କଳାହାଣ୍ଡି

ଧୋଇଗଲା କଲଭର୍ଟ

ଏମ୍‌.ରାମପୁର,୨ା୮: କଳାହାଣ୍ଡି ଜିଲା ମ.ରାମପୁରଠାରେ ୧୯୫ମିଲିମିଟର ବର୍ଷା ହୋଇଛି। ଯାହାକି କଳାହାଣ୍ଡିରେ ସର୍ବାଧିକ ରେକର୍ଡ କରାଯାଇଛି। ଏହି ବର୍ଷା ଯୋଗୁ ମ.ରାମପୁର ଅଞ୍ଚଳରେ ରାସ୍ତାଘାଟ, କଲଭର୍ଟ, ଚାଷଜମି,…

9 months ago

ପାଣିରେ ବୁଡ଼ିଛି ଧାନତଳି, ଆଶଙ୍କାରେ ଚାଷୀ

କର୍ଲାମୁଣ୍ଡା,୨ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଦୁଇଦିନ ଧରି ପ୍ରବଳ ବର୍ଷା ଯୋଗୁ ନଦୀନାଳ ଭର୍ତ୍ତି ହୋଇଥିବା ବେଳେ ଚାଷୀଙ୍କ ଜମି ମଧ୍ୟ ଜଳ…

9 months ago

ଲଗାଣ ବର୍ଷାରେ ଧସିଲା ଘର, ଚାପି ହୋଇଗଲେ ଗୋଟିଏ ପରିବାରର ୬ ସଦସ୍ୟ

ଭବାନୀପାଟଣା,୨ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ବିମଳା ଗ୍ରାମରେ ବୁଧବାର ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଲଗାଣ ବର୍ଷା ଯୋଗୁ ଏଠାକାର ଗୋଟିଏ…

9 months ago

ଶୁଣିଲାନି କ୍ଷୁଦ୍ର ଜଳସେଚନ ବିଭାଗ, ନିଜସ୍ବ ଉଦ୍ୟମରେ ଭଙ୍ଗା କେନାଲକୁ ମରାମତି କରି ଜଳସେଚନ କରୁଛନ୍ତି ଚାଷୀ

କୋକସରା,୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)ଜଳସେଚନର ସୁବ୍ୟବସ୍ଥା ଓ ଚାଷୀଙ୍କ ଚାଷଜମିକୁ ଜଳସେଚନ ପାଇଁ କୋଟି କୋଟି ଟଙ୍କା ଅନୁଦାନରେ କଳାହାଣ୍ଡି ଜିଲା କୋକସରା ବ୍ଲକର ବିଭିନ୍ନ ସ୍ଥାନରେ କ୍ଷୁଦ୍ର…

9 months ago

ଶ୍ରେଣୀ ଗୃହରେ ପଶିଲା ପାଣି

ଏମ. ରାମପୁର,୧।୮(ଶଶିଭୂଷଣ ପ୍ରହରାଜ ): କଳାହାଣ୍ଡି ଜ଼ିଲାର ସବୁଠୁ ପୁରୁଣା ନୋଡାଲ ୟୁପି ସ୍କୁଲ ପରିସରରେ ବର୍ଷା ପାଣି ପଶିଛି। ସ୍କୁଲ ଖାଲୁଆ ସ୍ଥାନରେ ଥିବାରୁ ବର୍ଷା…

9 months ago

ଆୟୁଷ ବିଦ୍ୟାଳୟ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ

କେସିଙ୍ଗା,୩୧।୭(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିରସ୍ଥିତ କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଆୟୁଷ ବିଭାଗ ପକ୍ଷରୁ ଜିଲା ହୋମିଓ ପ୍ୟାଥିକ ଚିକିତ୍ସା…

9 months ago

ଚାଷଜମିରୁ ଚାଷୀଙ୍କ ମୃତଦେହ ଜବତ, କାରଣ ଅସ୍ପଷ୍ଟ

ଚାଷଜମିରୁ ଚାଷୀଙ୍କ ମୃତଦେହ ଜବତ, କାରଣ ଅସ୍ପଷ୍ଟ କୋକସରା,୩୧।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ):କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ କନ୍ଦାବୁଟୁରା ପଞ୍ଚାୟତ ତୁନଗାଁର ଚାଷୀ ରାଜିନ ଶବର(୪୦)ଙ୍କ…

9 months ago

ନିର୍ମାଣର ୨ ମାସ ନ ପୂରୁଣୁ ଦବିଗଲା

କୋକସରା,୩୦।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରାରୁ ଚିକିଲିକୁ ସଂଯୋଗୀକରଣ ପାଇଁ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଥିଲା। ହେଲେ କାର୍ଯ୍ୟ…

9 months ago

ସରକାରୀରେ ୩୫୦, ବେସରକାରୀରେ ହଜାର ହଜାର

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦଶ)କଳାହାଣ୍ଡି ଜିଲାରୁ ପ୍ରତିବର୍ଷ ହଜାର ହଜାର ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଚଳିତବର୍ଷ ଜିଲାରେ ମରୁଡ଼ି ଆଶଙ୍କା ଲାଗି ରହିଥିବାରୁ ଏଥର…

9 months ago

ନିର୍ମାଣର ଦୁଇ ମାସ ନ ପୂରୁଣୁ ଦବିଲା ରାସ୍ତା

କୋକସରା,୨୯ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ସଦର କୋକସରାରୁ ଚିକିଲିକୁ ସଂଯୋଗୀକରଣ ପାଇଁ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଥିଲା।…

9 months ago