କେନ୍ଦୁଝର

ସ୍ତ୍ରୀ ହତ୍ୟାକାରୀ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର,୨୨ା୩(ସ୍ବ.ପ୍ର.): ସ୍ଥାନୀୟ ଜିଲା ଦୌରାଜଜ୍‌ ଚିତ୍ତରଞ୍ଜନ ମହାପାତ୍ର ବୁଧବାର ଏକ ହତ୍ୟା ଘଟଣାର ଶୁଣାଣି କରି ଜଣେ ସ୍ତ୍ରୀ ହନ୍ତା ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ…

ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଠିକା କର୍ମଚାରୀ

କେନ୍ଦୁଝର,୨୨ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ହେଲା କାମ କରି ଆସୁଥିବା ୬୨ଜଣ ରୋଗୀ ସହାୟକ ସମେତ ବିଭିନ୍ନ ବିଭାଗରେ କାମ କରୁଥିବା ଠିକା କର୍ମଚାରୀ ପୁନଃ ନିଯୁକ୍ତି ଦାବିରେ ବୁଧବାର ସିଡିଏମଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା…

ସିଡିଏମ୍‌ଓ ଅଫିସ ଘେରିଲେ ଠିକା କର୍ମଚାରୀ

କେନ୍ଦୁଝର,୨୨।୩(ସ୍ବ.ପ୍ର.): କେନ୍ଦୁଝର ଜିଲାମୁଖ୍ୟ ଡାକ୍ତରଖାନାର ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ହେଲା କାମ କରି ଆସୁଥିବା ପ୍ରାୟ ୬୨ଜଣ ରୋଗୀ ସହାୟକ ସମେତ ବିଭିନ୍ନ ବିଭାଗରେ କାମ କରୁଥିବା ଠିକା କର୍ମଚାରୀ ପୁନଃ ନିଯୁକ୍ତି ଦାବିରେ ସିଡିଏମ୍‌ଓ ଅଫିସ ଆଗରେ ଧାରଣା ଦେଇଛନ୍ତି।…

ଭୁଶୁଡ଼ିବାରେ ଲାଗିଛି ଆୟୁର୍ବେଦ ଚିକିତ୍ସା ଭିତ୍ତିଭୂମି

ସୁନାବେଡ଼ା/ସେମିଳିଗୁଡ଼ା, ନନ୍ଦପୁର, ୨୨।୩(ସ୍ବ.ପ୍ର./ଡି.ଏନ୍‌.ଏ.): ଦିନ ଥିଲା ଆୟୁର୍ବେଦ ଚିକିତ୍ସାକୁ ଅଧିକ ପ୍ରାଧାନ୍ୟ ମିଳୁଥିଲା। ଏବେ ଏଲୋପାଥି ଯୁଗରେ ଆୟୁର୍ବେଦ ଚିକିତ୍ସା ନିଜର ସ୍ଥିତି ହରାଇବାକୁ ବସିଲାଣି। ସରକାର ଆୟୁର୍ବେଦ ଚିକିତ୍ସାଳୟ ଖୋଲିଛନ୍ତି ସତ ମାତ୍ର ଏହାର ଭିତ୍ତିିଭୂମିର ଉନ୍ନତି, ଡାକ୍ତର, କର୍ମଚାରୀ…

ଜଗମୋହନପୁର ଓଭରବ୍ରିଜ୍‌ ନିର୍ମାଣରେ ବିଳମ୍ବ

କେନ୍ଦୁଝର,୨୨।୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ର ଜଗମୋହନପୁରଠାରେ ପ୍ରସ୍ତାବିତ ଓଭରବ୍ରିଜ (ଅଣ୍ଡରପାସ) ନିର୍ମାଣରେ ବିଳମ୍ବ ହେଉଛି। ଏହି ସ୍ଥାନରେ ହାତୀ ବର୍ଷର ସବୁ ସମୟରେ ଯାତାୟାତ କରୁଥିବାରୁ ପିୟୁପି ବା ପାସେଞ୍ଜର ଅଣ୍ଡରପାସ ନକରି ଏକ…

ଜୋର୍‌ ଧରିଲା ଆନନ୍ଦପୁର ଜିଲା ଦାବି

ଆନନ୍ଦପୁର,୨୨।୩(ସ୍ବ.ପ୍ର.): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡକୁ ଜିଲା ଦାବି ଜୋର ଧରିଛି। ଲୋକଙ୍କ ମୌଳିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ସାଧାରଣ ଜନତା ଏବେ ଜିଲା ଦାବିର ମଙ୍ଗ ଧରିଛନ୍ତି। ଆନନ୍ଦପୁରର ବିରଷ୍ଠ ନାଗରିକ, ସଚେତନ ନାଗରିକ ଓ ବୁଦ୍ଧିଜୀବୀଙ୍କ ସହିତ ଉପକଣ୍ଡର…

ଭାଜପାରୁ ୩ ନେତା ନିଲମ୍ବିତ

କେନ୍ଦୁଝର,୨୨ା୩ (ଡି.ଏନ୍‌.ଏ./ସ୍ବ.ପ୍ର.): ଦଳ ବିରୋଧୀ କାଯର୍ର୍‌ୟ ଅଭିଯୋଗରେ କେନ୍ଦୁଝର ଜିଲାର ୩ ନେତାଙ୍କୁ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଦଳର ପ୍ରାଥମିକ ସଦସ୍ୟପଦରୁ ନିଲମ୍ବନ କରିଛନ୍ତି। ସେମାନେ ହେଲେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମନ୍ତ ତ୍ରିପାଠୀ,…

୩ ଅଧିକାରୀଙ୍କ ନାମରେ ମାମଲା

କେନ୍ଦୁଝର, ୨୧ା୩(ସ୍ବ.ପ୍ର.):କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଧୀନ ବାମେବାରି ସେକ୍ସନ ନୟାଗଡ଼ ବିଟ୍‌ ଜଡ଼ିପଦା ସାହିରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦନ୍ତାହାତୀ ମୃତ୍ୟୁ ଘଟଣାରେ ସୋମବାର ଡିଏଫ୍‌ଓ ଧନରାଜ ଏଚ.ଡି. କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଟାଟା ପାଓ୍ବାର କନିଷ୍ଠଯନ୍ତ୍ରୀ ଇଂ. ଗୌରଗୋପାଳ…

ଚଳନ୍ତା କାର୍‌ରେ ଲାଗିଗଲା ନିଆଁ

କେନ୍ଦୁଝର,୨୦(ସ୍ବ.ପ୍ର.): କେନ୍ଦୁଝର ସହର ଦେଇ ଯାଇଥିବା ଏନ୍‌ଏଚ୍‌ ୪୯ନଂ ଜାତୀୟ ରାଜପଥ ମେଡ଼ିକାଲ କଲେଜ ସମ୍ମୁଖ ଫ୍ଲାଇଓଭରେ ଏକ ଚଳନ୍ତା କାର୍‌ରେ ନିଆଁ ଲାଗିଯାଇଛି। ଗାଡି ଚାଲକ ଜାଣି ପାରି ଗାଡ଼ିରୁ ଓହ୍ଲାଇ ପଡିଥିବାରୁ ଅଳ୍ପକେ ବଞ୍ଚିଯାଇଥିଲେ। ଖବରପାଇ ଦମକଳ ଗାଡି…

ଅଣ ଓଡ଼ିଆଙ୍କୁ ସାମିଲକରି ନୀଳାଦ୍ରି ପାଳିଲା ବିଶ୍ୱ ପଖାଳ ଦିବସ

ବଡ଼ବିଲ,୨୦।୩ (ସ୍ବ.ପ୍ର.): ମାର୍ଚ୍ଚ ୨୦ ତାରିଖରେ ପାଳନ ହେଉଛି ବିଶ୍ୱ ପଖାଳ ଦିବସ। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା ବଡ଼ବିଲର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରି ପକ୍ଷରୁ ଏହି ଦିବସକୁ ସୋମବାର ବେଶ୍‌ ଜାକଜମକରେ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ଅଞ୍ଚଳର ବିଭିନ୍ନ…

କୂଅରୁ ମିଳିଲା ଯୁବକଙ୍କ ମୃତଦେହ

ପାଟଣା,୨୦ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଝାରବେଡ଼ା ଗାଁର ଏକ କୂଅ ଭିତରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି ତୁରୁମୁଙ୍ଗା ଗ୍ରାମର ମାନସ କୁମାର ପୃଷ୍ଟି ଓରଫ ବାବୁଲ। ସୂଚନା ଯେ, ମାନସ ଦୁଇଦିନ…

ବର୍ଷା ସାଙ୍ଗକୁ ପବନ: ରାସ୍ତାରେ ଉପୁଡ଼ି ପଡ଼ିଲା ଗଛ

କେନ୍ଦୁଝର,୨୦ା୩(ସ୍ବ.ପ୍ର.): ସୋମବାର ଭୋର୍‌ ସମୟରେ ହଠାତ୍‌ ବର୍ଷା ଓ ପବନ କେନ୍ଦୁଝର ସହର ମାଇନିଂ ରୋଡ୍‌ରେ ଏକ ଗଛ ଉପୁଡ଼ିବାରୁ ଯାତାୟାତ ବ୍ୟାହତ ହୋଇଛି। ବିଦ୍ୟୁତ୍‌ ଓ କେବୁଲ ମଧ୍ୟ ଛିଣ୍ଡି ଯାଇଛି। ଆଜି ଭୋର୍‌ରୁ ହଠାତ୍‌ ବର୍ଷା ଓ ପବନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri