ଦେବାଶିଷଙ୍କୁ ଘାରିଛି ପରିବେଶ ଚିନ୍ତା: ଶିକ୍ଷା ସହିତ ବୃକ୍ଷରୋପଣ ଉଦ୍ୟମ
ଆନନ୍ଦପୁର,୨୩। ୯(ସ୍ବ.ପ୍ର.)- ଛାତ୍ର ଜୀବନରେ ଜଣେ ଦକ୍ଷ ସଂଗଠକ ଭାବେ ବେଶ ପରିଚିତ୍ ଲାଭ କରିଛନ୍ତି ଶିକ୍ଷାବିତ୍ ଦେବାଶିଷ। ଏବେ ଦେବାଶିଷଙ୍କୁ ଘାରିଛି ପରିବେଶ ଚିନ୍ତା। ସମ୍ପ୍ରତି ସମାଜରେ ପରିବେଶ ପ୍ରଦୂଷଣର ହାର ବୃଦ୍ଧି ପାଇବାକୁ ବସିଥିବାବେଳେ ବିଶ୍ୱ ତାପାୟନ...
ଟାଙ୍ଗିଆ ବେଣ୍ଟରେ ପିଟି ସ୍ତ୍ରୀଙ୍କୁ ହତ୍ୟା
ପାଟଣା,୨୩।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟଠାରୁ ୧୯ କି.ମି. ଦୂର ଡୁମୁରିଆ ପଞ୍ଚାୟତର ଉପାନ୍ତ ଅଞ୍ଚଳ ବଣମହୁଲଡିହା ମୁଣ୍ଡା ସାହିରେ ରବିବାର ସାରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ସ୍ବାମୀଙ୍କ ଆକମ୍ରଣରେ ସ୍ତ୍ରୀଙ୍କ ମୃତ୍ୟୁ...
ସୋଲାର ଷ୍ଟ୍ରିଟ୍ ଲାଇଟ୍ ବଣ୍ଟନରେ ଅନିୟମିତତା ଅଭିଯୋଗ
ଯୋଡ଼ା,୨୨।୯(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଚମକପୁର ପଞ୍ଚାୟତରେ ସୋଲାର ଷ୍ଟ୍ରିଟ୍ ଲାଇଟ୍ ବଣ୍ଟନରେ ଅନିୟମିତତା ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଉକ୍ତ ବ୍ଲକର ରେଭେନ୍ସାପୁର (କ) ଗ୍ରାମବାସୀ ଜଗନ୍ନାଥ ତିରିଆ, ସୁରେଶ ମୁଣ୍ଡା, ଧୀରେନ୍ ମହାକୁଡ଼, ଦିଲୀପ...
ରାସ୍ତାରେ ଭାସୁଛି ଡ୍ରେନ୍ ପାଣି : ସମସ୍ୟାର ସମାଧାନ ଲାଗି ଦାବିପତ୍ର ପ୍ରଦାନ
ଆନନ୍ଦପୁର,୨୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଶାଳବଣି ଗ୍ରାମର ମୁଖ୍ୟ ରାସ୍ତା କଡ଼ରେ ଡ୍ରେନ୍ ପାଣି ଜମି ରହି ପୁତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଡ୍ରେନ୍ଗୁଡିକ ସଫା ହେଉ ନ ଥିବାରୁ ପାଣି ରାସ୍ତାରେ ଭାସୁଛି। ଏପରିକି ଗ୍ରାମରେ ସ୍ବଚ୍ଛ...
ବୃଦ୍ଧାଙ୍କୁ ଧକ୍କାଦେଇ ଭାରସାମ୍ୟ ହରାଇଲା ବାଇକ୍: ଆରୋହୀ ଗୁରୁତର
ହାଡଡିହୀ,୨୨।୯(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଣାଛକଠାରେ ରବିବାର ସକାଳେ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମୋଟର ସାଇକେଲ ଆରୋହୀ ଗୁରୁତର ହୋଇ ଥିବା ବେଳେ ଜଣେ ବୃଦ୍ଧା ସାମାନ୍ୟ ଆହତ ହୋଇଛନ୍ତି। ତେବେ ଉଭୟଙ୍କ ପରିଚୟ ମିଳିପାରି ନାହିଁ।...
ଥାନାର ଦ୍ୱାରସ୍ଥ ହୋଇ ନ ଥିବା ଗାଁ
କେନ୍ଦୁଝର, ୨୨ା୯ (ସ୍ବ.ପ୍ର.)-ବର୍ତ୍ତମାନ ସମୟରେ ବୃଦ୍ଧି ପାଉଥିବା ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ପୋଲିସର ସହାୟତା ସମସ୍ତେ ନେଇଥାନ୍ତି। କିନ୍ତୁ କେନ୍ଦୁଝର ଜିଲାରେ ଏଭଳି ଏକ ଗ୍ରାମ ରହିଛି ଯେଉଁଠି ଏବେ ସୁଦ୍ଧା ପୋଲିସର ସହାୟତା ନେଇନାହାନ୍ତି। କଥାଟା ଏକଦମ୍...
