୍ର ନିକଟରେ ଏକ ଛତୁଆ ବୋଝେଇ ଟ୍ରକ୍‌ ଚଢ଼ିଯିବାରୁ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଟ୍ରକ୍‌ ଏବଂ ଡ୍ରାଇଭରଙ୍କୁ ଅଟକ ରଖାଯାଇଥିବା ବେଳେ କ୍ଷତିପୂରଣ ଦାବିରେ ପରିବାର,…

ଘରୋଇ ଶିକ୍ଷାନୁଷ୍ଠାନରେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ନେଇ ଥାନାରେ ମାମଲା ସମାଧାନ

କେନ୍ଦୁଝର,୨୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ପଣ୍ଡାପଡ଼ା ଥାନା ଅନ୍ତର୍ଗତ ମସିଣାଯୋଡ଼ିସ୍ଥିତ ଏକ ଆବାସିକ ବିଦ୍ୟାଳୟରେ ଜଣେ ଜୁଆଙ୍ଗ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମରାଯିବା ଘଟଣାକୁ ନେଇ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି। ଅଖିଳ ଜୁଆଙ୍ଗଙ୍କ ପ୍ରଥମ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ବିଦ୍ୟାଳୟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri