ଘାଟିରେ ଅଟୋ ଓଲଟି ୩ ଗୁରୁତର
ଦାରିଙ୍ଗବାଡି/ବ୍ରାହ୍ମଣୀଗଁ।,୨୩।୨(ଡି.ଏନ୍.ଏ.)-ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗଁ। ଥାନା ପୁଇଗୁଡା ଘାଟିରେ ଶନିବାର ଅପରାହ୍ନରେ ଏକ ଅଟୋ ଓଲଟି ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ବ୍ରାହ୍ମଣୀଗଁ। ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିଲା।…
ଜେଲ ପରିଦର୍ଶନ କଲେ ବିଭାଗୀୟ ଡିଜି
ଫୁଲବାଣୀ ଅଫିସ, ୨୩ ।୨-କନ୍ଧମାଳ ଜିଲା ଗସ୍ତରେ ଜେଲ ବିଭାଗ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ଆସି ଶନିବାର ଅପରାହ୍ନରେ ଫୁଲବାଣୀସ୍ଥିତ କାରାଗାର ପରିଦର୍ଶନ କରିଛନ୍ତି। ଜେଲରେ ପହଞ୍ଚତ୍ବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଡିଜି ଉପାଧ୍ୟାୟ…
ପୁଇଗୁଡ଼ା ଘାଟିରେ ଓଲଟିଲା ଅଟୋ, ୮ ଆହତ
ଦାରିଙ୍ଗବାଡ଼ି,୨୨।୨(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ପୁଇଗୁଡ଼ା ଘାଟିରେ ଶନିବାର ଅପରାହ୍ନରେ ଏକ ଅଟୋ ଓଲଟି ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ…
ମଦ ଜବତ, ୨ କୋର୍ଟ ଚାଲାଣ
ବାଲିଗୁଡ଼ା,୨୨।୨(ଡି.ଏନ୍.ଏ.) : କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩୦ ଲିଟର ମଦ ଜବତ ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାନୁଯାୟୀ, ବାଲିଗୁଡ଼ା ଥାନାଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଏକ…
ଜିଲା ବିଜେଡି ସଭାପତିରେ ସରୋଜଙ୍କ ହ୍ୟାଟ୍ରିକ
ଫୁଲବାଣୀ ଅଫିସ, ୨୨ା୨-କନ୍ଧମାଳ ଜିଲା ବିଜେଡି ସଭାପତିଙ୍କୁ ନେଇ କିଛିଦିନ ଧରି ଚାଲିଥିଲା ଚର୍ଚ୍ଚାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ସରୋଜ କର୍ଣ୍ଣଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ପୁନର୍ବାର କନ୍ଧମାଳ ଜିଲା ସଭାପତି ଭାବେ ଚୟନ…
‘ସରକାରଙ୍କ ଯୋଜନା ଜାଣି ସୁବିଧା ନିଅ’
ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୨୧ା୨- ସରକାର ଗରିବଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ଏସବୁ ଯୋଜନା ବିଷୟରେ ଗ୍ରାମାଞ୍ଚଳର ଆଦିବାସୀ ଏବଂ ପଛୁଆବର୍ଗର ଲୋକେ ଜାଣି ପାରୁନାହାନ୍ତି। ସରକାର ୫-ଟି ବ୍ୟବସ୍ଥା କରଛନ୍ତି। ଯଦି କେହି ସରକାରୀ କର୍ମଚାରୀ କୌଣସି ଯୋଜନାରୁ ହିତାଧିକାରୀଙ୍କୁ…
ପୂର୍ବ ଶତ୍ରୁତା କାରଣ, ୩ ଭାଇଙ୍କ ସମେତ ୪ ଗିରଫ
ଫୁଲବାଣୀ ଅଫିସ, ୨୦ା୨ – କନ୍ଧମାଳ ଜିଲା ସାରଙ୍ଗଗଡ ଥାନା ପାବୁରିଆ ଅଞ୍ଚଳରେ ଗତ ୮ ତାରିଖ ରାତିରେ ହୋଇଥିବା ସଚ୍ଚିଦାନନ୍ଦ ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାଶ୍ କରିଛି ପୋଲିସ। ପୂର୍ବ ଶତ୍ରୁତାରୁ ପାବୁରିଆ ଅଞ୍ଚଳର ସଚ୍ଚିଦାନନ୍ଦଙ୍କୁ ହତ୍ୟା କରାଯାଇଛି। ଏହି…
ବିଦ୍ୟୁତ୍ ଆଘାତରେ ଗୁରୁତର ମହିଳା ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ଜି.ଉଦୟଗିରି,୨୦ା୨(ଡି.ଏନ.ଏ.)-୧୩୨ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗତ ୧୭ ତାରିଖରେ କଳିଙ୍ଗା ପଞ୍ଚାୟତ ତାରାବାଡ଼ି ଗ୍ରାମର ଅମୂଲ୍ୟା ଦିଗାଳ (୩୮) ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ଟିକାବାଲି ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଙ୍ଗଳବାର ରାତିରେ…
ଶିକ୍ଷକଙ୍କୁ ୪ ବର୍ଷ ଜେଲ
ଫୁଲବାଣୀ ଅଫିସ, ୨୦ା୨-ଏକ ସ୍କୁଲ ଘର ନିର୍ମାଣ କାମରେ ଅର୍ଥ ତୋଷାରପାତ ମାମଲାର ବିଚାର କରି ଫୁଲବାଣୀ ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ସତ୍ୟପୀର ମିଶ୍ର ଅଭିଯୁକ୍ତ ଶିକ୍ଷକଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୧୫ ହଜାର ଟଙ୍କା ଜରିମାନା…
ଶାଳଗଛ କାଟିବା ଅଭିଯୋଗରେ ଜଣେ ଗିରଫ
ଦାରିଙ୍ଗବାଡ଼ି,୧୮।୨(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ବ୍ରାହ୍ମଣୀଗାଁ ବନ ବିଭାଗ ପକ୍ଷରୁ ଜଣେ କାଠ ମାଫିଆକୁ ଗିରଫ କରିବା ସହ କୋର୍ଟଚାଲାଣ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ଉକ୍ତ ବନାଞ୍ଚଳ କାରଟିଙ୍ଗିଆ ପଞ୍ଚାୟତ ତିଆରି ଗାଁର ରାଧାକାନ୍ତ ପ୍ରଧାନ ବୋଲଇ…
ସନୋଜ ଫିଲିଙ୍ଗ ଷ୍ଟେସନ ଉଦଘାଟିତ
ଦାରିଙ୍ଗବାଡି,୧୯।୨(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡିର ୫୯ ନଂ ଜାତୀୟ ରାଜପଥ କଡରେ ବୁଧବାର ଏକ ନୂତନ ପେଟ୍ରୋଲ ପମ୍ପ ଉଦଘାଟନ ହୋଇଯାଇଛି। ଏହାକୁ ସନୋଜ ଫିଲିଙ୍ଗ ଷ୍ଟେସନର ମାଲିକ ସନୋଜ କୁମାର ସାହୁଙ୍କ ବଡଭାଇ ତଥା ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର…
ଏସ୍ଡିସି କପ୍ ଲାଗି ଖେଳାଳି ଚୟନ ସରିଲା
ଫୁଲବାଣୀ ଅଫିସ, ୧୯ା୨ – ଆଦିବାସୀ ଫୁଟବଲ ଚାମ୍ପିୟନଶିପ୍ ଏସ୍ଡିସି (ସ୍ବତନ୍ତ୍ର ଉନ୍ନୟନ ପରିଷଦ) କପ୍-୨୦୨୦ ପାଇଁ କନ୍ଧମାଳ ଜିଲାରେ ଚାଲିଥିବା ଖେଳାଳି ଚୟନ ପ୍ରକ୍ରିୟା ଶେଷ ହୋଇଛି ା କନ୍ଧମାଳ ଷ୍ଟାଡିୟମରେ ଚାଲିଥିବା ଏହି ଚୟନ ଶିବିରରେ ୨୫ ଜଣିଆ…
Archives


