କନ୍ଧମାଳ

ଏମ୍‌ପି ଲ୍ୟାଡରୁ ଅଢ଼େଇ କୋଟି ଦେଲେ ଅଚ୍ୟୁତ

ଭଞ୍ଜନଗର,୨୯।୩(ଡି.ଏନ.ଏ)-କନ୍ଧମାଳ ଏମ୍‌ପି ଅଚ୍ୟୁତ ସାମନ୍ତ କରୋନା ମୁକାବିଲା ପାଇଁ ଏମ୍‌ପି ଲ୍ୟାଡରୁ ଅଢ଼େଇ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଏହି ଅର୍ଥରୁ କନ୍ଧମାଳକୁ ୧ କୋଟି ୧୦ଲକ୍ଷ, ବୌଦ୍ଧକୁ ୭୦ ଲକ୍ଷ, ଗଞ୍ଜାମକୁ ୩୫ ଲକ୍ଷ ଓ ନୟାଗଡ଼ ଜିଲାକୁ ୩୫…

ଅଗ୍ନିକାଣ୍ଡରେ ୪ ବଖରା ଜଳିଗଲା

ରାଇକିଆ,୨୯।୩(ଡି ଏନ ଏ)- କନ୍ଧମାଳ ଜିଲା ରାଇକିଆ ବ୍ଲକ ବଡ଼ବରବା ପଞ୍ଚାୟତର ଖଜୁରିଖମନ ଗ୍ରାମରେ ଶନିବାର ରାତି ପ୍ରାୟ ୧୧ଟାରେ ଅଗ୍ନିକାଣ୍ଡ ଘଟି ୪ବଖରା ଘର ପୋଡ଼ି ଯାଇଛି। ରାଇକିଆ ଠାରୁ ପାଖାପାଖି ୩୫ କିମି ଦୂର ଏବଂ ଯୋଗାଯୋଗ ସୁବିଧା…

ଲକ୍‌ଡାଉନ୍‌ ନ ମାନି ୪ ଗିରଫ

ଦାରିଙ୍ଗବାଡ଼ି,୨୯।୩(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବା ନେଇ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ କଡ଼ାକଡ଼ି ଭାବେ ପାଟ୍ରୋଲିଂ କରାଯିବା ସହ ଦୁଇ ଥାନାର ପୋଲିସ ଏବେ କଠୋର ହୋଇପଡ଼ିଛି।…

ଦୁର୍ଗମ ଅଞ୍ଚଳରେ ନାହିଁ ମାସ୍କ: ପତ୍ରରେ ତିଆରି କରି ପିନ୍ଧିଲେ ଲୋକେ

ଦାରିଙ୍ଗବାଡ଼ି,୨୯।୩(ଡି.ଏନ୍‌.ଏ.): କରୋନା ଭୂତାଣୁ କିଭଳି ସଂକ୍ରମଣ ନ ହେବ ସେନେଇ ଜିଲା ପ୍ରଶାସନ ସମସ୍ତ ଉଦ୍ୟମ କରିବା ସହ ରାଜ୍ୟ ଏବଂ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତିି। ସହର ଅପେକ୍ଷା ଦୁର୍ଗମ ଗ୍ରାମଗୁଡ଼ିକରେ ଅନୁସୂଚିତ ଜନଜାତି ଏବଂ ଜାତି ସଂପ୍ରଦାୟର…

ହିତାଧିକାରୀଙ୍କୁ ମିଳିଲା ୩ ମାସର ସାଧାରଣ ବଣ୍ଟନ ସାମଗ୍ରୀ

ଦାରିଙ୍ଗବାଡ଼ି,୨୯।୩(ଡି.ଏନ୍‌.ଏ.): କରୋନା ମୁକାବିଲା ପାଇଁ ଚାରିଆଡ଼େ ଲକ୍‌ଡାଉନ୍‌ କରାଯାଇଥିବାବେଳେ ଗରିବ ଶ୍ରେଣୀର ଲୋକଙ୍କ ସୁବିଧା ପାଇଁ ସରକାର ସମସ୍ତ ହିତାଧିକାରୀଙ୍କୁ ସାଧାରଣ ବଣ୍ଟନ ସାମଗ୍ରୀକୁ ଆଗୁଆ ୩ ମାସ ପାଇଁ ବଣ୍ଟନ କରୁଛନ୍ତି ା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ରବିବାର…

ଲକ୍‌ଡାଉନ୍‌ ମାନୁନାହାନ୍ତି, ଔଷଧ ଆଣିବା ବାହାନାରେ ବାହାରେ ବୁଲୁଛନ୍ତି ଲୋକେ

ବାଲିଗୁଡ଼ା,୨୮।୩(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବାକୁ ସାରାଦେଶ ଲକ୍‌ଡାଉନ୍‌ କରାଯାଇଛି। କେବଳ ଜରୁରୀ ସମୟରେ ଓ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ ଲୋକମାନେ ବାହାରକୁ ଯିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି। ହେଲେ କନ୍ଧମାଳ ଜିଲା ବାଲିଗୁଡ଼ା ତଥା ଆଖପାଖ ବ୍ଲକ ଅଞ୍ଚଳରେ…

ବାହାର ରାଜ୍ୟର ଶ୍ରମିକଙ୍କୁ ବଣ୍ଟାଗଲା ରନ୍ଧାଖାଦ୍ୟ

ରାଇକିଆ,୨୮।୩(ଡି.ଏନ୍‌.ଏ.)- କରୋନା ସାଧାରଣ ଦିନ ମଜୁରିଆଙ୍କ ଚିନ୍ତା ବଢ଼ାଇଛି। ବିଶେଷକରି ବାହାର ରାଜ୍ୟରୁ ଆସି ଦିନମଜୁରିଆ ଭାବେ କାମ କରୁଥିବା ଶ୍ରମିକ ପରିବାର ଲକ୍‌ଡାଉନ କଟକଣା ପରେ ସମସ୍ୟାରେ ଘାଣ୍ଟି ହେଉଛନ୍ତି। ଏହା ନଜରକୁ ଆସିବା ପରେ ସେମାନଙ୍କ ପାଇଁ ପ୍ରଶାସନ…

କଳାବଜାର ରୋକିବାକୁ ଦୋକାନ ଆଗରେ ଲାଗିଲା ଦର ତାଲିକା

ରାଇକିଆ,୨୮।୩(ଡି.ଏନ୍‌.ଏ.)- କରୋନା ମୁକାବିଲା ପାଇଁ ସବୁଠି ଲାଗିଛି କଟକଣା। ୨୧ ଦିନ ପାଇଁ ଲକ୍‌ଡାଉନ ଘୋଷଣା ପରେ ଜରୁରୀ ଖାଦ୍ୟ ସାମଗ୍ରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଶନ ଦୋକାନ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି। ଏହିସବୁ ଦୋକାନ…

କୋଭିଡ-୧୯ ମୁକାବିଲା ପାଇଁ ଜରୁରିକାଳୀନ ହସ୍‌ପିଟାଲ: ଛାତ୍ରାବାସକୁ କରାଗଲା ପ୍ରସ୍ତୁତି

ଦାରିଙ୍ଗବାଡି,୨୮।୩(ଡି.ଏନ୍‌.ଏ.)- କୋଭିଡ-୧୯ ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଦାରିଙ୍ଗବାଡିଠାରେ ଥିବା ମଙ୍ଗଳ ବିଭାଗର ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସ କୋଠା ଗୁଡିକୁ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର କରାଯାଉଛି। ଏଥିପାଇଁ କୋଠା ଗୁଡିକୁ ରଙ୍ଗ ଦିଆଯିବା ସହ ୨୪…

ଦୁର୍ଗମ ଅଞ୍ଚଳବାସୀଙ୍କ ପାଇଁ ଦୁଃଖ ଆଣିଛି କରୋନା: ଜଙ୍ଗଲରୁ ସଂଗୃହୀତ ଫଳମୂଳ ଖାଇ ବିତୁଛି ଜୀବନ

ଦାରିଙ୍ଗବାଡ଼ି,୨୮।୩(ଡି.ଏନ୍‌.ଏ.)- କରୋନା ପାଇଁ ଚାରିଆଡେ ଖଁା ଖଁା। ସହର ହେଉକି ଗାଁ ପ୍ରାୟ ଖୁଚୁରା ଦୋକାନରୁ ଲୋକେ ଧାର୍ଯ୍ୟ ସମୟ ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଗ୍ରହ କରୁଥିବାବେଳେ କେତେକଲୋକ ଦୀର୍ଘଦିନ ପାଇଁ ରାଶନ ସାମଗ୍ରୀ ସହ ପନିପରିବା ଆଦି ଗଚ୍ଛିତକରି ରଖିଛନ୍ତି।…

ବିଭିନ୍ନ ଦୋକାନ ବୁଲିଲେ ଯୋଗାଣ ନିରୀକ୍ଷକ: ଚଢାଦରରେ ବିକିଲେ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡ଼ି,୨୮୩(ଡି.ଏନ.ଏ)- କରୋନା ସଂକ୍ରମଣ ପ୍ରତିହତ ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଥିବା ବେଳେ ସମସ୍ତ ଗଁା, ବଜାର ଏବେ ଖାଁ ଖାଁ ଲାଗୁଛି। ଲୋକେ ବାରମ୍ବାର ଘରୁ ପଦାକୁ ନବାହାରିବାକୁ ସଚେତନ କରାଯାଉଥିବାବେଳେ ସକାଳ ୭ ରୁ ପୂର୍ବାହ୍ନ ୧୧ଟା…

ଗାଁଠୁ ସହର ସବୁଠି କରୋନା ଭୟ: ଜୀବିକା ଆଗରେ ପଡ଼ିଛି ଫିକା

ରାଇକିଆ,୨୮।୩(ଡି.ଏନ୍‌.ଏ.): ଗାଁଠାରୁ ସହର ସବୁଠି କରୋନା ଭୟ। ଦୋକାନ ବଜାର ବନ୍ଦ। ରାସ୍ତାଘାଟ ଶୂନଶାନ୍‌ । ଘରୁ ପଦାକୁ ବାହାରିବାକୁ କଡ଼ା କଟକଣା। କେବଳ ସକାଳ ୭ରୁ ୧୧ଟା ମଧ୍ୟରେ ରାଶନ ସାମଗ୍ରୀ, ଔଷଧ, ପନିପରିବା ପାଇଁ କିଛି ଘଣ୍ଟାର କୋହଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?