କେନ୍ଦୁଝର

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଆନନ୍ଦପୁର,୭।୭(ସ୍ବ.ପ୍ର.): ତୈଳଦର ବୃଦ୍ଧି ପ୍ରତିବାଦରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦି ଆନନ୍ଦପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର କଂଗ୍ରେସ ପକ୍ଷରୁ ବିକ୍ଷୋଭ…

4 years ago

ଘରେ ବସିଥିବା ସମୟରେ ମହିଳାଙ୍କ ଉପରେ ହେଲା ବଜ୍ରପାତ

ଆନନ୍ଦପୁର,୭ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଓସ୍ତପୁରା ଗ୍ରାମର ପ୍ରଶାନ୍ତ ମୁର୍ମୁଙ୍କ ସ୍ତ୍ରୀ ସାରଥି ମୁର୍ମୁ (୨୩) ବଜ୍ରପାତରେ ଗୁରୁତର ହୋଇ ଚିକିତ୍ସା ପାଇଁ ଆନନ୍ଦପୁର ମୁଖ୍ୟ…

4 years ago

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବ୍ଲକ ଘେରାଉ

କେନ୍ଦୁଝର,୭ା୭(ସ୍ବ.ପ୍ର.): ପେଟ୍ରୋଲ, ଡିଜେଲ, ଗ୍ୟାସ ଦର ବୃଦ୍ଧି ପ୍ରତିବାଦ କଂଗ୍ରେସ ବ୍ଲକ ଘେରାଉ କରିଛି। ଏତଦ୍‌ବ୍ୟତୀତ ଧାନ ମୂଲ୍ୟ ୨୯୨୯ ଟଙ୍କା ବୃଦ୍ଧି ଓ ଧାନ କିଣା…

4 years ago

ଅହେତୁକ ଦର ବୃଦ୍ଧି ପ୍ରତିବାଦ: କଂଗ୍ରେସର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ପାଟଣା,୭।୭(ସ୍ବ.ପ୍ର.): ଦେଶରେ ଅତ୍ୟାବଶ୍ୟକ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଖାଇବା ତେଲର ଅହେତୁକ ଦର ବୃଦ୍ଧି ହେଉଛି। ଏହାର ପ୍ରତିବାଦରେ କେନ୍ଦୁଝର…

4 years ago

ବ୍ୟାଙ୍କ ଲୁଟ୍‌ ଫସରଫାଟିଲା

କେନ୍ଦୁଝର,୫।୭(ସ୍ବ.ପ୍ର): କେନ୍ଦୁଝର ଜିଲା ସଦର ଥାନା ଅଧୀନ ଶୁଆକାଟି ସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ଗତ ୨ ତାରିଖ ରାତିରେ କେତେଜଣ ଦୁର୍ବୃତ୍ତ ଲୁଟ୍‌ ଉଦ୍ୟମ…

4 years ago

ଜାଲ ଚିଠିରେ ଦରମା ବୃଦ୍ଧି

କେନ୍ଦୁଝର,୫ା୭: କେନ୍ଦୁଝର ଜିଲା ଶିକ୍ଷା ବିଭାଗରେ ଜାଲ ଚିଠିରେ ଶିକ୍ଷକଙ୍କ ବେତନ ବୃଦ୍ଧି କରାଯିବା ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହେଉଥିବା…

4 years ago

ହାଇଓ୍ବା ଚକା ତଳେ ଚାଲିଗଲା ଡମ୍ପର ଡ୍ରାଇଭରଙ୍କ ଜୀବନ: ଗାଡ଼ି ପଛାଉ ପଛାଉ

ପାଟଣା,୫।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବୈତରଣୀ ନଦୀ ପାଟନାଳି ବାଲିଘାଟରେ ରବିବାର ବିଳମ୍ବିତ ରାତ୍ରିରେରେ ଏକ ଦୁର୍ଘଟଣା ଘଟିଛି। ବାଲି ଉତ୍ତୋଳନ ବେଳେ ହାଇୱା ଚକ ତଳେ ଜଣେ…

4 years ago

ଅଧାରେ ଅଟକିଛି ଜଗଦଳା ଜଳସେଚନ ପ୍ରକଳ୍ପ

ଝୁମ୍ପୁରା, ୫।୭ (ଡି.ଏନ.ଏ.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ମଲଦା ପଞ୍ଚାୟତରେ ରହିଛି ଜଗଦଳା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। ଏହାର ଉନ୍ନତୀକରଣ କାମ ଅଧାରେ ଅଟକିଛି। ଉକ୍ତ…

4 years ago

ବୈତରଣୀ ଶଯ୍ୟାରେ ଧାନ ଚାଷ

କେନ୍ଦୁଝର, ୪।୭ (ସ୍ବ.ପ୍ର.)-ବୈତରଣୀ ନଦୀଶଯ୍ୟାରେ ହେଉଛି ଧାନ ଚାଷ। ଶୁଣିଲେ ବା ନ ଦେଖିଲେ ବିଶ୍ୱାସ ହେବ ନାହିଁ ା ଯେଉଁ ନଦୀରେ ବନ୍ୟା ଯୋଗୁ କେନ୍ଦୁଝର,…

4 years ago

ଖେଳ ହେଲା କାଳ : ପୋଖରୀରେ ପଡି ଦେଢ଼ବର୍ଷ ଶିଶୁ ପୁତ୍ରର ଜୀବନଗଲା

ପାଟଣା,୧।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତ ନୂଆଗାଁ ଗ୍ରାମର ତେଲିବନ୍ଧ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଶତ୍ରୁଘ୍ନ ମୁଣ୍ଡାଙ୍କ ଦେଢ଼ବର୍ଷର ଶିଶୁପୁତ୍ର…

5 years ago