କଳାହାଣ୍ଡି

ଚାଷୀ ଆତ୍ମହତ୍ୟା ଉଦ୍ୟମ ଘଟଣା : ବିରୋଧୀ ଦଳ ନେତାଙ୍କ ଅନୁଧ୍ୟାନ

କେସିଙ୍ଗା,୨୫।୮(ଡି.ଏନ.ଏ.) କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମ ପଞ୍ଚାୟତର ବାହାଦୂରପଦର ଗ୍ରାମର ଚାଷୀ ଡମ୍ବରୁଧର ପୋଢ଼ (୩୫) ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବର୍ତ୍ତମାନ ଡମ୍ବରୁଧର ବୁର୍ଲାରେ ଚିକିତ୍ସାଧୀନ ଅଛନ୍ତି । ଉକ୍ତ ଘଟଣା ଜଣାପଡ଼ିବା ପରେ ଶନିବାର…

ଏବିଭିପି ପକ୍ଷରୁ ଭିସୁଟରେ ର଼୍ୟାଗିଂର ପ୍ରତିବାଦ

ଭବାନୀପାଟଣା,୨୫।୮(ଡି.ଏନ.ଏ.) ସମ୍ବଲପୁର ଜିଲା ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌)ରେ ର଼୍ୟାଗିଂକୁ ଏବିଭିପି ପକ୍ଷରୁ ଶନିବାର ପ୍ରତିବାଦ କରାଯାଇଛି। ଭବାନୀପାଟଣାସ୍ଥିତ ସ୍ଥାନୀୟ କଲେଜ ଛକ ଏବଂ ନଗର କାର୍ଯ୍ୟାଳୟ ସାମ୍ନାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଶାଖା ତରଫରୁ ବିକ୍ଷୋଭ ସହ…

ଜଳଶକ୍ତି ଅଭିଯାନ ସମ୍ପର୍କରେ ସ୍ବତନ୍ତ୍ର ଗ୍ରାମସଭା : ଜଳ ସଂରକ୍ଷଣ, ପ୍ରୋତ୍ସାହନ ନିମନ୍ତେ ଆଲୋଚନା

କର୍ଲାମୁଣ୍ଡା,୨୫।୮(ଡି.ଏନ.ଏ.) କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବିଭିନ୍ନ ପଞ୍ଚାୟତରେ ଜଳଶକ୍ତି ଅଭିଯାନ ସମ୍ପର୍କରେ ସ୍ବତନ୍ତ୍ର ଗ୍ରାମସଭା ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରେଗେଡା ଗ୍ରାମପଞ୍ଚାୟତଠାରେ ସରପଞ୍ଚ ସୁଶାନ୍ତ ପରିଡାଙ୍କ ସଭାପତିତ୍ୱରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଜଳ ସଂରକ୍ଷଣ,…

ଜୁନାଗଡ଼-ଭୁବନେଶ୍ୱରକୁ ସ୍ବତନ୍ତ୍ର ଟ୍ରେନ ଚାଲିଲା : ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ବିୟୋଗ ଯୋଗୁ ବାତିଲ ହେଲା ଉଦ୍‌ଘାଟନୀ କାର୍ଯ୍ୟକ୍ରମ

ଜୁନାଗଡ,୨୪।୮(ଡି.ଏନ.ଏ.) : କଳାହାଣ୍ଡି ଜିଲା ଜୁନାଗଡ ସହରଠାରୁ ଭୁବନେଶ୍ୱରକୁ ଶନିବାର ସ୍ବତନ୍ତ୍ର ଟ୍ରେନ୍‌ ଚାଲିଛି। ଅପରାହ୍ନ ସାଢେ ୪ଟାରେ ଜୁନାଗଡ ରୋଡ-ଭୁବନେଶ୍ୱରକୁ ଏକ୍ସପ୍ରେସ (ନଂ.୧୮୪୩୭-୧୮୪୩୮) ଯାତ୍ରା ଆରମ୍ଭ କରିଥିଲା। ଅପରାହ୍ନ ୩ଟାରେ ରେଳ ବିଭାଗ ପକ୍ଷରୁ ଏହି ଟ୍ରେନର ଶୁଭାରମ୍ଭ ପାଇଁ…

ଆଦିବାସୀ ମନ୍ତ୍ରୀ, ବିଧାୟକଙ୍କ ଜନଜାତି ଆବାସିକ ବିଦ୍ୟାଳୟ ପରିଦର୍ଶନ 

କୋକସରା,୨୪।୮(ଡି.ଏନ.ଏ.): ଆଦିବାସୀ ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସିରକା ଶନିବାର ପାପଡାହାଣ୍ଡି ଗସ୍ତରେ ଆସି ଫେରୁଥିବା ବେଳେ କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣିରେ ଥିବା ଆଦିବାସୀ ଜନଜାତି ଛାତ୍ରୀଛାତ୍ର ପାଠ ପଢୁଥିବା ଆବାସିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ପରିଦର୍ଶନ…

