ସିଭିଲ ଇଞ୍ଜିନିୟରରୁ ସଫଳ ଚାଷୀ
ଭବାନୀପାଟଣା,୨୫।୮(ଉତ୍ତମ କୁମାର ଦାଶ): ଦିନେ ସେ ପୁନେରେ ସିଭିଲି ଇଞ୍ଜିନିୟର ଭାବେ ଏକ ବେସରକାରୀ କମ୍ପାନୀରେ କାମ କରି ମୋଟା ଅଙ୍କର ଦରମା ପାଉଥିଲେ। ହେଲେ ଲକ୍ଡାଉନରେ ଘରକୁ ଚାଲି ଆସି ସମନ୍ବିତ ଚାଷ ପ୍ରଣାଳୀ ପ୍ରତି ଆକର୍ଷିତ ହୋଇଥିଲେ। ଫଳରେ…
ତହସିଲଦାରଙ୍କୁ ଶିକ୍ଷକଙ୍କ ଦୁର୍ବ୍ୟବହାର ଅଭିଯୋଗ
କୋକସରା,୨୪।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନ ଆମପାଣି ପଞ୍ଚାୟତ ବିରିମୁହାଣ ଗ୍ରାମକୁ ଗୁରୁବାର କୋକସରା ତହସିଲଦାର ଦେବବ୍ରତ କରାଟି ସରକାରୀ କାର୍ଯ୍ୟରେ ଯାଇଥିବା ବେଳେ ବିରିମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ପରିଦର୍ଶନ…
ଅଭିଯୁକ୍ତଙ୍କ ମୃତ୍ୟୁକୁ ନେଇ ଧାରଣା
କୋକସରା,୨୪।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ଓଲମା ଗ୍ରାମରେ ହୋଇଥିବା ଶସସ୍ତ୍ର ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଗୁରୁତର ଅଭିଯୁକ୍ତ ଗମ୍ଭାରୀଗୁଡା ଗ୍ରାମର ରୂପେଶ ନାଏକଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଗୁରୁବାର…
୩ ଦିନ ମଧ୍ୟରେ ଦାବି ପୂରଣ କର
କେସିଙ୍ଗା,୨୪।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ଯୋଗାଣ ସହାୟକ ସଙ୍ଘ ସଭାପତି ଚମାରୁ ସୁନା, ସମ୍ପାଦକ ଦୁର୍ଗା ପ୍ରସାଦ ମିଶ୍ରଙ୍କ ନେତୃତ୍ୱର ଗୁରୁବାର ୬ ଦଫା ସମ୍ବଳିତ ଏକ ଦାବିପତ୍ର ଶାସନ ସଚିବ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି…
ଓଲମା ସଶସ୍ତ୍ର ଡକାୟତି ଘଟଣା: ୪ କୋର୍ଟ ଚାଲାଣ
କୋକସରା,୨୩ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଓଲମା ଗାଁର ଧନଞ୍ଜୟ ସାହୁଙ୍କ ଘରେ ରବିବାର ରାତିରେ ଡକାୟତ ଗ୍ୟାଙ୍ଗ ଲୁଟ୍ କରି ଫେରାର ହୋଇଯିବା ଘଟଣାରେ ବୁଧବାର କୋକସରା ପୋଲିସ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…
ସଭାପତି ପଦବୀ ପାଇଁ ଜଣେ ମାତ୍ର ପ୍ରାର୍ଥିନୀଙ୍କ ନାମାଙ୍କନ ଦାଖଲ
କର୍ଲାମୁଣ୍ଡା:୨୨।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ପ୍ରାଥମିକ ସମବାୟ ସମିତିର ସଭାପତି ପଦବୀ ପାଇଁ ମଙ୍ଗଳବାର ଜଣେ ମାତ୍ର ମହିଳା ପ୍ରାର୍ଥିନୀ ନାମାଙ୍କନ ପତ୍ର ଦାଖଲ କରିଥିବା ଥିବା ଜଣାପଡ଼ିଛି। ତେବେ ସମବାୟ ପ୍ରାଥମିକ କୃଷି ସମିତି ୧୫ଜଣ ନିର୍ଦ୍ଦେଶକ/ନିର୍ଦ୍ଦେଶିକାଙ୍କ…
ମାରଣାସ୍ତ୍ର ଦେଖାଇ ୨୫ ଭରି ସୁନାଗହଣା ଲୁଟ, ପୋଲିସର ତଦନ୍ତ
କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଓଲମା ଗାଁର ଧନଞ୍ଜୟ ସାହୁଙ୍କ ଘରେ ରବିବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ପରିବାର କହିବା ଅନୁଯାୟୀ ରାତି ପ୍ରାୟ ୨ଟାରେ ପାଚେରି ଡେଇଁ ଘର ମୁଖ୍ୟ କବାଟକୁ…
ଚେରିମୂଲି ଭରସାରେ କିଡ୍ନୀ ରୋଗୀ
ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଡୁମେରବାହାଲ ଗାଁର ବସ୍ତିପଡ଼ାରେ କଲବଲ କରୁଛି କିଡ୍ନୀ ରୋଗ। ଏହି ଗାଁରେ ଚଳିତବର୍ଷ କିଡ୍ନୀ ରୋଗର ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ୧୬ଜଣ ଲୋକ ଚିକିତ୍ସିତ ହେଉଛନ୍ତି। ସତେ ଯେମିତି…
ଅଭିଶପ୍ତ ଜୀବନ ବିତାଉଛନ୍ତି ଅଞ୍ଚଳବାସୀ
ଭବାନୀପାଟଣା,୨୦।୮(ଉତ୍ତମ କୁମାର ଦାଶ)କଳାହାଣ୍ଡି ଜିଲା କର୍ଲାପାଟକୁ ସରକାର ୧୯୯୨ ଏପ୍ରିଲ ୨ରେ ଅଭୟାରଣ୍ୟ ଘୋଷାଣ କରିଥିଲେ। କର୍ଲାପାଟ ସାରା ଦେଶରେ ନା କରିଥିବା ବେଳେ କିଏ ବା ବିଶ୍ବାସ କରିବ ଏହି ଅଞ୍ଚଳରେ ଅବସ୍ଥିତ ଗ୍ରାମବାସୀ ଆଜି ବି ବିଚ୍ଛିନ୍ନଞ୍ଚାଳ ଭାବେ…
ଲୁଟ୍ କରି ହେଉଥିଲେ ଫେରାର: ଅଭିଯୁକ୍ତଙ୍କୁ ଧରିଲା ପୋଲିସ
କେସିଙ୍ଗା,୧୯।୮(ତୁମେଶ୍ୱର ସାହୁ): କେସିଙ୍ଗା ପୋଲିସ ଶନିବାର ୨ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କେସିଙ୍ଗା ୧୦ ନମ୍ବର ୱାର୍ଡରେ ରହୁଥିବା ଅନୁ ସୁନା(୨୨) ଏବଂ କଲମପୁର ଥାନା ମଣ୍ଡଳର ଇନ୍ଦ୍ରମଣୀ ନାଏକ(୨୮)। ମିଳିଥିବା ସୂଚନା…
କେସିଙ୍ଗା ବ୍ଳକର ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ଧାରଣା
କେସିଙ୍ଗା,୧୮।୮:(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପାଞ୍ଚଯାତ ନିର୍ବାହୀ ଅଧିକାରୀମାନେ ୨ ଦଫା ସମ୍ବଳିତ ଦାବିନେଇ ଶୁକ୍ରବାର ଧାରଣାରେ ବସିଛନ୍ତି। ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏହି ଧାରଣର ଦିଆଯାଇଛି। କେସିଙ୍ଗା ବ୍ଲକର ସମସ୍ତ ନିର୍ବାହୀ ଅଧିକାରୀ କାର୍ଯ୍ୟାଳୟ ଯୋଗ…
ଭାଲୁ ହାବୁଡରେ ପଡ଼ିଗଲେ ଯୁବକ
କୋକସରା,୧୭।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଭାଲୁ ଆକ୍ରମଣରେ କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ ତେତେଲପଡ଼ା ଗ୍ରାମର କମଳ ଲୋଚନ ନାଗ(୪୦) ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଲୋଚନ ଶୌଚ ପାଇଁ ଗାଁ ନାଲାକୁ ଯାଇଥିଲେ। ସେତିକିବେଳେ ଗାଁ…
Archives


