କେନ୍ଦୁଝର

ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର,୨୧।୧୦(ସ୍ବ.ପ୍ର.)- ସ୍ତ୍ରୀ ହତ୍ୟା ମାମଲାର ଶୁଣାଣି କରି କେନ୍ଦୁଝର ଜିଲା ଓ ଦୌରାଜଜ ଚିତ୍ତରଞ୍ଜନ ମହାପାତ୍ର ଶୁକ୍ରବାର ସ୍ତ୍ରୀ ହତ୍ୟାକାରୀ ସଦର ଥାନା ବାୟାପଣ୍ଡାଧର ଗ୍ରାମର ସୁମନ୍ତ ଜୁଆଙ୍ଗ(୪୦)ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏପରି କି ୫୦ ହଜାର...

୯୦ ବର୍ଷୀୟ ଜେଜେମା’ଙ୍କ କାନ୍ଧରେ ୩ ଅନାଥଙ୍କ ବୋଝ

ପାଟଣା,୨୧ା୧୦(ସ୍ବ.ପ୍ର.) ଦୁଇ ବର୍ଷ ପୂର୍ବେ ବାପା ପ୍ରାଣ ହରାଇଥିଲେ। ୩ଦିନ ତଳେ ମା’ଙ୍କ ମୃତ୍ୟୁ ହୋଇଛି। ମା’-ବାପାଙ୍କ ମୃତ୍ୟୁ ପରେ ୩ ପିଲାଙ୍କ ବୋଝ ଏବେ ୯୦ବର୍ଷୀୟା ଜେଜେମା’ଙ୍କ କାନ୍ଧରେ। ନିଜେ ଚଳିବାକୁ ଅକ୍ଷମ ଥିବା ବେଳେ ଏବେ ପିଲାଙ୍କ...

ଅସ୍ବାସ୍ଥ୍ୟକର ପରିବେଶରେ ପୌରପାଳିକା ମାର୍କେଟ, ଜମା ହୋଇ ରହୁଛି କୁଢ଼କୁଢ଼ ଅଳିଆ

କେନ୍ଦୁଝର,୨୦ା୧୦(ସ୍ବ.ପ୍ର.): କେନ୍ଦୁଝର ସହରର କେନ୍ଦ୍ରସ୍ଥଳ ଗାନ୍ଧୀଛକ ନିକଟରେ ଥିବା ପୌରପାଳିକା ମାର୍କେଟ ଅସ୍ବାସ୍ଥ୍ୟକର ପରିବେଶରେ ଚାଲିଛି। ମାର୍କେଟ ମଧ୍ୟରେ ଏବଂ ଡ୍ରେନ୍‌ ଗୁଡ଼ିକରେ କୁଢ଼କୁଢ଼ ଅଳିଆ ଜମା ହୋଇ ରହୁଛି। ମଇଳା ଆବର୍ଜନା ସଫେଇ ହେଉ ନ ଥିବାରୁ ଦୁର୍ଗନ୍ଧମୟ...

ଖୁଡ଼ୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ପୁତୁରା ଗିରଫ

ଆନନ୍ଦପୁର,୨୦।୧୦(ସ୍ବ.ପ୍ର.):କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ସମ୍ପର୍କୀୟ ଖୁଡ଼ୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ପୁତୁରାକୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବିଜୟ ମହାନ୍ତ। ପୋଲିସ ସୂଚନା ମୁତାବକ ନିଜ ସମ୍ପର୍କୀୟ ଖୁଡ଼ୀଙ୍କର ମୋବାଇଲରେ ଥିବା...

୩ କାଠ ମାଫିଆ ଗିରଫ

ଆନନ୍ଦପୁର,୧୯ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ପୋଲିସ ଦ୍ୱାରା ପଦନପୁର ଗ୍ରାମର ୩ କାଠ ମାଫିଆଙ୍କୁ ବୁଧବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସ୍ବର୍ଗତ ନରହରି ଜେନାଙ୍କ ପୁଅ ରଞ୍ଜନ, ସ୍ବର୍ଗତ ବିନୋଦ ଜେନାଙ୍କ ପୁଅ ଅଙ୍କୁର, ସ୍ବର୍ଗତ ମାଧିଆ...

