କରୋନା ସଚେତନତାରେ ଶିଶୁକ୍ଲବ ସାମିଲ
ଦାରିଙ୍ଗବାଡ଼ି,୧୬।୪(ଡି.ଏନ.ଏ)- କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି। ଏଥିରେ ପୋଲିସ ଠାରୁ ପ୍ରଶାସନ, ସ୍ବେଚ୍ଛାସେବୀ ସମନ୍ତେ ଲାଗି ପଡିଛନ୍ତି। ଶିଶୁମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଦାରିଙ୍ଗବାଡ଼ି ବ୍ଲକ ଅନ୍ତରଙ୍ଗ ଶିଶୁ କ୍ଲବ ଏବଂ ଯୁବ ସଂଘ…
ଜି.ଉଦୟଗିରି ବ୍ଲକରେ ୪୦୦ ଅସହାୟଙ୍କୁ ରନ୍ଧା ଖାଦ୍ୟ, ୧୬୫ ପ୍ରବାସୀ ଶ୍ରମିକଙ୍କୁ ସାମଗ୍ରୀ ଯୋଗାଉଛି ପ୍ରଶାସନ
ଜି.ଉଦୟଗିରି, ୧୬।୪ (ଡି.ଏନ୍.ଏ.): କରୋନା ମୁକାବିଲା ପାଇଁ ସମଗ୍ର ରାଜ୍ୟରେ ଲକ୍ଡାଉନ୍ ସ୍ଥିତି ଜାରି ରହିଛି। ଏଥିଯୋଗୁ ଗରୀବ, ଅସହାୟ, ଓ ଫସି ରହିଥିବା ବାହାର ରାଜ୍ୟର ଶ୍ରମିକ ମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏସବୁକୁ…
ଜରୁରୀ ରୋଗୀ ସେବା ପାଇଁ ୧୦ଅଟୋକୁ ଅନୁମତି
ଦାରିଙ୍ଗବାଡ଼ି,୧୬।୪(ଡି.ଏନ.ଏ.): କରୋନା ମୁକାବିଲା ପାଇଁ ଏବେ ସାରା ରାଜ୍ୟରେ ଲକ୍ଡାଉନ୍ ଜାରି ରହିଛି। ଏଥିପାଇଁ ଜରୁରୀକାଳିନ ସେବା ମିଳିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ତେବେ ଲୋକଙ୍କ ସୁବିଧା ପାଇଁ ଦାରିଙ୍ଗବାଡ଼ି ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ…
କୋଭିଡ ତଦାରଖ କାର୍ଯ୍ୟରେ ନିୟୋଜିତ ହେଲେ ୬୨ ଶିକ୍ଷକ
ଜି. ଉଦୟଗିରି, ୧୫।୪(ଡି.ଏନ୍.ଏ.): ଜି.ଉଦୟଗିରି ବ୍ଲକରେ କୋଭିଡ୍ ନିୟନ୍ତ୍ରଣ ତଦାରଖ କାର୍ଯ୍ୟରେ ୬୨ ଜଣ ଶିକ୍ଷକଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ନିୟୋଜିତ କରାଯାଇଛି ବୋଲି ଜି.ଉଦୟଗିରି ବିଡିଓ ଶାନ୍ତନୁ କୁମାର ନାୟକ କହିଛନ୍ତି। ୪୨ ଜଣ ଶିକ୍ଷକଙ୍କୁ ଶ୍ରମିକମାନଙ୍କୁ ୧୫୦୦ ଟଙ୍କା…
ବ୍ୟାଙ୍କ ସମ୍ମୁଖରେ ଲୋକଙ୍କ ଭିଡ଼: ରହୁନି ସାମାଜିକ ଦୂରତ୍ୱ, ଦାରିଙ୍ଗବାଡି ପୋଲିସର ମୃଦୁ ଲାଠିଚାଳନା
ଦାରିଙ୍ଗବାଡ଼ି,୧୫।୪(ଡି.ଏନ୍.ଏ): ସରକାରଙ୍କ ପକ୍ଷରୁ ଲକ୍ଡାଉନ ଅବଧିକୁ ମେ’ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ବ୍ୟାକୁଳତା ବଢ଼ିଯାଇଛି। ସରକାରଙ୍କ ବିଭିନ୍ନ ସହାୟତାରାଶି ବ୍ୟାଙ୍କ ଆକାଉଣ୍ଟକୁ ଆସିଥିବା ବେଳେ ଏହାକୁ ନେବା ପାଇଁ ବ୍ୟାଙ୍କ ସମ୍ମୁଖରେ ଲୋକଙ୍କ…
ମାସ୍କ ନ ପିନ୍ଧିବାରୁ ଜରିମାନା
ଫିରିଙ୍ଗିଆ, ୧୫ା୪- କରୋନା ପ୍ରତିହତ ପାଇଁ ମାକ୍ସ ପିନ୍ଧିବା ଜରୁରୀ ବୋଲି କିଛି ଦିନ ତଳେ ରାଜ୍ୟ ସରକାର ଘୋଷଣା କରିଥିଲେ ା ଏହାର ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ା ମଙ୍ଗଳବାର ଫିରିଙ୍ଗିଆ…
କନ୍ଧମାଳରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ହସ୍ପିଟାଲ
ଫୁଲବାଣୀ ଅଫିସ, ୧୫ା୪- କରୋନା ଆକ୍ରାନ୍ତଙ୍କ ପାଇଁ କନ୍ଧମାଳ ଜିଲାରେ ପ୍ରଥମ କରି ମଙ୍ଗଳବାରଠାରୁ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି ା ଜିଏନ୍ଏମ୍ କଲେଜ ପରିସରରେ ଖୋଲିଥିବା ଏହି ହସ୍ପିଟାଲରେ ୧୫୦ ଶଯ୍ୟା ଏବଂ ୧୦ଟି ଆଇସିୟୁର ବ୍ୟବସ୍ଥା କରାଯାଇଛି। କିମ୍ସ…
ଗୀତଗାଇ ସଚେତନତା ବାର୍ତ୍ତା ଦେଲା ପୋଲିସ
ବାଲିଗୁଡା,୧୪ା୪(ଡି.ଏନ୍.ଏ.)- ବାଲିଗୁଡା ମହାସିଙ୍ଗି ଠାରେ ପଞ୍ଚାୟତ ସ୍ତରୀୟ ମହାସଂଘ ଦ୍ୱାରା କରୋନା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବାଲିଗୁଡା ଏସ୍ଡିପିଓ ମାନସ ରଞ୍ଜନ ବାରିକ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଆଇଆଇସି ପ୍ରଶାନ୍ତ କୁମାର ବେହେରା…
କୋଭିଡ୍ ନିୟମ ଉଲ୍ଲଂଘନ: ମାସ୍କ ନ ପିନ୍ଧିବାରୁ ୧୩ଜଣଙ୍କଠାରୁ ୨୬୦୦ ଫାଇନ ଆଦାୟ
ଜି. ଉଦୟଗିରି, ୧୪।୪(ଡି.ଏନ୍.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ପୋଲିସ ପକ୍ଷରୁ କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଫାଇନ୍ ଆଦାୟ କରାଯାଉଛି। ମଙ୍ଗଳବାର ୧୩ ଜଣ ବ୍ୟକ୍ତି ମାସ୍କ ନ ପିନ୍ଧି ବଜାରକୁ ଆସିଥିବା ବେଳେ ସେମାନଙ୍କଠାରୁ ସମୁଦାୟ ୨୬୦୦ ଟଙ୍କା ଫାଇନ ଆଦାୟ…
ମନ୍ଦିରରେ ଭିଡ, ୫ ଜଣଙ୍କ ନାମରେ ମାମଲା
ଫୁଲବାଣୀ ଅଫିସ, ୧୩ା୪- ଲକଡ଼ାଉନ ପାଇଁ ମନ୍ଦିରରେ ଭିଡ ଜମାଇବାକୁ ବାରଣ କରାଯାଇଛି। ହେଲେ ପଣା ସଂକ୍ରାନ୍ତିରେ ଏହାକୁ ନ ମାନି ମନ୍ଦିରରେ ଭିଡ ଜମାଇଥିବାରୁ ଫୁଲବାଣୀ ଆଦର୍ଶ ଥାନା ପୋଲିସ ପୂଜକଙ୍କ ସହ କର୍ମକର୍ତ୍ତାଙ୍କ ନାମରେ ମାମଲା ରୁଜୁ କରିଛି।…
ସ୍ବେଚ୍ଛାସେବୀଙ୍କୁ ଧରି ସଚେତନ କଲା ପୋଲିସ
ଫୁଲବାଣୀ ଅଫିସ, ୧୩ା୪- ଫୁଲବାଣୀ ସହରରେ ପୋଲିସ ସୋମବାର ଟିମ୍ ହ୍ୟୁମାନିଟ୍ର ସ୍ବେଚ୍ଛାସେବୀଙ୍କୁ ଧରି କରୋନା ସଚେତନ କରିଛି। ଟିମ୍ର ସଦସ୍ୟ ସାଇରାମ ପାତ୍ର, ହିମାଂଶୁ ନାୟକ, ଲମ୍ବୋଦର ରଥ, ଏସ୍. କେ. ଅବଦୁଲ୍ ସାକିର ପ୍ରମୁଖ କରୋନା ଚିତ୍ରକଳା ଥିବା…
କରୋନା ମୁକାବିଲା ବୈଠକ: ଯୋଗଦେଲେ ବିଭିନ୍ନ ସମ୍ପ୍ରଦାୟ, ଲୋକ ପ୍ରତିନିଧି
ଦାରିଙ୍ଗବାଡ଼ି,୧୩।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ସଭାଗୃହରେ କରୋନା ସଂକ୍ରମଣ ପ୍ରତିହତ ଏବଂ ଏହା ସଂକ୍ରମଣ ହେଲେ ପ୍ରଶାସନ ଏବଂ ଜନସାଧାରଣଙ୍କ ଦ୍ୱାରା କ’ଣ ସବୁ ପଦକ୍ଷେପ ନିଆଯିବା ଆବଶ୍ୟକ ସେନେଇ ଆଲୋଚନା ହୋଇଯାଇଛି। ବିଡିଓ ଡ. ଜଗଦୀଶ ଷଡ଼ଙ୍ଗୀ ବୈଠକର ଉଦ୍ଦେଶ୍ୟ…
Archives


