ପୋଖରୀକୁ ଗାଧୋଇବାକୁ ଯାଇ ଶିଶୁପୁତ୍ରର ଜୀବନ ଗଲା
ପାଟଣା,୪ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବଡ଼ନୂଆଗାଁ ଏତାଙ୍ଗ ସାହିରେ ଘର ପାଖ ପୋଖରୀରେ ଶୁକ୍ରବାର ଜଣେ ୫ ବର୍ଷର ଶିଶୁପୁତ୍ର ମୃତଦେହ ଭାସୁଛି। ନାବାଳକ ଜଣକ ହେଉଛନ୍ତି ଉକ୍ତ ସାହିର ମାଧ ମୁଣ୍ଡାଙ୍କ ପୁଅ ଟୁକୁନା(୫)।…
ବନ୍ୟାପାଣିରେ ଚାଲିଗଲା ଶିଶୁପୁତ୍ରଙ୍କ ଜୀବନ
ହାଟଡିହୀ,୩l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ଅଞ୍ଚଳରେ ବନ୍ୟା ପାଣିରେ ବୁଡ଼ି ଜଣେ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୋସୋ ଥାନା ସଙ୍ଗମ ଗ୍ରାମ ନାଇକ ସାହିର ଗୋବିନ୍ଦ ନାଇକଙ୍କ ପୁଅ ସତ୍ୟଜିତ(୬ ବର୍ଷ)। ସତ୍ୟଜିତ ସନ୍ଧ୍ୟାରେ ନିକଟସ୍ଥ ନାଳକୁ…
ପୋଲ ଉପରେ ୫ ଫୁଟର ବନ୍ୟାଜଳ, ପାଣିରେ ବୁଡ଼ିଛି ଟ୍ରକ୍
କେନ୍ଦୁଝର,୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ କେନ୍ଦୁଝର ଜିଲା ବାଂଶପାଳ ସିଂପୁର ବଇଙ୍ଗା ନାଳପୋଲ ଉପରେ ୫ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ଅଁରାବ୍ରାହ୍ମଣୀ ନାଳରେ ୧୦ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ପାଣିରେ ବୁଡ଼ି ରହିଛି…
ମାଟିକାନ୍ଥ ପଡ଼ି ବୃଦ୍ଧାଙ୍କ ମୃତ୍ୟୁ
ଝୁମ୍ପୁରା,୩।୮(ଶଶିଭୂଷଣ ସାହୁ)କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଝୁମ୍ପୁରା ବ୍ଲକ୍ ଅନ୍ତର୍ଗତ ନହବେଡ଼ା ପଞ୍ଚାୟତର ଘୁଣ୍ଟିପଶି ଗ୍ରାମରେ ଓଦା ହୋଇଥିବା କାନ୍ଥ ଧସି ଶ୍ରୀମତୀ ଲୋହାର (୭୦)ଙ୍କ ମୃତ୍ୟୁ ହୋଇଛି। ଝୁମ୍ପୁରା ପୋଲିସ ମୃତଦେହ ବ୍ୟବଚ୍ଛେଦ…
ହାଟ ପଡ଼ିଆରୁ ମିଳିଲା ଯୁବକଙ୍କ ମୃତଦେହ
କେନ୍ଦୁଝର,୨ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ବାଂଶପାଳ ହାଟ ପାଡ଼ିଆ ନିକଟରୁ ଏକ ମୃତଦେହ ପୋଲିସ ଜବତ କରିଛି। ମୃତକ ଜଣକ କେନ୍ଦୁଝର ଜିଲା ପଣ୍ଡାପଡ଼ାର ଦୁଃଖବନ୍ଧୁ ନାଏକ। କେନ୍ଦୁଝର ଜିଲା ବାଂଶପାଳ ହାଟ ପାଡ଼ିଆ ନିକଟରେ ଏକ…
ଛତୁ ଖାଇ ଗୋଟିଏ ପରିବାରର ୩ ଗୁରୁତର
କେନ୍ଦୁଝର,୨ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀ କାପୁଡ଼ି ପଞ୍ଚାୟତ ତେନ୍ତେଳାପଶି ଗ୍ରାମରେ ଜଙ୍ଗଲୀ ଛତୁ ଖାଇ ଗୋଟିଏ ପରିବାରର ୩ ଜଣ ଗୁରୁତର ହୋଇ କେନ୍ଦୁଝର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ହେଲେ ସୁରେଶ ମହାନ୍ତ, ତାଙ୍କ…
ଜୁଡ଼ିଆ ଘାଟିରେ ପଥର ଅତଡ଼ା ଖସିଲା
କେନ୍ଦୁଝର,୨ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ଲଗାଣ ବର୍ଷାରେ କେନ୍ଦୁଝର ସୀମା ଜୁଡ଼ିଆ ଘାଟିରେ ଭୂସ୍ଖଳନ ହୋଇଛି। ପାହାଡ଼ରୁ ମାଟି, ଗଛଲତା ସହିତ ବଡ଼ ପଥର ଖଣ୍ଡ ୪୯ ନଂ ଜାତୀୟ ରାଜପଥ ଉପରେ ପଡ଼ିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏକ…
ବିପଦ ସଙ୍କେତ ଟପିଲା ବୈତରଣୀ
ଆନନ୍ଦପୁର,୨ା୮(ସନ୍ତୋଷ ରାଉତ): ବୈତରଣୀ ନଦୀରେ ହଠାତ ବନ୍ୟାଜଳ ପ୍ରବେଶ କରିବାରୁ ଆନନ୍ଦପୁର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ବୁଧବାର ସକାଳ ୬ଟାରେ ଆନନ୍ଦପୁରଠାରେ ବୈତରଣୀର ବନ୍ୟାଜଳ ୩୪.୦୩୦ ମି. ରହିଥିଲା ବେଳେ ୯ଟାରେ ସତର୍କ ସଙ୍କେତ ଅତିକ୍ରମ କରି ୩୭.୪୫୦…
ବନ୍ୟାଜଳରେ ଭାସି ଯାଇଥିଲେ ମହିଳା, ଉଦ୍ଧାର କଲା ଅଗ୍ନିଶମ ବିଭାଗ
ଆନନ୍ଦପୁର,୨ା୮(ସନ୍ତୋଷ ରାଉତ.): କେନ୍ଦୁଝର ଜିଲା ଆନନ୍ଦପୁର ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସାହାସିକତା ପାଇଁ ବୈତରଣୀ ବନ୍ୟାଜଳରେ ଭାସିଯାଇଥିବା ଜଣେ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇପାରିଛି। ବୁଧବାର ସକାଳେ ଫକୀରପୁରର ମହିଳା ଜଣଙ୍କ ଶୌଚ ହେବା ପାଇଁ ନଦୀ ନିକଟକୁ ଆସିଥିଲେ। ଏହି…
ପ୍ରବଳ ବର୍ଷା,ବନ୍ୟା ଆଶଙ୍କା
କେନ୍ଦୁଝର,୨।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ମଙ୍ଗଳବାର ପୂର୍ବାହ୍ନରୁ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ଜିଲାରେ ଅଧିକ ପରିମାଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରି ରେଡ୍ ଆଲର୍ଟ ଜାରି କରିଛି ା ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ…
ଦନ୍ତା ଉତ୍ପାତ, ଭାଙ୍ଗିଲାଣି ୫ ଘର
ପାଟଣା, ୨।୮ (ବୀର କିଶୋର ଦାଶ) କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ତଣ୍ଡ ବିଟ୍ରେ ଏକ ଗୋଠଛଡ଼ା ଦନ୍ତା ହାତୀ ରବିବାର ରାତିରେ ଘଟଗଁା ରେଞ୍ଜ୍ରୁ ଆସି ଉତ୍ପାତ ଆରମ୍ଭ କରିଛି। ଦୁଇଦିନରେ ଏହି ଦନ୍ତା ୫ ଘର…
ପୋଲ ଉପରେ ୪ ଫୁଟର ପାଣି : କେନ୍ଦୁଝର -ମୟୂରଭଞ୍ଜ ଯୋଗାଯୋଗ ବିଛିନ୍ନ
ପାଟଣା,୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମଙ୍ଗଳବାର ସନ୍ଧ୍ୟାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି। ଫଳରେ ବୁଧବାର ବିଭିନ୍ନ ସ୍ଥାନରେ ନଦୀ ନାଳ ସବୁ ଫୁଲି ଉଠିଛି। ପାଟଣା ବ୍ଲକ ରାଜନଗର କେନ୍ଦେଈପଶି…
Archives


