ପ୍ରଶାସନ ଶୁଣିଲାନି, ଗ୍ରାମବାସୀ ଘାଟି ରାସ୍ତା ନିର୍ମାଣ କଲେ
ଖଜୁରିପଡ଼ା,୨୭ା୩:ରାସ୍ତା ମରାମତି ପାଇଁ ବାରମ୍ବାର ଦରଖାସ୍ତ ଲେଖି ଗ୍ରାମବାସୀ ହତାଶ ହେଲେ। ବାରମ୍ବାର ରାସ୍ତା ପାଇଁ ପଲ୍ଲୀସଭାରେ କହି ନିରାଶ ହେଲେ। ଶେଷରେ ପ୍ରଶାସନ ଉପରୁ ଆଶା ଓ ଭରସା ଭାଙ୍ଗିଯିବା ପରେ ଗ୍ରାମସାଥୀ ପ୍ରଭାତ କହଁରଙ୍କ ଆହ୍ବାନ କ୍ରମେ ବାରିକୁମ୍ପା,…
ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଶୋଚନୀୟ
ବାଲିଗୁଡା,୨୭ା୩(ଡି.ଏନ.ଏ.):ବାଲିଗୁଡ଼ା ଣ୍ଡବସ୍ଷ୍ଟାଣ୍ଡ ନିକଟ ନୂଆସାହି ଓ ବୁଡ଼ାଗୁଡାକୁ ଯିବା ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ବେଳେ ଗତ ବର୍ଷା ଋତୁରେ ପ୍ରବଳ ବନ୍ୟା ପାଣି ଆସି ରାସ୍ତାର ପିଚୁ ଉଠିଯିବା…
ଅସହାୟ ଜୀବନ କାଟୁଛନ୍ତି ସୈନ୍ଦ୍ରୀ
ଖଜୁରିପଡ଼ା,୨୫ା୩: ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ଏକା ହୋଇ ଅସହାୟ ଜୀବନ କାଟୁଛନ୍ତି ଖଜୁରିପଡ଼ା ବ୍ଲକ ନୂଆଗଁା ପଞ୍ଚାୟତ ରଣପାଟୁଲି ଗ୍ରାମରସୈନ୍ଦ୍ରୀ ପ୍ରଧାନ (୫୯)। ଘରଖଣ୍ଡେ ନାହିଁ ପଲିଥିନ ଟଣା ଘରେ ରହୁଛନ୍ତି। ତାଙ୍କର ନିଜର କହିଲେ କେହି ନାହାନ୍ତି।…
ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ କାରାଦଣ୍ଡ
ଫୁଲବାଣୀ ଅଫିସ,୨୪।୩: ଫୁଲବାଣୀ ଅତିରିକ୍ତ ଜିଲା ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସିତ କୁମାର ବେହେରା ନାବାଳିକା ବଳାତ୍କାର ମାମଲାର ରାୟ ଶୁକ୍ରବାର ପ୍ରକାଶ କରିଛନ୍ତି। ମାମଲାର ବିଚାର କରି ଅଭିଯୁକ୍ତ ଶମ୍ଭୁ ମହାରଣାଙ୍କୁ ୨୦ ବର୍ଷ ସଶ୍ରମ…
ଦାରିଙ୍ଗବାଡ଼ିରେ ଓଡ଼ିଆ ଚଳଚ୍ଚିତ୍ର ‘ବିଗୁଲ୍’ର ଶୁଟିଂ ଆରମ୍ଭ
ଦାରିଙ୍ଗବାଡ଼ି,୨୩ା୩(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ କନ୍ଧମାଳକୁ ନେଇକି ଓଡ଼ିଆ ଓଡ଼ିଆ ଚଳଚ୍ଚିତ୍ର ‘ବିଗୁଲ୍’ର ଶୁଟିଂ ଆରମ୍ଭ ହୋଇଛି। ଏହା ଓଡ଼ିଆରେ ଶୁଟିଂ ହେଉଥିବା ବେଳେ ହିନ୍ଦୀ ଭାଷାରେ ମଧ୍ୟ ଡବିଂ କରାଯିବାକୁ ଯୋଜନା କରାଯାଉଛି। ଏହାକୁ ସର୍ବଭାରତୀୟ ଚଳଚ୍ଚିତ୍ର ଭଳି ପ୍ରସ୍ତୁତ…
ଗଞ୍ଜେଇ ଭର୍ତ୍ତି ପିକ୍ଅପ୍ ଛାଡ଼ି ଦୁଇ ମାଫିଆ ଫେରାର
ବାଲିଗୁଡ଼ା,୨୨ା୩(ଡି.ଏନ୍.ଏ.): ଦିନକୁ ଦିନ କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରୁ ବେଆଇନ ଗଞ୍ଜେଇ ଚୋରାଚାଲାଣ ବଢ଼ୁଥିବା ବେଳେ ଗଞ୍ଜେଇ ଚାଲାଣ ରୋକିବା ସହ ମାଫିଆଙ୍କୁ ଧରିବା ପାଇଁ ଜୋରଦାର ପ୍ରଚେଷ୍ଟା ଜାରି ରଖିଛି ପୋଲିସ। ବୁଧବାର ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର…
ଆୟୁଷ ଡାକ୍ତରଙ୍କୁ ଡିପିଏମ୍ଙ୍କ ଦୁର୍ବ୍ୟବହାର
ଫୁଲବାଣୀ ଅଫିସ, ୨୨।୩: ନବ ନିଯୁକ୍ତ ଆୟୁଷ ଷାକ୍ତରମାନଙ୍କୁ ଜାତୀୟ ସ୍ବାସ୍ଥ୍ୟ ମିଶନ (ଏନ୍ଏଚ୍ଏମ୍)ର ଜିଲା ପ୍ରୋଗ୍ରାମ ମ୍ୟାନେଜର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ଆୟୁଷ ଡାକ୍ତରମାନେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲାପାଳ, ରାଜ୍ୟ ସ୍ବାସ୍ଥ୍ୟ ଏବଂ…
ସରୁନି ଚିଲଡ୍ରେନ୍ସ ପାର୍କ ନିର୍ମାଣ କାର୍ଯ୍ୟ
ରାଇକିଆ,୨୧ା୩(ଡି.ଏନ.ଏ): ତିନି ବର୍ଷରୁ ଅଧିକ ସମୟ ବିତିବାକୁ ବସିଲାଣି। ତଥାପି ସମ୍ପୂର୍ଣ୍ଣ ହୋଇପାରୁନାହିଁ କନ୍ଧମାଳ ଜିଲା ରାଇକିଆଠାରେ ନିର୍ମାଣାଧିନ ଥିବା ଚିଲଡ୍ରେନ୍ସ ପାର୍କ। ୨୦୨୦ ଜାନୁଆରୀରୁ ଆରମ୍ଭ ହେଇଥିଲା ପାର୍କ ନିର୍ମାଣ କାର୍ଯ୍ୟ କିଛି ମାସର କାମ ପରେ କରୋନ କଟକଣା…
କୋମ୍ବିଂ ଅପରେଶନ ବେଳେ ୧୧ ସନ୍ଦିଗ୍ଧ ଅଟକ
ବାଲିଗୁଡ଼ା, ୧୯।୩(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅଧୀନ କୋଟଗଡ଼ ବ୍ଲକ ହରିପୁର ନିକଟସ୍ଥ ବୁଢ଼ା ପାହାଡ଼ରେ କୋଟଗଡ଼ ସିଆର୍ପିଏଫ୍ ବାଟାଲିୟନର ଯବାନମାନେ କୋମ୍ବିଂ ଅପରେଶନ ବେଳେ ୧୧ଜଣ ସନ୍ଦିଗ୍ଧଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ଯବାନମାନେ ତାଙ୍କଠାରୁ ୪ଟି ଦେଶୀ ବନ୍ଧୁକ,…
କାଳୁଆ ମନ୍ଦିର ଜମିକୁ ନେଇ ଉତ୍ତେଜନା
ଆର.ଉଦୟଗିରି,୧୯।୩(ଡି.ଏନ୍.ଏ.): ଠାକୁରାଣୀ ମନ୍ଦିର ଜମିକୁ ଜଣେ ବ୍ୟକ୍ତି ଅକ୍ତିଆର କରିଛନ୍ତି। ତା ସହ ଜଙ୍ଗଲ ମଧ୍ୟ ସଫ କରୁଛନ୍ତି ା ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ପରେ ବି ସ୍ଥାନ ଛାଡିଲାନି ସେହି ବ୍ୟକ୍ତି। ଶେଷରେ ମହିଳା ସଂଘ ଅଣ୍ଟା ଭିଡିଲେ। ଦୋକାନ ବଜାର…
ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରୁଛି ମଣ୍ଡାସରୁ ଇକୋ ଟୁରିଜମ୍
ରାଇକିଆ,୧୭ା୩: କନ୍ଧମାଳ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ରାଇକିଆର ମଣ୍ଡାସରୁ ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରୁଛି। ଗତ କିଛିବର୍ଷ ମଧ୍ୟରେ ପ୍ରାକୃତିକ ସୋନ୍ଦର୍ଯ୍ୟ ସାଙ୍ଗକୁ ଏହାର ପୁନରୁଦ୍ଧାର ଯୋଗୁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ଏହି ଇକୋ ଟୁରିଜମ୍ କେନ୍ଦ୍ର।…
ଦ୍ବିତୀୟ ଦିନରେ ପହଞ୍ଚିଲା ଡ୍ରାଇଭର ମହାସଂଘର ଧର୍ମଘଟ: ଅତ୍ୟାବଶ୍ୟକ ସାମଗ୍ରୀ ଚିନ୍ତାରେ ଖାଉଟି
ବାଲିଗୁଡ଼ା:୧୬।୩(ଡି.ଏନ.ଏ): ମାର୍ଚ୍ଚ ୧୫ ତାରିଖରୁ ୧୦ ଦଫା ଦାବି ନେଇ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛି ଓଡ଼ିଶା ଡ୍ରାଇଭର ମହାସଂଘ। ଗୁରୁବାର ଧର୍ମଘଟ ଦ୍ବିତୀୟ ଦିନରେ ପହଞ୍ଚିଥିବା ବେଳେ କନ୍ଧମାଳ ଜିଲା ବାଲିଗୁଡ଼ା…
Archives


