ଝାରସୁଗୁଡ଼ା

ବିଧାୟକଙ୍କ ନାମରେ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗ

ଝାରସୁଗୁଡ଼ା ଅଫିସ,୨୪ା୪: ବ୍ରଜରାଜନଗର ବିଧାୟକ ତଥା ବିଜେଡି ଜିଲା ସଭାପତି କିଶୋର କୁମାର ମହାନ୍ତି ଏବଂ ବିଜେଡି କର୍ମୀ କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ା ଜିଲା କଂଗ୍ରେସ କମିଟି ପକ୍ଷରୁ ସାଧାରଣ ସମ୍ପାଦକ ଜୀବନ ସାର୍ଥକ ଦାସ…

ସୋନୀ ସାଜିଲେ ଛତିଶଗଡ଼ ବୋହୂ

ଝାରସୁଗୁଡ଼ା ଅଫିସ,୨୧।୪:  ୫ବର୍ଷ ତଳେ ଛତିଶଗଡ଼ରୁ ମହାନଦୀ ବନ୍ୟାଜଳରେ ଭାସିଆସିଥିବା ଯୁବତୀ ସୋନୀ ଯାଦବଙ୍କ ବୁଧବାର ବାହାଘର ପରେ ବଧୂ ବେଶରେ ଓଡିଶାରୁ ଛତିଶଗଡ଼ ଫେରିଯାଇଛନ୍ତି। ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍‌ ବାଦିମାଲ ପଞ୍ଚାୟତ କୁଶମେଲ୍‌ ଗ୍ରାମର ପାଳିତ ମା’ବାପା ଝିଅ…

ବଳାତ୍କାର ପରେ ନାବାଳିକା ୬ ମାସର ଗର୍ଭବତୀ

ଝାରସୁଗୁଡ଼ା ଅଫିସ,୧୫।୪: ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ଝାରସୁଗୁଡ଼ା ଜିଲା ବଡମାଲ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ବଡମାଲ ଥାନା ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସିଡିପିଓ ସୁପ୍ରଭା ମହାପାତ୍ରଙ୍କ ଅଭିଯୋଗ ମୁତାବକ…

୫ବର୍ଷ ତଳେ ମହାନଦୀରୁ ଉଦ୍ଧାର ସୋନୀ ବୋହୂ ହୋଇଯିବେ ଛତିଶଗଡ଼

ଝାରସୁଗୁଡ଼ା ଅଫିସ,୧୪ା୪: ଦୀର୍ଘ ୫ବର୍ଷ ତଳେ ମହାନଦୀରୁ ଉଦ୍ଧାର ହୋଇଥିବା ଯୁବତୀ ସୋନୀ ଯାଦବଙ୍କ ଆସନ୍ତା ୨୧ ତାରିଖରେ ସାହାନାଈ ବାଜିବ। ଏଥିପାଇଁ କୁଶମେଲ୍‌ ଗ୍ରାମର ପାଳିତ ମାଆ, ବାପା, ବନ୍ଧୁବାନ୍ଧବ ଓ ଗ୍ରାମବାସୀ ସମସ୍ତେ ଲାଗିପଡିଛନ୍ତି। ଏ ନେଇ ଗ୍ରାମବାସୀଙ୍କ…

ପ୍ରେମୀଯୁଗଳଙ୍କ ମୃତଦେହ ବନ୍ଦ କୋଠରିରୁ ଜବତ

ଝାରସୁଗୁଡ଼ା ଅଫିସ,୧୪ା୪: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅନ୍ତର୍ଗତ ରେଙ୍ଗାଲି କିଷାନପଡାର ଏକ ବନ୍ଦ କୋଠରିରୁ ପୋଲିସ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ସେମାନେ ହେଲେ ସୁବ୍ରତ କିଷାନ (୨୭) ଓ ସମ୍ବଲପୁର ଜିଲା ଠେଲକୋଲି ଥାନା ଗୁମକାରମା ଗ୍ରାମର…

ଯାତକ ମେଳ ନ ଖାଇବାରୁ ବିବାହ ଭାଙ୍ଗିଦେଲେ ପରିବାର ଲୋକେ, ଏମିତି ଚରମ ପଦକ୍ଷେପ ନେଲେ ପ୍ରେମୀଯୁଗଳ

ଝାରସୁଗୁଡା ଅଫିସ,୧୩।୪: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅନ୍ତର୍ଗତ ରେଙ୍ଗାଲି କିଷାନପଡ଼ା ଏକ ବନ୍ଦ କୋଠରୀ ଭିତରୁ ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତ ଯୁବକଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ବନହରପାଲି ଥାନାରେ…

