ଉଗ୍ରରୂପ ନେଲା ଖରସ୍ରୋତା ଜଳ ବିବାଦ: ପୋଲିସ-ପ୍ରକଳ୍ପ ବିରୋଧୀ ଧସ୍ତାଧସ୍ତି
ଆଳି,୧୨ା୮(ଡି.ଏନ୍.ଏ.): ଖରସ୍ରୋତା ନଦୀ ପାଣି ବିବାଦ ଗୁରୁବାର ଉଗ୍ର ରୂପ ନେଇଛି। ଆନ୍ଦୋଳନକାରୀ ଚାନ୍ଦବାଲି ରାସ୍ତାର କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅଚ୍ୟୁତପୁରଠାରେ ରାସ୍ତାରୋକୋ କରିଛନ୍ତି । ଏଥିସହିତ କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ବରୁଣାଡିହା ପାଣି ପ୍ରକଳ୍ପ ସ୍ଥାନକୁ ଯାଉଥିବା ଗାଡ଼ି…
ଖରସ୍ରୋତା ବଞ୍ଚାଅ ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ଟେକିନେଲା ପୋଲିସ
ଆଳି,୧୦।୮(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହାଠାରେ ଖରସ୍ରୋତା ନଦୀ ବଞ୍ଚାଅ ଆନ୍ଦୋଳନସ୍ଥଳରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି। ପ୍ରଶାସନର ସିଆରପିସି ଧାରା ୧୪୪କୁ ଅମାନ୍ୟ କରି ଆନ୍ଦୋଳନକାରୀ ମେଗା ପାନୀୟ ଜଳ ପ୍ରକଳ୍ପର ପାଣିଉଠା ସ୍ଥାନକୁ ଯାଉଥିବା ବେଳେ ଜିଲା…
ରାଜକନିକାର ୩ ପଞ୍ଚାୟତରେ ୧୪୪ ଧାରା ଜାରି
କେନ୍ଦ୍ରାପଡା ଅଫିସ,୧୦।୮: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡ଼ିହା ନିକଟ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାନୀୟ ଜଳ ଯୋଗାଣ ହେବ। ତେବେ ଏହି ପ୍ରକଳ୍ପକୁ ଆଳି ଓ ରାଜକନିକା ବ୍ଲକବାସୀ ବିରୋଧ କରୁଛନ୍ତି। ଏ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି…
ବିଲ ଫାଟି ଆଁ, ମରୁଡ଼ି ଆଶଙ୍କା
ରାଜନଗର,୯।୮ (ଡି.ଏନ.ଏ.)ଚଳିତବର୍ଷ ଅନିୟମିତ ବୃଷ୍ଟିପାତ ଯୋଗୁ ଚାଷୀକୁଳ ହତାଶ ହୋଇପଡିଛନ୍ତି। ଜୁନ ପ୍ରଥମ ସପ୍ତାହରେ ମୌସୁମୀର ଆଗମନ ଚାଷୀମାନଙ୍କୁ ଆନନ୍ଦିତ କରିଥିଲା। ହଠାତ୍ ଜୁଲାଇ ପ୍ରଥମ ସପ୍ତାହରୁ ମୌସୁମୀ ଉଭାନ ହୋଇଗଲା। ଆଷାଢ଼ ଯାଇ ଶ୍ରାବଣ ଚାଲିଛି। ଶ୍ରାବଣରେ ବିଲ ପୋଖରୀ…
ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ
ଆଳି,୭।୮(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋକୁ ଜଣେ ଯୁବକ ସୋସିଆଲ ମିଡିଆରେ ଭାଇରଲ କରିଥିବା ଅଭିଯୋଗ ଆସିଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଜଣେ ଯୁବତୀ…
ଡାଙ୍ଗମାଳରେ ପର୍ଯ୍ୟଟକଙ୍କୁ ମିଳିବ ନୌବିହାର ସୁବିଧା
ରାଜନଗର,୬ା୮(ଡି.ଏନ.ଏ.): ବିଶ୍ୱ ପ୍ରସିଦ୍ଧ ଭିତରକନିକାକୁ ପରିଭ୍ରମଣରେ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଚଳିତବର୍ଷ ରାଜନଗର ବନ ବିଭାଗ ପକ୍ଷରୁ ନୌବିହାର ନିମିତ୍ତ ସ୍ବତନ୍ତ୍ର ସୁବିଧା କରାଯାଇଛି। ଆଗନ୍ତୁକ ପର୍ଯ୍ୟଟକମାନଙ୍କୁ ଜାତୀୟ ଉଦ୍ୟାନ ସମେତ ନୌବିହାର ସମୟରେ ପ୍ରକୃତିର ଅନବଦ୍ୟ ଉପହାରକୁ…
