ଝାରସୁଗୁଡ଼ାରେ ଲଜ୍ଜା: ପିଜୁଳି ଖାଇବାକୁ ଡାକି ନେଇ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ
ଝାରସୁଗୁଡା ଅଫିସ/ଲଖନପୁର,(ଡି.ଏନ.ଏ)- ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଧୀନ ଏକ ଗ୍ରାମର ଜନୈକା ୭ ବର୍ଷର ନାବାଳିକାକୁ ସେହି ଗ୍ରାମର ଜଣେ ଯୁବକ ଗତ ସୋମବାର ବଳାତ୍କାର କରିଥିବା ନେଇ ପୀଡିତାଙ୍କ ପରିବାରଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ...
ବଜ୍ରପାତରେ ଗାଈ ଜଗୁଆଳି ମୃତ
ଲଖନପୁର, ୭।୧୦(ଡି.ଏନ୍.ଏ): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଅଞ୍ଚଳରେ ବଜ୍ରପାତରେ ଜଣେ ଗାଈ ଜଗୁଆଳିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଖଲିଆବାହାଳ ଗ୍ରାମର ଡୋଲାମଣି ବାଗ(୫୫)। ସୂଚନାଥାଉକି, ଡୋଲାମଣି ପ୍ରତିଦିନ ଭଳି ଗତ ରବିବାର ଗାଈ ଚରାଇବାକୁ ଯାଇଥିଲେ। ଗାଈଚରାଇ...
ପୃଥକ୍ ୨ ଡକାୟତି ଉଦ୍ୟମ: ୯ ଅଭିଯୁକ୍ତ ଗିରଫ, ମାରଣାସ୍ତ୍ର ଜବତ
ଝାରସୁଗୁଡ଼ା ଅଫିସ/ଲଖନପୁର, ୭।୧୦(ଡି.ଏନ୍.ଏ.): ଝାରସୁଗୁଡ଼ା ଜିଲାରେ ଗତ ରବିବାର ରାତିରେ ପୃଥକ୍ ଭାବେ ୨ଟି ସ୍ଥାନରେ ଡକାୟତି ଉଦ୍ୟମ ହୋଇଥିଲା। ବିଶେଷ ସୂତ୍ରରୁ ଖବରପାଇ ପୋଲିସ ବଡ଼ଧରଣର ସଶସ୍ତ୍ର ଡକାୟତି ଉଦ୍ୟମକୁ ପଣ୍ଡ କରିଛି । ପୋଲିସ ଉଭୟ ଗୋଷ୍ଠୀର...
ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ
ଝାରସୁଗୁଡ଼ା ଅଫିସ/ଲଖନପୁର,୭।୧୦(ଡି.ଏନ୍.ଏ): ଝାରସୁଗୁଡ଼ା ଜିଲା ଟାଉନ ଥାନା ଅଧୀନ ପୁଡାମାଲ ଗ୍ରାମ ନିକଟ ଏକ ବୁଦାମୂଳରୁ ସୋମବାର ସକାଳେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପୋଲିସ ଉଦ୍ଧାର କରିଛି। ସେ ହେଲେ ପୁଡାମାଲ ଗ୍ରାମର ଗୁଣସାଗର ଦାସ(୪୭ )। କେହି...
ସାଥୀ ଖେଳାଳିଙ୍କ ବ୍ୟାଟ୍ ଆକ୍ରମଣରେ ନାବାଳକଙ୍କ ମୃତ୍ୟୁ
ଝାରସୁଗୁଡ଼ା ଅଫିସ/ଲଖନପୁର,୭।୧୦(ଡି.ଏନ୍.ଏ): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଓସିଏମ୍ କଲୋନୀ ଏଚ୍ଲାଇନ ନିକଟରେ ଗତ ଶନିବାର କେତେକ ବାଳକ କ୍ରିକେଟ ଖେଳିବା ପାଇଁ ରୁଣ୍ଡ ହୋଇଥିଲେ। ଏହି ସମୟରେ କୌଣସି କାରଣରୁ ୨ ନାବାଳକଙ୍କ ମଧ୍ୟରେ ଝଗଡା ହୋଇଥିଲା।...
ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ମହଙ୍ଗା ପଡ଼ିଲା: ଭିଡିଓ ଭାଇରାଲ ହେବା ପରେ ଗିରଫ ହେଲେ ବିଜେଡି ନେତା
ଝାରସୁଗୁଡା ଅଫିସ/ଲଖନପୁର, ୨।୧୦(ଡି.ଏନ୍.ଏ.)-ଝାରସୁଗୁଡା ଜିଲା ବେଲପାହାଡ ସହରରେ ପୋଲିସର ଟ୍ରାଫିକ ସଚେତନତା ବେଳେ ଜଣେ ବିଜେଡି ନେତା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହି ସମ୍ବେଦନଶୀଳ ଘଟଣାକୁ ପୋଲିସ ଚାପି ଦେବାକୁ ଉଦ୍ୟମ କରିଥିଲା। ମାତ୍ର ପରମୁହୂର୍ତ୍ତରେ ଏହାକୁ ନେଇ...
ଡକାୟତି ଯୋଜନା ପଣ୍ଡ କଲା ବ୍ରଜରାଜନଗର ପୋଲିସ: ୩ ଅଭିଯୁକ୍ତ ଗିରଫ, ୪ ଫେରାର
ଝାରସୁଗୁଡା ଅଫିସ/ଲଖନପୁର, ୨୭।୯(ଡି.ଏନ.ଏ.)-ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଦିନକୁୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଅସାମାଜିକ ବ୍ୟକ୍ତିମାନେ ପୋଲିସକୁ ଚ୍ୟାଲେଞ୍ଜ କରି ଅଞ୍ଚଳରେ ନିଜର କାୟା ବିସ୍ତାର କରିଚାଲିଛନ୍ତି। ପୋଲିସ ମଧ୍ୟ ଏମାନଙ୍କ ଉପରେ କଡା...
କୋଲ୍ ଇଣ୍ଡିଆରେ ବିଦେଶୀ ପୁଞ୍ଜିନିବେଶକୁ ଟ୍ରେଡ୍ ୟୁନିୟନ୍ର ବିରୋଧ: କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ କୋଇଲା ପରିବହନ ବାଧାପ୍ରାପ୍ତ
ଲଖନପୁର, ୨୪।୯(ଡି.ଏନ.ଏ.)- କେନ୍ଦ୍ର ସରକାର କୋଲ୍ ଇଣ୍ଡିଆରେ ଶତପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ କରିବାପାଇଁ କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଏଆଇଟିୟୁସି, ଆଇଏନ୍ଟିୟୁସି, ସିଆଇଟିୟୁ, ଏଚ୍ଏମ୍ଏସ୍ ଆଦି ଟ୍ରେଡ ୟୁନିୟନ୍ମାନେ ବିରୋଧ କରିଛନ୍ତି। ଏହି ସବୁ ଯୁନିଅନଗୁଡ଼ିକର ନେତୃବୃନ୍ଦ ଓ...
ବଜ୍ରପାତରେ ମହିଳା ମୃତ, ପରିବାରକୁ କ୍ଷତିପୂରଣ ଦାବି
ଲଖନପୁର, ୨୪।୯(ଡି.ଏନ୍.ଏ.)-ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଭଅଁରଖୋଲ ପଞ୍ଚାୟତ ଠେବରା ଗ୍ରାମର ଜଣେ ମହିଳାଙ୍କ ମଙ୍ଗଳବାର ବଜ୍ରପାତରେ ମୃତ୍ୟୁ ଘଟିଛି। ସେ ହେଲେ ସୁରେନ ମୁଣ୍ଡାଙ୍କ ସ୍ତ୍ରୀ ଜୟ ସେନୀ(୪୦)। ସୂଚନାନୁଯାୟୀ, ଜୟସେନୀ ଅପରାହ୍ନରେ ଗ୍ରାମ ପୋଖରୀକୁ ଗାଧୋଇବାକୁ ଯାଇଥିଲେ।...
କୋଲ୍ ଇଣ୍ଡିଆରେ ବିଦେଶୀ ପୁଞ୍ଜିନିବେଶକୁ ବିରୋଧ: ୨୪ରେ ବନ୍ଦ ଡାକରା
ଝାରସୁଗୁଡା ଅଫିସ/ଲଖନପୁର,୨୩।୧୯(ଡି.ଏନ୍.ଏ.): କେନ୍ଦ୍ର ସରକାର କୋଲ ଇଣ୍ଡିଆରେ ବିଦେଶୀ ପୁଞ୍ଜିନିବେଶ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିଭିନ୍ନ ଟ୍ରେଡ୍ ଯୁନିୟନ ବିରୋଧ କରିଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଏମ୍ସିଏଲ୍ ଲଖନପୁର କ୍ଷେତ୍ର ଅଧୀନ ବେଲପାହାଡ, ଲଖନପୁର ଆଦି ଖୋଲାମୁହଁ କୋଇଲା ଖଣି...
କୋଇଲା ବୋଝେଇ ଟ୍ରେନ୍ ଲାଇନଚ୍ୟୁତ: ବେଦାନ୍ତ ପ୍ରକଳ୍ପକୁ କୋଇଲା ପରିବହନ ବାଧାପ୍ରାପ୍ତ
ଝାରସୁଗୁଡ଼ା ଅଫିସ /ଲଖନପୁର,୧୮।୯(ଡି.ଏନ୍.ଏ): ଝାରସୁଗୁଡ଼ା ଜିଲା ଲହଣ୍ଡାବୁଡ଼ ଲେଭଲ କ୍ରସିଂ ନିକଟରେ ବେଦାନ୍ତ କମ୍ପାନୀର ଏକ ମାଲବାହୀ ଟ୍ରେନ୍ ବୁଧବାର ସକାଳେ ଲାଇନଚ୍ୟୁତ ହୋଇଛି। ଟ୍ରେନ୍ଟି ସୁନ୍ଦରଗଡ଼ ବସୁନ୍ଧରା କୋଇଲା ଖଣିରୁ କୋଇଲା ବୋଝେଇ କରି ଝାରସୁଗୁଡ଼ା ଯାଉଥିବା ବେଳେ...
ବିଦ୍ୟୁତ୍ ଖୁଣ୍ଟତଳୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର
ଝାରସୁଗୁଡା ଅଫିସ/ଲଖନପୁର, ୧୭।୯(ଡି.ଏନ୍.ଏ): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଇଟାଭଟା ପଡ଼ାର ଏକ ବିଦ୍ୟୁତ୍ ଖୁଣ୍ଟତଳେ ପଡ଼ିଥିବା ଜଣେ ଯୁବକଙ୍କ କ୍ଷତବିକ୍ଷତ ଶରୀରକୁ ମଙ୍ଗଳବାର ସ୍ଥାନୀୟ ପୋଲିସ ଉଦ୍ଧାର କରିଛି। ସେ ହେଲେ ସ୍ଥାନୀୟ ଚୂନାଭଟା ପଡ଼ାର ଅଜୟ...
Archives


