କେନ୍ଦୁଝର

ବୃଦ୍ଧାଙ୍କୁ ଦଳିଦେଲା ହାତୀ

କେନ୍ଦୁଝର,୮ା୫(ସ୍ବ.ପ୍ର.): ତେଲକୋଇ ବ୍ଲକ ଅନ୍ତର୍ଗତ ବନବିହାରୀପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ ଜହ୍ନି ଦେହୁରୀ। ତାଙ୍କ ଘର କୁଲାଡେରା ଗ୍ରାମରେ ବୋଲି ଜଣାପଡ଼ିଛି। ସେ ରବିବାର ସକାଳେ ବନବିହାରୀପୁର କାଜୁ ଜଙ୍ଗଲକୁ…

ପର୍ଯ୍ୟଟନସ୍ଥଳୀର ବିକାଶ ନାହିଁ

କେନ୍ଦୁଝର, ୮।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଥିବାବେଳେ ପ୍ରଶାସନ ପକ୍ଷରୁ ସବୁବେଳେ ଅଣଦେଖା କରାଯାଉଛି। ଜିଲାର ପ୍ରାକୃତିକ ଦୃଶ୍ୟରାଜି ଦେଖିବାକୁ ଜିଲାକୁ ପ୍ରତ୍ୟେକ ବର୍ଷ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ବେଳେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ନିମନ୍ତେ ସରକାର ଆଗ୍ରହ…

ଟ୍ରେନ୍‌ ଧକ୍କାରେ ୩ ଗାଈଙ୍କ ଜୀବନ ଗଲା

କେନ୍ଦୁଝର,୭ା୫(ସ୍ବ.ପ୍ର.): ସ୍ଥାନୀୟ ନରଣପୁର ରେଲଓ୍ବେ ଷ୍ଟେଶନ ନିକଟରେ ରେଳ ଦୁର୍ଘଟଣା ଘଟି ୩ ଗାଈଙ୍କର ମୃତ୍ୟୁ ଘଟିଛି। ଷ୍ଟେଶନଠାରୁ ମାତ୍ର ୫୦୦ ମିଟର ଦୂର ରେଲଓ୍ବେ ଓଭର ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଠାରେ ବାରମ୍ବାର ଦୁର୍ଘଟଣା ଘଟି ଗୃହପାଳିତ…

୮ ମଦ୍ୟପ ଚାଳକ କୋର୍ଟ ଚାଲାଣ

ବଡ଼ବିଲ,୭ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ପୋଲିସ ୮ ଜଣ ମଦ୍ୟପ ଚାଳକଙ୍କୁ ଗିରଫ କରି ଶନିବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆଜାଦ ବସ୍ତି ଅଞ୍ଚଳର ବିକାଶ ଗୋପ, ବଡ଼ବିଲ କେ-ଅଲି ମହଲ୍ଲା ଅଞ୍ଚଳର ରାଜୁ…

ମାଉସୀମା ମନ୍ଦିର ନିକଟରେ ଶୌଚାଳୟ ନିର୍ମାଣ, ସାଧାରଣରେ ଅସନ୍ତୋଷ

କେନ୍ଦୁଝର,୭ା୫(ସ୍ବ.ପ୍ର.): କେନ୍ଦୁଝର ପୁରୁଣା ସହର ମାଉସୀମା ମନ୍ଦିର ନିକଟରେ ଶୌଚାଳୟ ନିର୍ମାଣ କରିବା ସହ ମନ୍ଦିର ପାର୍ଶ୍ୱଦେଇ ସେଠାକୁ ଯିବା ପାଇଁ ରାସ୍ତା ନିର୍ମାଣ କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ରଥଯାତ୍ରା ସମୟରେ ପ୍ରବଳ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଏହି…

ଏସ୍‌ପି କାର୍ଯ୍ୟାଳୟ ଘେରିଲା ଭାଜପା

କେନ୍ଦୁଝର,୭ା୫(ସ୍ବ.ପ୍ର.): ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ ଓ ତାଙ୍କ ଉପରେ ଥିବା ମୋକଦ୍ଦମା ନିଃସର୍ତ୍ତ ପ୍ରତ୍ୟାହାର, ବ୍ଲକ ସର୍କୁଲାର ୪୭ ର ଅବମାନନା ସହ ବିଶୃଙ୍ଖଳିତ ଆଚରଣ, ବିଧାୟକଙ୍କୁ ଦୁର୍ବ୍ୟବହାର କରିବା ପ୍ରତିବାଦରେ ଶନିବାର ଭାଜପା କେନ୍ଦୁଝର ପକ୍ଷରୁ ଏସ୍‌ପି…