ମରୁଡ଼ି କବଳରେ କେନ୍ଦ୍ରାପଡ଼ାର ଧାନଚାଷ
କେନ୍ଦ୍ରାପଡ଼ା ଅଫିସ,୬।୮: ବାତ୍ୟା ୟାସ୍ ବ୍ୟତୀତ ଫେବୃୟାରୀଠାରୁ କେନ୍ଦ୍ରାପଡ଼ା ଜିଲାରେ ସ୍ବାଭାବିକ ବର୍ଷା ହୋଇନାହିଁ। ମୌସୁମୀ ପ୍ରବେଶକୁ ଇତିମଧ୍ୟରେ ଦେଢ଼ ମାସ ବିତିଯାଇଥିଲେ ମଧ୍ୟ ବର୍ଷା ଅଭାବରୁ ଚଳିତବର୍ଷ ଖରିଫ ଧାନ ଚାଷ ପ୍ରଭାବିତ ହେବା ଆଶଙ୍କା ପ୍ରକାଶ ପାଇଛି। ଜୁଲାଇରେ…
ସାର ଚିନ୍ତାରେ ଡେରାବିଶର ଚାଷୀ
ଡେରାବିଶ,୬।୮(ସ୍ବ.ପ୍ର.): ଡେରାବିଶ ବ୍ଲକ ଅଞ୍ଚଳରେ ସାରର ଅଭାବ ଦେଖାଦେଇଥିବାରୁ ଚାଷୀମାନେ ଚିନ୍ତାରେ ରହିଛନ୍ତି। ଚଳିତ ଖରିଫ ଚାଷ ସମୟରେ ପ୍ରତ୍ୟେକ ସମବାୟ ସମିତି ଜରିଆରେ ଚାଷୀମାନଙ୍କୁ ସରକାରୀ ଧାର୍ଯ୍ୟ ଦରରେ ସାର ଯୋଗାଇ ଦିଆଯିବ ବୋଲି ନିର୍ଦ୍ଦେଶନାମା ରହିଛି। ମାତ୍ର ଡେରାବିଶ…
ବିକାଶଠୁ ଦୂରରେ ହୁକିଟୋଲା ଦ୍ୱୀପ
ମହାକାଳପଡ଼ା,୬।୮(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ବଙ୍ଗୋସାଗର ପାଶର୍ବ ଏକ ନିର୍ଜନ ସ୍ଥାନରେ ବ୍ରିଟିଶ ସରକାରଙ୍କ ଦ୍ୱାରା ହୁକିଟୋଲା ଦ୍ୱୀପନିର୍ମାଣ କରାଯାଇଥିଲା। ଏହି ଐତିହ୍ୟ ସ୍ଥଳର ବିକାଶ ବହୁ ଦୂରରେ ରହିଥିବା ଅଭିଯୋଗ ହେଉଛି। ସୂଚନା…
ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା, ରାତ୍ରି ରହଣିକୁ ନାହିଁ ଅନୁମତି
କେନ୍ଦ୍ରାପଡ଼ା ଅଫିସ, ୫।୮: ଭିତରକନିକା ଜାତୀୟ ଉଦ୍ୟାନ ଦୀର୍ଘ ତିନି ମାସ ଧରି ବନ୍ଦ ରହିଥିଲା। ଏହା ଗୁରୁବାର ଖୋଲିଛି। କରୋନାର ଦ୍ୱିତୀୟ ଲହର ଯୋଗୁ ମେ ୧ ତାରିଖରୁ ଭିତରକନିକାକୁ ବନ୍ଦ ରଖାଯାଇଥିଲା । ରାଜ୍ୟ ସରକାରଙ୍କ ଅଗଷ୍ଟ ଗାଇଡଲାଇନ୍…
ଅନଙ୍ଗଭୀମ ଦେବଙ୍କ ସମୟରୁ ରସାବଳି ଭୋଗ
କେନ୍ଦ୍ରାପଡ଼ା ଅଫିସ,୨।୮: କେନ୍ଦ୍ରାପଡ଼ା ରସାବଳିର ସ୍ଥାନୀୟ ଭୌଗୋଳିକ ସଙ୍କେତ ବା ଜିଓଗ୍ରାଫିକାଲ ଇଣ୍ଡିକେଶନ (ଜିଆଇ)ର ଟ୍ୟାଗ୍ ପାଇଁ ନୂଆଦିଲ୍ଲୀରେ ସ୍ବର ଉଠିଛି। ଗବେଷକଙ୍କ ଅନୁସନ୍ଧାନ ଅନୁଯାୟୀ ଅନଙ୍ଗଭୀମ ଦେବଙ୍କ ସମୟରୁ ତୁଳସୀକ୍ଷେତ୍ରର ଭୋଗ ଭାବେ ଶ୍ରୀବଳଦେବଜୀଉଙ୍କୁ ପ୍ରତ୍ୟହ ୩୨ ରସାବଳି ଲାଗି…
୫ରୁ ଖୋଲିବ ଭିତରକନିକା
କେନ୍ଦ୍ରାପଡ଼ା ଅଫିସ,୧ା୮: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଦୀର୍ଘ ୩ ମାସର ବ୍ୟବଧାନ ପରେ ଆସନ୍ତା ୫ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବା ନେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।…
Archives


