ହପ୍ତେ ଭିତରେ ବାପ୍, ପୁଓ ଆରପାରେ: ପରିବାର ଚିନ୍ତାରେ ବାଟ୍ବନା ନିସାହା ଅନୁପମା
ମୋହନଗିରି,୨୧।୧୦(ଡି.ଏନ.ଏ.)- କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅଧୀନ ମୋହନଗିରି ଗାଁର ଅନୁପମା ପୂଝାରୀ। ତାକର ପରିବାରଟା ନିହାତି ଗରିବ ହେଇଥିଲାବେଲେ କୁଲିମଜୁରି କରି ପେଟ୍ ପାଲୁଛନ୍। ହେଲେ ଏହେଦେ ଇ ପରିବାର ଉପରେ ଦୁଖର ପାହାଡ଼ ଲଦି ହେଇଯାଇଛେ। ସୂଚନା ଅନ୍ସାରେ…
ଆସୁଛି ଦୀପାବଳି: ରାସ୍ତା କଡ଼ରେ ଦୀପର ପସରା
ଭବାନୀପାଟଣା,୨୦।୧୦(ଡି.ଏନ୍.ଏ.): ଆଲୋକର ପର୍ବ ଦୀପାବଳି। ଏହି ପର୍ବରେ ଦୀପର ମହତ୍ତ୍ୱ ଗୁରୁତ୍ୱପୂର୍ଣ୍ଣ। ତେବେ ଏହି ପର୍ବ ପାଖେଇ ଆସୁଥିବାରୁ କଳାହାଣ୍ଡି ଜିଲା ଭବାନୀପାଟଣା ଅଞ୍ଚଳରେ ମାଟି ଦୀପର ପସରା ରାସ୍ତା କଡ଼ରେ ଦେଖିବାକୁ ମିଳିଛି। ମାଟି ଦୀପ ବିକି କୁମ୍ଭାରମାନେ ମଧ୍ୟ…
ଭିଜିଲାନ୍ସ ଜାଲରେ ଫରେଷ୍ଟର
ଭବାନୀପାଟଣା,୨୦।୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା ମ.ରାମପୁର ରେଞ୍ଜ ମୋହନଗିରି ଫରେଷ୍ଟର ରୁଦ୍ରପ୍ରସାଦ ଗହୀର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ବିଭାଗର ଜଣେ ପୂର୍ବତନ କର୍ମଚାରୀଙ୍କୁ ଚାକିରିରେ ପୁନଃ ଅବସ୍ଥାପିତ କରିବା ପାଇଁ ରୁଦ୍ରପ୍ରସାଦ ୧୦ ହଜାର ଟଙ୍କା ଲାଞ୍ଚ…
ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରତିବାଦରେ କୋର୍ଟ ବର୍ଜନ
ଭବାନୀପାଟଣା,୨୦।୧୦(ଡି.ଏନ୍.ଏ.): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କୋର୍ଟ ବର୍ଜନକୁ ଅବମାନନା ଦର୍ଶାଇ ବିଭିନ୍ନ ଓକିଲ ସଂଘକୁ ନୋଟିସ ଦିଆଯାଇଛି। ଏହାର ପ୍ରତିବାଦରେ ଭବାନୀପାଟଣା ଓକିଲ ସଂଘ ପକ୍ଷରୁ ସମସ୍ତ କୋର୍ଟ ବର୍ଜନ କରାଯାଇଛି। ଜିଲାର ମଦନପୁର ରାମପୁର, କେସିଙ୍ଗା, ଧର୍ମଗଡ଼, ଜୁନାଗଡ଼ ସମେତ…
୧୫ ଦାଦନ ଦଲାଲଙ୍କୁ ଗିରଫ କଲା କଳାହାଣ୍ଡି ପୋଲିସ
ଭବାନୀପାଟଣା,୨୦।୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା ୯ଟି ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ୧୫ ଦାଦନ ଦଲାଲଙ୍କୁ ଗିରଫ କରିଛି। ଜିଲାରେ ଦାଦନ ଦଲାଲ ଅଧିକ ସକ୍ରିୟ ଥିବା ଖବର ଏସ୍ପି ବାତୁଲା ଗଙ୍ଗାଧରଙ୍କ ନିକଟରେ ପହଞ୍ଚତ୍ବା ପରେ ତୁରନ୍ତ ସେମାନଙ୍କ ବିରୋଧରେ…
ପୁରୁଣାଗୁମାଠାରେ ଟ୍ରକ୍ ଦୁର୍ଘଟଣାରେ ଜଣେ ମୃତ ଘଟଣା: ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ସ୍ତ୍ରୀ
ଭବାନୀପାଟଣା, ୧୫।୧୦(ଡି.ଏନ୍.ଏ.)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ପୁରୁଣାଗୁମାଠାରେ ଟ୍ରକ ଓ ବାଇକ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର ହେବା ଘଟଣା ନୂଆମୋଡ ନେଇଛି। ସ୍ବାମୀକୁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇଥିବା ନେଇ ମୃତ ବ୍ୟକ୍ତିଙ୍କ…
ଅର୍ଜୁନ ନାୟକ ପାଇବେ ‘କଳାହାଣ୍ଡି କ୍ରିଡାରତ୍ନ ସମ୍ମାନ’
ଭବାନୀପାଟଣା, ୧୫।୧୦ (ଡି.ଏନ୍.ଏ.): କଳାହାଣ୍ଡି ଜିଲା କ୍ରୀଡାର କାର୍ଯ୍ୟକାରିଣୀ କମିଟି ନିଷ୍ପତ୍ତିକ୍ରମେ ପୂର୍ବତନ ରାଜ୍ୟସ୍ତରୀୟ ଫୁଟବଲ ଖେଳାଳି ଅର୍ଜୁନ ନାୟକଙ୍କୁ ଜିଲାର ସର୍ବଶ୍ରେଷ୍ଠ କ୍ରୀଡା ସମ୍ମାନ ‘କଳାହାଣ୍ଡି କ୍ରୀଡା ରତ୍ନ’ ସମ୍ମାନରେ ସମ୍ମାନୀତ କରାଯିବ। ଦ୍ୱିତୀୟ ଟାଉନ୍ଲିଗ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦ୍ଯାପନୀ…
ସତ୍ୟପୀରଙ୍କୁ କରମବୀର ଚକ୍ର ପୁରସ୍କାର
ଭବାନୀପାଟଣା,୧୪।୧୦(ଡି.ଏନ୍.ଏ.): ଓଡ଼ିଶାର ପଞ୍ଚ୍ମ୍ୟାନ୍ ଭାବେ ପରିଚିତ କଳାହାଣ୍ଡି ଜିଲା ସଦର ବ୍ଲକ ଅନ୍ତର୍ଗତ ଦେପୁର ଗାଁର ଡ. ସତ୍ୟପୀର ପ୍ରଧାନଙ୍କୁ ରବିବାର କରମବୀର ଚକ୍ର ପୁରସ୍କାରରେ ପୁରସ୍କୃତ କରାଯାଇଛି। ବିଶ୍ୱ ନେତୃତ୍ୱ ଫେଲୋଶିପ୍ ଆଇସିଓଏନ୍ଜି ଏବଂ ଜାତିସଂଘ ଡୋଗ୍ରା ହଲ୍ ଆଇଆଇଟି…
ମେଡିକାଲ ଷ୍ଟୋରରୁ ଚୋରି ଘଟଣା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଭବାନୀପାଟଣା,୧୪।୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ଅନ୍ତର୍ଗତ କ୍ରିଷ୍ଣା ମେଡିକାଲ ଷ୍ଟୋରରୁ ଚୋରି ଘଟଣାରେ ପୋଲିସ ରବିବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ପରମାନନ୍ଦପୁରର ଛନ୍ଦାଚରଣ ଓରଫ ଚମାର ରାଉତ (୩୫)। ତାଙ୍କଠାରୁ…
ପିଏଫ୍ଏମ୍ଏସ୍ ନ ହେବାରୁ ୪ ପଞ୍ଚାୟତର କେନ୍ଦ୍ରୀୟ ଅନୁଦାନ ୬ ମାସ ହେଲା ବନ୍ଦ
ଭବାନୀପାଟଣା,୧୨।୧୦(ଡି.ଏନ୍.ଏ.): କେନ୍ଦ୍ର ଓ ରାଜ୍ୟ ଅନୁଦାନଗୁଡ଼ିକୁ ବିଭିନ୍ନ କ୍ଷେତ୍ରରେ ସାଧାରଣ ଅର୍ଥ ବଣ୍ଟନ ଯୋଜନା (ପିଏଫ୍ଏମ୍ଏସ୍) ଜରିଆରେ ଅନ୍ଲାଇନ୍ ପେମେଣ୍ଟ ବ୍ୟବସ୍ଥା ରହିଛି। ମାତ୍ର ଏପର୍ଯ୍ୟନ୍ତ ଅନେକ ସ୍ଥାନରେ ଉକ୍ତ ବ୍ୟବସ୍ଥାରେ କମ୍ପ୍ୟୁଟରରୁ ତଥ୍ୟ ଆଦାନ ପ୍ରଦାନର ଯାନ୍ତ୍ରିକ ତ୍ରୁଟି ରହିଛି।…
୬୨ତମ ସାର୍ବଜନୀନ ଦୁର୍ଗାପୂଜା: କେସିଙ୍ଗାରେ ରାବଣ ପୋଡ଼ି ଉତ୍ସବ
କେସିଙ୍ଗା, ୮।୧୦(ଡି.ଏନ୍.ଏ.): କେସିଙ୍ଗା ସହରସ୍ଥିତ ଦୁର୍ଗାପୂଜା ମଣ୍ଡପରେ ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା ୬୨ତମ ସାର୍ବଜନୀନ ଦୁର୍ଗାପୂଜା ମଙ୍ଗଳବାର ସମ୍ପୂର୍ଣ୍ଣ ହୋଇଛି। ଏହି ଉପଲକ୍ଷେ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହାବ୍ୟତିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରତିବର୍ଷ…
ବିଜେଡି ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ
କେଗାଁ,୫।୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଗଦଲାଝରଣଠାରେ ଶୁକ୍ରବାର ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି । ଆୟୋଜିତ ଏକ ସଭାରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇ ଆଗାମୀ…
Archives


