କଞ୍ଚା ଲଙ୍କା ଚାଷ କରି ମାଲାମାଲ: ୪ ଦିନରେ ୧ କୁଇଣ୍ଟାଲରୁ ଅଧିକା ବିକ୍ରି
ଦାରିଙ୍ଗବାଡି,୧୬।୯ (ଅରୁଣ ସାହୁ): କଞ୍ଚା ଲଙ୍କା ଚାଷ କରି ମାଲାମାଲ ହେଉଛନ୍ତି ମହିଳା ଚାଷୀ। ୪ ଦିନରେ ୧ କୁଇଣ୍ଟାଲରୁ ଅଧିକା ବିକ୍ରିବଟା କରିସାରିଲେଣି। ଆଗକୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହେବା ଆଶା ବାନ୍ଧିଛନ୍ତି ଏସ୍ଏଚଜି ମହିଳା...
୪ ଗାଁକୁ ନାହିଁ ପକ୍କାରାସ୍ତା, ବର୍ଷା ହେଲେ ବଢ଼ୁଛି ସମସ୍ୟା
ଖଜୁରିପଡ଼ା,୧୫ା୫ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ବଲସକୁମ୍ପା ପଞ୍ଚାୟତର ନୂଆଁ ସାହି, ଜାମ୍ବୁସାହି, ସୁନ୍ଦରଗଡ, ରାଞ୍ଜାକୁମ୍ପା, ଦରଗଡ଼ ଗଣ୍ଡା ଗାଁକୁ ପକ୍କା ରାସ୍ତା ନିର୍ମାଣ ହୋଇନାହିଁ। ଯାହା ଫଳରେ ଏହି ଗ୍ରାମର ଲୋକ ମାନେ ଖରା ସମୟରେ ଖାଲ ଢିପ...
ଭାଜପାର ସେବାପକ୍ଷ କାର୍ଯ୍ୟକ୍ରମ:କଂଗ୍ରେସ, ବିଜେଡି ଛାଡି ଭାଜପାକୁ ଆପଣାଇଲେ…
ଦାରିଙ୍ଗବାଡି,୧୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଏବଂ ଦାରିଙ୍ଗବାଡିଠାରେ ଭାଜପାର ସେବାପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉଭୟକେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଲୋକଙ୍କ ନିକଟରେ କିଭଳି ପହଞ୍ଚିବ ଓ ବିଭିନ୍ନ...
ପୋଲ କାମ ସାରିବାକୁ ବିଧାୟକଙ୍କ ସହ ଆଲୋଚନା
ଖଜୁରିପଡ଼ା,୧୩ା୯ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ଅଧୀନସ୍ଥ ଗାଡ଼ିଆପଡ଼ା ଘାଟି ଶେଷରେ ଥିବା ସେବାଶ୍ରମ ବିଦ୍ୟାଳୟ ନିକଟ ନାଳରେ ପୋଲ ନିର୍ମାଣ ଚାଲିଛି। ଫୁଲବାଣୀ ଭୁବନେଶ୍ୱର ମୁଖ୍ୟରାସ୍ତା ଏବଂ ଘାଟିରହିଥିବା ଗାଡ଼ିଆପଡା ଗ୍ରାମରେ ଏହି ପୋଲ ନିର୍ମାଣ ହେଲେ ଯାନବାହନ...
ପିଲାଙ୍କ ଆଖିରେ ଫେବିକୁଇକ୍ ଅଠା ମାରିଦେବା ଘଟଣାରେ ନିଆଗଲା ବଡ଼ କାର୍ଯ୍ୟାନୁଷ୍ଠାନ, ପ୍ରଧାନଶିକ୍ଷକଙ୍କୁ…
ଫୁଲବାଣୀ, ୧୩।୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଂଚାୟତ ସଲାଗୁଡା ସେବାଶ୍ରମରେ ଛାତ୍ରଙ୍କ ଆଖିରେ ସହପାଠୀ ଫେବିକୁଇକ ଲଗାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଜିଲାପାଳ ବେଦ ଭୂଷଣ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି। ପ୍ରଧାନଶିକ୍ଷକ ହେଲେ...
ବିଦ୍ୟାଳୟ ବାରଣ୍ଡାରେ ବସି ପିଲା ପାଠ ପଢ଼ିବା ଘଟଣା: ଖବର ପ୍ରକାଶ ପରେ ଖୋଲିଲା ତାଲା
ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୩ା୯(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀଛାତ୍ର ବିଦ୍ୟାଳୟ ବାରଣ୍ଡାରେ ବସି ପାଠ ପଢୁଥିଲେ। ଏନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ ଏହାକୁ...
ପୂର୍ବତନ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଜଣଙ୍କୁ ବାନ୍ଧିଲା ପୋଲିସ
ଦାରିଙ୍ଗବାଡି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତ୍ରିଲୋଚନ ପ୍ରଧାନ ଓରଫ ଟିଟୁ ଙ୍କୁ ଗତ ରବିବାର ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ଜଣଙ୍କୁ ବାନ୍ଧିଛି। ସେ...
ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ
ଫୁଲବାଣୀ, ୧୨ା୯(ରାକେଶ କୁମାର ରାଉତ): ନାବାଳିକା ବଳାତ୍କାର ମାମଲାର ବିଚାର କରି ଶୁକ୍ରବାର ଫୁଲବାଣୀ ଫାଷ୍ଟଟ୍ରାକ କୋର୍ଟ ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୧୬ ହଜାର ଟଙ୍କା...
ପାଠ ପଢିବାକୁ ବାରଣ୍ଡା ଭରସା: ନୂଆ କୋଠାରେ ପଡିଛି ତାଲା
ଦାରିଙ୍ଗବାଡି, ୧୨।୯ (ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ପାଠ ପଢିବାକୁ ବାରଣ୍ଡା ଭରସା। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।...
ଶୋଇଥିବା ବେଳେ ଛାତ୍ରଙ୍କ ଆଖିରେ ଫେବିକୁଇକ ଅଠା ଲଗାଇଦେଲେ ସହପାଠୀ, ତା’ପରେ…
ଫୁଲବାଣୀ, ୧୨।୯(ରାକେଶ କୁମାର ରାଉତ): ସହପାଠୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ୭ ଛାତ୍ର । ଶୋଇଥିବା ବେଳେ ଆଖିରେ ଫେବିକୁଇକ ଅଠା ମାରି ଦେଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। କନ୍ଧମାଳ ଜିଲା ଫିରିଙ୍ଗିଆ...
ଦାରିଙ୍ଗବାଡ଼ି ଅଞ୍ଚଳରେ ଦିନକୁ ଦିନ ବଢୁଛି ବାଇକ୍ ଚୋରି, ହାତବାନ୍ଧି ବସିଛି ପୋଲିସ
ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): ଗୋଟିଏ କି ଦୁଇଟି ନୁହେଁ ମାସକ ମଧ୍ୟରେ ୫ରୁ ଊର୍ଦ୍ଧ୍ୱ ବାଇକ୍ ଚୋରି ହୋଇଥିବା ବେଳେ ଗୋଟିଏ ସପ୍ତାହରେ ୪ଟି ବାଇକ୍କୁ ଦୁର୍ବୃତ୍ତମାନେ ଚୋରି କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି। ହେଲେ ଏ ପର୍ଯ୍ୟନ୍ତ ପୋଲିସ...
ଦାରିଙ୍ଗବାଡ଼ିରେ ପ୍ରଥମ: କଲମୀ ବାଇଗଣ ଚାଷ କରି ଲାଭବାନ ହେଲେ ମହିଳା
ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଏକ ନୂଆ କିସମ ଓ କଲମୀ ପ୍ରସ୍ତୁତିରେ ଚାଷ କରି ଜଣେ ମହିଳା ଲାଭବାନ ହୋଇଛନ୍ତି। ଏଭଳି ଦେଖିବାକୁ ମିଳିଛି ଉକ୍ତ ବ୍ଲକ ଶ୍ରାନିକେତା ପଞ୍ଚାୟତ ଦଣ୍ଡିମା ଗ୍ରାମରେ। ପ୍ରକାଶ...
Archives


