ଅବହେଳିତ କେଶରୀ କୁଣ୍ଡ: ପର୍ଯ୍ୟଟନ ସ୍ଥଳ ମାନ୍ୟତା ପାଇ ବି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନି
ଚମ୍ପୁଆ,୨୨ା୧୨(ଡି.ଏନ.ଏ.): ଅବହେଳିତ ଅବସ୍ଥାରେ ରହିଛି ପର୍ଯ୍ୟଟନ ସ୍ଥଳୀ କେଶରୀ କୁଣ୍ଡ। ୨୪ ବର୍ଷ ହେଲା ପର୍ଯ୍ୟଟନ ସ୍ଥଳର ମାନ୍ୟତା ଲାଭ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା, ପାର୍କିଂ ଓ ବିଦ୍ୟୁତ୍ ବ୍ୟବସ୍ଥା କରାଯାଇନାହିଁ। ପୁରାଣ କଥାବସ୍ତୁରେ ସ୍ଥଳର ମାହାତ୍ମ୍ୟ…
ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ଜୀବନ ଗଲା
ଆନନ୍ଦପୁର,୨୧ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ମାର୍ଶାପାଳଠାରେ ଏଲିଫ୍ୟାଣ୍ଟ କରିଡର ଯୋଜନାରେ ୧୧ କେଭି ବିଦ୍ୟୁତ୍ ଖୁଣ୍ଟରେ ରଙ୍ଗ ଲଗାଉଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଠିକା ଶ୍ରମିକଙ୍କ ଜୀବନ ଯାଇଛି। ମୃତ ଶ୍ରମିକ କେନ୍ଦୁଝର ଜିଲା ବାମେବାରୀ…
ହୁତୁହୁତୁ ହୋଇ ଜଳିଗଲା ବୋଲେରୋ, କାରଣ ଅସ୍ପଷ୍ଟ
ପାଟଣା,୨୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ପୁଟୁଳିଆ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଘର ସମ୍ମୁଖରେ ଛିଡା ହୋଇଥିବା ଏକ ବୋଲେରୋ ନିଆଁ ଲାଗି ଜଳିଯାଇଛି। ଖବରପାଇ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଗାଡିଟି ସମ୍ପୂର୍ଣ୍ଣ…
‘କେହି ଦୁଃଖ ଶୁଣିଲେନି’
ଆନନ୍ଦପୁର,୨୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମଙ୍ଗଳବାର ଜଣେ ଦିବ୍ୟାଙ୍ଗ ନ୍ୟାୟ ପାଇଁ ଧାରଣା ଦେଇଥିଲେ। ଦିବ୍ୟାଙ୍ଗ ବ୍ୟକ୍ତି ଜଣକ ହେଉଛନ୍ତି ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ବେତିରା ଗ୍ରାମର ଉମାକାନ୍ତ ପଣ୍ଡା। ନ୍ୟାୟ ପାଇଁ ଜିଲାପାଳଙ୍କଠାରୁ ଆରମ୍ଭ…
ନାବାଳିକା ବଳାତ୍କାରୀକୁ ୨୩ ବର୍ଷ ସଶ୍ରମ କାରାଦଣ୍ଡ
କେନ୍ଦୁଝର,୨୦।୧୨ (ସ୍ବ.ପ୍ର.): କେନ୍ଦୁଝର ଅତିରିକ୍ତ ଜିଲା ଜଜ ତଥା ସ୍ପେଶାଲ ଜଜ (ପୋକ୍ସୋ) କୋର୍ଟ ବିଚାରପତି ଡକ୍ଟର ଅନୀଲ କୁମାର ଦତ୍ତ ମଙ୍ଗଳବାର ଜଣେ ୧୩ ବର୍ଷ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରିଛନ୍ତି। ଏଥିରେ ଅଭିଯୁକ୍ତ ସୋନୁ ମହାକୁଡ(୩୧)ଙ୍କୁ ବିଭିନ୍ନ…
୨୦୦ ଟଙ୍କାର ହିସାବ ମିଳୁନି
ହାଟଡିହୀ,୨୦।୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳା ସଂସ୍କୃତି ସଂଘକୁ ଆସିଥିବା ଅନୁଦାନ ଏବଂ ଉକ୍ତ ଅନୁଦାନର ଖର୍ଚ୍ଚରୁ ୨୦୦ ଟଙ୍କାର ହିସାବ ମିଳୁନି। ଖର୍ଚ୍ଚ ସମ୍ପର୍କିତ ରିପୋର୍ଟକୁ ଦେଖିଲେ ଏ କଥା ସ୍ପଷ୍ଟ ହୋଇଛି। ୨୦୦ ଟଙ୍କା ବଡ଼ କଥା…
ଆଲୋକିତ ହେଲା ପଦ୍ମଶ୍ରୀଙ୍କ ଘର
କେନ୍ଦୁଝର,୧୯ା୧୨(ସ୍ବ.ପ୍ର.):କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍ ତଳବୈତରଣୀ ଗ୍ରାମରେ ରହୁଥିବା ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ଘର ଆଲୋକିତ ହେଲା। ଦୀର୍ଘ ଏକ ମାସ ଧରି ବିଦ୍ୟୁତ୍ କାଟ ଯୋଗୁ ଦୈତାରୀଙ୍କ ପରିବାର ଅନ୍ଧାରରେ କାଳାତିପାତ କରୁଥିଲେ। ଏହାକୁ ନେଇ ଧରିତ୍ରୀରେ ଶନିବାର ଅନ୍ଧାରରେ…
ଜମି ପରିମାଣ ଅଧିକ ଦର୍ଶାଇ ହରିଲୁଟ୍
କେନ୍ଦୁଝର,୧୯ା୧୨(ସ୍ବ.ପ୍ର.):କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ତେନ୍ତଳାପଶି ପଞ୍ଚାୟତ ମୁଖ୍ୟାଳୟରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା (ଏମଜିଏନ୍ଆର୍ଇଜିଏସ୍)ରେ କଲମି କାଜୁ ଚାଷ ରୋପଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଜମିର ପରିମାଣ ଅଧିକ ଦର୍ଶାଇ ଅର୍ଥ…
ଧାନବିଲ ପୋଡ଼ି ବାୟୁକୁ କରୁଛି ପ୍ରଦୂଷଣ
କେନ୍ଦୁଝର,୧୮ା୧୨(ସ୍ବ.ପ୍ର.): ଚାଷ କାମ ସରିଲା। ଧାନ ଫସଲ ଅମଳ ସରିଲା। ଏବେ ବିଲ ଖାଁ ଖାଁ ହୋଇପଡ଼ିଛି। କିନ୍ତୁ ବିଲରେ ଜମା ହୋଇଥିବା ଧାନ ଗଛର ମୂଳ, ଧାନ ଅମଳ ପରେ ରହିଯାଉଥିବା କୁଟାକୁ ସଠିକ୍ ଭାବରେ ପରିଚାଳନା କରାଯାଇ ପାରୁ…
ଆଲୋକିତ ହେଲା ପଦ୍ମଶ୍ରୀଙ୍କ ଘର
କେନ୍ଦୁଝର,୧୮ା୧୨(ସ୍ବ.ପ୍ର.): ବାଂଶପାଳ ବ୍ଲକ ତଳବୈତରଣୀ ଗ୍ରାମରେ ରହୁଥିବା ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ଘର ଆଲୋକିତ ହେଲା। ଦୀର୍ଘ ଏକ ମାସ ଧରି ବିଦ୍ୟୁତ୍ କାଟ୍ ଯୋଗୁ ଅନ୍ଧାରରେ ରାତି କାଟୁଥିଲେ ଦୈତାରୀଙ୍କ ପରିବାର। ଏହାକୁ ନେଇ ଧରିତ୍ରୀରେ ଶନିବାର ‘ଅନ୍ଧାରରେ ପଦ୍ମଶ୍ରୀଙ୍କ…
କାଜୁ ବନୀକରଣରେ ଅନିୟମିତତା, ତଦନ୍ତ ଦାବି
କେନ୍ଦୁଝର,୧୭ା୧୨(ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ତେନ୍ତଳାପଶି ପଞ୍ଚାୟତ ମୁଖ୍ୟାଳୟରେ ମନରେଗା ଯୋଜନାରେ କଲମୀ କାଜୁ ଚାଷ ରୋପଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ୮ ହେକ୍ଟର ପରିମିତ ଜମିରେ ୧୦ ଜଣ ହିତାଧିକାରୀଙ୍କ ଜମିରେ ଏହି ଚାଷ ୨୦୨୧-୨୨ ଆର୍ଥିକ…
ଜଣଙ୍କୁ ଦଳିଦେଲା ହାତୀ, ଆଉ ଜଣେ ଆହତ
କେନ୍ଦୁଝର,୧୭ା୧୨(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ ଅଞ୍ଚଳରେ କିଛି ଦିନ ହେଲା ଏକ ଗୋଠଛଡ଼ା ଦନ୍ତା ଉପଦ୍ରବ କରୁଛି। ଦୁଇ ଦିନରେ ସଦର ରେଞ୍ଜର ଦୁଇଟି ସ୍ଥାନରେ ଆକ୍ରମଣ କରି ଜଣକୁ ମାରିଦେବା ସହ ଅନ୍ୟ ଜଣଙ୍କୁ ଆହତ କରିଦେଇଛି। ଫଳରେ ଏହାକୁ…
Archives