ସମ୍ପର୍କୀୟ ଖୁଡ଼ୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ପୁତୁରା ଗିରଫ

ଆନନ୍ଦପୁର,୧୯ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ଗୟଳମୁଣ୍ଡା ପଞ୍ଚାୟତ ଭାଲୁଘେରା ଗ୍ରାମରେ ଏକ ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛି। ଭାଲୁଘେରା ଗ୍ରାମର ଶ୍ରୀଧର ମହାନ୍ତଙ୍କ ପୁଅ ବିଜୟ ମହାନ୍ତ ନିଜ ସମ୍ପର୍କୀୟ ଖୁଡ଼ୀଙ୍କର ମୋବାଇଲରେ ଥିବା...

ଏସ୍‌ପି ଅଫିସ ସମ୍ମୁଖ ଗହଣା ଦୋକାନରୁ ଚୋରି

କେନ୍ଦୁଝର,୨୨।୧୦(ସ୍ବ.ପ୍ର.): କେନ୍ଦୁଝର ଏସ୍‌ପି ଅଫିସ ସମ୍ମୁଖ ସାଇରାମ ଜୁଏଲାରୀ ଦୋକାନରୁ ମଙ୍ଗଳବାର ଚୋରି ହୋଇଛି। ଦୁର୍ବୃତ୍ତ ପଛପଟେ ଥିବା ପାଚେରି ଭାଙ୍ଗି ଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିବା ଜଣାପଡ଼ିଛି। ଲକ୍ଷାଧିକ ଟଙ୍କାର ଗହଣା ଚୋରି ହୋଇଥିବା...

ଆରଡେଣ୍ଟ୍‌ ଷ୍ଟିଲ ସମନ୍ବିତ ଇସ୍ପାତ ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ

କେନ୍ଦୁଝର,୧୯।୧୦(ଡି.ଏନ୍‌.ଏ): ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ଅନ୍ତର୍ଗତ ଫୁଲଝରସ୍ଥିତ ମେସର୍ସ ଆରଡେଣ୍ଟ୍‌ ଷ୍ଟିଲ ଲିଃ ବହୁ ପ୍ରତିକ୍ଷୀତ ସମନ୍ବିତ ଇସ୍ପାତ ପ୍ରକଳ୍ପ ପାଇଁ ପରିବେଶ ଅନୁମତି (ଇସି)...

ପାଟଣା, ଝୁମ୍ପୁରାର ଦୁଃଖ ‘ନେଉଳିଯୋଡ଼ି’

ପାଟଣା,୧୯।୧୦(ଡି.ଏନ୍.ଏ.): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଷ୍ଟ୍ର ଓ ରାଜ୍ୟର ଦ୍ରୁତ ବିକାଶ କଥା କହୁଛନ୍ତି। ଅନେକ କୋଟି ଖର୍ଚ୍ଚ କରି ଯୋଜନା ପ୍ରଣୟନ କରୁଛନ୍ତି। ମାତ୍ର ସ୍ବାଧୀନତାର ୭୫ ବର୍ଷ ପରେ ବି ଆଜି ଏଭଳି କିଛି...

ସୂଚନା ଫଳକରେ ସୀମିତ ଡିଏମ୍‌ଏଫ୍‌ ରାସ୍ତା

କେନ୍ଦୁଝର,୧୮ା୧୦(ସ୍ବ.ପ୍ର.): ଖଣି ପ୍ରଭାବିତ ଲୋକ ତଥା ଅଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌)ରୁ ବିଭିନ୍ନ ବିଭାଗ ଜରିଆରେ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଛି। କିନ୍ତୁ ଉପଯୁକ୍ତ ତଦାରଖ ଅଭାବରୁ ଅନେକ ପ୍ରକଳ୍ପ କାମ ଆରମ୍ଭ...

ଅଗ୍ନିକାଣ୍ଡରେ ପୋଡିଗଲା ୨ ବଖରା ଘର

ଆନନ୍ଦପୁର,୧୭।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବଳଦୁଆଁ ଗ୍ରାମରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଦୁଇ ବଖରା ଘର ପୋଡିଯାଇଥିବା ସୂଚନା ମିଳିଛି। ତେବେ ନିଆଁ ଲିଭାଇବା ସମୟରେ ଜଣଙ୍କୁ ସାପ କାମୁଡିବାରୁ ସେ ଗୁରୁତର ଆହତ...

ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଲେ ରାଜ୍ୟପାଳ

କେନ୍ଦୁଝର,୧୭।୧୦(ସ୍ବ.ପ୍ର.): କେନ୍ଦୁରଝର ଜିଲା ସଦର ବ୍ଲକ ଡିମ୍ବୋ ସ୍ଥିତ ଜନମଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ବର୍ଷ ପୂର୍ତ୍ତି ପାଳନ ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri