ଝାରସୁଗୁଡାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଗୁଜବ
ଝାରସୁଗୁଡା ଅଫିସ,୮।୬: ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଥିବା ନେଇ ଜିଲାରେ ଚର୍ଚ୍ଚା ଜୋର୍ ଧରିଛି। ସହରର ବିଭିନ୍ନ ଛକ ଓ ଦୋକାନରେ…
ବିନା ଇଞ୍ଜିନ୍ରେ ଗଡ଼ିଲା ମାଲ୍ବାହୀ ବଗି: ୧ କିଲୋମିଟର ଯିବା ପରେ ଓଲଟି ପଡ଼ିଲା, ଉଦ୍ଧାର କାର୍ଯ୍ୟ ଜାରି
ଝାରସୁଗୁଡ଼ା ଅଫିସ,୭ା୬: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଅଞ୍ଚଳରେ ରବିବାର ଭୋର୍ ସମୟରେ ଏକ ମାଲବାହୀ ଟ୍ରେନ୍ର କିଛି ବଗି ବିନା ଇଞ୍ଜିନ୍ରେ ପ୍ରାୟ ୧ କିଲୋମିଟର ଗଡ଼ି ଯିବା ପରେ ଓଲଟି ପଡ଼ିଛି। ଏମ୍ସିଏଲ କୋଇଲା ଖଣିରେ ଏହି ଅଘଟଣ ଘଟିଛି।…
ଦୁର୍ଘଟଣା ରୋକିବାକୁ ନିର୍ମାଣ ହେବ ଟ୍ରକ୍ ଟର୍ମିନାଲ୍: ଟୁଇଟ୍ କରି ସୂଚନା ଦେଲେ ଜିଲାପାଳ
ଝାରସୁଗୁଡ଼ା ଅଫିସ,୬ା୬: ଝାରସୁଗୁଡ଼ା ଦେଇ ଯାଇଥିବା ଜାତୀୟ ରାଜପଥ -୪୯ରେ ପ୍ରାୟ ସମୟରେ ସଡ଼କ ଦୁର୍ଘଟଣା ଘଟୁଛି। ରାସ୍ତାକଡ଼ରେ ପାର୍କିଂ ହୋଇ ରହୁଥିବା ଟ୍ରକ୍ଗୁଡ଼ିକ ପାଇଁ ଏହା ବିଶେଷ ଭାବେ ହେଉଛି। ତେବେ ଏହି ଦୁର୍ଘଟଣାଗୁଡ଼ିକୁ ଏଡ଼ାଇବା ପାଇଁ ଜିଲା ପ୍ରଶାସନ…
ଝାରସୁଗୁଡ଼ାରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଲା, ସୁସ୍ଥ ହେଲେଣି ୬
ଝାରସୁଗୁଡ଼ା ଅଫିସ,୬ା୬: ଝାରସୁଗୁଡ଼ା ଜିଲାରେ ଶନିବାର ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଅନ୍ୟପକ୍ଷରେ ୬ ଜଣ ସୁସ୍ଥ ହୋଇସାରିଛନ୍ତି। ଜିଲାପାଳ ସରୋଜ କୁମାର ସାମଲଙ୍କ ସୂଚନା ଅନୁଯାୟୀ, ବ୍ରଜରାଜନଗର…
ପରିବାର ସଦସ୍ୟଙ୍କ ମୃତ୍ୟୁ ପରେ ଅନ୍ୟ ୫ ସଦସ୍ୟଙ୍କ ଆତ୍ମହତ୍ୟା ଘଟଣା: ବଡ ଝିଅଙ୍କ ଜୀବନ ଗଲା
ଝାରସୁଗୁଡା ଅଫିସ,୫।୬: ଝାରସୁଗୁଡା ଥାନା ବିଟିଏମ୍ ଫାଣ୍ଡି ଅଧୀନ ଲହଣ୍ଡାବୁଡ଼ର ଜଣେ ଯୁବକଙ୍କ ମୃତ୍ୟୁ ପରେ ଗତ ସୋମବାର ପରିବାରର ୫ ଜଣ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣାରେ ଶୁକ୍ରବାର ବଡ଼ ଝିଅଙ୍କ ମୃତ୍ୟୁ ଘଟିଛି। ପୂର୍ବରୁ…
ପରିବାର ସଦସ୍ୟଙ୍କ ମୃତ୍ୟୁରେ ଭାଙ୍ଗିପଡ଼ି ୫ଜଣଙ୍କ ଆତ୍ମହତ୍ୟା ଘଟଣା: ମା’, ସାନ ଝିଅ ମୃତ
ଝାରସୁଗୁଡ଼ା ଅଫିସ,୪।୬: ଝାରସୁଗୁଡ଼ା ସହରରେ ମଙ୍ଗଳବାର ଗୋଟିଏ ପରିବାରର ୫ଜଣ ସଦସ୍ୟ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣାରେ ଗୁରୁବାର ମା’ ଓ ସାନ ଝିଅଙ୍କ ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ବୁଧବାର ରାତିରେ ଉଭୟଙ୍କୁ…
ପରିବାର ସଦସ୍ୟଙ୍କ ମୃତ୍ୟୁ ପରେ ଅନ୍ୟ ୫ ସଦସ୍ୟଙ୍କ ଆତ୍ମହତ୍ୟା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ଜୀବନଗଲା
ଝାରସୁଗୁଡା ଅଫିସ,୩।୬: ଝାରସୁଗୁଡା ଥାନା ବିଟିଏମ୍ ଫାଣ୍ଡି ଅଧୀନ ଲହଣ୍ଡାବୁଡ଼ ଅଞ୍ଚଳରେ ପରିବାରର ଜଣେ ସଦସ୍ୟଙ୍କ ମୃତ୍ୟୁ ସହି ନ ପାରି ଅନ୍ୟ ୫ ଜଣ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣାରେ ବୁଧବାର ସକାଳୁ ଜଣଙ୍କ ମୃତ୍ୟୁ…
ଜଣଙ୍କ ମୃତ୍ୟୁରେ ପରିବାର ୫ ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ
ଝାରସୁଗୁଡା ଅଫିସ,୨।୬: ଝାରସୁଗୁଡ଼ା ଥାନା ବିଟିଏମ୍ ଫାଣ୍ଡି ଅଧୀନ ଲହଣ୍ଡାବୁଡ଼ ଅଞ୍ଚଳରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ମଙ୍ଗଳବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସମସ୍ତଙ୍କୁ ପୋଲିସ ଉଦ୍ଧାରକରି ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର…
ଝାରସୁଗୁଡ଼ାରୁ ଭୁବନେଶ୍ୱର, କୋଲକାତାକୁ ବିମାନ ସେବା ଆରମ୍ଭ
ଝାରସୁଗୁଡା ଅଫିସ,୧।୬: ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ସୋମବାର ଠାରୁ ଭୁବନେଶ୍ୱର ଓ କୋଲକାତାକୁ ବିମାନ ଚଳାଚଳ ଆରମ୍ଭ ହୋଇଛି। ଗତ ମେ’ ୨୫ରୁ ଏଠାରେ ବିମାନ ସେବା ଆରମ୍ଭ ହୋଇଥିଲେ ସୁଦ୍ଧା କେବଳ ଦିଲ୍ଲୀ ଓ ହାଇଦ୍ରାବାଦକୁ ସ୍ପାଇସ…
ଝାରସୁଗୁଡ଼ାରେ ଇନ୍ସପେକ୍ଟରଙ୍କ ଅଦଳବଦଳ
ଝାରସୁଗୁଡା ଅଫିସ,୩୦ା୫-ଝାରସୁଗୁଡା ଏସ୍ପି ରାହୁଲ ପିଆର ଜିଲାରେ କାର୍ଯ୍ୟରତ ଇନ୍ସପେକ୍ଟରଙ୍କ ମଧ୍ୟରେ ଅଦଳ ବଦଳ କରିଛନ୍ତି। ଚିଠି ସଂଖ୍ୟା ୫୩୪ରେ ସେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ଇନ୍ସପେକ୍ଟର ନଳିତା ମୋଦିଙ୍କୁ ବ୍ରଜରାଜ ନଗର ଥାନା ଅଧିକାରୀ…
ବିଉଟି ପାର୍ଲର ଖୋଲିବାକୁ ଦାବି
ଝାରସୁଗୁଡା ଅଫିସ,୨୮।୫- ଓଡିଶା ବିଉଟି ଆସୋସିଏଶନ ଝାରସୁଗୁଡା ଜିଲା ଶାଖା ପକ୍ଷରୁ ଗୁରୁବାର ସହରର ସମସ୍ତ ବିଉଟି ପାର୍ଲର ଖୋଲିବାକୁ ଦାବି କରାଯାଇଛି। ସଂଘର ସଭାନେତ୍ରୀ ବିମଲା ରୋଚବାନି ଓ ସମ୍ପାଦିକା ମମତା ପଟୁଆଙ୍କ ନେତୃତ୍ୱରେ ଅନ୍ୟ କର୍ମକର୍ତ୍ତାମାନେ ଜିଲାପାଳଙ୍କ କାର୍ଯ୍ୟାଳୟରେ…
ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ ଅଭିଯୋଗ: ଡାକ୍ତରଖାନାରେ ଉତ୍ତେଜନା
ଝାରସୁଗୁଡ଼ା ଅଫିସ,୨୮ା୫: ଝାରସୁଗୁଡ଼ା ଜିଲା ମୁଖ୍ୟ ଡାକ୍ତରଖାନାରେ ଗୁରୁବାର ଚିକିତ୍ସା ଅବହେଳା ଯୋଗୁ ଜଣେ ନବଜାତକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଡାକ୍ତରଖାନାରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ଅଭିଯୋଗ ଅନୁସାରେ ଲଖନପୁର ବ୍ଲକ…
Archives


