ଟ୍ୟାକ୍ସି ଚୋରି ପରେ ଡ୍ରାଇଭରଙ୍କୁ ହତ୍ୟାକରି ପିଙ୍ଗିଦେଇଥିଲେ
ଆନନ୍ଦପୁର,୨୮।୬(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଘସିପୁରା ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଘସିପୁରା ପୋଲିସ ବୁଧବାର ଉଦ୍ଧାର କରିଥିବା ଗଳିତ ମୃତଦେହ ଘଟଣାର ପର୍ଦାଫାଶ ହୋଇଛି। ଦୁର୍ବୃତ୍ତମାନେ ଟ୍ୟାକ୍ସି ଚୋରି କରି ଡ୍ରାଇଭରଙ୍କୁ ଅତି ନିର୍ମମ ଭାବେ…
ସୁଢ଼ି ଆମ୍ବର ଆଦର କମୁଛି
କେନ୍ଦୁଝର,୨୮।୬ (ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲାର ବଣପାହାଡ଼ ତଥା ବାଡ଼ି ବଗିଚାରେ ଫଳୁଥିବା ଦେଶୀ ଆମ୍ବ(ସ୍ଥାନୀୟ ଭାଷାରେ ସୁଢ଼ି ଆମ୍ବ)ର ଆଦର କମୁଛି। ଏହାର ସ୍ଥାନ ବିଭିନ୍ନ ପ୍ରକାର ମିଠା କଲମୀ ଆମ୍ବ ନେବାକୁ ବସିଛି। ଲୋପପାଇବାକୁ ବସିଥିବା ଦେଶୀ ଆମ୍ବର…
ବର ପ୍ରସେଶନ ଉପରେ ଚଢ଼ିଗଲା ଟ୍ରକ: ୫ ମୃତ ୮ ଆହତ
କେନ୍ଦୁଝର,୨୮।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୁରୁଣା ସହରର ଷଠିଘରସାହି ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବର ଯାତ୍ରୀ ପ୍ରସେଶନ ଉପରେ ଦ୍ରୁତଗାମୀ ଟ୍ରକ ଚଢ଼ି ଯିବାରୁ ଘଟଣାସ୍ଥଳରେ ୫…
ଆନନ୍ଦପୁର ପୌରପରିଷଦରେ ନୂତନ ପୌରଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ
ଆନନ୍ଦପୁର,୨୭।୬(ସନ୍ତୋଷ ରାଉତ)- ଆନନ୍ଦପୁର ପୌରପରିଷଦରେ ନୂତନ ପୌରଅଧିକାରୀ ଭାବେ ଦେବ ପ୍ରସାଦ ବଳ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ମଙ୍ଗଳବାର ଦିନ ପୌରଅଧିକାରୀ ପଦବୀରେ ଆନୁଷ୍ଠାନିକ ଭାବେ ଆନନ୍ଦପୁର ପୌରାଞ୍ଚଳର ଦାୟିତ୍ୱ ଗ୍ରହଣ କରିଛନ୍ତି।
ଗଛକୁ ପିଟିଲା ବରଯାତ୍ରୀ ଗାଡ଼ି
ପାଟଣା,୨୭।୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଖୁଣ୍ଟାପଡ଼ା ପଞ୍ଚାୟତ ପିପିଳିଆ ନିକଟରେ ସୋମବାର ରାତିରେ ବରଯାତ୍ରୀ ନେଇ ଯାଉଥିବା ଏକ ପିକ୍ଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପିକ୍ଅପ୍ ଭ୍ୟାନ୍ଟି ରାସ୍ତାପାର୍ଶ୍ୱରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ଏଥିରେ ୩୦ରୁ…
ରାସ୍ତା ମଝିରେ ପୋଖରୀର ଭ୍ରମ
ଯୋଡ଼ା,୨୬ା୬(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ବଡ଼କାଳିମାଟି ପଞ୍ଚାୟତର କାଳିମାଟି- ଦବୁନା ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାସ୍ତାରେ ବଡ଼ ଖାଲ ହୋଇ ଅଣ୍ଟା ଉଚ୍ଚରେ ପାଣି ଜମୁଛି। ରାସ୍ତା ବିପର୍ଯ୍ୟସ୍ତ କାରଣରୁ ସ୍କୁଲ ବସ୍ ଯାଉପାରୁ ନ ଥିବା…
