ଭତ୍ତା ଯୋଜନାରେ ସାମିଲ ହେଲେ ୧୧୭ ନୂଆ ହିତାଧିକାରୀ
କେସିଙ୍ଗା,୨୧ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଶିରୋଲ ଗ୍ରାମ ପଞ୍ଚାୟତର ନୂତନ ହିତାଧିକାରୀଙ୍କୁ ସରପଞ୍ଚ ଝରଣା ବାଗଙ୍କ ନେତୃତ୍ୱରେ ବୁଧବାର ଭତ୍ତା ବଣ୍ଟନ କରାଯାଇଛି। ଏହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ବ୍ଲକ...
ଚେତିଲା ପ୍ରଶାସନ, ଖନନ କାର୍ଯ୍ୟ ବନ୍ଦ
ଭବାନୀପାଟଣା,୧୯।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବୋଣ୍ଡୋଗୁଡା ରତ୍ନପଥର ଖଣିକୁ ସ୍ଥାନୀୟ କିଛି ଲୋକ ବେଆଇନ ଭାବେ ଖନନ କରୁଥିବା ଘଟଣା ଗତ କିଛି ଦିନ ତଳେ ସାମାନାକୁ ଆସିଥିଲା। ଏଠାରେ ଟଙ୍କା ଲୋଭରେ ବିପଦଜନକ...
ଫ୍ୟାସନ ଡିଜାଇନର ପରେ ଏବେ ରାଜନୀତିରେ ସୁଜିତ
ଭବାନୀପାଟଣା,୧୯।୬: (ଉତ୍ତମ କୁମାର ଦାଶ)ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ କଳାହାଣ୍ଡି ଜିଲାରେ ଏବେଠୁ ରାଜନିତୀ ସରଗରମ ହେବାରେ ଲାଗିଛି। ବିଭିନ୍ନ ଦଳର ଆଶାୟୀ ନେତାମାନେ ବର୍ତ୍ତମାନ ଜନସମ୍ପର୍କରେ ଆଗାଇଛନ୍ତି। ଚା’ ଖଟିଠୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ...
ଟଙ୍କା ଖର୍ଚ୍ଚ ପରେ ବି ମିଳୁନି ପାଣି
କର୍ଲାମୁଣ୍ଡା,୧୮।୬(ପ୍ରଦୀପ ସାହୁ): ସରକାର ସମସ୍ତଙ୍କୁ ପିଇବା ପାଣି ଯୋଗାଇଦେବା ନେଇ ବସୁଧା ଯୋଜନାରେ ବିଭନ୍ନ ସ୍ଥାନରେ ପାଣି ଟାଙ୍କି ନିର୍ମାଣ ପାଇଁ ଟେଣ୍ଡର ବ୍ୟବସ୍ଥା କରିଛନ୍ତି। ହେଲେ ଠିକ୍ ସମୟରେ ଟାଙ୍କି ନିର୍ମାଣ ହୋଇପାରୁ ନ ଥିବାରୁ ସାଧାରଣ ଲୋକଙ୍କ...
ବ୍ୟବସାୟୀଙ୍କୁ ଡକାୟତି ଘଟଣାର ପର୍ଦ୍ଦାଫାଶ: ନଗଦ ୧ ଲକ୍ଷ ୧୨ ହଜାର ଟଙ୍କା ଜବତ, ୬ ଗିରଫ
କେସିଙ୍ଗା,୧୮ା୬(ତୁମେଶ୍ୱର ସାହୁ): କେସିଙ୍ଗାର ଜଣେ ବ୍ୟବସାୟୀ ଡକାୟତି ଘଟଣାରେ କେସିଙ୍ଗା ପୋଲିସକୁ ସଫଳତା ମିଳିଛି। ୬ଜଣ ଡକାୟତକୁ ଗିରଫ କରିବା ସହ ସେମାନଙ୍କଠାରୁ ୧ ଲକ୍ଷ ୧୨ ହଜାର ଟଙ୍କା, ଡକାୟତିରେ ବ୍ୟବହାର ହୋଇଥିବା ୨ଟି ମୋଟରସାଇକେଲ, ୪ଟି ଫୋନ,...
ଶୁଣ୍ଢରେ ଟେକି କଚାଡ଼ିଲା, ଅନ୍ତବୁଜୁଳା ବାହାର କରିଦେଲା ହାତୀ
ଭବାନୀପାଟଣା,୧୭ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଙ୍ଗୁଡିସର ନିକଟରେ ଶନିବାର ସନ୍ଧ୍ୟାରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କ ନାମ ଗଜିନ୍ଦ୍ର ଜାନୀ(୫୫) ଓ ସେ ନିକଟସ୍ଥ ଝାରବନ୍ଦ ଗ୍ରାମର ବୋଲି ଜଣାପଡ଼ିଛି। ମିଳିଥିବା...
ନାବାଳିକା ଅପହରଣ, ପ୍ରେମ ପ୍ରତାରଣା ଅଭିଯୋଗ, ଯୁବକ ଗିରଫ
କୋକସରା,୧୭।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ପୋଲିସ ଶନିବାର ଜଣେ ନାବାଳିକାଙ୍କୁ ଗତ ୨ ମାସ ତଳେ ଅପହରଣ ଓ ପ୍ରେମ ପ୍ରତାରଣା ଅଭିଯୋଗରେ କୋକସରା ପଞ୍ଚାୟତ ନୂଆପଡା ଗ୍ରାମର ନିତ୍ୟାନନ୍ଦ ପାଣିଗ୍ରାହୀ(୧୯)ଙ୍କୁ ଗିରଫ ପରେ କୋର୍ଟ ଚାଲାଣ...
କେସିଙ୍ଗାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ
କେସିଙ୍ଗା,୧୭।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ଏବଂ ବ୍ଲକର ୨୬ଟି ପଞ୍ଚାୟତରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ମାର୍ଚ୍ଚ ୧ରୁ ୩୧ ତାରିଖଯାଏ ୩୮ରୁ ୩୯ ଡିଗ୍ରୀ ତାପମାତ୍ରା ରହିଥିଲା। ସେହିପରି ଏପ୍ରିଲରେ ୩୯ରୁ ୪୩ ଡିଗ୍ରୀ ତାପମାତ୍ରା...
ମିଶନ ଶକ୍ତି ପଦବୀ ଚୟନରେ ଅନିୟମିତତା
ଭବାନୀପାଟଣା,୧୭ା୬(ଉତ୍ତମ କୁମାର ଦାଶ) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକରେ ମିଶନ ଶକ୍ତି ପକ୍ଷରୁ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଥିବା ପ୍ରାର୍ଥତ୍ନୀଙ୍କ ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପ୍ରାର୍ଥତ୍ନୀମାନେ ପୂର୍ବରୁ ଜିଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି।...
କେସିଙ୍ଗା ଆଇ.ସି.ଡ଼ି.ଏସ.ରେ ନୂଆ ସିଡିପିଓଙ୍କ ଯୋଗଦାନ
କେସିଙ୍ଗା,୧୬।୬(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟଳୟରେ ନୂଆ ସିଡିପିଓ ସୁଷମା ମିଶ୍ର ଶୁକ୍ରବାର ଯୋଗଦାନ କରିଛନ୍ତି। ସେ ଦୀର୍ଘ ଦିନରୁ ଭବାନୀପାଟଣା ବ୍ଲକରେ କାର୍ଯ୍ୟ କରୁଥିଲେ। ଗର୍ଭବତୀ, ପ୍ରସୂତୀ ମହିଳା, ଶିଶୁମାନଙ୍କୁ ଠିକ୍...
ସାଧାରଣ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ରୁହ: ପୁରନ୍ଦେଶ୍ୱରୀ
ଭବାନୀପାଟଣା,୧୬।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜୁନାଗଡ, ଧର୍ମଗଡ ଓ ନର୍ଲା ୩ଟି ନିର୍ବାଚନ ମଣ୍ଡଳୀରେ ଗୁରୁବାର ଭାଜପାର ସଂଯୁକ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାଜପାର ସମସ୍ତ ମୋର୍ଚ୍ଚାର କର୍ମକର୍ତ୍ତା ଯୋଗଦେଇଥିଲେ। ବୈଠକରେ ମୁଖ୍ୟଅତିଥି ଭାବେ ଭାଜପା ରାଷ୍ଟ୍ରୀୟ...
ଚକୁଳି ପିଠା, ଆମ୍ବ ଖାଇ ୧୦ ଅସୁସ୍ଥ
କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): ଚକୁଳି ପିଠା ଏବଂ ଆମ୍ବ ଖାଇବା ପରେ ଫୁଡ୍ ପଏଜନ ହୋଇ କଳାହାଣ୍ଡି ଜିଲା କୋକସରା ବ୍ଲକ ଡହଗାଁ ପଞ୍ଚାୟତ ଡହଗାଁ କଲୋନୀପଡ଼ାର ୧୦ଜଣ ମହିଳା, ପୁରୁଷ ଏବଂ ଶିଶୁ ବାନ୍ତିରେ ଅସୁସ୍ଥ ହୋଇ କୋକସରା...
Archives


