ବନାଞ୍ଚଳରୁ ଲୁହାପଥର ଚୋରାଚାଲାଣ
ଯୋଡ଼ା/ଚମ୍ପୁଆ, ୬ା୫ (ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ତଥା ଚମ୍ପୁଆ ରେଞ୍ଜ୍ ଅନ୍ତର୍ଗତ ଚମକପୁର ପ୍ରୋଟେକ୍ଟେଡ ରିଜର୍ଭ ଫରେଷ୍ଟ ଅଞ୍ଚଳରୁ ବନବିଭାଗ ଚଢାଉ କରି ଲକ୍ଷାଧିକ ଟଙ୍କାର ଲୁହାପଥର ଜବତ କରିବା ସହିତ ଏକ ଟ୍ରକ୍ ଜବତ…
ନଣ୍ଡାବର-ପୁରୁମୁଣ୍ଡା ରାସ୍ତା ବିପର୍ଯ୍ୟସ୍ତ
କେନ୍ଦୁଝର, ୫।୫(ସ୍ବ.ପ୍ର.) କେନ୍ଦୁଝର ଜିଲାର ବିଭିନ୍ନ ମୁଖ୍ୟ ସଡ଼କ ସହ ଆଭ୍ୟନ୍ତରୀଣ ସଡ଼କଗୁଡିକ ଏବେ ମରଣଯନ୍ତାରେ ପରିଣତ ହୋଇଛି। ପିଚୁ ଓ ପକ୍କା ରାସ୍ତାଗୁଡିକରେ ଆଣ୍ଠୁଏ ଲେଖାଏ ଖାଲ ହୋଇଥିବାବେଳେ ଅନେକ ସ୍ଥାନରେ ରାସ୍ତା ଦବିଯିବା କାରଣରୁ ଏହା ଦୁର୍ଘଟଣାର କାରଣ ହୋଇଛି।…
ଖରାରେ କାମ କରୁଛନ୍ତି ଶ୍ରମିକ
କେନ୍ଦୁଝର, ୫।୫ (ଡି.ଏନ୍.ଏ.): ଚଳିତ ବର୍ଷ ମାର୍ଚ୍ଚ ମାସରୁ ଦିନକୁ ଦିନ ଖରା ବଢିବାରେ ଲାଗିଛି। ଏପରିକି ଏପ୍ରିଲ ମାସରେ କେନ୍ଦୁଝରରେ ଖରା ପ୍ରାୟ ୪୦ଡିଗ୍ରୀ ଉପରେ ରହୁଛି। କେନ୍ଦୁଝରର ପୁରୁଖା ଲୋକମାନେ କହିଛନ୍ତି, ଏ ବର୍ଷ ଭୀଷଣ ଗରମ ହେଉଛି। ଏଭଳି…
ଏଲ୍ଆଇସି ଅଂଶଧନ ବିକ୍ରି ପ୍ରତିବାଦରେ ଆନ୍ଦୋଳନରେ ସିପିଆଇଏମ୍ ସାମିଲ
କେନ୍ଦୁଝର,୪ା୫(ସ୍ବ.ପ୍ର.): ଏଲ୍ଆଇସି ଅଂଶଧନ ବିକ୍ରି ପ୍ରତିବାଦରେ ବୀମା କର୍ମଚାରୀଙ୍କ ଆନ୍ଦୋଳନ ଆରମ୍ଭ ହୋଇଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଏହି ଆନ୍ଦୋଳନକୁ ସମର୍ଥନ କରି ବୁଧବାର କଳାଦିବସ ଭାବେ ପାଳନ କରୁଛି। ୬୬ ବର୍ଷ ହେଲା ବୀମା ବ୍ୟବସାୟରେ ଜାତୀୟକରଣ ମାଧ୍ୟମରେ ଜନ୍ମ…
ଟ୍ରାକ୍ଟର ଧକ୍କାରେ ବାଇକ୍ ଚାଳକ ମୃତ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ
ପାଟଣା,୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ କେତାଙ୍ଗ ରାସ୍ତା ହାତୀନୋଟା ନିକଟରେ ମଙ୍ଗଳବାର ଏକ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ପୁଟୁଲିଆ ଗ୍ରାମର ବିଜୟ କୁମାର ମହାନ୍ତ।…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ
ପାଟଣା,୩।୫ (ସ୍ବ. ପ୍ର.): ୨୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ପାଟଣା ଢେଙ୍କିକୋଟ ଡିଆନାଳି ବିଦ୍ୟୁତ୍ ଷ୍ଟ୍ରକଚର ନିକଟରେ ସୋମବାର ବିଳମ୍ବିତ ରାତ୍ରିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟଜଣେ ଗୁରୁତର…
ଭାଇଚାରାରେ ହେବ ଅକ୍ଷୟ ତୃତୀୟା, ଇଦ୍ ପାଳନ
ବଡ଼ବିଲ,୨।୫(ସ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ପବିତ୍ର ଇଦ ପର୍ବ ପାଳନ ନେଇ ସୋମବାର ଶାନ୍ତି କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ବଡ଼ବିଲ ଥାନାରେ ଅନୁଷ୍ଠିତ ବୈଠକରେ ମୁସଲିମ ଓ ହିନ୍ଦୁ ସମ୍ପ୍ରଦାୟର ୧୨ ଜଣ ସଦସ୍ୟ ଯୋଗଦେଇଥିଲେ। ଆସନ୍ତା…
କାଳବୈଶାଖୀ ତାଣ୍ଡବରେ ଉଡିଗଲା ଆଜବେଷ୍ଟସ
ପାଟଣା,୨।୫(ସ୍ବ.ପ୍ର.):କାଳବୈଶାଖୀ ପ୍ରଭାବରେ ରବିବାର ରାତିରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଘଡ଼ଘଡି ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ହୋଇଥିଲା। ବର୍ଷା ପବନ ଯୋଗୁ ପାଟଣା ବ୍ଲକ ବୁଢୀକାପୁଡି ପଞ୍ଚାୟତ ତେନ୍ତେଳା ଗ୍ରାମର ରଙ୍କିଆ ନାଏକଙ୍କ ୩ ବଖରା ଘରର ଆଜବେଷ୍ଟସ…
ଓଢଣୀ ଲଗାଇ ଝୁଲି ପଡ଼ିଲେ ନାବାଳିକା
ପାଟଣା,୨।୫(ସ୍ବ.ପ୍ର.):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ମଲାରପଦା ଗାଁ ନିକଟ ଏକ ସିମିରିଆ ଗଛରୁ ଜଣେ ୧୭ ବର୍ଷୀୟା ନାବାଳିକାଙ୍କର ଝୁଲନ୍ତା ମୃତଦେହ ସୋମବାର ସକାଳୁ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ମୟୁରଭଞ୍ଜ ଜିଲା କରଞ୍ଜିଆ ଥାନା କାଠ କରଞ୍ଜିଆ ଗ୍ରାମର…
ଗ୍ୟାରେଜ ଭିତରକୁ ପଶିଗଲା ଟ୍ରକ୍, ଚାଳକ ଗୁରୁତର
ପାଟଣା,୨ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ନିହ୍ନୁଆ ଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ-କୋଲକାତା ଜାତୀୟ ରାଜପଥ ନିହ୍ନୁଆଁ ଛକ ନିକଟରେ ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉକ୍ତ ଟ୍ରକ୍ଟି ରବିବାର ବିଳମ୍ବିତ ରାତିରେ ଏକ ଗ୍ୟାରେଜ ଘର ଭିତରକୁ ଭାରସାମ୍ୟ…
ଖର୍ଚ୍ଚ ଚାଲିଛିି, ତଦାରଖ ହେଉନି
କେନ୍ଦୁଝର,୩୦।୪(ସ୍ବ.ପ୍ର.) ଓଡ଼ିଶା ପ୍ରସିଦ୍ଧ ସାନଘାଗରା ଜଳପ୍ରପାତର ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ବହୁ ଅର୍ଥ ଖର୍ଚ୍ଚ କରିବା ସହ ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରୁଛି। କିନ୍ତୁ ଉପଯୁକ୍ତ ତଦାରଖ ଅଭାବରୁ କାମର ମାନକୁ ନେଇ ଏବେ…
ଏନ୍ଜିଟିରେ ହାଜର ହେଲେ କେନ୍ଦୁଝର ଜିଲାପାଳ
କେନ୍ଦୁଝର,୩୦ା୪(ସ୍ବ.ପ୍ର.): ଜାତୀୟ ସବୁଜ ପ୍ରାଧିକରଣ (ଏନ୍ଜିଟି) କୋଲକାତା ବେଞ୍ଚରେ ଶୁକ୍ରବାର କେନ୍ଦୁଝର ଜିଲାପାଳ ଆଶିଷ ଠାକ୍ରେ ଏବଂ ଘଷିପୁରା ତହସିଲଦାର ବାବୁଲି ପେରେଇ ହାଜର ହୋଇ ସେମାନଙ୍କ ପକ୍ଷ ରଖିଛନ୍ତି। ପକ୍ଷ ରଖିବା ସମୟରେ ଧାର୍ଯ୍ୟ ହୋଇଥିବା ୭.୩୦ କୋଟି ଟଙ୍କା…
Archives


