କନ୍ଧମାଳ

ବି.ଡକେବାଡ଼ିରେ ଜ୍ୱର, ଝାଡ଼ା ଘଟଣା: ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଦାବି କଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି,୩୦ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ବି.ଡକେବାଡ଼ି ଗ୍ରାମରେ ୧୦ ଦିନ ହେବ ୨୦ରୁ ଊର୍ଦ୍ଧ୍ୱ ଜଣଙ୍କୁ ଜ୍ୱର ହେବା ସହ ପତଳା ଝାଡ଼ା ଲାଗି ରହିଛି।…

6 years ago

ହେଡ୍‌କ୍ୱାର୍ଟର ଛାଡିବା ମହଙ୍ଗା ପଡିଲା, ୮୭ ଶିକ୍ଷକଙ୍କୁ କାରଣଦର୍ଶାଅ ନୋଟିସ୍‌

ଦାରିଙ୍ଗବାଡ଼ି,୩୦।୪(ଡି.ଏନ.ଏ)- କରୋନା ପାଇଁ ଲକ୍‌ଡାଉନ ଘୋଷଣା ପରେ ବିଦ୍ୟାଳୟ ଛୁଟି ହୋଇଥିଲେ ମଧ୍ୟ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ହେଡ୍‌କ୍ୱାର୍ଟର ଛାଡି ନ ଯିବାକୁ ସରକାରୀ ନିର୍ଦ୍ଦେଶ ରହିଥିଲା। ତେବେ…

6 years ago

ବି.ଡକେବାଡ଼ିରେ ଜ୍ୱର,ଝାଡ଼ାବାନ୍ତି: ୨୦ରୁ ଉର୍ଦ୍ଧ୍ୱ ପରିବାର ଆକ୍ରାନ୍ତ, କୋଭିଡ-୧୯ ପରୀକ୍ଷା କରାଯିବ

ଦାରିଙ୍ଗବାଡ଼ି,୨୯।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ପଞ୍ଚାୟତ ବି.ଡକେବାଡ଼ି ଗ୍ରାମରେ ଗତ ୧୦ ଦିନ ହେଲା ୨୦ରୁ ଉର୍ଦ୍ଧ୍ୱ ପରିବାରର ଲୋକଙ୍କୁ ଜ୍ୱର ଲାଗିରହିଛି। ଏବେ ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ଦୁଇଦିନ…

6 years ago

କୋଭିଡ୍‌ ନିୟମ ଉଲ୍ଲଘଂନ, ସିଲ୍‌ ହେଲା ଦୋକାନ

ଶଙ୍କରାଖୋଲ,୨୯ା୪(ଡି.ଏନ୍‌.ଏ)- ଚକାପାଦ ବ୍ଲକ ଶଙ୍କରାଖୋଲଠାରେ ବୁଧବାର ସକାଳେ ସାମାଜିକ ଦୂରତା ରକ୍ଷା ନକରିବା ଅଭିଯୋଗରେ ଏକ ଦୋକାନକୁ ସିଲ୍‌ କରାଯାଇଛି। ଏସ୍‌ପି ପ୍ରତୀକ ସିଂ ପରିଦର୍ଶନ କରିବା…

6 years ago

ବ୍ଲକ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ଦାରିଙ୍ଗବାଡ଼ି,୨୯ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନଙ୍କ ସଭ୍ୟପଦକୁ କୋର୍ଟ ରଦ୍ଦ କରିବା ପରେ ବୁଧବାର ଉପାଧ୍ୟକ୍ଷ ରମାକାନ୍ତ ବଳିଆର ସିଂ ବ୍ଲକ ଅଧ୍ୟକ୍ଷ…

6 years ago

କୋଭିଡ୍‌ ଫଣ୍ଡକୁ ୧୦ହଜାର ଦେଲେ ବ୍ଲକ ଅଧ୍ୟକ୍ଷ

ଖଜୁରିପଡ଼ା/ବଲସକୁମ୍ପା,୨୮ା୪(ଡି.ଏନ.ଏ.)- କରୋନା ମହାମାରୀର ମୁକାବିଲା ପାଇଁ ଖଜୁରିପଡ଼ା ବ୍ଲକ ଅଧ୍ୟକ୍ଷ ବିରେନ୍ଦ୍ର କୁମାର କହଁର ୧୦ ହଜାର ଟଙ୍କା କୋଭିଡ୍‌ ଫଣ୍ଡକୁ ଦାନ କରିଛନ୍ତି। ସେ ସୋମବାର…

6 years ago

ଅସହାୟଙ୍କୁ ନିଜ ଖାଦ୍ୟ ଦେଲେ କନେଷ୍ଟବଳ

ବାଲିଗୁଡା,୨୮ା୪(ଡି.ଏନ୍‌.ଏ.)- କରୋନା ପାଇଁ ଲକ୍‌ଡାଉନ ପରେ ବହୁ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକେ ଘରେ ରହିଥିବାବେଳେ ପୋଲିସ କର୍ମଚାରୀ ସେମାନଙ୍କ କାର୍ଯ୍ୟ…

6 years ago

ମାସ୍କ ବ୍ୟବସାୟୀ ଦେଲେ ଜରିମାନା

ଦାରିଙ୍ଗବାଡ଼ି,୨୮।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମାସ୍କ ପିନ୍ଧି ନ ଥିବା ମୋଟ ୧୧ ଜଣଙ୍କ ଠାରୁ ୨୨ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେମାନଙ୍କ ମଧ୍ୟରେ…

6 years ago

ବୁଡାଗୁଡାରେ ଆଉ ୯ ଝାଡାବାନ୍ତିରେ ଆକ୍ରାନ୍ତ

ଦାରିଙ୍ଗବାଡ଼ି,୨୮।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ବୁଡାଗୁଡ଼ା ପଞ୍ଚାୟତ ଅଞ୍ଚଳର କଡ଼ଗାବାଲି ଏବଂ ପଡ଼ିକିଆରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ମଙ୍ଗଳବାର ଆଉ ୨ଜଣଙ୍କୁ ବୁଡାଗୁଡ଼ା…

6 years ago

ଦାରିଙ୍ଗବାଡି ବ୍ଲକ: ଅଧ୍ୟକ୍ଷାଙ୍କ ସଭ୍ୟପଦ ରଦ୍ଦ, ଦାୟିତ୍ୱରେ ଉପାଧ୍ୟକ୍ଷ

ଦାରିଙ୍ଗବାଡ଼ି,୨୮।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନଙ୍କ ସଭ୍ୟପଦ୍ଦକୁ କୋର୍ଟ ଅସିଦ୍ଧ ଘୋଷଣା ପରେ କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି ତାଙ୍କ ସଭ୍ୟପଦ୍ଦକୁ ରଦ୍ଦ…

6 years ago