କନ୍ଧମାଳ

ଅପହଞ୍ଚ ସାକାଡି ଗ୍ରାମବାସୀଙ୍କୁ ଭେଟିଲେ ଫୁଲବାଣୀ ବିଧାୟକ

ଖଜୁରିପଡା,୨୪ା୫ (ବିଦୁର ବେହେରା) – କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ଦଳପଡ଼ା ପଞ୍ଚାୟତର ଅପହଞ୍ଚ ଇଲାକା ଭାବେ ପରିଚିତ ସାକାଡି ଗ୍ରାମକୁ ଫୁଲବାଣୀ ବିଧାୟକ ଉମା ଚରଣ ମଲିକ ଗସ୍ତ କରି ସେଠାରେ ବସବାସ କରୁଥିବା ୧୬ ପରିବାରଙ୍କ ସହ ଆଲୋଚନା…

ପଛୁଆବର୍ଗଙ୍କୁ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ, କୃତଜ୍ଞତା ଜଣାଇଲା ଭାଜପା

ରାଇକିଆ,୨୪ା୫(ପ୍ରଦୀପ ବେହେରା): ଓଡ଼ିଶାରେ ପ୍ରଥମଥର ପାଇଁ ପଛୁଆବର୍ଗଙ୍କୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଂରକ୍ଷଣ ପ୍ରଦାନ କରଯାଇଛି। ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ପଛୁଆବର୍ଗଙ୍କୁ ସଂରକ୍ଷଣ କ୍ଷେତ୍ରରେ ଅଣଦେଖା କରାଯାଉଥିଲା। ବାରମ୍ବାର ଦାବି ସତ୍ତ୍ୱେ ତତ୍କାଳୀନ ସରକାର ଏଥିପ୍ରତି କର୍ଣ୍ଣପାତ କରୁ ନ ଥିଲେ। ପ୍ରଥମଥର ପାଇଁ ଶିକ୍ଷାକ୍ଷେତ୍ରରେ…

ମଝି ରାସ୍ତାରେ ଓଲଟିଲା କାର୍‌

ଖଜୁରିପଡ଼ା,୨୩ା୫ (ବିଦୁର ବେହେରା): ଖଜୁରିପଡ଼ା ଥାନା ଅନ୍ତର୍ଗତ ସମ୍ବରଡେଗାରେ ଏକ କାର୍‌ (ଓଡି୦୨ଏଓ୍ବାଇ ୬୮୩୩) ଭାରସାମ୍ୟ ହରାଇ ଓଲଟି ପଡ଼ିଛି। କାର୍‌ଟି ଗୁରୁବାର ରାତିରେ ଫୁଲବାଣୀ ଆଡୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ସକାଳେ ଅଞ୍ଚଳବାସୀ ଦେଖି ପୋଲିସକୁ ଖବର ଦେବା ପରେ…

ଚଞ୍ଚକତା କରି  ହାତେଇ ନେଇଥିଲେ ରାଶନ କାର୍ଡ, ଆଉ ଏବେ…

ଖଜୁରିପଡ଼ା,୨୩ା୫ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ରେ ଅନେକ ଅଯୋଗ୍ୟ ହିତାଧିକାରୀ ଚଞ୍ଚକତା କରି  ରାଶନ କାର୍ଡ ହାତେଇ ନେଇଥିଲେ। ଯାହାକୁ ନେଇ ଖବର ପ୍ରକାଶ ପାଇବା ପରେ ବ୍ଲକ୍‌ ପ୍ରଶାସନ ତତ୍ପର ହୋଇ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କର ରାଶନ…

ଭତ୍ତା ଖାତାରେ ୧୪୦୦ ଟଙ୍କା, ହିତାଧିକାରୀଙ୍କୁ ମିଳିଛି ୧୨୦୦ ଟଙ୍କା, ପଚାରିବାରୁ…

ତୁମୁଡ଼ିବନ୍ଧ,୨୩ା୫(ଦୀପକ କୁମାର ପରାସେଠ୍‌): ଗ୍ରୀଷ୍ମ ପ୍ରଭାବରେ ଭତ୍ତା ହିତାଧିକାରୀଙ୍କ ସୁରକ୍ଷାକୁ ନେଇ ସରକାର ଚଳିତ ମାସ ଜୋତା ଓ ଛତା ପାଇଁ ୪୦୦ଟଙ୍କା ମିଶାଇ ଭତ୍ତା ବଣ୍ଟନ କରା ଯିବା ପାଇଁ ନିର୍ଦ୍ଦେଶ ରହି ଥିବାବେଳେ ଖାତାରେ ୧୪୦୦ ଟଙ୍କା ଲେଖାଯାିଛି।…

‘ଅପରେଶନ ସିନ୍ଦୂର’ରେ ଭାରତୀୟ ସେନାର ସଫଳତା ନେଇ ଦାରିଙ୍ଗବାଡ଼ିବାସୀ ଦେଖାଇଲେ ଦେଶପ୍ରେମ

ଦାରିଙ୍ଗବାଡ଼ି,୨୨ା୫(ଅରୁଣ ସାହୁ): ପହଲଗାମରେ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟାର ପ୍ରତିବାଦରେ ଭାରତ ଏହାର ଜବାବ ପାକିସ୍ଥାନକୁ ତା’ରି ଭାଷାରେ ଦେଇଥିଲା। ଏଥିରେ ପାକିସ୍ଥାନର ଆତଙ୍କୀ ଶିବିର ସହ ଏୟାରବେସ୍‌ ଓ ଅନେକ କିଛି କ୍ଷତି ହୋଇଥିଲା। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ଥାନ…

ଯୁକ୍ତ ୨ କଳାରେ ମୁନି ସାହୁ, ବିଜ୍ଞାନରେ ଏନ୍‌. ସାଇନି ରାଇକିଆ ବ୍ଲକ ଟପ୍ପର

ରାଇକିଆ,୨୨।୫(ପ୍ରଦୀପ ବେହେରା ): ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। କନ୍ଧମାଳ ଜିଲା ରାଇକିଆ ବ୍ଲକରେ ଦୁଇଟି ମହାବିଦ୍ୟାଳୟର ଛାତ୍ରୀ କଳା ଏବଂ ବିଜ୍ଞାନ ବିଭାଗରେ ଟପ୍ପର ହୋଇଛନ୍ତି।…

ଗ୍ରୀଷ୍ମ ଛୁଟିରେ ବଢୁଛି ପିଲାମାନଙ୍କ କ୍ରିୟାଶୀଳତା: ଅଭିଭାବକଙ୍କ ସହ ବୁଲୁଛନ୍ତି ପର୍ଯ୍ୟଟନ କ୍ଷେତ୍ର

ଦାରିଙ୍ଗବାଡି, ୨୨।୫ (ଅରୁଣ ସାହୁ): ଏବେ ଗ୍ରୀଷ୍ମ ଛୁଟି ଚାଲିଛି। ବିଭିନ୍ନ ବିଦ୍ୟାଳୟ ଓ ଛାତ୍ରାବାସ ଛୁଟି ରହିଥିବାରୁ ପିଲାମାନେ ଏବେ ଅଧିକାଂଶ ଘରେ ରହିଛନ୍ତି। ଏହି ସମୟରେ ପିଲାମାନଙ୍କ ବିଭିନ୍ନ କ୍ରିୟାଶୀଳତା ଦେଖିବାକୁ ମିଳୁଛି। କିଛି ଶିଶୁ ନିଜ ଅଭିଭାବକଙ୍କ…

ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ, ସୁଯୋଗ ନେଇ ଘରେ…

ଖଜୁରିପଡ଼ା,୨୧ା୫ (ବିଦୁର ବେହେରା): ଖଜୁରିପଡ଼ା ପଞ୍ଚାୟତ ପାଖ ଏକ ଶିକ୍ଷୟିତ୍ରୀଙ୍କ ଘରୁ ଚୋର କଳାକନା ବୁଲାଇଥିବା ଅଭିଯୋଗ ହୋଇଛି। ଖଜୁରିପଡ଼ା ୟୁପି ଗାଲସ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ କୁମକୁମ ଆଚାର୍ଯ୍ୟ ବୁଧବାର ଖଜୁରିପଡ଼ା ଥାନରେ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ…

ପୁଣି ଦେଶକୁ ଫେରିଲା କରୋନା: ଅଧାରେ ଅଟକିଲା ଶଙ୍କରଙ୍କ ଚାରିଧାମ ଯାତ୍ରା

ଦାରିଙ୍ଗବାଡ଼ି,୨୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶଙ୍କରଙ୍କ ଚାରିଧାମ ଯାତ୍ରା ଅଧାରୁ ଅଟକିଛି। ସେ ବୁଧବାର ହରିୟାଣାର ସଫଲାଠାରୁ ନିଜ ଯାତ୍ରାକୁ ବନ୍ଦ କରିଛନ୍ତି। ଘରୁ ବାହାରିବାର ୫୯ ଦିନରେ ତାଙ୍କ ଯାତ୍ରା ବନ୍ଦ ହୋଇଯାଇଛି। ସେ ଆଗକୁ ଯାତ୍ରାରେ ଯିବା…

ଗାଁରେ ଜଳ ସମସ୍ୟା: ଗଭୀର କୂଅରୁ ପାଣିକାଢ଼ିଦେଲେ  ପାରଳା ବିଧାୟକ 

ଗଜପତି,୨୧।୫(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ନାମନଗଡ଼ ପଞ୍ଚାୟତର କ୍ଷେତଡା ଗ୍ରାମରେ ଚାଲିଛି ଠାକୁରାଣୀ  ଯାତ୍ରା। ଏଥିରେ ଯୋଗଦେବାପାଇଁ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଯିବା ସମୟରେ ଗ୍ରାମବାସୀ ପାନୀୟ ଜଳ ସମସ୍ୟା ବିଷୟରେ ତାଙ୍କୁ ଅବଗତ କରାଇଥିଲେ।…

Video: ଲାଞ୍ଚ ନ ଦେଲେ ପ୍ରମାଣପତ୍ର ରଦ୍ଦ: ତହସିଲ କାର୍ଯ୍ୟାଳୟରେ ହାତଗୁଞ୍ଜା କାରବାରର ଭିଡିଓ ଭାଇରାଲ

ଦାରିଙ୍ଗବାଡି, ୨୧।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କୁ ଲାଞ୍ଚ ନ ଦେଲେ କୌଣସି କାର୍ଯ୍ୟ ହେଉନାହିଁ। ବିଶେଷ କରି ଏବେ ପିଲାମାନଙ୍କ ଶିକ୍ଷା ପାଇଁ ଆବଶ୍ୟକ ପ୍ରମାଣପତ୍ର ପାଇଁ ଅଭିଭାବକମାନଙ୍କ ଭିଡ଼ ଦେଖିବାକୁ ମିଳୁଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri