ହାଇଦ୍ରାବାଦରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଫେରିଲା ମୃତଦେହ
କୋକସରା,୨୯।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ମାଝୀଗୁଡା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ଗତ ୨ ଦିନ ତଳେ ମୃତ୍ୟୁ ହୋଇଥିଲା। ଗୁରୁବାର ସକାଳେ ମୃତ ଦାଦନ ଶ୍ରମିକ ଭିକାରୀ ବାଗଙ୍କ ମୃତଦେହ ନିଜ ଗାଁକୁ...
୨୮ଲକ୍ଷ ଟଙ୍କା ନେଇ ଚମ୍ପଟ
ଭବାନୀପାଟଣା,୨୯।୬(ଉତ୍ତମ କୁମାର ଦାଶ): ଗ୍ରାହକ ସେବାକେନ୍ଦ୍ରରେ ଠକେଇ। ଗାଁ ଲୋକଙ୍କ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରିଛନ୍ତି ଏକ ପରିବାର। ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଧୀନ ମୋହନଗୁଡା ଗ୍ରାମରେ। ଗାଁରେ ଏକ ଗ୍ରାହକ...
ବାହୁଡ଼ାରେ ଅଘଟଣ:ପୋଲ ତଳକୁ ଖସିଲା ପିକଅପ, ଚାଳକ ମୃତ,୮ଗୁରୁତର
ଭବାନୀପାଟଣା,୨୮।୬(ଉତ୍ତମ କୁମାର ଦାଶ): ବାହୁଡ଼ାରେ ଅଘଟଣ। କଳାହାଣ୍ଡି ଜିିଲା ଜୟପାଟଣା ବ୍ଲକ ଢୁଲୁ ଘାଟିରେ ବୁଧବାର ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପଣସ ବୋଝେଇ ଆସୁଥିବା ଏକ ପିକ୍ଅପ ଭ୍ୟାନ ପୋଲତଳକୁ ଖସି ପଡିବାରୁ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ...
ଶହେ ଖଣ୍ଡ ଦୁଇଶହ ଟଙ୍କିଆ ନକଲି ନୋଟ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ
ମ.ରାମପୁର,୨୭।୬(ଶଶିଭୂଷଣ ପ୍ରହରାଜ ): କଳାହାଣ୍ଡି ଜ଼ିଲା କରଲାମୁଣ୍ଡା ବ୍ଲକ ତଥା ମ.ରାମପୁର ଥାନା ଅନ୍ତର୍ଗତ କୁନ୍ଦେଇପାଲି ଗ୍ରାମ ଠାରେ ପୋଲିସ ନକଲି ନୋଟ କରବାର କରୁଥିବା ଯୁବକ ବୀରେନ୍ଦ୍ର ସୁନାକୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ...
ଜମି ହୁଡାରୁ ଚାଷୀଙ୍କ ମୃତ ଦେହ ଜବତ
ଭବାନୀପାଟଣା,୨୭।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୟପାଟଣା ଥାନା ପାବଳୀ ଗ୍ରାମର ଘେନୁମୁଣ୍ଡା ବଡ଼ବନ୍ଧ ନିକଟରେ ଥିବା ଏକ ଚାଷଜମି ହୁଡାରୁ ଜଣେ ଚାଷୀଙ୍କ ମୃତ ଦେହକୁ ମଙ୍ଗଳବାର ସକାଳରେ ସ୍ଥାନୀୟ ପୋଲିସ ଜବତ କରିଛି। ମୃତ ଚାଷୀ ହେଲେ...
ଗର୍ଭବତୀଙ୍କ ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
କର୍ଲାମୁଣ୍ଡା,୨୫ା୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲାର କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତର ତେଲିସରାବାହିଲି ଗ୍ରାମରେ ରବିବାର ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାଯାଇଛି। ତେବେ ମୃତକାଙ୍କ ପରିବାର ଏହା ଆତ୍ମହତ୍ୟା ନୁହେଁ, ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସରେ ଦେଇଥିବା ଏତଲାରେ...
