ଲାଞ୍ଜିଗଡରେ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କଲେ ଷୋଡ଼ଶ ଅର୍ଥ କମିଶନର ସଦସ୍ୟ ମନୋଜ ପଣ୍ଡା
ଲାଞ୍ଜିଗଡ଼,୧୧।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦୁଇ ଦିନିଆ ଗସ୍ତରେ ଭାରତ ସରକାରଙ୍କ ଷୋଡ଼ଶ ଅର୍ଥ କମିଶନର ସଦସ୍ୟ ମନୋଜ ପଣ୍ଡା ଆସିଥିବାବେଳେ ମଙ୍ଗଳବାର ଦ୍ଵିତୀୟ ଦିନରେ ଲାଞ୍ଜିଗଡ଼ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ଓ ପ୍ରକଳ୍ପ ପରିଦର୍ଶନ…
ଭାଲୁକୁ ଘଉଡାଇବାକୁ ୪ ଘଣ୍ଟା ବିଳମ୍ବରେ ପହଞ୍ଚିଲେ ଫରେଷ୍ଟର, ପଚାରିବାରୁ ଖବରତାଦାଙ୍କ ଉପରେ କଲେ ଆକ୍ରମଣ
କୋକସରା,୧୧।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦକ୍ଷିଣ ବନଖଣ୍ଡ ଧର୍ମଗଡ଼ ଫରେଷ୍ଟ ରେଞ୍ଜ ଆମପାଣି ଫରେଷ୍ଟ ସେକ୍ସନର ଫରେଷ୍ଟର ଚିତ୍ତରଞ୍ଜନ ବେହେରା ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଭାଲୁ ଘଉଡାଇବାକୁ ବିଲମ୍ବରେ ପହଞ୍ଚିବା ଘଟଣାକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ…
ସ୍ଥାୟୀତ୍ୱକୁ ନେଇ ସନ୍ଦୀହାନ:ଇସି ସଂଘ ପକ୍ଷରୁ ଦାବିପତ୍ର
ଥୁଆମୂଳ ରାମପୁର,୧୧/୨ (ଦୁର୍ଗା କୀର୍ତ୍ତି)- ରାଜ୍ୟରେ ପ୍ରାଥମିକ ପର୍ଯ୍ୟାୟରେ ମନୋନୀତ ମିଶନ ଶକ୍ତି ଇସିମାନେ ୨୦୦୦ ଠାରୁ ୨୦୧୯ ମସିହା ପର୍ଯ୍ୟନ୍ତ କୌଣସି ଭତ୍ତା ନ ପାଇ ଅନବରତ ସେବା ଯୋଗାଇ ଆସିଥିଲେ। ଏବେ ଧାର୍ଯ୍ୟ ଗସ୍ତ ଭତ୍ତା ବ୍ୟବସ୍ଥା ଲାଗୁ…
ବାଇକ ଦୁର୍ଘଟଣାରେ ଚାଲିଗଲା ମହିଳାଙ୍କ ଜୀବନ: ଜଣେ ଗୁରୁତର
ଥୁଆମୂଳ ରାମପୁର,୧୧।୨(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଥୁଆମୂଳ ରାମପୁର-କାଶିପୁର ମୁଖ୍ୟ ରାସ୍ତା କୁମ୍ଭାରକାନି ଗ୍ରାମର ଗୌଡ଼ ପଡ଼ା ନିକଟରେ ମଟରସାଇକେଲ ଧକ୍କାରେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି l…
ଗୃହକର୍ତ୍ତାଙ୍କୁ ହତ୍ୟା ଘଟଣାରେ ୩ କୋର୍ଟ ଚାଲାଣ
କୋକସରା,୧୦ା୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ମୁନୁଗାପଦର ଗ୍ରାମରେ ଗତ ୭ ତାରିଖ ରାତିରେ ଗୃହକର୍ତ୍ତା ଯଦୁ ଦଳପତି (୫୦)ଙ୍କୁ ହତ୍ୟା ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ…
ବିଭିନ୍ନ ଦାବି ନେଇ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
କୋକସରା,୧୦ା୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଓଡ଼ିଶା ଜୀବିକା ମିଶନ ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘ (ଜିପିଏଲ୍ଏଫ୍) ଇସି ସଦସ୍ୟାଙ୍କ ପୁନର୍ଗଠନକୁ ପ୍ରତ୍ୟାହାର ଓ ଅନ୍ୟାନ୍ୟ ଦାବି ନେଇ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉଦ୍ଦେଶ୍ୟରେ ଦାବିପତ୍ର କୋକସରା ବ୍ଲକ…
ସାନଭାଇଙ୍କୁ ଗୁଳିକରି ହତ୍ୟା ଘଟଣା: ଅଭିଯୁକ୍ତ ହତ୍ୟାକାରୀ ବଡ଼ଭାଇ କୋର୍ଟ ଚାଲାଣ