ବିଦ୍ୟୁତ୍ ବିଭ୍ରାଟ ନେଇ ଟାଟା ପାଓ୍ବାର କାର୍ଯ୍ୟାଳୟ ଘେରାଉ
କେନ୍ଦୁଝର,୨୫ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ରଥଯାତ୍ରା ସମୟରେ ବିଦ୍ୟୁତ୍ ବିଭ୍ରାଟକୁ ନେଇ ରବିବାର ଟାଟା ପାଓ୍ବାର କାର୍ଯ୍ୟାଳୟକୁ ପୁରୁଣା ବଜାରବାସୀ ଘେରାଉ କରିଛନ୍ତି। ବାରମ୍ବାର ବିଦ୍ୟୁତ୍ କାଟ୍ ଓ ବିଭ୍ରାଟର କାରଣର ଜବାବ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ମାଗିଛନ୍ତି। ସବୁଦିନ ଏଭଳି ଅଘୋଷିତ ବିଦ୍ୟୁତ୍…
କେନ୍ଦୁପତ୍ର ତୋଳାଳିଙ୍କ ପାରିଶ୍ରମିକରୁ ଫାଇନ ଅର୍ଥ ଆଦାୟ
କେନ୍ଦୁଝର,୨୫ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର କେନ୍ଦୁପତ୍ର ଡିଭିଜନ ଅଧିନସ୍ଥ କେନ୍ଦୁପତ୍ର ତୋଳାଳିମାନଙ୍କ ଇପିଏଫ୍ ନିୟମିତ ଜମା ନ କରିବାରୁ ୫୦ ହଜାର ଟଙ୍କା ଫାଇନ୍ ହୋଇଛି। ତେବେ ଏହି ଫାଇନ କେନ୍ଦୁପତ୍ର ତୋଳାଳିଙ୍କ ଫଣ୍ଡରୁ ପ୍ରଦାନ କରାଯାଇ ଥିବାରୁ ତୋଳାଳିମାନଙ୍କ ମଧ୍ୟରେ…
ଡାକ୍ତରଖାନା ଛାତରୁ ପୁଣି ଖସିଲା ପ୍ଲାଷ୍ଟର
ଆନନ୍ଦପୁର,୨୫ା୬(ସନ୍ତୋଷ ରାଉତ): ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଡାକ୍ତରଖାନା ପୁଣି ଚର୍ଚ୍ଚାକୁ ଆସିଛି। ଡାକ୍ତରଖାନା ଓପିଡି ଛାତରୁ ରବିବାର ପ୍ଲାଷ୍ଟର ଖସିଛି। ଡାକ୍ତରଖାନା ଓପିଡିରେ ଡାକ୍ତରଙ୍କ ନିକଟକୁ ଆସିଥିବା ଅନେକ ରୋଗୀ ଲାଇନ୍ରେ ଛିଡ଼ା ହେବା ସମୟରେ ଛାତରୁ ପ୍ଲାଷ୍ଟର ଖଣ୍ଡ ଖସିଥିଲା।…
ସମାକୋଇ ପୋଲ ଉପରେ ବର୍ଷାଜଳ ପ୍ରବାହିତ
କେନ୍ଦୁଝର,୨୫ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ନଦୀନାଳରେ ଜଳସ୍ତର ବଢୁଛି। ଫଳରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ତେଲକୋଇ ଅଞ୍ଚଳରେ ଗତ ୨୪ ଘଣ୍ଟାରେ ୮୬.୦୪ ମିମି ବର୍ଷା ରେକର୍ଡ ହୋଇଛି। ଫଳରେ ସମାକୋଇ ନଦୀର…
ନନ୍ଦନକାନନ ଗଲା ‘ରାଜୁ’
କେନ୍ଦୁଝର,୨୫ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଘଟଗାଁ ରେଞ୍ଜ ଅଞ୍ଚଳରୁ ଶୁକ୍ରବାର ଏକ ପଥର ଖାଲରେ ଖସି ପଡ଼ିଥିବା ହାତୀ ଛୁଆକୁ ବନ ବିଭାଗ ଉଦ୍ଧାର କରିଥିଲା। ଉକ୍ତ ହାତୀ ଛୁଆର ମା’ ଓ ଅନ୍ୟ ହାତୀମାନେ ତାକୁ ଗ୍ରହଣ ନ କରିବାରୁ ବନ…
ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ
ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ହୃଶୀକେଷ ନାଏକ ବିଜେଡି ଛାଡ଼ିଥିବା କହିଛନ୍ତି। ତାଙ୍କୁ ଦଳ ଅଣଦେଖା କରିବାରୁ ସେ ବିଜେଡି ସୁପ୍ରିମୋଙ୍କୁ ପୋଷ୍ଟାଲ ଯୋଗେ ରେଜେଷ୍ଟ୍ରି କରି…
Archives


