କେନ୍ଦୁଝର

ସନାସେନା ସମର୍ଥନ ଅପେକ୍ଷାରେ ବିଜେଡି, ଭାଜପା

ପାଟଣା,୬ା୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ସାଙ୍ଗଠନିକ କାର୍ଯ୍ୟ ବଢ଼ାଇବାରେ ଲାଗିଛନ୍ତି। ବିଜେଡି ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଓ ବିକାଶକୁ ମାଧ୍ୟମ…

କୂଅ ଭିତରକୁ ପଶିଗଲା ବୋଲେରୋ: ଗାଡ଼ି ଭିତରେ ଥିଲେ ଭାଜପା କର୍ମୀ

ପାଟଣା,୫।୩(ବୀର କିଶୋର ଦାଶ): କୂଅ ଭିତରକୁ ପଶିଗଲା ବୋଲେରୋ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ମୋଦି ସାହି ବାଙ୍କ ନିକଟରେ। ମଙ୍ଗଳବାର ଏକ ବୋଲେରୋ ଭାରସାମ୍ୟ ହରାଇ ବଗିଚାର ଏକ କୂଅ ଭିତରେ…

ଜଳବାୟୁ ପ୍ରଦୂଷଣର ସମାଧାନ ପାଇଁ ଜିଲାପାଳଙ୍କୁ ଗୁହାରି ଜଣାଇଲେ ଗ୍ରାମବାସୀ

 କେନ୍ଦୁଝର,୪।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅଧୀନ ପଟୁଆକୁଦର ଗ୍ରାମବାସୀ ଜଳବାୟୁ ପ୍ରଦୂଷଣକୁ ନେଇ ସୋମବାର ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦ୍ୱାରସ୍ଥ ହୋଇ ଏହାର ତୁରନ୍ତ ପ୍ରତିକାର ପାଇଁ ଦାବି କରିଛନ୍ତି। ଗ୍ରାମ ନିକଟରେ ଥିବା ବସନ୍ତପୁରର ଏସେଲ୍‌…

ବିଜେଡି ସରକାରଙ୍କ ଉପରେ ବର୍ଷିଲେ ଭାଜପା ମହିଳା ନେତ୍ରୀ

ପାଟଣା,୪।୩(ବୀର କିଶୋରଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟରେ ସୋମବାର ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ନାରୀ ଶକ୍ତି ବନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଅବସରରେ ପାଟଣା ମୁଖ୍ୟାଳୟ ଆନନ୍ଦେଶ୍ୱର ଶିବ ମନ୍ଦିରରୁ ଏକ ପଦଯାତ୍ରା ବାହାରି ବଜାର ପରିକ୍ରମା…

୩ ଦଫା ଦାବିରେ ପାଚିକା-ସହାୟିକାଙ୍କ ପକ୍ଷରୁ ଧାରଣା

କେନ୍ଦୁଝର,୪ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ମିଡ୍‌ ଡେ ମିଲ ଓ୍ବାର୍କର୍ସ ୟୁନିୟନ ପକ୍ଷରୁ ସୋମବାର ତିନି ଦଫା ଦାବିରେ କେନ୍ଦୁଝରଠାରେ ଏକ ରାଲି ଅନୁଷ୍ଠିତ ହୋଇଯାଇଛି। ଜିଲାର ବିଭିନ୍ନ ସ୍କୁଲରେ କାମ କରୁଥିବା ଶତାଧିକ ପାଚିକା/ସହାୟିକା ସାମିଲ ହୋଇ ଜିଲାପାଳଙ୍କ କାର୍ଯ୍ୟାଳୟ…

ଭାଜପାରେ ସାମିଲ ହେବେ ବିଧାୟକ ପ୍ରେମାନନ୍ଦ

କେନ୍ଦୁଝର ୪ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):ନିକଟରେ ବିଜେଡି ଛାଡିଥିବା ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାଏକ ଭାଜପାରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗ୍ରସ୍ତର ଦିନକ ପୂର୍ବରୁ ସୋମବାର ସେ ଭାଜପାରେ ଯୋଗଦେବା ନେଇ ତେଲକୋଇରେ ରାଜନୀତି ସରଗରମ…

ବିଜେଡି ଛାଡୁଛନ୍ତି ବଡ ବଡ ନେତା, ପୁଣି ଦଳ ଛାଡିଲେ ଆଉ ଜଣେ Ex MLA

କେନ୍ଦୁଝର,୩।୩: ବିଜେଡିକୁ ପୁଣି ଝଟ୍‌କା। ଦଳ ଛାଡିଲେ ଆଉ ଜଣେ ପୂର୍ବତନ ବିଧାୟକ। ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଶଙ୍ଖ ଛାଡିଛନ୍ତି। ଶଙ୍ଖ ଛାଡି ପ୍ରେମାନନ୍ଦ ପଦ୍ମ ଧରିବାକୁ ଯାଉଛନ୍ତି। ଆସନ୍ତାକାଲି ସେ ଭାଜପାରେ ଯୋଗ ଦେବା ନେଇ ଅପରାଜିତା ଷଡଙ୍ଗୀ…

ସ୍ବାମୀ ମୃତ୍ୟୁର ୧୦ ବର୍ଷ ପରେ ବି ମହିଳାଙ୍କୁ ମିଳୁନି ବିଧବା ଭତ୍ତା

କେନ୍ଦୁଝର,୩।୩ ( ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରୁଥିଲେ ମଧ୍ୟ ତାହା ସଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। ଏହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି…

କେନ୍ଦ୍ରାପଡାବାସୀଙ୍କୁ ସରକାରଙ୍କ ବଡ ଉପହାର, ଗଡିବ ମେମୁ ଟ୍ରେନ

ଭୁବନେଶ୍ୱର,୩।୩: ନିର୍ବାଚନ ପୂର୍ବରୁ ବଡ ଉପହାର ଦେଲେ ରାଜ୍ୟ ସରକାର। ବହୁ ପ୍ରତିକ୍ଷୀତ ପରାଦୀପ-ହରିଦାସପୁର ରେଳ ଲାଇନରେ ଗଡିବ ଯାତ୍ରୀବାହୀ ଟ୍ରେନ। ପାରାଦୀପରୁ କେନ୍ଦ୍ରାପଡ ଦେଇ କେନ୍ଦୁଝରକୁ ଗଡିବ ମେମୋ ଟ୍ରେନ। ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା…

ବିଡିଓ, ଜନସୂଚନା ଅଧିକାରୀଙ୍କୁ ସାନି ନୋଟିସ ଜାରି

ହାଟଡିହୀ,୩ା୩(ଶୁଭକାନ୍ତ ନାୟକ): ଏକ ମାମଲାର ଶୁଣାଣି କରି କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓ ଏବଂ ଜନସୂଚନା ଅଧିକାରୀଙ୍କୁ ରାଜ୍ୟ ସୂଚନା କମିଶନର ବିକେ ମହାପାତ୍ର ସାନି ନୋଟିସ ଜାରି କରିଛନ୍ତି। ଉକ୍ତ ଦୁଇ ଅଧିକାରୀ ପୂର୍ବରୁ ହୋଇଥିବା ଶୁଣାଣି ଅନୁପସ୍ଥିତ…

ଧରଣୀଧର ମେଡିକାଲ କଲେଜରେ ରୋଗୀସେବା ଆରମ୍ଭ

କେନ୍ଦୁଝର,୩।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଥିବା ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଶନିବାରଠାରୁ ରୋଗୀ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ ଲାଇନ୍‌ରେ କେନ୍ଦୁଝରର ୫୦୦ ସିଟ୍‌ ବିଶିଷ୍ଟ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ…

ବିନା ଫାଇଲ, ଅଟକଳରେ ସୌନ୍ଦର୍ଯ୍ୟକରଣ

ହାଟଡ଼ିହୀ,୩।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ର କାନ୍ଥରେ ବିଭିନ୍ନ ମନ୍ଦିର, ଜଳ ପ୍ରପାତର ଚିତ୍ର ଅଙ୍କନ କରି ସୌନ୍ଦର୍ଯ୍ୟକରଣ କରାଯାଇଛି। ବ୍ଲକ୍‌ ସମ୍ମୁଖରେ ଏକ ପାର୍କ ମଧ୍ୟ ନିର୍ମାଣ ହୋଇଛି। ପାର୍କରେ ମୂଲ୍ୟବାନ ଘାସ କିଣି ଅଣାଯାଇ ଗାଲିଚା ପ୍ରସ୍ତୁତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri