କନ୍ଧମାଳ

ଦାରିଙ୍ଗବାଡ଼ିରେ ଫସି ରହିଛନ୍ତି ପଶ୍ଚିମବଙ୍ଗର ୧୫ ଶ୍ରମିକ

ଦାରିଙ୍ଗବାଡ଼ି,୨୭।୩(ଡି.ଏନ୍‌.ଏ.)- ପଶ୍ଚିମବଙ୍ଗରୁ ଦାରିଙ୍ଗବାଡ଼ି ଅଞ୍ଚଳକୁ ଆସି ବିଭିନ୍ନ ଲଜ୍‌, ବିଲ୍ଡିଂରେ କାର୍ଯ୍ୟ କରୁଥିବା ୧୫ଜଣ ରାଜମିସ୍ତ୍ରୀ ଓ ଶ୍ରମିକ ଦାରିଙ୍ଗବାଡ଼ିରେ ଫସି ରହିଛନ୍ତି। କାମ ବନ୍ଦ ଯୋଗୁ…

6 years ago

ବହିରାଗତଙ୍କ ଘର ବାହାରେ ଲାଗିଲା ପୋଷ୍ଟର

ରାଇକିଆ,୨୭।୩(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ରାଇକିଆ ଅଞ୍ଚଳର ଯେଉଁମାନେ ରାଜ୍ୟ ବାହାରେ ରହି କାମ କରୁଥିଲେ ସେମାନେ ଏବେ ଗଁାକୁ ଫେରିଛନ୍ତି। ସେମାନଙ୍କୁ ହୋମ୍‌ ଆଇସୋଲେଶନରେ ରହିବାକୁ ପରାମର୍ଶ…

6 years ago

ଶର୍ଟସର୍କିଟ ଯୋଗୁ ବାଇକରେ ଲାଗିଲା ନିଆଁ

ଦାରିଙ୍ଗବାଡି,୨୭ା୩(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ଥାନା କୁମ୍ଭବଜାରଠାରେ ଏକ ବାଇକରେ ଅଚାନକ ନିଆଁ ଲାଗିଯାଇଥିଲା। ନିଆଁ ଦେଖି ବାଇକ୍‌ ଚାଳକ ପାଟି କରବାରୁ ସାହିଲୋକେ ପହଞ୍ଚତ୍ ଲିଭାଇବା ପାଇଁ ଆବଶ୍ୟକ…

6 years ago

ଲକ୍‌ ଡାଉନ୍‌ର ପ୍ରଭାବ: ପାଳନ ହେଲାନି ବିଶ୍ୱ ନାଟ୍ୟ ଦିବସ

ବ୍ରହ୍ମପୁର ଅଫିସ,୨୭ା୩-ସମାଜରେ ସଂସ୍କାର ଅଣିବାରେ ସର୍ବଦା ପ୍ରମୁଖ ଭୂମିକା ଗ୍ରହଣ କରିଆସିଥିବା ମଞ୍ଚନାଟକକୁ ପୁର୍ନଜୀବିତ କରିବା ନେଇ ମାର୍ଚ୍ଚ ୨୭କୁ ବିଶ୍ୱ ନାଟ୍ୟ ଦିବସ ଭାବେ ପାଳନ…

6 years ago

କେରଳରୁ ଫେରି ପାରୁନାହାନ୍ତି କନ୍ଧମାଳ ଶ୍ରମିକ

ଫୁଲବାଣୀ ଅଫିସ, ୨୭ା୩- କରୋନା ପାଇଁ ସାରାଦେଶରେ ଏବେ ଲକ୍‌ଡାଉନ୍‌। ଏଭଳି ସ୍ଥିତିରେ କନ୍ଧମାଳ ଜିଲାର ଯୁବତୀ ଯୁବକ ଏବଂ ଦମ୍ପତ୍ତି ଏବେ କେରଳରେ ଫସି ଯାଇଛନ୍ତି।…

6 years ago

ଘର ଘର ବୁଲି ବଣ୍ଟାଯାଉଛି ଭତ୍ତାଟଙ୍କା

ରାଇକିଆ,୨୮।୩(ଡି ଏନ ଏ)- ରାଇକିଆ ବ୍ଲକରେ ଭତ୍ତା ଟଙ୍କା ବଣ୍ଟନ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। କରୋନା ସଂକ୍ରମଣ ଆଶଙ୍କାରେ ରାଇକିଆ ସହର ତିନିଦିନ ହେଲା ଲକ୍‌ ଡାଉନ…

6 years ago

ପୋଲିସ କାର୍ଯ୍ୟାନୁଷ୍ଠାନ ଭୟ, ରାସ୍ତା ଶୁନ୍‌ଶାନ୍‌

ରାଇକିଆ ୨୬।୩(ଡି ଏ ନ ଏ)- ସମଗ୍ର ଦେଶରେ ଲକ୍‌ ଡାଉନ ପରେ କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ନିରବତା ଦେଖା ଦେଇଛି। ସକାଳ ୭ଟାରୁ ୧୧ଟା…

6 years ago

ଘରଘର ବୁଲି ହିତାଧିକାରୀଙ୍କୁ ଭତ୍ତା ବାଣ୍ଟୁଛନ୍ତି ଅଧିକାରୀ, ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଦେଉଛନ୍ତି ପରାମର୍ଶ

ରାଇକିଆ,୨୭।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭତ୍ତା ଟଙ୍କା ବଣ୍ଟନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କରୋନା ସଂକ୍ରମଣ ଆଶଙ୍କାରେ ରାଇକିଆ ସହର ତିନିଦିନ ହେଲା ଲକ୍‌ଡାଉନ୍‌…

6 years ago

ଲକ୍‌ଡାଉନ୍‌ ବେଳେ ଗଞ୍ଜେଇ ଚାଲାଣ, ୪ ଗିରଫ

ଫିରିଙ୍ଗିଆ,୨୬ା୩-କରୋନା ଲାଗି ରାଜ୍ୟ ଲକ୍‌ଡାଉନରେ ଥିବା ବେଳେ ଗଞ୍ଜେଇ ଚାଲାଣକାରୀ ସକ୍ରିୟ ହୋଇଉଠିଛନ୍ତି। ପୋଲିସର ବ୍ଲକିଂକୁ ଚକମା ଦେଇ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଫିରିଙ୍ଗିଆ ପୋଲିସ…

6 years ago

ଚାଷୀ ଚିନ୍ତା ବଢାଇଛି କରୋନା

ବାଲିଗୁଡା ୨୬ା୩(ଡି.ଏନ୍‌.ଏ.)- କରୋନା ପ୍ରଭାବରେ ଚାଷୀ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଶ୍ରମିକ ମିଳୁ ନ ଥିବାରୁ ଚାଷୀ ଫସଲ ଅମଳ କରିପାରୁନାହିଁ। ବାଲିଗୁଡା ଅଞ୍ଚଳରେ…

6 years ago