ଲୋକଙ୍କ ପାଖରେ ପହଞ୍ଚିଲେ ଜିଲାପାଳ: ଶୁଣିଲେ ୧୩୩ ଅଭିଯୋଗ, ପ୍ରତିଶ୍ରୁତି ଦେଇ କହିଲେ…
ଦାରିଙ୍ଗବାଡ଼ି,୧୯ା୫(ଅରୁଣ ସାହୁ): କନ୍ଧମାଳ ଗିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ସୋମବାର ଲୋକଙ୍କ ବିଭିନ୍ନ ଅଭିଯୋଗକୁ କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ଏବଂ ଏସ୍ପିଙ୍କ ମିଳିତ ଅଭିଯୋଗ ଶୁଣାଣି ହରିଶ ବି.ଶି ଶୁଣିଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ସାମୁହିକ ଏବଂ ବ୍ୟକ୍ତିଗତ ଶତାଧିକ...
ଡୁଲୁରୀ ପାଇନ୍ ବଣରେ ଭୋଜି କରି ଗ୍ରୀଷ୍ମଛୁଟିର ମଜା ନେଉଛନ୍ତି ପର୍ଯ୍ୟଟକ
ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): ପରିବାର ହୁଅନ୍ତୁ ବା ସାଙ୍ଗସାଥୀ ବନ୍ଧୁ ପରିଜନ ସେମାନଙ୍କ ସହ ସମୟ ବିତାଇବା ପାଇଁ ପ୍ରକୃଷ୍ଟ ସମୟ ହେଉଛି ବଣଭୋଜିର ଆସର। ଆଉ ଏହା କରିବା ପାଇଁ କେଉଁ ଭଲ ସ୍ଥାନ ଠିକ୍ ତାକୁ ଚୟନ କରବା...
ଖର୍ଚ୍ଚ ହେଲାଣି ୫୦ ଲକ୍ଷ ଟଙ୍କା, ଖୋଲୁନି ଏଗ୍ରୋ ମଲ୍, ଚାଷୀ ମହଲରେ ଅସନ୍ତୋଷ
ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏଗ୍ରୋ ମଲ୍ ଖୋଲିବାରେ ବିଳମ୍ବକୁ ନେଇ ଦେଖାଯାଇଛି ଅସନ୍ତୋଷ। ପ୍ରାୟ ୫୦ଲକ୍ଷ ଟଙ୍କା ବିନିମୟରେ ୨ ମହଲା ବିଶିଷ୍ଟ ଏହି ମଲ୍ ଠିଆ କରାଯାଇଥିବା ବେଳେ ଆହୁରି ୨୦ ଲକ୍ଷ ଖର୍ଚ୍ଚ କରାଯାଇ...
ସାଙ୍ଗମେଳରେ ଗାଧୋଇଯାଇଥିଲେ ୫ ବର୍ଷର ଶିଶୁ କନ୍ୟା , ଆଉ ଫେରିଲେନି ଘରକୁ …
ଖଜୁରୀପଡ଼ା,୧୭।୫(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ କାବର ଗାଁ ବନ୍ଧରେ ଗାଧୋଇବାକୁ ଯାଇ ଜଣେ ୫ ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଲୋଚନ ସାହୁଙ୍କ ଝିଅ ଅମ୍ରିତା ସାହୁ (୫ ବର୍ଷ) ସାଙ୍ଗ ମେଳରେ...
ଆଗକୁ ସାବିତ୍ରୀ: ବଢୁଛି ଲିଚୁକୋଳିର ଚାହିଦା, ଚାଷ କରି ମାଲମାଲ ଚାଷୀ
ଦାରିଙ୍ଗବାଡ଼ି,୧୭ା୫(ଅରୁଣ ସାହୁ): ଆଉ କିଛି ଦିନ ପରେ ଆସୁଛି ସାବିତ୍ରୀ। ଏଥିପାଇଁ ବିଭିନ୍ନ ପ୍ରକାର ଫଳଆମ୍ବ, ପଣସ , ଲିଚୁ, କାକୁଡ଼ି, ତାଳର ଆବଶ୍ୟକ ରହିଛି । ତେବେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଆମ୍ବ, ପଣସ, ଲିଚୁ ଫଳର...
କାଳବୈଶାଖୀ ତାଣ୍ଡବ: ଉଡିଲା ସ୍କୁଲ ଛପର, ଛଟପଟ ହୋଇମଲେ ୯ ଗୋରୁ
ଖଜୁରିପଡ଼ା,୧୬ା୫ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ଅଞ୍ଚଳରେ ଶୁକ୍ରବାର କାଳବୈଶାଖୀ ପ୍ରଭାବରେ ଘରର ଛପର ଉଡ଼ିଯାଇଥିବା ବେଳେ କିଛି ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ହୋଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା। ଏହି କାଳବୈଶାଖୀରେ ବ୍ରଜପାତ ହେବା ଯୋଗୁ ଅନେକ...
ନାହିଁ ଡ୍ରେନେଜ ବ୍ୟବସ୍ଥା: ଘରେ ପଶିଲା କାଳବୈଶାଖୀ ବର୍ଷା
ଦାରିଙ୍ଗବାଡି,୧୬।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ଫଳରେ ବର୍ଷା ପାଣି ଏକାଧିକ ସ୍ଥାନରେ ଜମି ରହି ବନ୍ୟାର ଭ୍ରମ ସୃଷ୍ଟି ହୋଇଛି। ବିଶେଷ କରି ଜାତୀୟ ରାଜପଥ ଏବଂ...
ଖଣି ଖନନ ସର୍ଭେକୁ ନେଇ ତୀବ୍ର ଉତ୍ତେଜନା: ସର୍ଭେ କର୍ମଚାରୀ ଦଳ-ଶ୍ରମିକଙ୍କୁ ବିଦା କରିଦେଲେ ଗ୍ରାମବାସୀ
ଦାରିଙ୍ଗବାଡ଼ି,୧୬ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ ବିଜାଲି ଗ୍ରାମରେ ଖଣି ଖନନ ପାଇଁ ଦୀର୍ଘ ଦିନ ହେଲା ସର୍ଭେ କାର୍ଯ୍ୟ ଚାଲିଛି ଏହାକୁ ଅଞ୍ଚଳବାସୀ ବିରୋଧ କରିଆସୁଥିବା ବେଳେ ଜିଲାର ପ୍ରଶାସନିକ ଅଧିକାରୀମାନଙ୍କ ନିକଟରେ ଗ୍ରାମସଭାର...
ଦାରିଙ୍ଗବାଡ଼ିରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା
ଦାରିଙ୍ଗବାଡ଼ି,୧୬ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୁକ୍ରବାର ମଧ୍ୟାହ୍ନରେ ପ୍ରବଳ ବର୍ଷା ହୋଇଛି। ଫଳରେ ଚାଷୀ ଭାଇଙ୍କ ମୁହଁରେ ହସ ଫୁଟିଥିବାବେଳେ ଗରମରୁ ଲୋକେ ଆଶ୍ୱସ୍ତି ପାଇଛନ୍ତି। ଅଞ୍ଚଳରେ କୂଅ, ପୋଖରୀ, ନାଳ ଶୁଖିଯାଇଥିବା ବେଳେ ଏହି ବର୍ଷା...
ମୁହଁରେ କଳା କପଡ଼ା ବାନ୍ଧି ବୁଲୁଛନ୍ତି ୨ ଯୁବକ: ଲୋକେ ଆତଙ୍କିତ
ଦାରିଙ୍ଗବାଡି, ୧୬।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଏବେ ମୁଖାଧାରୀ ଯୁବକ ଘୁରି ବୁଲୁଥିବା ଦେଖି ସାଧାରଣରେ ଆତଙ୍କିତ ହୋଇପଡୁଛନ୍ତି। ଗୋଟିଏ ପଟେ ଗଞ୍ଜାମ ପୋଲିସର ସ୍ପେସିଆଲ ଡ୍ରାଇଭରେ ଧରପଗଡ଼ ଚାଲିଥିବା ବେଳେ ପୂର୍ବରୁ କନ୍ଧମାଳ ଜିଲାରେ...
ଅସୁରକ୍ଷିତ ୫୯ନଂ ଜାତୀୟ ରାଜପଥ: ପେଭରବ୍ଲକକୁ ଖୋଳି ବିଛାଯାଉଛି ଓଏଫସି କେବୁଲ
ଦାରିଙ୍ଗବାଡି, ୧୬।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଛି। ଉକ୍ତ ରାସ୍ତାର ଦାରିଙ୍ଗବାଡିଠାରୁ ବାଲିଗୁଡା ରାସ୍ତାରେ ବିଏସଏନଏଲର ଅଫଟିକ ଫାଇବାର କେବୁଲ (ଓଏଫସି) ବିଛାଯାଉଛି। ଏଥିପାଇଁ...
ପରିଚୟ ହଜାଇବାକୁ ବସିଲାଣି ଗୋଲମରିଚ: ଅମଳ କରି ପ୍ରସ୍ତୁତି ଅପେକ୍ଷାରେ ଚାଷୀ
ଦାରିଙ୍ଗବାଡ଼ି,୧୫ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚା ଓ ତା’ ପରିସର ମଧ୍ୟରେ ରହିଥିବା ଗୋଲମରିଚ ଏବେ ନିଜ ପରିଚୟ ହଜାଇବାକୁ ବସିଲାଣି। ବଗିଚା ଯେଉଁଭଳି ଅସୁରକ୍ଷିତ ସେଠାକୁ ଦୈନିକ ଆସୁଥିବା ପର୍ଯ୍ୟଟକ ମଧ୍ୟ...
Archives


