ଦଲାଲଙ୍କ କବ୍ଜାରେ ବାଲେଶ୍ୱରର ୧୦ ଶିଶୁଶ୍ରମିକ, ଧାନ କାଟିବାକୁ ଆସି…
ମହାକାଳପଡ଼ା,୧୭ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଧାନ କାଟିବା ଆରମ୍ଭ ହୋଇଛି। ଏହି ଅବସରରେ ଧାନ କାଟିବା ପାଇଁ ଶ୍ରମିକଙ୍କ ଅଭାବ ଯୋଗୁ ଲୋକେ ବାହାର ଜିଲାର ଶ୍ରମିକମାନଙ୍କୁ ଆଣି ଧାନକଟାରେ ନିୟୋଜିତ କରୁଛନ୍ତି। ଏହାର…
ଆଇନମନ୍ତ୍ରୀଙ୍କ ବଡ଼ ଘୋଷଣା: କେନ୍ଦ୍ରାପଡ଼ା ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ…
କେନ୍ଦ୍ରାପଡ଼ା,୧୬ା୧୧: କେନ୍ଦ୍ରାପଡ଼ା ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ବଳଦେବଜୀଉଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସମୀକ୍ଷା ପରେ ଆଇନମନ୍ତ୍ରୀଙ୍କ ଏହି ସୂଚନା ଦେଇଛନ୍ତି।…
ରାତିରେ ପରିସ୍ରା କରିବାକୁ ଉଠିଥିଲେ ଯୁବକ, ଗୁଳିମାଡ଼ କଲେ ଗୋଚାଲାଣକାରୀ
କେନ୍ଦ୍ରପଡ଼ା,୧୪ା୧୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ଗୋଚାଲାଣକାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସମୟରେ ଧରାପଡ଼ି ଜେଲ୍ ଯାଉଥିଲେ ମଧ୍ୟ ଏହା ବନ୍ଦ ହେଉନାହିଁ। ଗୁରୁବାର ରାତିରେ ଏପରି ଏକ ଦୌରାତ୍ମ୍ୟ ଘଟଣା ସଦର ଥାନା ଗଣ୍ଡାକିଆ ନିକଟ ନରଣପୁର ଗ୍ରାମରେ…
ପ୍ରେମ ନିବେଦନ କରି ବନ୍ଧାହେଲେ କନ୍ଷ୍ଟେବଳ
ମାର୍ଶାଘାଇ,୧୩।୧୧ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଜଣେ ବିବାହିତା ମହିଳାଙ୍କୁ ବାରମ୍ବାର ପ୍ରେମ ନିବେଦନ କରିବା, ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ଜୀବନରେ ମାରିଦେବା ଆଦି ଧମକ ଦେବା ଅଭିଯୋଗରେ ଜଣେ କନ୍ଷ୍ଟେବଲଙ୍କୁ ବୁଧବାର କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ପୋଲିସ ଗିରଫ ପରେ…
ମିଳୁନି ସୁନାଘାସ ନାଳିଆ: ଚିନ୍ତାରେ ବୁଣାକାର ପରିବାର
ମହାକାଳପଡ଼ା, ୧୨ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍ ଉପକୂଳ ଅଞ୍ଚଳ ନଦୀ ନାଳଘେରା ଜଙ୍ଗଲ ମଧ୍ୟରେ ପ୍ରଚୁର ପରିମାଣରେ ସୁନାଘାସ ନାଳିଆ ବିଲୁପ୍ତହେବାକୁ ବସିଲାଣି। ନାଳିଆ ଏକ ଶକ୍ତ ଘାସ, ଲୁଣା ହେନ୍ତାଳ ଜଙ୍ଗଲ ଅବକ୍ଷୟ ରୋକିବାରେ ସହାୟକ ହୋଇଥାଏ।…
ଦିଲ୍ଲୀ ବିସ୍ଫୋରଣ ପରେ ଉପକୂଳରେ ହାଇ ଆଲର୍ଟ
ମହାକାଳପଡ଼ା, ୧୧ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ):ଦିଲ୍ଲୀରେ ଆତଙ୍କବାଦୀଙ୍କ ବିସ୍ଫୋରଣ ପରେ ଓଡ଼ିଶାର ସମ୍ବେଦନଶୀଳ ସ୍ଥାନଗୁଡିକରେ ହାଇ ଆଲର୍ଟ ଜାରି କରାଯାଇଛି। ଉପକୂଳ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କଟରିଆଙ୍କ ନିର୍ଦ୍ଦେଶକ୍ରମେ…
ସର୍ପଦେବୀ ରୂପେ ପୂଜା ପାଆନ୍ତି ମା’ ମନସା: ଧର୍ମନିକିତିରେ ଏଠି ଓଜନ ହୁଅନ୍ତି ଶିଶୁ, କାରଣ ଜାଣିଲେ…
ମହାକାଳପଡ଼ା,୧୦ା୧୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପିତାପାଟ ଗାଁରେ ପୂଜା ପାଆନ୍ତି ଅକାଳ ବୋଧନ ସର୍ପ ଦେବୀ ମା’ ମନସା। ୨୯ ବର୍ଷ ପୂର୍ବେ କାର୍ତ୍ତିକ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ୨ ପରିବାରରେ ଦିନେ ଦୁଇ…
ସରକାରୀ ଜମି ଜବରଦଖଲ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅଧିକାରୀଙ୍କ ଫୁ
ପଟ୍ଟାମୁଣ୍ଡାଇ, ୮ା୧୧ (କଳ୍ପତରୁ ନାୟକ):ସରକାରୀ ଜମିରୁ ଜବରଦଖଲ ଓ ଏହାର ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସଙ୍ଗକୁ ସରକାର ପ୍ରାଥମିକତା ଦେଇ ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ ଫଳପ୍ରଦ ପଦକ୍ଷେପ ନିଆଯାଉଛି ବୋଲି ଅକ୍ଟୋବର ୨୯ରେ…
ଗହୀରମଥାରେ ପେଣ୍ଟଡ୍ ଷ୍ଟ୍ରକ୍: ସୁରକ୍ଷିତ ଆଶ୍ରୟ ପାଲଟିଛି ଲୁଣା ହେନ୍ତାଳ ଜଙ୍ଗଲ
ମହାକାଳପଡ଼ା, ୮ା୧୧ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍ ଅଞ୍ଚଳ ଜୈବ ବିବିଧତା ପରିବେଷ୍ଟିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଲୁଣା ହେନ୍ତାଳ ଜଙ୍ଗଲ ଅଞ୍ଚଳ ଖୁବ୍ ମନୋରମ। ଏଠାରେ ପ୍ରାକୃତିକ ଶୋଭା ମନମୁଗ୍ଧକର ଶୋଭା ବର୍ଦ୍ଧନକରେ ବିଭିନ୍ନ ଦେଶୀ ବିଦେଶୀ…
ମନ୍ଥରଗତିରେ ରାମଚଣ୍ଡୀ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ନିର୍ମାଣକୁ ନେଇ ଅନିଶ୍ଚିତତା
ମହାକାଳପଡ଼ା, ୨ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ରାମନଗରସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରର ୨ ବର୍ଷ ପୂର୍ବେ ସୌନ୍ଦର୍ଯ୍ୟକରଣ ଓ ନିର୍ମାଣ କାର୍ଯ୍ୟ ୬ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟ ଅଟକଳରେ ଆରମ୍ଭ…
ବାଉଁଶ ଟାୱାର, ଟ୍ରଲର ଗାଞ୍ଜ ଜାଲ କଇଁଛ ପାଇଁ ବିପଦ
ମହାକାଳପଡ଼ା,୩୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଶ୍ୱପ୍ରସିଦ୍ଧ ଅଲିଭ୍ରିଡ୍ଲେ କଇଁଛମାନଙ୍କ ଅନ୍ତୁଡ଼ିଶାଳ ବୋଲି ଗହୀରମଥା ପରିଚିତ। ପ୍ରଶାନ୍ତମହାସାଗରରୁ ଯୋଜନ ଯୋଜନ ମାଇଲ ପଥ ଅତିକ୍ରାନ୍ତ କରି ନିଜ ଜନ୍ମମାଟି ଗହୀରମଥାକୁ ସେମାନେ ଛୁଟି ଆସନ୍ତି। ଏହି ସାମୁଦ୍ରିକ ଅଭୟାରଣ୍ୟ ଉଷ୍ମ ଜଳବାୟୁ ବାଲୁକା ଶଯ୍ୟାରେ…
ଝଡ଼ ‘ମୋନ୍ଥା’ ଆଶଙ୍କାରେ ଜିଲାବାସୀ, ସମୁଦ୍ର ତଟକୂଳବାସୀଙ୍କୁ ସତର୍କ ସୂଚନା
କେନ୍ଦ୍ରାପଡ଼ା,୨୭ା୧୦ (ଜଗନ୍ନାଥ ଧଳ): ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ମୋନ୍ଥା ଏବେ ବଙ୍ଗୋପସାଗର ମଧ୍ୟରେ ଅବପାତର ରୂପ ନେଇଛି। ଏହି ଝଡ଼ର ପ୍ରଭାବ କେନ୍ଦ୍ରାପଡ଼ା ଜିଲାରେ ପଡ଼ିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରୁଛନ୍ତି। ଆସନ୍ତା ୨୮ ତାରିଖ ସୁଦ୍ଧା ସାମୁଦ୍ରିକ ଝଡ଼…
Archives


