କନ୍ଧମାଳ

ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ତୁମୁଡିବନ୍ଧ,୧୪ା୭(ଦୀପକ କୁମାର ପରାସେଠ): ତୁମୁଡିବନ୍ଧ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ଗୁରୁବାର ତୁମୁଡିବନ୍ଧ ବନାଞ୍ଚଳର କବରା ନାଳ ପାହାଡ଼ରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ତୁମୁଡିବନ୍ଧ ବ୍ଲକ୍‌ ଅଧ୍ୟକ୍ଷା ବାସନ୍ତି ମାଝି ମୁଖ୍ୟ ଅତିଥି ଭାବେ ଓ…

୨୫ ଦିନରୁ ଉର୍ଦ୍ଧ ସମୟ ବିଏସଏନଏଲ ମୋବାଇଲ ସେବା ଅଚଳ: ତାତିଲେ ସିମନବାଡିର ଉପଭୋକ୍ତା

ଦାରିଙ୍ଗବାଡି, ୨୪।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରେ ଗତ ୨୫ ଦିନରୁ ଉର୍ଦ୍ଧ ସମୟ ହେଲା ବିଏସଏନଏଲର ମୋବାଇଲ ନେଟୱାର୍କ ସେବା ଅଚଳ ହୋଇପଡିଛି। ଫଳରେ ଉପଭୋକ୍ତା ମାନେ ଅସୁବିଧା ଭୋଗୁଛନ୍ତି । ଯାହାକୁ ନେଇ ଗୁରୁବାର…

ଅସ୍ଥାୟୀ ପୋଲ ଉପରେ ପାଣି: ରାଇକିଆ-ଦାରିଙ୍ଗବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ, ଜୀବନକୁ ବାଜି ଲଗାଇ…

ରାଇକିଆ,୨୩।୭(ପ୍ରଦୀପ ବେହେରା)- କନ୍ଧମାଳ ଜିଲା ରାଇକିଆ ବ୍ଲକ ମୁରୁଡ଼ିକୁପୁଡ଼ା ଠାରେ ଦାରିଙ୍ଗିବାଡି – ରାଇକିଆକୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଉଭୟ ପାର୍ଶ୍ୱରେ ଯାନବାହାନ ଅଟକି ରହିଛି…

ଆଗକୁ ୨୦୨୭ ନିର୍ବାଚନ: ଖଜୁରୀପଡ଼ା ବ୍ଲକ୍‌ ପରିଦର୍ଶନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଖଜୁରିପଡ଼ା,୨୩ା୮ ( ବିଦୁର ବେହେରା): ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ମଧୁସୂଦନ ପାଢ଼ୀ ବୁଧବାର ଖଜୁରିପଡ଼ା ବ୍ଲକ୍‌ ପରିଦର୍ଶନ କରିଛନ୍ତି। ୨୦୨୭ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବିଡ଼ିଓ ଶୁଭ ଦତ୍ତାତ୍ରେୟ ବାହିନୀପତିଙ୍କ ସହିତ ଅଫିସରେ ଆଲୋଚନା କରିଛନ୍ତି। ଏହି…

ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ହାତାହାତି: ଏକାଧିକ ଆହତ

ଦାରିଙ୍ଗବାଡ଼ି,୨୩ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜମିଜମାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସହ ହାତାହାତି ହୋଇଥିବା ଓ ଏଥିରେ ଉଭୟ ଗୋଷ୍ଠୀର ଏକାଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ…

ବିଏସଏନଏଲର ୪ଜି ସେବା ଅଚଳ: ରାସ୍ତା କଡ଼ରେ ବସି ଗର୍ଭବତୀଙ୍କ ଡାଟା ଅନଲାଇନରେ ଅପଲୋଡ଼ କରୁଛନ୍ତି ଅଙ୍ଗନାୱାଡି କର୍ମୀ

ଦାରିଙ୍ଗବାଡି, ୨୩।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ବିଏସଏନଏଲ ସେବା ବିପର୍ଯ୍ୟୟ ହୋଇପଡିଛି। କେଉଁଠି ୨୦ ଦିନରୁ ଉର୍ଦ୍ଧ୍ୱ ସମୟ ଧରି ବିଏସଏନଏଲ ସେବା ବାଧାପ୍ରାପ୍ତ ହେଇଥିବାବେଳେ ଆଉ କେଉଁଠି ବ୍ରଡ଼ବ୍ୟାଣ୍ଡ ଅଚଳ ହୋଇପଡୁଛି। ଆଉ କେଉଁଠି ୩ଜି ଏବଂ…

ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର କଲେ ବିବାହିତ ବ୍ୟକ୍ତି: ଅଭିଯୁକ୍ତଙ୍କୁ କେରଳରୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡି, ୨୩।୭ (ଅରୁଣ ସାହୁ): ସାରା ରାଜ୍ୟରେ ନାରୀ ନିର୍ଯାତନା, ଧର୍ଷଣ ଭଳି ଘଟଣା ବୃଦ୍ଧି ପାଉଥିବାବେଳେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି। ଜଣେ ଦିବ୍ୟାଙ୍ଗ ତଥା ମାନସିକ ଅନଗ୍ରସର…

ଗୁମାଡି ଡାଇଭର୍ଶନ ରାସ୍ତା ସୁରକ୍ଷା ଚିନ୍ତା: ଧୋଇଯିବା ଆଶଙ୍କାରେ ଚାଲିଛି ମରାମତି

ଦାରିଙ୍ଗବାଡି, ୨୩।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିଠାରୁ ବୁଡ଼ାଗୁଡାକୁ ସଂଯୋଗ କରୁଥିବା ପୂର୍ତ୍ତବିଭାଗ ରାସ୍ତାର ତିଲୋରୀ ପଞ୍ଚାୟତ ଗୁମାଡି ନଦୀ ଡାଇଭର୍ଶନ ରାସ୍ତାକୁ ଆହୁରି ସୁରକ୍ଷିତ ପାଇଁ ୨ ପାର୍ଶ୍ୱରେ ବାଲି ବସ୍ତା ଦିଆଯାଉଛି। ପ୍ରକାଶ ଯେ, ଉକ୍ତ…

୮ ମାସ ହେବ ବିଏସଏନଏଲ ସେବା ଅଚଳ: ଆନ୍ଦୋଳନ ପାଇଁ ସଜବାଜ ପଞ୍ଚାୟତବାସୀ

ଦାରିଙ୍ଗବାଡି, ୨୩।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତରେ ଦୀର୍ଘ ୮ ମାସ ହେଲା ବିଏସଏନଏଲର ମୋବାଇଲ ସେବା ଅଚଳ ହୋଇପଡିଛି। ଫଳରେ ଅଞ୍ଚଳରେ ଉପଭୋକ୍ତାମାନେ ବହୁ ହଇରାଣ ଭୋଗୁଛନ୍ତି। ବିଶେଷ କରି ଆଦିବାସୀ ଅଧ୍ୟ୍ୟୁଷିତ ଉକ୍ତ ପଞ୍ଚାୟତ…

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ଜଣକ ଜୀବନ, ୩ ଗୁରୁତର, ଆମ୍ବୁଲାନ୍ସ ନ ମିଳିବାରୁ ତେଜିଲା ଅସନ୍ତୋଷ

ରାଇକିଆ,୨୨।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଆଦର୍ଶ ବିଦ୍ୟାଳୟ ନିକଟ ବୁଲାଣି ରାସ୍ତାରେ ମଙ୍ଗଳବାର ୨ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ…

ଗୋଟିଏ ଦିନ ପୂର୍ବରୁ ଥିଲେ ନିଖୋଜ, ଆଜି ପୋଖରୀରୁ ମିଳିଳା ମୃତଦେହ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ ଦଡିବାଡ଼ି ଗ୍ରାମର ଯଶବନ୍ତ ନାୟକଙ୍କ (୫୦) ମୃତଦେହ ମଙ୍ଗଳବାର ସକାଳ ସମୟରେ ପୋଖରୀରୁ ଉଦ୍ଧାର କରାଯାଇଛି। ସୋମବାର ସେ ନିଖୋଜ ରହିଥିବା ବେଳେ ତାଙ୍କ ପୋଷାକ, ଚପଲ ଆଦି…

ସିମନବାଡ଼ିରେ ବ୍ୟକ୍ତି ନିଖୋଜ, ପୋଖରୀ ମୁଣ୍ଡରେ ରହିଛି ପୋଷାକ, ଚପଲ

ଦାରିଙ୍ଗବାଡି, ୨୧।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ ଦଡିବାଡି ଗ୍ରାମର ଜଣେ ବ୍ୟକ୍ତି ସକାଳ ଠାରୁ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତି ହେଲେ ଯଶୋବନ୍ତ ନାୟକ (୫୦) ବୋଲି ଜଣାପଡିଛି । ନିଖୋଜ ବ୍ୟକ୍ତିଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri