ନଦୀ ସୁରକ୍ଷା ସମିତି ପକ୍ଷରୁ ଦାବିପତ୍ର
କେନ୍ଦୁଝର/ଚମ୍ପୁଆ/ ବାଲେଶ୍ୱର ଅଫିସ/ ନୀଳଗିରି, ୧୧।୫(ସ୍ବ.ପ୍ର./ଡି.ଏନ.ଏ.) – କେନ୍ଦୁଝର ସଦର ସବ୍ଡିଭିଜନରେ ବାଲି ମାଫିଆମାନଙ୍କ ଚୋରା ବାଲିଚାଲାଣ ଚରମ ସୀମାରେ ପହଞ୍ଚିଛି। ଏପରିକି ଦିନ ଦ୍ୱିପହରରେ ଖୁଲମଖୁଲା ବାଲି ଦୈନିକ ଶହ ଶହ ଟ୍ରାକ୍ଟର ଓ ବଡ ବଡ ହାଇଓ୍ବାରେ ଚୋରା…
ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ
କେନ୍ଦୁଝର, ୧୧।୫(ସ୍ବ.ପ୍ର.) – ସାମାନ୍ୟ ସିଗାରେଟକୁ ନେଇ ଗୁଳିକାଣ୍ଡର ଶିକାର ହୋଇଥିବା ଦୋକାନୀ ଜଗବନ୍ଧୁ ମହାପାତ୍ରଙ୍କ ସୋମବାର ରାତିରେ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଲାଗି ସ୍ଥାନୀୟ ଲୋକେ ଉତ୍ତେଜନା…
ଯାତ୍ରୀବାହୀ ବସ୍-ଟ୍ରକ୍ ମୁହାଁମୁହିଁ
ପାଟଣା,୧୧।୫(ସ୍ବ.ପ୍ର): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ନିହ୍ନୁଆଁ ଛକ ନିକଟରେ ବୁଧବାର ସକାଳେ ଏକ ଯାତ୍ରୀବାହୀ ବସ୍ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଛନ୍ତି। ହେଲେ ବସ୍ରେ ଯାତ୍ରା କରୁଥିବା ୪୦ଯାତ୍ରୀ ଅଳ୍ପକେ…
ଟ୍ରକ୍ ପଛରେ ପିଟିହେଲା ବାଇକ୍
ପାଟଣା,୧୦।୫(ସ୍ବ.ପ୍ର.): ୪୯ ନମ୍ବର ଜାତୀୟ ରାଜପଥର କେନ୍ଦୁଝର ଜିଲା ପାଟଣା ବ୍ଲକ ନିହ୍ନୁଆଁ ଛକରେ ସୋମବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ଛିଡା ହୋଇଥିବା ଟ୍ରକ ପଛରେ ପିଟି ହୋଇ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ…
ଗୁଳି ମାଡ଼ରେ ଦୋକାନୀଙ୍କ ମୃତ୍ୟୁ: ମୃତଦେହ ରଖି ରାସ୍ତା ଅବରୋଧ
କେନ୍ଦୁଝର,୧୦।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଖଡ଼ିବହାଳୀ ଗ୍ରାମରେ ଗତ ୨୬ ତାରିଖରେ ଗୁଳି ମାଡ଼ ହୋଇଥିଲା। ଏଥିରେ ଗୁରୁତର ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଦୋକାନୀ ଜଗବନ୍ଧୁ ମହାପାତ୍ରଙ୍କ ସୋମବାର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ପରେ…
ମାଂସ ପାଇଁ ହରିଣକୁ ପିଟିପିଟି ମାରିଦେଲେ
ପାଟଣା,୯।୫(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଧୀନ କୁମୁଳାବାହାଳି ଗାଁ ଭିତରକୁ ସୋମବାର ଏକ ମାଈ ହରିଣ ପଶି ଆସିଥିଲା। ହେଲେ ମାଂସ ଖାଇବା ଉଦ୍ଦେଶ୍ୟରେ ୨୦ରୁ ଊର୍ଦ୍ଧ୍ୱ ଲୋକ ସଂଘବଦ୍ଧ ଭାବେ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟି ହରିଣକୁ…
ଡେପୁଟି ସୁପରିଟେଣ୍ଡେଣ୍ଟ୍ଙ୍କୁ ମାଡ଼ ମାରି ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ଫେରାର
ପାଟଣା,୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ବିଲା ରାମଚନ୍ଦ୍ରପୁର ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଶନିବାର ଇତିହାସ ଭୂଗୋଳ ପରୀକ୍ଷା ସରିବା ପରେ କପିକୁ ପ୍ରଶୟ ନ ଦେବାରୁ ସେଣ୍ଟରର ଡେପୁଟି ସୁପରିଟେଣ୍ଡେଣ୍ଟ ଚିତ୍ତରଞ୍ଜନ ସାହୁଙ୍କୁ ବିଦ୍ୟାଳୟ ସମ୍ମୁଖ ଗେଟ ନିକଟରେ ମାଡ଼…
ଜିଲା ମୁଖ୍ୟ ଚିକିତ୍ସାଳୟରେ ଲିଫ୍ଟ ଅଚଳ
କେନ୍ଦୁଝର,୯।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ଦିନ ହେଲା ଲିଫ୍ଟ ଅଚଳ ଯୋଗୁ ରୋଗୀ ହିନସ୍ତା ହେଉଛନ୍ତି। ବିଶେଷ କରି ବୃଦ୍ଧା/ବୃଦ୍ଧ, ଶାରିରୀକ ଭିନ୍ନକ୍ଷମ ରୋଗୀମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରକାଶ ଯେ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଶତବାର୍ଷିକୀ…
ଝରକା ଗ୍ରୀଲ୍ ତାଡ଼ି ଲୁଟିନେଲେ ସୁନା ଅଳଙ୍କାର
ପାଟଣା,୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଟାଇଁସିରା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଦୁଇ ଜଣଙ୍କ ଘରର ଝରକା ଗ୍ରୀଲ ତାଡ଼ି ଘର ଭିତରେ ପଶି ଆଲମୀରା ଭାଙ୍ଗି ସୁନା ଅଳଙ୍କାର ଲୁଟିନେଇଛନ୍ତି । ଟାଇଁସିରା ଗ୍ରାମର ବାଇଧର ସାହୁଙ୍କ ଘରେ…
ସାଇବର ଠକେଇର ଶିକାର ହେଲେ ଯୁବକ
ପାଟଣା,୯।୫(ସ୍ବ. ପ୍ର.): ସୋସିଆଲ ମିଡିଆ ସାଇବର ଠକଙ୍କ ପାଦୁର୍ଭାବ ଦିନ ଦିନ ବୃଦ୍ଧି ପାଇବାରେ ଲାଗିଛି। ସାଇବର ଠକ ମାନେ ଲୋନ ଆପ୍ରେ ଲୋକଙ୍କୁ ଟଙ୍କା ଦେଇ ପରବର୍ତ୍ତୀ ମୁହୂର୍ତ୍ତରେ ଦୁଇଗୁଣା ଟଙ୍କା ଫେରାଇବାକୁ ଫୋନ କରୁଛନ୍ତି। ଟଙ୍କା ନଦେଲେ ଫଟୋକୁ ଏଡିଟିଙ୍ଗ…
ଟ୍ରକ୍ ପରେ ଏବେ ଟ୍ରେନ୍
ଯୋଡ଼ା, ୯।୫ (ଡି.ଏନ.ଏ.): ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା ୨୦୦୯ ଖଣି ଦୁର୍ନୀତି। ଏହାକୁ ରୋକିବା ଲାଗି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିଲା ତଦନ୍ତ। ଖଣିଜ କାରବାରରେ ସ୍ବଚ୍ଛତା ଆଣିବା ଲାଗି ନୀତିରେ କରାଯାଇଥିଲା ପରିବର୍ତ୍ତନ।…
କେନାଲ ନିର୍ମାଣ ପାଇଁ ପଡ଼ିଆ ପଡୁଛି ଚାଷଜମି
ଆନନ୍ଦପୁର, ୯।୫(ସ୍ବ.ପ୍ର.) କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା ପଞ୍ଚାୟତର ମାଠିଆନେଣ୍ଡି ଗ୍ରାମର ବହୁ ଚାଷୀଙ୍କର ଏକର ଏକର ଚାଷ ଜମି ପଡିଆ ପଡୁଛି। ବୈତରଣୀ ନଦୀର ନାମପାର୍ଶ୍ୱ ଅଧପନ୍ତରିଆ କେନାଲ ନିର୍ମାଣ କାର୍ଯ୍ୟ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଚାଷୀମାନେ…
Archives