ଲାଞ୍ଜିଗଡ଼,୯।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ଥାନା ଅନ୍ତର୍ଗତ ବେଡ଼ାଗାଁ ପଞ୍ଚାୟତ ଦେହେଡ଼ା ଗାଁରେ ପୂର୍ବ ଶତ୍ରୁତାରୁ ବଡଭାଇ ସାନଭାଇଙ୍କୁ ଶୁକ୍ରବାର ରାତିରେ ଗୁଳିକରି ହତ୍ୟାରେ ସାନଭାଇଙ୍କ ମୃତ୍ଯୁ ଘଟିଥିବା ଘଟଣାରେ ଅଭିଯୁକ୍ତ ବଡଭାଇ କୃଷ୍ଣ ମାଝୀକୁ…
ଲାଞ୍ଜିଗଡରେ କଂଗ୍ରେସର କର୍ମୀଙ୍କ ବିଶାଳ ଶୋଭାଯାତ୍ରା, ଅଞ୍ଚଳର ବିକାଶ ପାଇଁ ରାଜ୍ୟପାଳଙ୍କୁ ଦାବିପତ୍ର
ଲାଞ୍ଜିଗଡ,୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଠାରେ ରବିବାର ଜିଲା କଂଗ୍ରେସ କମିଟିର କର୍ମୀ ସମ୍ମିଳନୀ ସହିତ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହେଇଥିବା ବେଳେ ଲାଞ୍ଜିଗଡ଼ର ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ପାଇଁ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର…
କଳାହାଣ୍ଡିର ଏହି ଜଳପ୍ରପାତରେ ଘଟିଲା ଅଘଟଣ: ସେଲ୍ଫି ନେବାବେଳେ ଗୋଡ଼ ଖସି ଯୁବକ ନିଖୋଜ
କୋକସରା,୯।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ପର୍ଯ୍ୟଟନସ୍ଥଳୀ ଗୁଡ଼ହାଣ୍ଡି ଡୋକାରିଚଞ୍ଚରା ଜଳପ୍ରପାତରେ ରବିବାର ଏକ ଅଘଟଣ ଘଟିଛି। ସେଲ୍ଫି ନେବାବେଳେ ଜଳପ୍ରପାତରେ ପଡି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଯୁବକ ଜଣକ ହେଲେ ନବରଙ୍ଗପୁର ଜିଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଡୁମରମୁଣ୍ଡା…
ସାନଭାଇଙ୍କୁ ଗୁଳିକରି ହତ୍ୟା: ବଡ଼ଭାଇ ଗିରଫ
ଲାଞ୍ଜିଗଡ଼,୯।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ବେଡ଼ା ପଞ୍ଚାୟତ ଦେହେଡ଼ା ଗାଁରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ପୂର୍ବ ଶତ୍ରୁତାରୁ ବଡ ଭାଇଙ୍କ ବନ୍ଧୁକ ଗୁଳିରେ ସାନଭାଇଙ୍କ ମୃତ୍ୟୁ ଘଟିଛି। ଘଟଣା ଶୁକ୍ରବାର…
ମଦ୍ୟପଙ୍କୁ ମାରି ପୋତିଦେଲେ ସ୍ତ୍ରୀ-ପୁଅ-ଜ୍ୱାଇଁ, ମାଟିତଳୁ ବାହାରିଲା…
କୋକସରା,୮ା୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଡୁଡୁକାଠେଙ୍ଗା ପଞ୍ଚାୟତ ମୁନୁଗା ପଦର ଗ୍ରାମରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ମୁନୁଗାପଦର ଗ୍ରାମର ଯଦୁ ଦଳପତିଙ୍କୁ ତାଙ୍କ ସ୍ତ୍ରୀ ରୁକ୍ମିଣୀ ଦଳପତି, ଦୁଇ ପୁଅ…
ଆମପାଣି ବ୍ଲକ ଦାବିରେ ମେଳି ବାନ୍ଧିଲେ ୧୦ ପଞ୍ଚାୟତର ପ୍ରତିନିଧି, ପ୍ରଶାସନକୁ ଦାବି ଜଣାଇବା ପାଇଁ ନେଲେ ନିଷ୍ପତ୍ତି
କୋକସରା,୮ା୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ବାଚନ ମଣ୍ଡଳୀ ଓ ବ୍ଲକ ସମ୍ପ୍ରସାରଣ ନେଇ ଯୋଜନା କରୁଥିବା ନେଇ ରାଜସ୍ବ ମନ୍ତ୍ରୀଙ୍କ ଗଣମାଧ୍ୟମରେ କହିବା ପରେ ବିଭିନ୍ନ ଜିଲାରେ ବ୍ଲକ ଦାବି ନେଇ ବିଭିନ୍ନ ସଙ୍ଗଠନ…
Archives


