କେନ୍ଦ୍ରାପଡ଼ା

ଭିତରକନିକାରେ ୟୁଏନ୍‌ଡିପି, ଏକ୍ରିକ୍‌ ପ୍ରତିନିଧି ଦଳ

ରାଜନଗର, ୧୦।୮(ଡି.ଏନ.ଏ.):  ଓଡ଼ିଶାରେ ୨୫୮.୫୯ ବର୍ଗ କିମି ଲୁଣା ଜଙ୍ଗଲ ଥିବା ବେଳେ କେବଳ ଭିତରକନିକାରେ ୮୧ ପ୍ରତିଶତ ରହିଛି। ବ୍ରାହ୍ମଣୀ, ବୈତରଣୀ ଅବବାହିକାରେ ବିସ୍ତୁତ ହୋଇଥିବା…

4 years ago

ରୋଜଗାରର ବାଟ ଦେଖାଇଛି କାଇଁଚ ରାଖୀ

କେନ୍ଦ୍ରାପଡ଼ା ଅଫିସ, ୧୦।୮: ଆସନ୍ତା ୧୧ ତାରିଖରେ ରାଖୀ ପୂର୍ଣ୍ଣିମା। ଭାଇ ଓ ଭଉଣୀଙ୍କ ପାଇଁ ଏହି ଦିନଟି ସ୍ବତନ୍ତ୍ର। ଭାଇ ହାତରେ ଭଉଣୀ ରାଖୀ ପିନ୍ଧାଇ…

4 years ago

ଦାମୋଦରପାଟଣା-ବିଦ୍ରୁପା ରାସ୍ତା ପାଲଟିଛି ମରଣଯନ୍ତା

ପଟ୍ଟାମୁଣ୍ଡାଇ, ୧୦।୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଓ ଯାଜପୁର ଜିଲା ମଧ୍ୟ ଦେଇ ଯାଇଥିବା ଦାମୋଦରପାଟଣା-ବିଦ୍ରୁପା ସଂଯୋଗୀକରଣ ରାସ୍ତା ଏକ ଗୁରୁତ୍ୱପୂର୍ଣ୍ଣ ମାନ୍ୟତା ପାଇଛି। ମାତ୍ର ଆବଶ୍ୟକ ମରାମତି ଅଭାବରୁ ଏହି…

4 years ago

ସାମୁଦ୍ରିକ ଝଡ଼, ମୃତ୍ତିକା ଅବକ୍ଷୟ ରୋକୁଛି ହେନ୍ତାଳ ଜଙ୍ଗଲ

ମହାକାଳପଡ଼ା,୧୦।୮ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ସାମୁଦ୍ରିକ ଝଡ଼, ଉପକୂଳ ମୃତ୍ତିକା ଅବକ୍ଷୟ ରୋକିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି…

4 years ago

ବିହନ, ବର୍ଷା ପରେ ସାର ଚିନ୍ତାରେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୯ା୮:୨୦୨୧ ଅର୍ଥନୈତିକ ସର୍ଭେରେ ରାଜ୍ୟର ୨୯ତମ ଖରିଫ ଧାନ ଉପତ୍ାଦନକାରୀ ଭାବେ କେନ୍ଦ୍ରାପଡ଼ା ଜିଲା ଅଛି। ଜଳ ପରିଚାଳନା ଏହାର ମୁଖ୍ୟ କାରଣ ହୋଇଥିବା…

4 years ago

ଦୁଇ ସାମାଜିକ କର୍ମୀ ରାଜ୍ୟସଂଘକୁ ଚୟନ

ଢେଙ୍କାନାଳ ଅଫିସ,୮ା୮: ଢେଙ୍କାନାଳ ଜିଲାର ଦୁଇଜଣ ସାମାଜିକ କର୍ମୀ ରାଜ୍ୟ ସମାଜସେବୀ ମହାସଂଘକୁ ମନୋନୀତ ହୋଇଛନ୍ତି। ସେମାନେ ହେଲେ ବଜରଙ୍ଗ କ୍ଲବର ସଭ୍ୟ ସନ୍ଦୀପ ଷଡ଼ଙ୍ଗୀ ଏବଂ…

4 years ago

ମହାକାଳପଡ଼ା ଦେଇ ଯିବ ଗ୍ରୀନ୍‌ଫିଲ୍ଡ ରାଜପଥ

ମହାକାଳପଡ଼ା,୮ା୮ (ଡି.ଏନ୍‌. ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳ ଦେଇ ନିର୍ମାଣ ହେବ ଗ୍ରୀନ ଫିଲ୍ଡ ରାଜପଥ। ଏହି ରାଜପଥ ନିର୍ମାଣ ହେଲେ ସମୁଦ୍ର ଉପକୂଳ…

4 years ago

ମାଳ ମାଳ ଅଭିଯୋଗ, ଲୋକଙ୍କୁ ମିଳୁନି ନ୍ୟାୟ

ପଟ୍ଟାମୁଣ୍ଡାଇ,୮ା୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲକୁ ମାଳ ମାଳ ଅଭିଯୋଗ ଆସୁଛି, ହେଲେ ସମାଧାନ ହେଉନି। ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ସ୍ଥାନୀୟ ଜନସାଧାରଣ। ଏମିତି କି…

4 years ago

ଖଡ଼ଇଣ୍ଟା ପ୍ରାଣୀ ଚିକିତ୍ସା କେନ୍ଦ୍ର ପାଲଟିଛି ଭୂତକୋଠି

ପଟ୍ଟାମୁଣ୍ଡାଇ,୮ା୮(ସ୍ବ.ପ୍ର.): ଗ୍ରାମାଞ୍ଚଳରେ ଗୋରୁ, ଛେଳି, ମେଣ୍ଢା, କୁକୁଡ଼ା, ମଇଁଷି ଆଦି ପ୍ରାଣୀ ସମ୍ପଦଙ୍କ ଚିକିତ୍ସା ଦିଗରେ ସରକାରଙ୍କ ବିଭିନ୍ନ ପଦକ୍ଷେପ କେବଳ କାଗଜକଲମରେ ହିଁ ସୀମିତ ହୋଇ…

4 years ago

ଲୋକାର୍ପଣ ପରେ କେନାଲ ଶୁଖିଲା

କେନ୍ଦ୍ରାପଡ଼ା ଅଫିସ,୮ା୮: ମହାନଦୀ-ଚିତ୍ରୋପତ୍ଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପ ଗତ ମେ ୧୮ରେ ଉଦ୍‌ଘାଟନ ହୋଇଥିଲା। ଗରଦପୁର ବ୍ଲକ କଳାବୋଦାଠାରେ ଆୟୋଜିତ ଉତ୍ସବ ରାଜ୍ୟ ଜଳସମ୍ପଦ ବିଭାଗ ମନ୍ତ୍ରୀ…

4 years ago