ଦିନରାତି ଜଳୁଛି ଷ୍ଟ୍ରିଟ୍‌ଲାଇଟ୍‌, ବିଦ୍ୟୁତ୍‌ ବିଭାଗର ନଜର ନାହିଁ

କେନ୍ଦୁଝର,୭ା୫(ସ୍ବ.ପ୍ର.): ଅଯଥା ଲାଇଟ୍‌ ନ ଜଳାଇବା ଏବଂ ବିଦ୍ୟୁତ ସଞ୍ଚୟ ଉପରେ ଜନ ସଚେତନତା ସୃଷ୍ଟି କରାଯାଉଛି। କିନ୍ତୁ ଜିଲା ମୁଖ୍ୟାଳୟରେ ଖୋଦ୍‌ ବିଦ୍ୟୁତ୍‌ ବିଭାଗ ଓ ପୌରପ୍ରଶାସନ ଏହାକୁ ପାଳନ କରୁନାହାନ୍ତି। କେନ୍ଦୁଝର ସହରରେ ସକାଳ ହେବା ପରେ ମଧ୍ୟ…

ଗିନିଜ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡସରେ ସ୍ଥାନ ପାଇଲା କେନ୍ଦୁଝରର ୭୨ ଫୁଟର ରଥ

କେନ୍ଦୁଝର,୭।୫(ସ୍ବ.ପ୍ର.): କେନ୍ଦୁଝରର କାଠରେ ନିର୍ମିତ ରଥ ବିଶ୍ୱର ସବୁଠାରୁ ଉଚ୍ଚ ରଥର ମାନ୍ୟତା ଲାଭ କରିବା ସହ ଗିନିଜ ବୁକ୍ସ ଅଫ୍‌ ୱାର୍ଲଡ୍‌ ରେକର୍ଡସରେ ସ୍ଥାନ ପାଇଛି। ଉପଜିଲାପାଳ ରାମଚନ୍ଦ୍ର କିସ୍କୁ ଏନେଇ ସୂଚନା ଦେଇଛନ୍ତି। କେନ୍ଦୁଝରର ରଥଯାତ୍ରାରେ ତିନି ଠାକୁର…

୫-ଟି ରୂପାନ୍ତରିତ ବିଦ୍ୟାଳୟ କମ୍ପ୍ୟୁଟର ଲାବ୍‌ରେ ନିଆଁ

ଚମ୍ପୁଆ,୭ା୫(ଡି.ଏନ.ଏ.) କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକର ୫-ଟି ରୂପାନ୍ତରିତ କୋଦଗାଡ଼ିଆ ଉଚ୍ଚ ବିଦ୍ୟାଳୟର କମ୍ପ୍ୟୁଟର ଲାବ୍‌ରେ ଶୁକ୍ରବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ପ୍ରାୟ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଶର୍ଟସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା…

ଝଟକିବ କେନ୍ଦୁଝର ପୁରୁଣା ସହର

କେନ୍ଦୁଝର,୭ା୫(ସ୍ବ.ପ୍ର.) ପୁରୀ ଭଳି କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ଓ ପୁରୁଣା ସହରର ବିକାଶ ହେବ। ମନ୍ଦିର ପରିସରର ବିକାଶ କାମ ଚାଲିଥିବା ବେଳେ ଶୁକ୍ରବାର ବଡ଼ଦାଣ୍ଡ, ଗୁଣ୍ଡିଚା ମନ୍ଦିର ଓ ଏହାର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ…

କାଳବୈଶାଖୀରେ ଭୁଶୁଡିଲା କାନ୍ଥ

ପାଟଣା,୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ବଡବିଲ ଗ୍ରାମରେ ଶୁକ୍ରବାର ରାତିରେ ରୋଷେଇ ଘର କାନ୍ଥ ଭୁଶୁଡି ଜଣେ ୧୭ ବର୍ଷର ନାବାଳିକା ଆହତ ହୋଇଛନ୍ତି। ନାବାଳିକାଙ୍କୁ ପାଟଣା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯାଇଛି। ଆହତ ନାବାଳିକା ଜଣକ ହେଉଛନ୍ତି…

ବନାଞ୍ଚଳରୁ ଲୁହାପଥର ଚୋରାଚାଲାଣ

ଯୋଡ଼ା/ଚମ୍ପୁଆ, ୬ା୫ (ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ତଥା ଚମ୍ପୁଆ ରେଞ୍ଜ୍‌ ଅନ୍ତର୍ଗତ ଚମକପୁର ପ୍ରୋଟେକ୍ଟେଡ ରିଜର୍ଭ ଫରେଷ୍ଟ ଅଞ୍ଚଳରୁ ବନବିଭାଗ ଚଢାଉ କରି ଲକ୍ଷାଧିକ ଟଙ୍କାର ଲୁହାପଥର ଜବତ କରିବା ସହିତ ଏକ ଟ୍ରକ୍‌ ଜବତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri