କେନ୍ଦୁଝର

ଛୁଆ ହାତୀକୁ ଗ୍ରହଣ କରୁନି ମା’, ଚିନ୍ତାରେ ବନ ବିଭାଗ

କେନ୍ଦୁଝର,୨୪ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ଘଟଗାଁ ରେଞ୍ଜ ଅନ୍ତର୍ଗତ ଦେଓବନ୍ଧ ବିଟ୍‌ ଅଧିନସ୍ଥ କୋଳିମାଟି ଗ୍ରାମ ନିକଟରେ ଶୁକ୍ରବାର ଏକ ପଥର ଖୋଲରୁ ଉଦ୍ଧାର କରାଯାଇଥିବା…

3 years ago

ନବଜାତକର ମୃତଦେହ ଝୁଣି ଖାଇଲେ କୁକୁର

ଆନନ୍ଦପୁର,୨୪ା୬(ସନ୍ତୋଷ ରାଉତ): ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅଧୀନ ବଡ଼ରମ୍ପାସ ଓ ବରିଡ଼ି ରାସ୍ତାର ଚାରିମାଣିଆ ଛକ ନିକଟ ରାସ୍ତା ପାର୍ଶ୍ୱ ପଡ଼ିଆରେ ଏକ ନବଜାତକର ମୃତଦେହ…

3 years ago

ଯୁବକଙ୍କୁ ସାଇକେଲ ସହ ଟେକି କଚାଡ଼ିଲା ହାତୀ

ଆନନ୍ଦପୁର,୨୪ା୬(ସନ୍ତୋଷ ରାଉତ): ଆନନ୍ଦପୁର ଥାନା ସୀମାନ୍ତ ମହୁଲଡିହା ଥାନା ଝାଟିକିଡିହା ଗ୍ରାମରେ ଜଣେ ଯୁବକ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ…

3 years ago

ଗାଁ ରାସ୍ତା ଅବରୋଧ, ପହଞ୍ଚି ପାରିଲାନି ଆମ୍ବୁଲାନ୍ସ

କୋଡ଼ପଡା,୨୪ା୬(ରଞ୍ଜିତ କୁମାର ରଣା): ଗାଁକୁ ଭଲ ରାସ୍ତା ଥାଇ ମଧ୍ୟ ରୋଗୀଙ୍କ ଘରେ ପହଞ୍ଚତ୍ ପାରିଲାନି ଆମ୍ବୁଲାନ୍ସ। ଅସୁସ୍ଥ ବୃଦ୍ଧାଙ୍କୁ ୨୦୦ମିଟର ଟେକି ଟେକି ନେଲେ ଗ୍ରାମବାସୀ।…

3 years ago

ବେଆଇନ ପାର୍କିଂ ଯୋଗୁଁ ଦୂର୍ଘଟଣା,ହେଲପର ମୃତ

କେନ୍ଦୁଝର, ୨୩ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୦ର ବାଇପାସ ରାସ୍ତା ସିଦ୍ଧମଠ ନିକଟରେ ଏକ ଦୁର୍ଘଟଣା ଘଟିଛି। ବେଆଇନ…

3 years ago

ଆକ୍ରମଣରେ ଗଲାଣି ୩୧ ଲୋକଙ୍କ ଜୀବନ

କେନ୍ଦୁଝର,୨୩ା୬(ଦୀପକ ମିଶ୍ର): କେନ୍ଦୁଝର ଜିଲାରେ ବିଭିନ୍ନ କାରଣରୁ ଜଙ୍ଗଲ ନଷ୍ଟ ଯୋଗୁ ବନ୍ୟପ୍ରାଣୀ ଜନବସତି ମୁହାଁ ହେଉଛନ୍ତି। ଅଧିକାଂଶ ସମୟରେ ଲୋକଙ୍କ ମୁହାଁମୁହିଁ ପରିସ୍ଥିତି ଉପୁଜୁଛି। ବନ୍ୟପ୍ରାଣୀଙ୍କ ଆକ୍ରମଣରେ…

3 years ago

କୃଷ୍ଣ, ବଳରାମ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ

କେନ୍ଦୁଝର,୨୨।୬:(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚା ମନ୍ଦିରରେ ଗୁରୁବାର କୃଷ୍ଣ, ବଳରାମ ବେଶରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଝିପିଝିପି ବର୍ଷା…

3 years ago

କେନ୍ଦୁପତ୍ର ବାନ୍ଧିବାକୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଲେ ୪ ବ୍ୟକ୍ତି

କେନ୍ଦୁଝର,୨୨।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ହାତୀ ଉପଦ୍ରବ ଥମିବାର ନା ନେଉନି। ଆମ୍ବ, ପଣସ ଖାଇବାକୁ ହାତୀ ଗାଁ ମୁହାଁ ହେଉଛନ୍ତି। ଏପରି…

3 years ago

ବନ କର୍ମଚାରୀଙ୍କୁ ଆକ୍ରମଣ କରି ଜଣେ ଗିରଫ

କେନ୍ଦୁଝର,୨୧ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଘଟଗାଁ ଥାନା ଅନ୍ତର୍ଗତ କୋଳିମାଟିଠାରେ ଗତ ୭ ତାରିଖରେ ଜାତୀୟ ରାଜପଥ ୨୦ର ମେଲଣ ନିକଟରେ ବନ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ…

3 years ago

ବିଲରେ ଟଳି ପଡିଲେ ଚାଷୀ: ଅଂଶୁଘାତରେ ମୃତ୍ୟୁ ଆଶଙ୍କା 

ପାଟଣା,୨୧।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଯମୁନାପଶି ଗ୍ରାମର ଜଣେ ବ୍ୟକ୍ତି  ବିଲକୁ ଯାଇଥିବା ବେଳେ ବିଲରେ ପଡି ମତ୍ୟୁ ବରଣ କରିଛନ୍ତି। ମୃତକ…

3 years ago