ଓପିଜିସିର ୨ ୟୁନିଟ୍‌ ବନ୍ଦ: ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ

ଝାରସୁଗୁଡ଼ା ଅଫିସ,୮।୪: ଝାରସୁଗୁଡ଼ା ବୁଢ଼ିପଦର ଗ୍ରୀଡ୍‌ରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେବା ପରେ ବନହରପାଲି ସ୍ଥିତି ଓ ବିଦ୍ୟୁତ୍‌ ଉତ୍ପାଦନ ନିଗମ(ଓପିଜିସି)ର ୨ଟି ୟୁନିଟ୍‌ ଗୁରୁବାର ଅପରାହ୍ନ ୨ଟା ବନ୍ଦ ହୋଇଯାଇଛି। ଏହି ୟୁନିଟ୍‌ ଦ୍ୱୟ ବନ୍ଦ ହେବା ଫଳରେ ୪୨୦…

ଗ୍ରାମକୁ ବିସ୍ଥାପିତ କରିବା ଦାବିରେ ବେଦାନ୍ତ ପ୍ରକଳ୍ପ ସମ୍ମୁଖରେ କାତିକେଲାବାସୀଙ୍କ ଆନ୍ଦୋଳନ

ଝାରସୁଗୁଡା ଅଫିସ, ୮।୪: ଝାରସୁଗୁଡା ଭୂର୍କାମୁଣ୍ଡା ସ୍ଥିତ ବେଦାନ୍ତ ପ୍ରକଳ୍ପ ଫାଟକ ସମ୍ମୁଖରେ କାତିକେଲାବାସୀ ଗୁରୁବାର ସକାଳ ୬ଟାରୁ ଧାରଣା ଦେଇଛନ୍ତି। ପାଉଁଶ ପୋଖରୀ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା କାତିକେଲାବାସୀ ଗ୍ରାମକୁ ବିସ୍ଥାପିତ କରିବା ଦାବିରେ ଏହି ଆନ୍ଦୋଳନ କରିତିବା ଜଣାପଡ଼ିଛି।…

ଧରାପଡ଼ିଲା ଆଉ ଏକ ଆନ୍ତଃରାଜ୍ୟ ସାଇବର କ୍ରାଇମ୍‌

ଝାରସୁଗୁଡ଼ା ଅଫିସ,୭ା୪: କିଛିଦିନର ବ୍ୟବଧାନ ପରେ ଝାରସୁଗୁଡା ଜିଲା ପୋଲିସ ପୁଣି ଏକ ଆନ୍ତଃରାଜ୍ୟ ସାଇବର କ୍ରାଇମ୍‌ର ପର୍ଦ୍ଦାଫାଶ କରି ୩ଜଣଙ୍କୁ ଗିରଫ କରିଛି। ଗତ ଫେବୃୟାରୀ ମାସରେ ବେଲପାହାଡର ଯୁବତୀ ନୀତା ଛତରଙ୍କୁ କୌନ ବେନେଗା କରୋଡପତିରେ ୩୫ଲକ୍ଷ ଟଙ୍କା…

ପରିବା ଢାଳି ରାସ୍ତା ଅବରୋଧ

ଝାରସୁଗୁଡ଼ା ଅଫିସ,୭ା୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ୩ ସପ୍ତାହ ପାଇଁ ଜିଲାର ୭୭ ସାପ୍ତାହିକ ବଜାର ବନ୍ଦ ଘୋଷଣା କରିଛନ୍ତି। ଏହାକୁ ନେଇ ବ୍ୟବସାୟୀ ଓ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଝାରସୁଗୁଡା ବଜାରରେ ଏହାର ପ୍ରତିଫଳନ…

କୋଭିଡ୍‌ ଗାଇଡ୍‌ଲାଇନ ନ ମାନିବାରୁ ସିଲ୍‌ ହେଲା ୨ ଦୋକାନ

ଝାରସୁଗୁଡା ଅଫିସ୍‌,୪।୪: ଝାରସୁଗୁଡ଼ା ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନତା କରାଯାଉଛି। ତଥାପି କେତେକ ଅମାନିଆ ନିୟମ ପାଳନ କରୁନାହାନ୍ତି। ଜିଲା ପ୍ରଶାସନ ଏହି ଦିଗରେ…

ନୂଆ ଷ୍ଟାଇଲରେ ମାଲିକଙ୍କ ଆଖି ଆଗରେ ଲୁଟ୍‌

ଝାରସୁଗୁଡା ଅଫିସ୍‌,୪।୪: ନିଜକୁ ଆୟକର ବିଭାଗ ଅଧିକାରୀ ପରିଚୟ ଦେଇ ଝାରସୁଗୁଡା ସହରରେ ଥିବା ଓମ୍‌ ସାଇରାମ ଜୁଏଲେରୀରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍‌ କରିଛନ୍ତି। ଏ ନେଇ ଦୋକାନ ମାଲିକ ମୁରଲୀଧର ସାକୁନିଆ ଶନିବାର ଝାରସୁଗୁଡା ଟାଉନ୍‌ ଥାନାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri