କଳାହାଣ୍ଡି

୨୮ ବର୍ଷ ପରେ ମିଳୁନି ଜମିପଟ୍ଟା, ଘରଡିହ

ଭବାନୀପାଟଣା,୨୪ା୫(ଉତ୍ତମ କୁମାର ଦାଶ): ସରକାର ଗରିବ ଆଦିବାସୀମାନଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା କରିଛନ୍ତି। ହେଲେ ସେହି ଯୋଜନା ଅଦ୍ୟାବଧି ସେମାନଙ୍କ ପାଖରେ ଅପହଞ୍ଚ ହୋଇରହିଛି। ତିନି ଦଶନ୍ଧି ଧରି ବସବାସ ପରେ ମଧ୍ୟ ସେମାନଙ୍କୁ ଜମିପଟ୍ଟା କିମ୍ବା ଘରଡିହ ମିଳିପାରି…

ସ୍ବାବଲମ୍ବୀ କରିଛି ମାଣ୍ଡିଆ ଚାଷ

କୋକସରା,୨୪ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପୂର୍ବ ବିଜେଡି ସରକାର ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମିଲେଟ ମିଶନ ଯୋଜନା ଆରମ୍ଭ କରିଥିଲେ। ସରକାର ପରିବର୍ତ୍ତନ ହେବା ପରେ ମିଲେଟ ମିଶନ ଶ୍ରୀ ଅନ୍ନ ଅଭିଯାନ ଯୋଜନାରେ ରୂପାନ୍ତରିତ ହୋଇଛି। ଏହି ଯୋଜନାରେ…

ମରଣଯନ୍ତା ପାଲଟିଛି ସିଙ୍ଗାରି ଘାଟି ରାସ୍ତା

ଥୁଆମୂଳ ରାମପୁର, ୨୩ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କଲମପୁର-ଥୁଆମୂଳ ରାମପୁର ମୁଖ୍ୟରାସ୍ତାର ସିଙ୍ଗାରି ଘାଟି ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଥୁଆମୂଳ ରାମପୁର ବ୍ଲକବାସୀଙ୍କ ପାଇଁ ଜୀବନରେଖା ସାଜିଥିବା ଏହି ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟିଛି। ରାସ୍ତାର ଉନ୍ନତୀକରଣ ତଥା…

ବାଲୁକା କଳାରେ ଆତଙ୍କବାଦ ବନ୍ଦ ବାର୍ତ୍ତା

କର୍ଲାମୁଣ୍ଡା,୨୩ା୫(ପ୍ରଦୀପ କୁମାର ସାହୁ): ସମାଜର ଶୋଷକ ଗୋଷ୍ଠୀ ସୁରକ୍ଷିତ ଥିବାବେଳେ ପହଲଗାମ ହିଂସା ଭଳି ଘଟଣାରେ ଦେଶର ନିରୀହ ଜନତା ଆତଙ୍କବାଦର ଶିକାର ହେଉଛନ୍ତି। ଏହି ଆତଙ୍କବାଦକୁ ଏକ ପାଶବିକ ପ୍ରକୃତି ଭାବରେ ବାଲୁକା କଳା ମାଧ୍ୟମରେ ଚିତ୍ରଣ କରିଛନ୍ତି କଳାହାଣ୍ଡି…

ରାଜୀବ ଗାନ୍ଧୀଙ୍କ ନୀତି, ଆଦର୍ଶକୁ ଅନୁସରଣ କରାଯାଉ

କେସିଙ୍ଗା,୨୨ା୫(ତୁମେଶ୍ବର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା କଂଗ୍ରେସ ଭବନରେ ଗୁରୁବାର ଟାଉନ ସଭାପତି ସୁଭାଷ ଜୈନଙ୍କ ସଭାପତିତ୍ୱରେ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ସୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ କାଳରେ ହୋଇଥିବା ବିଭିନ୍ନ ଦୃଷ୍ଟାନ୍ତମୂଳକ କାର୍ଯ୍ୟକ୍ରମ ବିଷୟରେ କର୍ମୀମାନେ…

ଟ୍ରେନ୍‌ରେ କଟି ଅଜଣା ବ୍ୟକ୍ତିଙ୍କ ଜୀବନ ଗଲା, ୭ ଘଣ୍ଟା ପରେ ବି…

କେସିଙ୍ଗା,୨୨ା୫(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ଼ ଷ୍ଟେଶନଠାରୁ ୫୦୦ ମିଟର ଦୂରରେ ଏକ ଅଜଣା ବ୍ୟକ୍ତି ଟ୍ରେନରେ ଗୁରୁବାର ସକାଳେ କଟି ରେଳ ଧାରଣା ପାର୍ଶ୍ୱରେ ପଡ଼ିଥିବାର ଜଣା ପଡ଼ିଛି। କାର୍ଯ୍ୟରତ କିମ୍ୟାନ୍‌ ଦେଖିଲା ପରେ କାଣ୍ଡେଲ…

ଜିଲା ପ୍ରଶାସନର ତତ୍ପରତା: ଲୋକଙ୍କ ସମସ୍ୟା ହେବ ଦୂର

ଥୁଆମୂଳ ରାମପୁର,୨୨।୫(ଦୁର୍ଗା କୀର୍ତ୍ତି):ଥୁଆମୁଳ ରାମପୁର ବ୍ଲକ ଓ କାଶିପୁର ବ୍ଲକ ସୀମାନ୍ତରେ ଥିବା ବଫଲା ମାଳି ଖଣି ଖନନ ପାଇଁ ସରକାରଙ୍କ ତରଫରୁ ଉତ୍କଳ ଆଲୁମିନା କମ୍ପାନୀକୁ ଅନୁମତି ମିଳିବା ପରେ କମ୍ପାନୀ ପକ୍ଷରୁ ୨୦୦୭ ମସିହାରେ ଯେଉଁ ସବୁ ଫେରି…

ରାତିରେ ପରିତ୍ୟକ୍ତ କୂଅରେ ଖସି ପଡ଼ିଲେ ଯୁବକ, ଅଗ୍ନିଶମ ବିଭାଗର ଅକ୍ଲାନ୍ତ ପରିଶ୍ରମ ପରେ…

କୋକସରା,୨୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣିର ପୁରୁଣା ଫରେଷ୍ଟ କ୍ବାଟର ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ଖସି ପଡ଼ିଥିଲେ ଜଣେ ଯୁବକ। ମଙ୍ଗଳବାର ବିଳମ୍ବିତ ରାତିରେ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀମାନେ ଅକ୍ଲାନ୍ତ ଉଦ୍ୟମ କରି…

ବୀର ଯବାନଙ୍କ ଉଦ୍ଦେଶ୍ୟରେ କେସିଙ୍ଗା ତ୍ରିରଙ୍ଗା ଯାତ୍ରା କମିଟି ପକ୍ଷରୁ ବାଇକ୍‌ ରାଲି

କେସିଙ୍ଗା,୨୧ା୫(ତୁମେଶ୍ବର ସାହୁ)- ଅପରେଶନ ସିନ୍ଦୂରର ସଫଳତା ପରେ ଭାରତୀୟ ଯବାନଙ୍କୁ ସମ୍ମାନ ଜଣାଇ କେସିଙ୍ଗା ତ୍ରିରଙ୍ଗା ଯାତ୍ରା କମିଟି ପକ୍ଷରୁ ବୁଧବାର ବୋରିଙ୍ଗପଦର ଛକଠାରୁ କୁର୍ଲୁପଡା ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ବାଇକ୍‌ ରାଲି ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ,…

ଯୁକ୍ତ ୨ ପରୀକ୍ଷା: କର୍ଲାମୁଣ୍ଡା ବ୍ଲକ ଟପ୍ପର ହେଲେ ରଶ୍ମିତା ରଣା

କର୍ଲାମୁଣ୍ଡା/ରିଷିଡା,୨୧।୫(ପ୍ରଦୀପ କୁମାର ସାହୁ/ସୁଶାନ୍ତ କୁମାର ମଲ୍ଲିକ): କଳାହାଣ୍ଡି ଜଲା କର୍ଲାମୁଣ୍ଡା ବ୍ଲକରେ ଯୁକ୍ତ ଦୁଇ କଳା ପରୀକ୍ଷାରେ ବ୍ଲକ ଟପ୍ପର ହୋଇଛନ୍ତି ରଶ୍ମିତା ରଣା। ଏହି ଖବର ପ୍ରକାଶ ପାଇବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ରଶ୍ମିତା ରିଷିଡା ଜେ.…

ଜଳକଷ୍ଟ ଭୋଗୁଛନ୍ତି ପୋଡ଼ାପଦରବାସୀ: ନାଳପାଣି ସାହା

ଥୁଆମୂଳ ରାମପୁର,୨୧ା୫ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ପୋଡ଼ାପଦର ପଞ୍ଚାୟତର ପୋଡ଼ାପଦର ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ପୋଡାପଦର ଗ୍ରାମରେ ୧୫ ଆଦିବାସୀ ପରିବାର ରହିଥିବାବେଳେ…

ରିଷିଡା ପଞ୍ଚାୟତ ଦୋକାନ ଗୃହକୁ ବେଆଇନ ଭାବେ ଆଗକୁ ବଢ଼ାଉଛନ୍ତି ଦୋକାନୀ ହେଉଛି….

ରିଷିଡ଼ା,୨୦ା୫ (ସୁଶାନ୍ତ ମଲ୍ଲିକ)- କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡ଼ା ପଞ୍ଚାୟତ ତରଫରୁ ଦୋକାନ ଗୃହ ନିର୍ମାଣ କରାଯାଇ ଭଡାରେ ଦିଆଯାଇଛି। ହେଲେ ଭଡ଼ା ନେଇଥିବା କେତେଜଣ ଦୋକାନୀ ଦୀର୍ଘବର୍ଷ ହେଲା ଭଡ଼ା ଦେଉନାହାନ୍ତି। ଅପରପକ୍ଷରେ କେତେକ ଦୋକାନୀ ମୁଖ୍ୟରାସ୍ତାକୁ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?