ହାଇଓ୍ବା ଚୋରି ଘଟଣା : ଝାଡ଼ଖଣ୍ଡରୁ ଜବତ କଲା ପୋଲିସ
ବଡ଼ବିଲ,୨୧।୯(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ୧୦ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ୱରୁ ଗୁରୁବାର ଭୋର୍ରୁ ଏକ ହାଇଓ୍ବା ଚୋରି ହୋଇଥିଲା। ଏହି ଘଟଣାରେ ପୋଲିସ ଶୁକ୍ରବାର ସଂପୃକ୍ତ ଅଭିଯୁକ୍ତ ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅଞ୍ଚଳର...
ପାଣି ଭିତରୁ ମିଳିଲା ୭୦ ହଜାର ଟଙ୍କାର ଶାଳକାଠ
କେନ୍ଦୁଝର,୨୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବନଖଣ୍ଡ ଅଧୀନସ୍ଥ ଦେଓଗାଁ ରେଞ୍ଜ ଅନ୍ତର୍ଗତ ଭଗାମୁଣ୍ଡା ସେକ୍ସନ ବାଇଲୋ ଗ୍ରାମରେ ହରିଚନ୍ଦନପୁର ଓ ଭଗାମୁଣ୍ଡା ବନବିଭାଗର ମିଳିତ ଚଢ଼ାଉରେ ମୂଲ୍ୟବାନ ଶାଳକାଠ ଜବତ ହୋଇଛି । ଜବତ କାଠର ଆନୁମାନିକ ମୂଲ୍ୟ ୭୦...
ପ୍ରଶାସନର ହସ୍ତକ୍ଷେପ ପରେ ନ୍ୟାୟ ପାଇଲେ ବୃଦ୍ଧ ଦମ୍ପତି
ଆନନ୍ଦପୁର,୨୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପ୍ରଶାସନର ହସ୍ତକ୍ଷେପ ପରେ ବୃଦ୍ଧ ଦମ୍ପତିଙ୍କୁ ନ୍ୟାୟ ମିଳିଛି। ଆନନ୍ଦପୁର ଥାନା ଅଧୀନ ବଞ୍ଚୋ ପଞ୍ଚାୟତ ଶିବନାରାୟଣପୁର ଗ୍ରାମର ପରୀକ୍ଷିତ ବେହେରା(୭୮) ଏବଂ ସ୍ତ୍ରୀ ଶାନ୍ତିଲତାଙ୍କର ତିନି ଝିଅ ଓ ଗୋଟିଏ ପୁଅ।...
ଉଠାଦୋକାନୀଙ୍କ କବ୍ଜାରେ ରାସ୍ତାଘାଟ : ଜରୁରିକାଳୀନ ସେବା ବ୍ୟାହତ
ଆନନ୍ଦପୁର,୨୧।୯(ସ୍ବ.ପ୍ର.) : କେନ୍ଦୁଝର ଜିଲା ଘସିପୁରା ବ୍ଲକ ବାଲିପାଳ ବଜାରରେ ବିଭିନ୍ନ ସମୟରେ ଟ୍ରାଫିକ୍ ସମସ୍ୟା ଗୁରୁତର ହୋଇପଡ଼ୁଛି। ଆନନ୍ଦପୁର ଆର୍ଏମ୍ସି ଦ୍ୱାରା କରାଯାଇଥିବା ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରେ ବହୁ ସଂଖ୍ୟାରେ ଉଠା ଦୋକାନୀ କାରବାର କରୁଥିବାରୁ ସର୍ବସାଧାରଣ ଯାତାୟାତ...
ବିଜେଡିର ସଭ୍ୟ ସଂଗ୍ରହ ପାଇଁ କର୍ମୀ ସମ୍ମିଳନୀ
ପାଟଣା,୨୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତ ଭଗପଶିଠାରେ ବିଜେଡିର ପାଟଣା ନିର୍ବାଚନମଣ୍ଡଳୀର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଧାୟକ ନାଏକ ଆସନ୍ତା ଅକ୍ଟୋବର...
ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍ ଘଟଣା: ୨ ଅଟକ
ହାଟଡିହୀ, ୨୧।୯(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଥାନା ଅଞ୍ଚଳରେ ପ୍ରାୟ ୧ ମାସ ପୂର୍ବେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ମାରି ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିଲା। ଉକ୍ତ ଘଟଣାରେ ନନ୍ଦିପଦା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରୁ ୨...
Archives