ଚାଷଜମିରୁ ବାହାରିଲା ପୁରାତନ ଯୁଗର ପ୍ରସ୍ତର କଳାକୃତି
ମ.ରାମପୁର,୨୫ା୬(ଶଶିଭୂଷଣ ପ୍ରହରାଜ): କଳାହାଣ୍ଡି ଜିଲା ମ. ରାମପୁରର ରଜାମୁଣ୍ଡା ଗ୍ରାମରେ ବରୁଣ ସାହୁ ନିଜ ଚାଷ ଜମିରେ ହଳ କରୁଥିବା ବେଳେ ଚାଷଜମିରୁ ଏକ କଳାକୃତି ଖୋଦିତ ବିରଳ ପୁରାତନ ପଥର ମିଳିଛି। ଏ ଖବର ପ୍ରଚାର ହେବା ପରେ...
କଳାହାଣ୍ଡିରେ ଛତିଶଗଡ ଏସଟିଏଫ ଟିମ୍ର ଚଢ଼ାଉ: ୬ ଦେଶୀ ବନ୍ଧୁକ ଜବତ
ଭବାନୀପାଟଣା,୨୫।୬(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ପୁଣି ଛତିଶଗଡ଼ ଏସଟିଏଫ୍ ପକ୍ଷରୁ ଚଢ଼ାଉ ହୋଇଛି। ଚଢ଼ାଉରେ ୬ ଦେଶୀ ବନ୍ଧୁକ, ଧନୁତୀର ସହିତ ଅନେକ ଜୀବଜନ୍ତୁଙ୍କ ଶରୀର ଅଙ୍ଗ ଜବତ ହୋଇଛି। ଏହି ଘଟଣାରେ ଜଣେ ଶିକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି।...
ଦେଶ ଚାଖିବ କଳାହାଣ୍ଡି ଆମ୍ବ
ଭବାନୀପାଟଣା,୨୫।୬(ଉତ୍ତମ କୁମାର ଦାଶ)ପ୍ରଥମଥର ପାଇଁ ଦିଲ୍ଲୀରେ ପହଞ୍ଚତ୍ଛି କଳାହାଣ୍ଡିର ସାଦିଷ୍ଟ ଆମ୍ବ। ଓର୍ମାସ ଉଦ୍ୟମକ୍ରମେ ଏହି ଆମ୍ବ ଟିଟିଲାଗଡ଼ ରେଳ ଷ୍ଟେଶନରୁ ଦିଲ୍ଲୀ ଯାଇଥିଲା। ପ୍ୟାକେଟରେ ଓଡ଼ିଶା ଆମ୍ବ ଲେଖାଯାଇଥିବା ଷ୍ଟିକରିଂ କରାଯାଇଛି। ଦିଲ୍ଲୀର ମଦର୍ ଡାଏରୀ ସହିତ ଯୋଗାଯୋଗ...
ବିଭିନ୍ନ ପ୍ରକଳ୍ପର ତଦାରଖ, ସମୀକ୍ଷା
ଭବାନୀପାଟଣା,୨୪।୬(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡିଶା ବିକାଶ ପରିଷଦ(ଡବ୍ଲ୍ୟୁଓଡିସି) ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ ୨ ଦିନିଆ କଳାହାଣ୍ଡି ଗସ୍ତରେ ଆସିଥିଲେ। ଶୁକ୍ରବାର ଦ୍ୱିତୀୟ ଦିନରେ ସେ ଜିିଲାର ଭବାନୀପାଟଣା ବ୍ଲକ ସମେତ ଥୁଆମୂଳ ରାମପୁର,...
ରାଜ୍ୟକୁ କିଏ ଚଳାଉଛି: ନଡ୍ଡା
ଭବାନୀପାଟଣା,୨୪।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଲାଲବାହାଦୁର ଷ୍ଟାଡିୟମଠାରେ ଶୁକ୍ରବାର ଭାଜପାର ମହାଜନସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଛି। ପୂର୍ବାହ୍ନରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆରେ ହେଲିକପ୍ଟରରେ ପହଞ୍ଚତ୍ ପ୍ରଥମେ ମା’ ମାଣିକେଶ୍ୱରୀଙ୍କ...
ଭବାନୀପାଟଣାରେ ଭାଜପାର ମହାଜନସମ୍ପର୍କ ଅଭିଯାନ: ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ, ବିଜେଡି ଉପରେ ବର୍ଷିଲେ ନଡ୍ଡା
ଭବାନୀପାଟଣା,୨୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଲାଲ ବାହାଦୂର ଷ୍ଟାଡିୟମଠାରେ ଶୁକ୍ରବାର ମହାଜନସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆରେ ହେଲିକପ୍ଟରରେ ପହଞ୍ଚି ପଥମେ ମା’ ମାଣିକେଶ୍ୱରୀଙ୍କ ...
Archives


