କନ୍ଧମାଳ

ବି.ଡକେବାଡ଼ିରେ ଜ୍ୱର ଆତଙ୍କ: ପହଞ୍ଚତ୍ଲେ ଡାକ୍ତରୀ ଦଳ

ଦାରିଙ୍ଗବାଡ଼ି,୨୮।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ପଞ୍ଚାୟତ ବି.ଡକେବାଡ଼ି ଗ୍ରମାରେ କିଛିଦିନ ହେଲା ଜ୍ୱର ଆତଙ୍କ ଦେଖାଦେଇଛି। ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ଜ୍ୱରରେ ଆକ୍ରାନ୍ତ ହେବାପରେ ସୋମବାର ଦାରିଙ୍ଗବାଡ଼ି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରୁ…

6 years ago

ବୁଡାଗୁଡା, କଡଗାବାଲିରେ ବ୍ୟାପୁଛି ଝାଡାବାନ୍ତି: ପହଁଚିଲା ସ୍ବାସ୍ଥ୍ୟ ଟିମ୍‌, ମାସକରେ ୨ ମୃତ୍ୟୁ ଅଭିଯୋଗ

ଦାରିଙ୍ଗବାଡ଼ି,୨୭।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ କଡ଼ଗାବାଲି ଗ୍ରାମରେ ଝାଡ଼ାବାନ୍ତି ବ୍ୟାପୁଛି। ଡଙ୍ଗେଶ୍ୱର ପ୍ରଧାନ ଏବଂ ତାଙ୍କ ସ୍ତ୍ରୀ ସୁବାଜିନୀ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ସୁବାଜିବୀ ଗର୍ଭବତୀ ଥିବାବେଳେ ଉଭୟଙ୍କ…

6 years ago

ମାସ୍କ ନ ପିନ୍ଧିବାରୁ ଜରିମାନା: ୩୮ ଜଣଙ୍କଠାରୁ ୮,୫୦୦ ଟଙ୍କା ଆଦାୟ

ରାଇକିଆ,୨୭।୪(ଡି.ଏନ୍‌.ଏ.): କରୋନା(କୋଭିଡ-୧୯)ରୁ ରକ୍ଷା ପାଇଁ ମାସ୍କ ପିନ୍ଧିବାକୁ ପ୍ରାଥମିକତା ଦିଆଯାଉଛି। ବାରମ୍ବାର ସଚେତନ କରାଯିବା ପରେ ମଧ୍ୟ କିଛି ଅମାନିଆ ଏହାକୁ ମାନୁ ନାହାନ୍ତି। ଏହି କ୍ରମରେ…

6 years ago

ସୀମା ପାର ହୋଇ ଚାଉଳ, ବହି ନେବାକୁ ଆସୁଥିବା ଛାତ୍ରୀଛାତ୍ରଙ୍କୁ ଫେରାଇଲା ପୋଲିସ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୬।୪(ଡି.ଏନ୍‌.ଏ.)- ଲକ୍‌ଡାଉନ ପରେ କନ୍ଧମାଳ ଜିଲାର ସବୁ ସୀମାକୁ ସିଲ୍‌ କରାଯାଇଛି। କନ୍ଧମାଳ-ଗଜପତି ଜିଲାର ସୀମା ବ୍ରାହ୍ମଣୀଗଁା ଥାନା ଝିଞ୍ଜିରିଗୁଡାଠାରେ ସଶସ୍ତ୍ର ପୋଲିସ ମୁତୟନ ହୋଇଛଡ଼୍‌ତି। ଗଜପତି…

6 years ago

ମାଓବାଦୀଙ୍କଠାରୁ ସାମାଜିକ ଦୂରତା ରକ୍ଷା ପାଇଁ ନିବେଦନ

ବାଲିଗୁଡା,୨୬ା୪(ଡି.ଏନ୍‌.ଏ.)- ବିଶ୍ୱରେ ମହାମାରୀ କରୋନାର ଭୟାବହତା ଜାରି ରହିଛି। ଏପରି ସ୍ଥଳେ ସାମାଜିକ ଦୂରତ୍ୱକୁ ବିଶେଷ ପ୍ରାଧାନ୍ୟ ଦିଆଯାଉଛି। ଏନେଇ ଦେଶରେ ଲକ୍‌ଡାଉନ୍‌ କଟକଣା ଜାରି କରାଯାଇଛି।…

6 years ago

ଜି.ଉଦୟଗିରି କଂଗ୍ରେସ ତରଫରୁ ଥାନାରେ ଏତଲା

ଜି.ଉଦୟଗିରି,୨୫ା୪(ଡି.ଏନ.ଏ.)- ଜି.ଉଦୟଗିରି କଂଗ୍ରେସ ଦଳ ତରଫରୁ ଶୁକ୍ରବାର ସୋନିଆ ଗାନ୍ଧୀଙ୍କ ବିରୋଧରେ ନିମ୍ନମାନର ଓ ମାନହାନି ହେବାଭଳି ଖବର ପରିବେଷଣ କରିଥିବା ଅଭିଯୋଗ କରି ରିପବ୍ଲିକ ଟିଭିର…

6 years ago

କୋଭିଡ୍‌ ଡ୍ୟୁଟି ଲେଖି କାରରେ ଗଞ୍ଜେଇ ଚାଲାଣ, ଜଣେ ଗିରଫ

ରାଇକିଆ,୨୫ା୪(ଡି.ଏନ୍‌.ଏ.)- ରାଇକିଆ ପୋଲିସ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣକୁ ଗିରଫ କରିଛି । ଶନିବାର ଭୋରରୁ ପେଟ୍ରୋଲିଂବେଳେ ସନ୍ଦେହରେ କୋଭିଡ ଡ୍ୟୁଟି ଲେଖାଥିବା ଏକ କାର୍‌କୁ…

6 years ago

ଖୁଣ୍ଟରୁ ପଡ଼ି ବିଦ୍ୟୁତ୍‌ କର୍ମଚାରୀ ଗୁରୁତର, ଭୁବନେଶ୍ୱର ସ୍ଥାନାନ୍ତର

ଦାରିଙ୍ଗବାଡ଼ି,୨୫।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ସିମନବାଡ଼ି ଘାଟିରେ ବିଦ୍ୟୁତ୍‌ ମରାମତିବେଳେ ଶୁକ୍ରବାର ଅପରାହ୍ନରେ ଜଣେ କର୍ମଚାରୀ ଖୁଣ୍ଟରୁ ଖସିପଡ଼ି ଗୁରୁତର ହୋଇଛନ୍ତି। ସେହେଲେ କବିଚନ୍ଦ୍ର ଦଳବେହେରା।…

6 years ago

କରୋନା ମୁକାବିଲା ପାଇଁ ଠିକାଦାର ଦେଲେ ୨ଲକ୍ଷ

ଦାରିଙ୍ଗବାଡ଼ି,୨୪।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ିର ବରିଷ୍ଠ ଠିକାଦାର ଗିରିଶ ଚନ୍ଦ୍ର ସାହୁ ଶୁକ୍ରବାର ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ୨ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ସେ…

6 years ago

ଏସ୍‌ଏଚ୍‌ଜି ପକ୍ଷରୁ ପୋଲିସ ପ୍ରଶାସନକୁ ମାସ୍କ, ଶୁଖିଲା ଖାଦ୍ୟ ବଣ୍ଟନ

ଦାରିଙ୍ଗବାଡ଼ି,୨୪।୪(ଡି.ଏନ୍‌.ଏ.)- କରୋନା ମୁକାବିଲାରେ ଆଗଧାଡିର ଯୋଦ୍ଧା ସାଜିଛନ୍ତି ପୋଲିସ। ଦିନରାତି ପାଟ୍ରୋଲିଂ ସହ ସଚେତନତା ଜାରି ରଖିଛନ୍ତି। ଦାରିଙ୍ଗବାଡ଼ି ଅଞ୍ଚଳରେ ଆଇଆଇସି କୌଶିକ ମାଝୀଙ୍କ ନେତୃତ୍ୱରେ କଡ଼ା…

6 years ago