ଆଗୁଆ ନୂଆଁଖାଇ ପର୍ବ ପାଳନ: ଜୋରରେ ଚାଲିିଛି ପ୍ରସ୍ତୁତି ପର୍ବ

ଭବାନୀପାଟଣା,୨୪।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଅଧୀନ କେସିଙ୍ଗା ବ୍ଲକ ପଥର୍ଲା ପଞ୍ଚାୟତ ପଥର୍ଲା ଗାଁରେ ଆଗୁଆ ନୂଆଁଖାଇ ପର୍ବ ପାଳନ କରାଯାଇଥାଏ। ଏଣୁ ପଥର୍ଲା ନୂଅଁାଖାଇକୁ ଆଉ ମାତ୍ର ଆଠ ଦିନ ବାକି ରହିଛି। ଏହି ଗାଁର ଲୋକେ ୩୦ ତାରିଖ ସପ୍ତପୁରୀ…

ରେଗୁଲାର ହେଲେ ୧୧୩ ଗ୍ରାମ୍ୟ କୃଷି କର୍ମଚାରୀ

ଭବାନୀପାଟଣା,୨୪।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ କାର୍ଯ୍ୟରତ ୧୧୩ ଜଣ ଗ୍ରାମ୍ୟ କର୍ମଚାରୀ ନିୟମିତ (ରେଗୁଲାର) ହେଲେ। ଏ ନେଇ ଜିଲା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଜିଲାର ୧୩ ବ୍ଲକର ବିଭିନ୍ନ ପଞ୍ଚାୟତରେ ଚୁକ୍ତିଭିତ୍ତିକ…

କିଟପଦର ଛକ ନିକଟରେ ହତ୍ୟା ଘଟଣା: ୩ ଅଭିଯୁକ୍ତ ଗଲେ ଜେଲ

ଭବାନୀପାଟଣା,୨୪।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କିଟପଦର ଛକରେ ଗତ ୧୫ ତାରିଖ ରାତିରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ୩ ଅଭିଯୁକ୍ତ ଶୁକ୍ରବାର ଜେଲ ଯାଇଛନ୍ତି। ସେମାନେ ହେଲେ ସିର୍ଲିଗୁଡା ଗ୍ରାମର ରାକେଶ ପୁଞ୍ଜି (୧୯), ଡମ୍ବରୁଧର ପୂଝାରୀ…

ଉଚ ଚିକିଛା ଲାଗି ଟଁକା ଅଭାବ୍‌: ୧୨ ବଛର ହେଲା ଖଟେ ପଡ଼ିଛନ୍‌ ଦ୍ରୌପଦୀ

ଭବାନୀପାଟଣା,୨୪।୮(ସ୍ବ.ପ୍ର): ଦିନେ ନୁହେ କି ଦୁଇ ଦିନ ନୁହେ, ଗଲା ୧୨ ବଛର ହେଲା ଅଜନା ରୋଗ୍‌ରେ ଖଟେ ପଡ଼ି ଅସାହା ଜୀବନ୍‌ ବିତଉଛନ୍‌ ଦ୍ରୌପଦୀ ମାଝି(୧୪)। ଇ ବଏସେ ସେ ପାଠ୍‌ପଢ଼ା ସଂଗେ ସାଂଗସାଥିକର ସଂଗେ ଖେଲକୁଦରେ ସମିଆ ବିତାବାର…

ବିଭିନ୍ନ ଶିକ୍ଷାନୁଷ୍ଠାନରେ ଜନ୍ମାଷ୍ଟମୀ : କୃଷ୍ଣବଳରାମ ବେଶରେ ଛାତ୍ରୀଛାତ୍ର

କର୍ଲାମୁଣ୍ଡା,୨୩।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶୁକ୍ରବାର ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷକ ସୋମନାଥ ସାହୁ , ସମ୍ମାନିତ ଅତିଥି ଭାବେ ଶିଶୁମନ୍ଦିର କୋଷାଧ୍ୟକ୍ଷ ଡୋଳାମଣି ଭୋଇ,…

ବ୍ଲକସ୍ତରୀୟ ବର୍ଷାକାଳୀନ ଖେଳକୁଦ ପ୍ରତିଯୋଗିତା

କେସିଙ୍ଗା,୨୩।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକସ୍ତରୀୟ ବର୍ଷାକାଳୀନ ଖେଳକୁଦ ପ୍ରତିଯୋଗିତା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନେତୃତ୍ୱରେ ସ୍ଥାନୀୟ ବିଦ୍ୟାପୀଠ ଖେଳ ପଡିଆଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୧୪ ରୁ ୧୭ ବର୍ଷର ମୋଟ ୨୬୦ ଜଣ ଛାତ୍ରୀଛାତ୍ର ଏହି ପ୍ରତିଯୋଗୀତାରେ…

ସୌଭାଗ୍ୟ ଜ୍ୟୋତି ବିଦ୍ୟୁତ୍‌ ଯୋଜନା ଫେଲ୍‌

ଗୋଲାମୁଣ୍ଡା,୨୩।୮ (ଡି.ଏନ.ଏ.)-କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ସୌଭାଗ୍ୟ ଜ୍ୟୋତି ବିଦ୍ୟୁତ୍‌ ଯୋଜନା ଫେଲ ମାରୁଛି। ଗୋଲାମୁଣ୍ଡା ବ୍ଲକ ଅଧୀନ ଚପ୍ରିଆ ଗଁାରେ ଦୀର୍ଘ ଏକ ବର୍ଷ ହେବ ଗରିବ ହିତାଧିକାରୀଙ୍କ ଘରେ ଘରେ ମିଟର ଖାଞ୍ଜା ଯାଇଥିବା ବେଳେ ବିଦ୍ୟୁତ୍‌ ସଂଯୋଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri